କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ୪ ହଜାର ୭୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଫେବୃୟାରୀ ୭ରେ ପଶ୍ଚିମବଙ୍ଗର ହଳଦିଆଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ପଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ରବିବାର ପଶ୍ଚିମବଙ୍ଗ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନContinue reading “ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୋଦୀ । ୪ ହଜାର ୭୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଶୁଭାରମ୍ଭ”
Tag Archives: News
କଙ୍ଗାରୁ ଟିମରେ ଖେଳିବେ ଭାରତୀୟ ବଂଶୋଦ୍ଭବ ତନବୀର ସାଂଘା । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ କରିବେ ଡେବ୍ୟୁ । ଜାଣନ୍ତୁ ଭାରତର କେଉଁ ସହର ସହ ତନବୀରଙ୍କ ରହିଛି ଲିଙ୍କ ।
କନକ ବ୍ୟୁରୋ : କଙ୍ଗାରୁ ଟିମରେ ଖେଳିବେ ଭାରତୀୟ ବଂଶୋଦ୍ଭବ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ରିକେଟ ଟିମ କୁହାଯାଉଥିବା ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି ତନବୀର ସାଂଘା । ବିଶ୍ୱର ଏହି ଶକ୍ତିଶାଳୀ କ୍ରିକେଟ ଟିମରେ ଏବେ ଖେଳିବ ଭାରତୀୟ ରକ୍ତ । ତନବୀରଙ୍କ ବୟସ ମାତ୍ର ୧୯ ବର୍ଷ । ଏତେ କମ ବର୍ଷରୁ ଏବେ ସେ ଅଷ୍ଟ୍ରେଲିଆ ଦଳର ସଦସ୍ୟ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ତନବୀର ଡେବ୍ୟୁ କରିବେContinue reading “କଙ୍ଗାରୁ ଟିମରେ ଖେଳିବେ ଭାରତୀୟ ବଂଶୋଦ୍ଭବ ତନବୀର ସାଂଘା । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ କରିବେ ଡେବ୍ୟୁ । ଜାଣନ୍ତୁ ଭାରତର କେଉଁ ସହର ସହ ତନବୀରଙ୍କ ରହିଛି ଲିଙ୍କ ।”
ଖୋଲା ଆକାଶ ତଳେ ଜମୁଛି ବେପାର । ଜିପ୍ସମ୍ ପାଉଡର ବା ପ୍ଲାଷ୍ଟ ଅଫ୍ ପ୍ୟାରିସ ରୁ ମନୋଲଭା ମୂର୍ତ୍ତି ଓ ଘରକରଣ ସାମଗ୍ରୀ ଗଡୁଛନ୍ତି ଯାଯାବର ।
