କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଏୟାରଫିଲ୍ଡ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ପରେ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଲା ଯାଜପୁର ପୋଲିସ । ସିସିଟିଭି ଖୋଲିଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଏହି ଆଧାରରେ ଜଣେ ଅଭିଯୁକ୍ତ ରାକେଶକୁContinue reading “ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଗିରଫ । ଅଭିଯୁକ୍ତ ରାକେଶକୁ ଗିରଫ ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ”
Tag Archives: News
‘ସ୍କିଲିଂ ଦ ଗ୍ଲୋବାଲ୍ ୱାର୍କଫୋର୍ସ’ ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ନୂଆ ଶିକ୍ଷା ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ
କନକ ବ୍ୟୁରୋ: ବିଶ୍ୱବ୍ୟାପୀ ଦୃଶ୍ୟପଟ୍ଟକୁ ନଜରରେ ରଖି ମୋଦି ସରକାର ନୀତି ଏବଂ କ୍ରିୟାନ୍ୱୟନ ସ୍ତରରେ ସୁଯୋଗର ଲାଭ ଉଠାଇ ରିସ୍କିଲିଂ ଏବଂ ଅପ୍ ସ୍ଲିଲିଂ ଇକୋ ସିଷ୍ଟମକୁ ସୁଦୃଢ଼ କରି ଅଧିକରୁ ଅଧିକ ମାନବସମ୍ବଳ ସୃଷ୍ଟି କରିବା ଉପରେ ପ୍ରଧାନ୍ୟ ଦେଉଛନ୍ତି । ଗୁରୁବାର ୱାର୍ଲଡ୍ ଇକୋନୋମିକ୍ ଫୋରମ ପକ୍ଷରୁ ଆୟୋଜିତ ‘ଡାଭୋସ ଏଜେଣ୍ଡା’ର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂରେ ସାମିଲ୍ ହୋଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ସ୍କିଲିଂ ଦContinue reading “‘ସ୍କିଲିଂ ଦ ଗ୍ଲୋବାଲ୍ ୱାର୍କଫୋର୍ସ’ ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ନୂଆ ଶିକ୍ଷା ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ”
ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଅଟକ । ସନ୍ଦିଗ୍ଧ ଯୁବକ ରାକେଶକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଏୟାରଫିଲ୍ଡ ଥାନାରେ ଜଣେ ସନ୍ଦିଗ୍ଧ ଯୁବକକୁ ଅଟକ ରଖିଛି ପୋଲିସ । ରାକେଶକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଇ ପାରେ ଯାଜପୁର ପୋଲିସ । ସିସିଟିଭି ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଏହି ଆଧାରରେ ଜଣେ ସନ୍ଦିଗ୍ଧ ରାକେଶକୁ ଅଟକContinue reading “ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଅଟକ । ସନ୍ଦିଗ୍ଧ ଯୁବକ ରାକେଶକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ”
ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜାରି । ଆଜି ଟିକା ନେଲେ ୧୫,୮୩୧ ଜଣ ହିତାଧିକାରୀ
