ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗା ଭିତରେ ଫସିଲେ ୨୨ରୁ ଅଧିକ ଯାତ୍ରୀ । ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ: ପୁଣିିଥରେ ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଆଉ ଡଙ୍ଗା ଭିତରେ ଫସିଲେ ୨୨ରୁ ଅଧିକ ଯାତ୍ରୀ । ରବିବାର ଟାଙ୍ଗି ଥାନା ଶୋରଣା ଗାଁରୁ କିଛି ଲୋକ କାଳିଜାଇ ଦର୍ଶନ ପାଇଁ ଯାଇଥିବାବେଳେ ଅଧାବାଟରେ ତାଙ୍କର ଡଙ୍ଗା ଫସିଯାଇଥିଲା । ପ୍ରବଳ କୁହୁଡି ଯୋଗୁ ନଳବଣରେ ଏହି ଡଙ୍ଗା ଫସି ଯାଇଥିଲା । ଏହାପରେ ସେମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଦୁଇଟି ଡଙ୍ଗା ଲାଗିଛନ୍ତି । ଘଟଣା ସ୍ଥଳରେ ଦମକଳ ବାହିନୀ ଉପସ୍ଥିତContinue reading “ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗା ଭିତରେ ଫସିଲେ ୨୨ରୁ ଅଧିକ ଯାତ୍ରୀ । ଉଦ୍ଧାର କାର୍ଯ୍ୟ ଜାରି”

ଗାଡି ସାଇଡ୍ କରିବାକୁ ନେଇ ତୁମୁଳକାଣ୍ଡ ।  ସ୍କୁଟି ଚାଳକକୁ ନିର୍ଦ୍ଧୁମ ପିଟିଲେ କାରଚାଳକ । ହାତ ବାନ୍ଧି ଥାନାକୁ ନେଲା ପୋଲିସ

କନକ ବ୍ୟୁରୋ: ମଝି ରାସ୍ତାରେ ମାରପିଟ୍ । ସାମାନ୍ୟ ଗାଡ଼ି ସାଇଡ୍ କରିବାକୁ କେନ୍ଦ୍ର କରି ଜଣେ ସ୍କୁଟି ଚାଳକଙ୍କୁ ନିର୍ଧୁମ ପିଟିଛନ୍ତି ଦୁଇ ଜଣ ଦୁବୃର୍ତ୍ତ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ତନିସ୍କ ସୋ ରୁମ୍ ନିକଟ କ୍ରସିଂ ପାଖରେ ଘଟିଛି ଏହି ମାଡ଼ପିଟ୍ । ପ୍ରବଳ ଗହଳି ଭିତରେ ଗାଡ଼ି ସାଇଟ୍ କରିବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିଲା । ସ୍କୁଟି ଚାଳକ ସାଇଡ୍ ଦେଉନଥିବା ଦେଖି, ଅଚାନକ୍ କାର ଭିତରୁ ବାହାରି ଆସିଥିଲେ ଦୁଇContinue reading “ଗାଡି ସାଇଡ୍ କରିବାକୁ ନେଇ ତୁମୁଳକାଣ୍ଡ ।  ସ୍କୁଟି ଚାଳକକୁ ନିର୍ଦ୍ଧୁମ ପିଟିଲେ କାରଚାଳକ । ହାତ ବାନ୍ଧି ଥାନାକୁ ନେଲା ପୋଲିସ”

କରୋନା କାଳରେ ଆସନ୍ତାକାଲି ଆସୁଛି ସାଧାରଣ ବଜେଟ୍ । ମହାମାରୀ ମାଡ଼ରେ ହନ୍ତସନ୍ତ ହେଉଛି ସାଧାରଣ ମଣିଷ । କନକ ନ୍ୟୁଜକୁ କହିଲେ, ମୋଦୀଙ୍କ ବଜେଟରୁ କ’ଣ ରଖିଛନ୍ତି ଆଶା