କନକ ବ୍ୟୁରୋ : ଖୋଲା ଆକାଶ ତଳେ ଜମୁଛି ବେପାର । ଜିପ୍ସମ୍ ପାଉଡର ବା ପ୍ଲାଷ୍ଟ ଅଫ୍ ପ୍ୟାରିସ ରୁ ମନୋଲଭା ମୂର୍ତ୍ତି ଓ ଘରକରଣ ସାମଗ୍ରୀ ଗଡୁଛନ୍ତି ଯାଯାବର । ମାସ ମାସ ଧରି ରାସ୍ତା କଡରେ ରହି ସୁନ୍ଦର ସୁନ୍ଦର ମୂର୍ତ୍ତି ଓ ଘରକରଣ ସାମଗ୍ରୀ ପଥୀକଙ୍କୁ ଆକୃଷ୍ଟ କରୁ ଥିବା ବେଳେ ଜିପ୍ସମ ମୂର୍ତ୍ତି ବିକି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ସୁଦୂର ରାଜସ୍ଥାନରୁ ଆସି ମାଲକାନଗିରି ରେContinue reading “ଖୋଲା ଆକାଶ ତଳେ ଜମୁଛି ବେପାର । ଜିପ୍ସମ୍ ପାଉଡର ବା ପ୍ଲାଷ୍ଟ ଅଫ୍ ପ୍ୟାରିସ ରୁ ମନୋଲଭା ମୂର୍ତ୍ତି ଓ ଘରକରଣ ସାମଗ୍ରୀ ଗଡୁଛନ୍ତି ଯାଯାବର ।”
ମୋଦୀଙ୍କ ‘ମନ କି ବାତ୍’ ପରେ ପ୍ରତିକ୍ରିୟା ରଖିଲେ ରାକେଶ ଟିକାୟତ । କହିଲେ, ତ୍ରିରଙ୍ଗା ଅପମାନକାରୀଙ୍କୁ ଗିରଫ କର । ସାରା ଦେଶ ତ୍ରିରଙ୍ଗାକୁ ଭଲ ପାଏ
କନକ ବ୍ୟୁରୋ: ଜାନୁଆରୀ ୨୬ ତାରିଖ ତ୍ରିରଙ୍ଗା ପତାକା ଅପମାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ‘ମନ କି ବାତ’ରେ ଦୁଃଖ ପ୍ରକାଶ କରିବା ପରେ ଏହାକୁ ନେଇ ନିଜର ମତ ରଖିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେ କହିଛନ୍ତି ତ୍ରିରଙ୍ଗା କେବଳ ପ୍ରଧାନମନ୍ତ୍ରୀଙ୍କର ନୁହେଁ । ସାରା ଦେଶ ତ୍ରିରଙ୍ଗାକୁ ଭଲ ପାଏ । ଯେଉଁମାନେ ତ୍ରିରଙ୍ଗାକୁ ଅପମାନ କରିଛନ୍ତି ପୋଲିସ ସେମାନଙ୍କୁ ଧରୁ । ଏଥିସହ ଚାଷୀ ଓ କେନ୍ଦ୍ର ସରକାରଙ୍କ ଭିତରେContinue reading “ମୋଦୀଙ୍କ ‘ମନ କି ବାତ୍’ ପରେ ପ୍ରତିକ୍ରିୟା ରଖିଲେ ରାକେଶ ଟିକାୟତ । କହିଲେ, ତ୍ରିରଙ୍ଗା ଅପମାନକାରୀଙ୍କୁ ଗିରଫ କର । ସାରା ଦେଶ ତ୍ରିରଙ୍ଗାକୁ ଭଲ ପାଏ”
ଜୁନାଗଡ ରେଳ ଷ୍ଟେସନ ରେକ୍ ପଏଣ୍ଟରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା । ଖାଦ୍ୟ ସାମଗ୍ରୀ ଆମଦାନୀ-ରପ୍ତାନୀ ଭିତରେ ପେଶୀ ହେଉଛନ୍ତି ଶ୍ରମିକ
କନକ ବ୍ୟୁରୋ : ୩ ବର୍ଷ ହେଲା ଜୁନାଗଡ ରେଲ ଷ୍ଟେସନରୁ ରେକ ପଏଂଟରୁ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଉଳ, ମକା ଭଳି ଖାଦ୍ୟ ସାମଗ୍ରୀ ପରିବହନ କରାଯାଉଛି । ଓଡିଶା ସମେତ କୋଲକାତା, ଆସାମ, ବିଶାଖାପାଟଣା ଓ ଆନ୍ଧ୍ରପ୍ରଦେଶ ଭଳି ଅନେକ ସ୍ଥାନକୁ ଖାଦ୍ୟ ସାମଗ୍ରୀ ପରିବହନ ହେବା ସହ ବାଂଲାଦେଶକୁ ମଧ୍ୟ ଖାଦ୍ୟ ସାମଗ୍ରୀ ଯାଉଛି । ଆଉ ଶ୍ରମିକମାନେ ମାଲ ଲୋଡିଂ-ଅନଲୋଡିଂ କାମ କରୁଛନ୍ତି । ହେଲେ ଏହି ଜୁନାଗଡ ରେକ୍Continue reading “ଜୁନାଗଡ ରେଳ ଷ୍ଟେସନ ରେକ୍ ପଏଣ୍ଟରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା । ଖାଦ୍ୟ ସାମଗ୍ରୀ ଆମଦାନୀ-ରପ୍ତାନୀ ଭିତରେ ପେଶୀ ହେଉଛନ୍ତି ଶ୍ରମିକ”