କନକ ବ୍ୟୁରୋ: ଆଜି ରାଜ୍ୟରେ ପୁଣି ଥରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ସୁଦ୍ଧା ଆଜି ରାଜ୍ୟରେ ମୋଟ ୧୫,୮୩୧ ଜଣ ଲୋକ ଟିକା ନେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଟିକାକରଣ ପାଇଁ ଯେତିକି ଲକ୍ଷ୍ୟ ରଖାଯାଇଥିଲା ତାହାର ୮୦ ପ୍ରତିଶତ ପୂରଣ ହୋଇଛି । ଗୁରୁବାର ୨୩୦ଟି ସେସନରେ ଏହି କୋଭିଡ୍ ଟିକାକରଣ ହୋଇଛି । ଆଜି ୧୯,୭୭୦ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାContinue reading “ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜାରି । ଆଜି ଟିକା ନେଲେ ୧୫,୮୩୧ ଜଣ ହିତାଧିକାରୀ”
ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା । କାର ଲୁଟ୍ କରି ଫେରାର ହୋଇଗଲେ ଦମ୍ପତି ।
କନକ ବ୍ୟୁରୋ : ଭୁବନେଶ୍ୱରରୁ ଦମ୍ପତି କୋରାପୁଟର ଗୁପ୍ତେଶ୍ୱର ଯିବା ପାଇଁ କାର ଭଡା କରିଗଲେ । ହେଲେ ଅଧା ବାଟରେ ଡ୍ରାଇଭରକୁ ହତ୍ୟା କରି କାର ସହ ଟଙ୍କା ଲୁଟ କରି ଫେରାର ହୋଇଗଲେ । ସେପଟେ କୋରାପୁଟ ବୋରିଗୁମା ଅଂଚଳରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଘଟଣା ସ୍ଥଳରୁ କାର ଓ ଡ଼୍ରାଇଭରଙ୍କ ପୋଷାକ, ଟଙ୍କା ପଇସା ଗାଏବ୍ ହୋଇଯାଇଛି । ଦଂପତି ବେଶରେ ଲୁଟେରାଙ୍କ ଏହି ଜଘନ୍ୟ କାରନାମା ରାଜଧାନୀରେContinue reading “ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା । କାର ଲୁଟ୍ କରି ଫେରାର ହୋଇଗଲେ ଦମ୍ପତି ।”
ଛୋଟ ବୟସରେ ବଡ଼ ଉଦ୍ଭାବନ । ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଦଶମ ଶ୍ରେଣୀ ଛାତ୍ର ଶାଶ୍ୱତ ମିଶ୍ର ତିଆରି କଲେ ଥ୍ରୀ-ଡି ପ୍ରିଂଟର ମେସିନ୍, କୌଣସି ମଡେଲକୁ ଅବିକଳ ଭାବେ ପ୍ରସ୍ତୁତି କରିବାର ରହିଛି ନୂତନ ଜ୍ଞାନକୌଶଳ ।
କନକ ବ୍ୟୁରୋ : ଚର୍ଚ୍ଚାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଶାଶ୍ୱତ ମିଶ୍ର । ପୂର୍ବରୁ ଅନେକ ନୂଆ ଉଦ୍ଭାବନ କରି ପ୍ରଶଂସା ଏବଂ ପୁରସ୍କାର ପାଇଥିବା ଶାଶ୍ୱତ ଏବେ ତିଆରି କରିଛନ୍ତି ଥ୍ରୀ-ଡି ପ୍ରିଂଟର ମେସିନ । ଏହି ମେସିନ୍ କୌଣସି ଏକ ମଡେଲକୁ ଅବିକଳ ଭାବେ ପ୍ରସ୍ତୁତ କରିବାର କ୍ଷମତା ରଖିଛି । କେବଳ କମ୍ପ୍ୟୁଟର ଓ ନିଜ ଉଦ୍ଭାବିତ ମେସିନ ସାହାଯ୍ୟରେ କୌଣସି ଏକ ବଡ଼ ପ୍ରକଳ୍ପର ମଡ଼େଲରContinue reading “ଛୋଟ ବୟସରେ ବଡ଼ ଉଦ୍ଭାବନ । ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଦଶମ ଶ୍ରେଣୀ ଛାତ୍ର ଶାଶ୍ୱତ ମିଶ୍ର ତିଆରି କଲେ ଥ୍ରୀ-ଡି ପ୍ରିଂଟର ମେସିନ୍, କୌଣସି ମଡେଲକୁ ଅବିକଳ ଭାବେ ପ୍ରସ୍ତୁତି କରିବାର ରହିଛି ନୂତନ ଜ୍ଞାନକୌଶଳ ।”
ଗାଜିପୁର ସୀମାରେ ଜାରି ହେଲା ଧାରା ୧୪୪ , ଗଣତନ୍ତ୍ର ଦିବସର ହିଂସାକାଣ୍ଡ ପରେ ପ୍ରଥମ ଥର ପାଇଁ ଶକ୍ତ ନୀତି ଆପଣାଇଲା ପୋଲିସ
କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ଭିତରେ ଗାଜିପୁର ସୀମାରେ ଜାରି ହେଲା ଧାରା ୧୪୪ । ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲିରେ ହିଂସାକାଣ୍ଡ ପରେ ଶକ୍ତ ସ୍ୱଭାବ ଦେଖାଇଲା ଦିଲ୍ଲୀ ପୋଲିସ । ଗାଜିପରୁ ସୀମାରେ ଏକାଧିକ ଲୋକ ଏକାଠି ହେବା ଉପରେ ଲାଗିଲା କଟକଣା । ଉତ୍ତରପ୍ରଦେଶ ଓ ଦିଲ୍ଲୀ ସୀମା ଗାଜିପୁରରେ ଚାଷୀ ମାନେ ଆନ୍ଦୋଳନ ଚଳାଇଛନ୍ତି । ପୋଲିସ କିନ୍ତୁ ସେଠାରେ ପ୍ରଶାସନର ଅନୁମତି ନେଇ ଧାରା ୧୪୪ ଲାଗୁ କରିଛି ।Continue reading “ଗାଜିପୁର ସୀମାରେ ଜାରି ହେଲା ଧାରା ୧୪୪ , ଗଣତନ୍ତ୍ର ଦିବସର ହିଂସାକାଣ୍ଡ ପରେ ପ୍ରଥମ ଥର ପାଇଁ ଶକ୍ତ ନୀତି ଆପଣାଇଲା ପୋଲିସ”