କନକ ବ୍ୟୁରୋ : କଟକ ଲିଙ୍କରୋଡରେ ରହନ୍ତି ରଘୁନାଥ ମହାନ୍ତିଙ୍କ ପରିବାର । ରଘୁନାଥ ମହାନ୍ତିଙ୍କ ପରିବାର କହିଲେ ୪ ପ୍ରାଣୀ । ଦୋକାନ ବ୍ୟବସାୟରୁ ପ୍ରାୟ ୨୮ରୁ ୩୦ ହଜାର ଟଙ୍କା ରୋଜଗାର ହୁଏ । ମଝିରେ ୬ ମାସ ବନ୍ଦ ରହିବା ପରେ ଏବେ ଖୋଲିଛି ଆଉ ବେପାର ବି ହେଉଛି । ଝିଅ ପୁଅର ପଢାପଢିରେ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଯାଏ । ରଘୁନାଥବାବୁ ଓ ପତ୍ନଙ୍କ ମେଡିସିନରେ ଖର୍ଚ୍ଚ ହୁଏContinue reading “କରୋନା କାଳରେ ଆସନ୍ତାକାଲି ଆସୁଛି ସାଧାରଣ ବଜେଟ୍ । ମହାମାରୀ ମାଡ଼ରେ ହନ୍ତସନ୍ତ ହେଉଛି ସାଧାରଣ ମଣିଷ । କନକ ନ୍ୟୁଜକୁ କହିଲେ, ମୋଦୀଙ୍କ ବଜେଟରୁ କ’ଣ ରଖିଛନ୍ତି ଆଶା”

ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଦିଲ୍ଲୀ କଂଗ୍ରେସର ପ୍ରସ୍ତାବ । ଅଧ୍ୟକ୍ଷ କରିବାକୁ ଦାବି କଲା ଦିଲ୍ଲୀ ପ୍ରଦେଶ କଂଗ୍ରେସ । ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ।

କନକ ବ୍ୟୁରୋ: କଂଗ୍ରେସ ଦଳରେ ନେତୃତ୍ୱ କନ୍ଧଳ କଥା ସବୁବେଳେ ଚର୍ଚ୍ଚାରେ ଥାଏ । କିଏ ଦଳର ଆଗାମୀ ସଭାପତି ହେବ ତାହା ବି ଏବେ ବଡ ପ୍ରଶ୍ନ ହୋଇ ରହିଛି । ଏହାରି ଭିତରେ ଦିଲ୍ଲୀ କଂଗ୍ରେସ ପକ୍ଷରୁ ରାହୁଲଙ୍କୁ ତୁରନ୍ତ ଦଳର ଅଧ୍ୟକ୍ଷ କରାଯିବାକୁ ପ୍ରସ୍ତାବ ପାରିତ ହୋଇଛି । ରବିବାର ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଚୌଧୁରୀ ଅନିଲ କୁମାରଙ୍କ ନେତୃତ୍ୱରେ ଦଳର ବୈଠକ ବସିଥିଲା । ଏଥିରେ ସର୍ବସମ୍ମତି କ୍ରମେ ତିନୋଟି ପ୍ରସ୍ତାବContinue reading “ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଦିଲ୍ଲୀ କଂଗ୍ରେସର ପ୍ରସ୍ତାବ । ଅଧ୍ୟକ୍ଷ କରିବାକୁ ଦାବି କଲା ଦିଲ୍ଲୀ ପ୍ରଦେଶ କଂଗ୍ରେସ । ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ।”

କାର୍ ସାଇଡମରାକୁ ନେଇ ତୁମୁଳକାଣ୍ଡ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ।

କନକ ବ୍ୟୁରୋ : କାର୍ ସାଇଡମରାକୁ ନେଇ ରାଜଧାନୀରେ ତୁମୁଳକାଣ୍ଡ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ । କାରରେ ବସିଥିବା ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ଜଣେ ସ୍କୁଟି ଚାଳକକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସ୍କୁଟି ଚାଳକ ଜଣକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆକ୍ରମଣକାରୀ ଯୁବକଙ୍କୁ କାବୁ କରିଛି । କାର ସାଇଡମରାକୁ ନେଇ ଏହି କାଣ୍ଡ ଘଟିଛିContinue reading “କାର୍ ସାଇଡମରାକୁ ନେଇ ତୁମୁଳକାଣ୍ଡ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ।”