ଶୁଖୁଆ ଖଳାରେ ମତ୍ସ୍ୟଜୀବୀଙ୍କ ଜୀବନ । ଶୁଖୁଆ ପ୍ରସ୍ତୁତ କରି ପେଟ ପୋଶୁଛନ୍ତି ଚାନ୍ଦବାଲିର ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ପରିବାର ।
କନକ ବ୍ୟୁରୋ : ଶୁଖୁଆ ଖଳାରେ ମତ୍ସ୍ୟଜୀବୀଙ୍କ ଜୀବନ । ଭଦ୍ରକ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତ ସୁମୁଦ୍ର କୂଳର ଏହି ସ୍ଥାନରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ ବ୍ୟବସାୟ କରାଯାଏ । ତେବେ ଏଠାରେ ଶୁଖୁଆ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଗଲେ ଆନ୍ତର୍ଜାତୀୟ ସ୍ତରରେ ଚାନ୍ଦବାଲି ଧାମରା ଶୁଖୁଆ ପ୍ରସିଦ୍ଧି ଲାଭ କରି ପାରନ୍ତା ବୋଲି ମତ ଦିଅନ୍ତି ମତ୍ସ୍ୟଜୀବୀ । ଭଦ୍ରକ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ସୁମୁଦ୍ର କୂଳର ଏହି ଦୃଶ୍ୟ, ମତ୍ସ୍ୟଜୀବୀଙ୍କContinue reading “ଶୁଖୁଆ ଖଳାରେ ମତ୍ସ୍ୟଜୀବୀଙ୍କ ଜୀବନ । ଶୁଖୁଆ ପ୍ରସ୍ତୁତ କରି ପେଟ ପୋଶୁଛନ୍ତି ଚାନ୍ଦବାଲିର ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ପରିବାର ।”
କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍ । ହଲ୍ ଭିତରେ ଖାଦ୍ୟ କିଣିପାରିବେ ଦର୍ଶକ
କନକ ବ୍ୟୁରୋ: ଏଣିକି ସିନେମା ହଲ୍ ହେବ ହାଉସଫୁଲ୍ । ୧୦୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସୋ’ । ଫେବ୍ରୁଆରୀ ପହିଲାରୁ ସାରା ଦେଶରେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ପ୍ରତ୍ୟେକ ସିନେମା ହଲ୍ ଖୋଲିପାରିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର । କରୋନା ହେତୁ ସିନେମା ହଲରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ହେବ । ଆଉ ପ୍ରତି ସୋ’ ଭିତରେ କିଛି ସମୟ ପାଇଁ ବ୍ରେକ୍ ରହିବ ।Continue reading “କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍ । ହଲ୍ ଭିତରେ ଖାଦ୍ୟ କିଣିପାରିବେ ଦର୍ଶକ”
ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ପେଟ୍ରୋଲ ଟ୍ୟାଙ୍କର ଉପର ଚାମ୍ବରରେ ଯାଉଥିଲା ୧୫ଶହ ୭୭ କେଜିର ଗଞ୍ଜେଇ ।