ଓଡ଼ିଶା ସରକାରଙ୍କୁ ଝଟକା । ବଦଳିଲା କୋଷ୍ଟାଲ୍ ହାଇୱେ ନକ୍ସା । ଭାରତମାଳା ପରିଯୋଜନାରେ ପୁଣି ଓଡିଶାକୁ ପ୍ରତାରଣା ।
କନକ ବ୍ୟୁରୋ : କେନ୍ଦ୍ର ଭାରତମାଳା ପରିଯୋଜନାରେ ଓଡ଼ିଶାକୁ ଲାଗିଛି ଶକ୍ତ ଧକ୍କା । ଗୋପାଳପୁରରୁ ପୁରୀ ଦେଇ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ଉପକୂଳ ରାଜପଥ ମାର୍ଗକୁ ଧୀରେ ଧୀରେ ସଙ୍କୁଚିତ କରିଦେଲେଣି କେନ୍ଦ୍ର ସରକାର । ରାଜ୍ୟ ସରକାର ୨ ବର୍ଷ ତଳେ ଯେଉଁ ମାର୍ଗକୁ ଅନୁମୋଦନ ଦେଇଥିଲେ ତାକୁ ବି ପରିବର୍ତ୍ତନ କରି ଦିଆଯାଇଛି । ଗୋପାଳପୁର କି ସାତପଡ଼ା ନୁହେଁ ବରଂ ଏହା ଖୋର୍ଦ୍ଧାର ଟାଙ୍ଗୀ ଠାରୁ ଆରମ୍ଭ ହେବ ଏବଂContinue reading “ଓଡ଼ିଶା ସରକାରଙ୍କୁ ଝଟକା । ବଦଳିଲା କୋଷ୍ଟାଲ୍ ହାଇୱେ ନକ୍ସା । ଭାରତମାଳା ପରିଯୋଜନାରେ ପୁଣି ଓଡିଶାକୁ ପ୍ରତାରଣା ।”
ଇଣ୍ଡିଆ ଟୁଡେ ଚ୍ୟାନେଲ ଛାଡିଲେ ରାଜଦୀପ ସରଦେଶାଇ । ମିଛ ଖବର ଖେଳାଇବା ଅଭିଯୋଗରେ ଚାକିରିରୁ ସସପେଣ୍ଡ କରିଥିଲା ଚ୍ୟାନେଲ୍ ।
କନକ ବ୍ୟୁରୋ: ଚାଷୀ ଆନ୍ଦୋଳନକୁ ନେଇ ମିଛ ଖବର ପ୍ରଘଟ କରିବା ପରେ ଇଣ୍ଡିଆ ଟୁଡେ ଚ୍ୟାନେଲରୁ ହଟିଲେ ଜାତୀୟ ସ୍ତରର ଜଣାଶୁଣା ସାମ୍ବାଦିକ ରାଜଦୀପ ସରଦେଶାଇ । ଚ୍ୟାନେଲ ତାଙ୍କୁ ଦୁଇ ସପ୍ତାହ ପାଇଁ ଟିଭି ସାମ୍ନାକୁ ଆସିବାକୁ ମନା କରିବାରୁ ସେ ନିଜ ତରଫରୁ ଚ୍ୟାନେଲରୁ ଇସ୍ତଫା ଦେଇଛନ୍ତି । ଲଗାତାର ଭାବେ ମିଛ ଖବର ଖେଳାଇବା ଯୋଗୁ ଇଣ୍ଡିଆ ଟୁଡେ ଚ୍ୟାନେଲ ତାଙ୍କୁ ଦୁଇ ସପ୍ତାହ ପାଇଁ ଟିଭି ସାମ୍ନାକୁ ଆସିବାକୁ ମନାContinue reading “ଇଣ୍ଡିଆ ଟୁଡେ ଚ୍ୟାନେଲ ଛାଡିଲେ ରାଜଦୀପ ସରଦେଶାଇ । ମିଛ ଖବର ଖେଳାଇବା ଅଭିଯୋଗରେ ଚାକିରିରୁ ସସପେଣ୍ଡ କରିଥିଲା ଚ୍ୟାନେଲ୍ ।”
ଝରାଫୁଲର ଦୁଃଖଦ କାହାଣୀ । କେମିତି କଟିଥିଲା ଶେଷ ୪୦ ଘଂଟା ? ସିସିଟିଭି ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ ।
କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ହେଲା କେମିତି ? ଭୁବନେଶ୍ୱରରୁ ମୟୂରଭଞ୍ଜ ଯଶିପୁର ଯାଉଥିବା ଛାତ୍ରୀଙ୍କ ମୃତଦେହ ଯାଜପୁରର ଦିଆଲଖଣ୍ଡିକୁ ଆସିଲା କେମିତି । ସିସିଟିଭି ଫୁଟେଜ ଆଧାରରେ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଖୋଜୁଥିବା ଯାଜପୁର ପୋଲିସ ଏହାରି ଭିତରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି । ଏହି ଦୁଇ ଜଣ ଝରାଫୁଲଙ୍କ ମୃତଦେହ ଏକ ସ୍କୁଟିରେ ନେଇ ଯାଉଥିବା ସନ୍ଦେହ କରାଯାଉଛି । ଏପଟେ ସମୟ ବଢିବା ସହ ଝରାଫୁଲଙ୍କContinue reading “ଝରାଫୁଲର ଦୁଃଖଦ କାହାଣୀ । କେମିତି କଟିଥିଲା ଶେଷ ୪୦ ଘଂଟା ? ସିସିଟିଭି ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ ।”