ଯାଜପୁରର ରାସ୍ତା କଡରେ କାହିଁକି ଝରାଫୁଲଙ୍କ ମୃତଦେହ ଫୋପାଡି ଦିଆଗଲା । ପୋଲିସର ପଚରାଉଚରା ସମୟରେ ଏନେଇ ତଥ୍ୟ ଦେଇଛି ରାକେଶ

କନକ ବ୍ୟୁରୋ: ଝରାଫୁଲଙ୍କ ମୃତଦେହ ଯାଜପୁରର ରାଜେନ୍ଦ୍ରପୁର ରାସ୍ତାକଡରୁ ମିଳିବା ପରେ ସିସିଟିଭି ଫୁଟେଜ ସାମନାକୁ ଆସିଛିା ଆଉ ଏହି ଫୁଟେଜ ଆଧାରରେ ଯାଜପୁର ପୋଲିସ ଝରାଫୁଲ ହତ୍ୟା ଘଟଣାରେ କିଛି ବାଟ ଆଗେଇ ପାରିଛି । ଏହି ଫୁଟେଜରେ ଦେଖିବାକୁ ମିଳୁଛି ଯେ, ଗାଡିର ମଝିରେ ଝରାଫୁଲ ବସିଛନ୍ତି, ଗାଡି ଚଳାଉଛନ୍ତି ରାକେଶ ସ୍ୱାଇଁଙ୍କ ସାଙ୍ଗ, ନିଜେ ରାକେଶ ସ୍ୱାଇଁ ପଛରେ ଝରାଫୁଲଙ୍କୁ ଧରି ବସିଛନ୍ତି । ଝରାଫୁଲଙ୍କ ଗୋଡ ଝୁଲିଛି ଏବଂ ମୁଣ୍ଡ ମଧ୍ୟContinue reading “ଯାଜପୁରର ରାସ୍ତା କଡରେ କାହିଁକି ଝରାଫୁଲଙ୍କ ମୃତଦେହ ଫୋପାଡି ଦିଆଗଲା । ପୋଲିସର ପଚରାଉଚରା ସମୟରେ ଏନେଇ ତଥ୍ୟ ଦେଇଛି ରାକେଶ”

ଭାଗ୍ୟଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଭାଗ୍ୟଶ୍ରୀ ସାହୁ କଳା ମାଧ୍ୟମରେ ଓଡ଼ିଶାକୁ ସାରା ଦେଶରେ ପରିଚିତ କରାଇଛନ୍ତି

କନକ ବ୍ୟୁରୋ : ନିଜର କଳାକୃତି ପାଇଁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ରାଉରକେଲାର ଶିଳ୍ପୀ ଭାଗ୍ୟଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାଗ୍ୟଶ୍ରୀ ନିଜର କଳା ପଟ୍ଟଚିତ୍ର ମାଧ୍ୟମରେ ଓଡ଼ିଶାକୁ ସାରା ଦେଶରେ ପରିଚିତ କରାଇଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି, ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ କଳାକୃତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିବାରୁ ତାଙ୍କୁContinue reading “ଭାଗ୍ୟଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଭାଗ୍ୟଶ୍ରୀ ସାହୁ କଳା ମାଧ୍ୟମରେ ଓଡ଼ିଶାକୁ ସାରା ଦେଶରେ ପରିଚିତ କରାଇଛନ୍ତି”