କନକ ବ୍ୟୁରୋ : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ଜବତ । ୧୫ଶହ ୭୭ କେଜିରୁ ଅଧିକ ଗଞ୍ଜେଇ ଚୋରା ଚାଲଣ ବେଳେ ଜବତ କଲା ପୋଲିସ । ପେଟ୍ରୋଲ ଟ୍ୟାଙ୍କର ଗାଡ଼ିର ଉପର ଚାମ୍ବରରେ ଯାଉଥିଲା ଗଞ୍ଜେଇ । ଗଞ୍ଜେଇ ଲମତପୁଟରୁ ବିହାରକୁ ଚୋରାଚାଲଣ ହେଉଥିଲା । ଘଟଣା ସ୍ଥଳରୁ ପେଟ୍ରୋଲ ଟ୍ୟାଙ୍କର ଗାଡ଼ି ସହ ଗୋଟିଲ ଇନୋଭା କାର ଜବତ କରିଛି । ହେଲେContinue reading “ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ପେଟ୍ରୋଲ ଟ୍ୟାଙ୍କର ଉପର ଚାମ୍ବରରେ ଯାଉଥିଲା ୧୫ଶହ ୭୭ କେଜିର ଗଞ୍ଜେଇ ।”
ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ସାଇକେଲ ରାଲି । ନୂଆପଡା ଖଡ଼ିଆଳରୁ ସାଇକେଲରେ ଭୁବନେଶ୍ୱର ଆସୁଛନ୍ତି ୫୦ରୁ ଅଧିକ ଚାଷୀ
କନକ ବ୍ୟୁରୋ : ଚାଷୀଙ୍କ ସମସ୍ୟା ନେଇ ନୂଆପଡା ଜିଲ୍ଲା ଖଡ଼ିଆଳରୁ ଭୁବନେଶ୍ୱରକୁ ସାଇକେଲ ରାଲି । ଏଥିରେ ୫୦ରୁ ଅଧିକ ଚାଷୀ ଭାଗ ନେଇଛନ୍ତି । ସେମାନେ ଭୁବନେଶ୍ୱରରେ ପହଞ୍ଚି କୃଷିମନ୍ତ୍ରୀଙ୍କୁ ଚାଷୀଙ୍କ ସମସ୍ୟା ନେଇ ଜଣାଇବାକୁ ଲକ୍ଷ୍ୟ ରଖିଛନ୍ତି । ସାରା ରାଜ୍ୟରେ ମଣ୍ଡିରେ ଧାନ ବିକ୍ରିକୁ ନେଇ ସମସ୍ୟା ଲାଗି ରହିଛି । ଟାର୍ଗେଟ ଓ ଟୋକନ ଆଳରେ ମିଲର୍ସର ଧାନ କିଣୁନଥିବା ବେଳେ ଚାଷୀ ନାକେଦମ୍ ହେଲେଣି । ଏଭଳି ସ୍ଥିତିରେContinue reading “ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ସାଇକେଲ ରାଲି । ନୂଆପଡା ଖଡ଼ିଆଳରୁ ସାଇକେଲରେ ଭୁବନେଶ୍ୱର ଆସୁଛନ୍ତି ୫୦ରୁ ଅଧିକ ଚାଷୀ “
ଇନ୍ଦିରାଙ୍କ ଚରିତ୍ରରେ ନଜର ଆସିବେ କଙ୍ଗନା । ନିର୍ମାଣ ହେଉଛି ଆଉ ଏକ ପଲିଟିକାଲ୍ ଡ୍ରାମା ଫିଲ୍ମ
କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ତାଙ୍କର ଆଗାମୀ ଫିଲ୍ମରେ କଙ୍ଗନା ଇନ୍ଦିରାଙ୍କ ଚରିତ୍ରରେ ଅଭିନୟ କରିବେ । ତେବେ ଏହି ଫିଲ୍ମଟି ଇନ୍ଦିରାଙ୍କ ବାୟୋପିକ୍ ହୋଇନଥିଲେ ମଧ୍ୟ ଏକ ପଲିଟିକାଲ୍ ଡ୍ରାମା ଫିଲ୍ମ ବୋଲି ଜଣାପଡିଛି । This is a photoshoot about iconic women I did in the beginning of my career, little did IContinue reading “ଇନ୍ଦିରାଙ୍କ ଚରିତ୍ରରେ ନଜର ଆସିବେ କଙ୍ଗନା । ନିର୍ମାଣ ହେଉଛି ଆଉ ଏକ ପଲିଟିକାଲ୍ ଡ୍ରାମା ଫିଲ୍ମ”