ଗଞ୍ଜାମରେ ୭ ବର୍ଷର ଝିଅ ସହ ଦୁଷ୍କର୍ମ । ପାଟି କରିବାରୁ ଗଳା କାଟିଦେଲେ ୨ ଯୁବକ

କନକ ବ୍ୟୁରୋ: ବର୍ବର, ଜଘନ୍ୟ, ଛାତିଥରା, ଅମାନବୀୟ । ଏଭଳି ଯେତେସବୁ ଶବ୍ଦ ଅଛି ହୁଏତ ଛୋଟ ଲାଗିବ, ଯେତେବେଳେ ଗଂଜାମ ଜିଲ୍ଲା ଗୋଳନ୍ଥରା ଅଚଂଳରେ ଘଟିଥିବା ଏହି ଘଟଣାର ପୁରା କାହାଣୀ ଜାଣିବେ । ଦୁଇ କୁନି ପିଲା ଏହି ଗାଁ ଦାଣ୍ଡରେ ଖେଳୁଥିଲେ । ନାବାଳିକାର ବୟସ ୭ ବର୍ଷ ଏବଂ ନାବାଳକର ବୟସ ୫ ବର୍ଷ । ସାନଭାଇ ଶୌଚ କରିବା ପାଇଁ ଯାଇଥିବା ସମୟରେ ନାବାଳିକା ଉପରେ ପଡ଼ିଥିଲା ଦୁଇ ଯୁବକରContinue reading “ଗଞ୍ଜାମରେ ୭ ବର୍ଷର ଝିଅ ସହ ଦୁଷ୍କର୍ମ । ପାଟି କରିବାରୁ ଗଳା କାଟିଦେଲେ ୨ ଯୁବକ”

ବଲାଙ୍ଗୀର ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର । ୮ ଖଣ୍ଡ ବାଉଁଶକୁ ଅଢେଇ ଲକ୍ଷରେ କିଣିଛନ୍ତି ସରକାରୀ ବାବୁ 

କନକ ବ୍ୟୁରୋ: ଗତବର୍ଷ ଏପ୍ରିଲ ମାସରେ ବଲାଙ୍ଗୀର ସହରର ହାତୀଶାଳପଡ଼ାରେ କଂଟେନମେଂଟ ଜୋନ୍ ତିଆରି ହୋଇଥିଲା । ସହରରେ ପ୍ରଥମ ଏହି ଅଂଚଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଟକଣା ଲଗାଇଥିଲା ପ୍ରଶାସନ । ଏହି କଂଟେନ୍ମେଂଟ ଜୋନ ପାଇଁ ପ୍ରାୟ ୮ ଖଣ୍ଡ ବାଉଁଶ ବ୍ୟବହାର ହୋଇଥିଲା । କିନ୍ତୁ ଏହି ୮ ଖଣ୍ଡ ବାଉଁଶକୁ ପ୍ରଶାସନ କେତେ ଟଙ୍କାରେ କିଣିଥିଲା, ଆପଣ ଶୁଣିଲେ ଚମକି ପଡ଼ିବେ । ଏହି ୮ ଖଣ୍ଡ ବାଉଁଶକୁContinue reading “ବଲାଙ୍ଗୀର ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର । ୮ ଖଣ୍ଡ ବାଉଁଶକୁ ଅଢେଇ ଲକ୍ଷରେ କିଣିଛନ୍ତି ସରକାରୀ ବାବୁ “

ଆସନ୍ତାକାଲିଠାରୁ ରୁଟ୍-୧୧ରେ ଗଡିବ ‘ମୋ ବସ’ । ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ଚାଲିବ ।

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ରୁଟ୍-୧୧ରେ ଗଡିବ ‘ମୋ ବସ’ । ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ଚାଲିବ ‘ମୋ ବସ’ । ମାଷ୍ଟର କ୍ୟାଣ୍ଟିନଠାରୁ ବାଳକାଟି ଯାଏଁ ନୂଆ ରୁଟ ୩୪ ସଂଯୋଗ କରିବ । ଏହାସହ ‘ମୋ ବସ’ରେ ବିନା ମାସ୍କରେ ଯାତାୟାତ କରିବେନି ଯାତ୍ରୀ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି କ୍ରୁଟ । Notice#MoBus New Route Alert w.e.f. 01.02 2021, Monday – *Route 11Continue reading “ଆସନ୍ତାକାଲିଠାରୁ ରୁଟ୍-୧୧ରେ ଗଡିବ ‘ମୋ ବସ’ । ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ଚାଲିବ ।”

Design a site like this with WordPress.com
Get started