କନକ ବ୍ୟୁରୋ : ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା କରିଛନ୍ତି । ଯୋଜନା ବାବଦକୁ କୋଟି କୋଟି ଟଙ୍କା ଖର୍ଚ ହେଉଛି । ହେଲେ ପ୍ରଶାସନିକ ଉଦାସିନତା ହେତୁ ପ୍ରକୃତ ହିତାଧିକାରୀ ଯୋଜନାର ଫାଇଦା ପାଇପାରୁନାହାନ୍ତି । ଆଜି ବି ଅନେକ ଲୋକେ ଝାଟିମାଟି ଘରେ ପାଲ ଟାଙ୍ଗି ଜୀବନ କାଟୁଛନ୍ତି । ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତର ଏମିତି ଝାଟିମାଟି ଘରେ ରହୁଥିବା ଲୋକଙ୍କ ଉପରେ ପ୍ରଶାସନର ନଜର ପଡୁନି ।Continue reading “ପାଲ ତଳେ ଦଶରଥପୁର ବ୍ଲକର ପାଲଟପୁର ପଞ୍ଚାୟତ । ଗରିବ ହିତାଧିକାରୀଙ୍କୁ ମିଳୁନାହିଁ ଆବାସ ଯୋଜନାରେ ପକ୍କା ଘର । ଭଙ୍ଗା ଚାଳ ଘରେ ପଲିଥିନ୍ ଟାଣି ମୁଣ୍ଡ ଗୁଞ୍ଜିଛନ୍ତି ଲୋକେ ।”
Tag Archives: News
ନୂଆ କୃଷି ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ବିଧାନସଭାରେ ସଙ୍କଳ୍ପ ପାରିତ । ହଟ୍ଟଗୋଳ ମଧ୍ୟରେ ‘ଜୟ ଶ୍ରୀ ରାମ’ ନାରା ଦେଇ କକ୍ଷତ୍ୟାଗ କଲେ ବିଜେପି ବିଧାୟକ ।
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କର ନୂତନ କୃଷି ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍ସି) ସରକାର ଆଜି (ଗୁରୁବାର) ବିଧାନସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏକ ସଂକଳ୍ପ ପାରିତ କରାଇ ନେଇଛନ୍ତି । ବିଧାନସଭାରେ ପାରିତ ହୋଇଥିବା ସଙ୍କଳ୍ପରେ ତୃଣମୂଳ କଂଗ୍ରେସ ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି । ପଶ୍ଚିମବଙ୍ଗର ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦ୍ୱାରା ବିଧାନସଭାରେ ଆଗତ ଏହି ସଂକଳ୍ପରେ କେନ୍ଦ୍ର ସରକାରଙ୍କରContinue reading “ନୂଆ କୃଷି ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ବିଧାନସଭାରେ ସଙ୍କଳ୍ପ ପାରିତ । ହଟ୍ଟଗୋଳ ମଧ୍ୟରେ ‘ଜୟ ଶ୍ରୀ ରାମ’ ନାରା ଦେଇ କକ୍ଷତ୍ୟାଗ କଲେ ବିଜେପି ବିଧାୟକ ।”
ଶ୍ରୀମନ୍ଦିରରେ ୫ ଘଣ୍ଟା ବିଳମ୍ବ ହେଲା ମହାପ୍ରଭୁଙ୍କ ସୁନାବେଶ । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ସୁନାବେଶରେ ବିଳମ୍ବ ।
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ । ବର୍ତ୍ତମାନ ସୁଦ୍ଧା ହୋଇନି ମହାପ୍ରଭୁଙ୍କ ସୁନାବେଶ । ମହାପ୍ରଭୁଙ୍କ ନୀତିକାନ୍ତି ୫ ଘଣ୍ଟା ଧରି ବିଳମ୍ବ । ସିଂଘାରୀ ଓ ଅନ୍ୟ ସେବାୟତଙ୍କ ମଧ୍ୟରେ ବିବାଦ । ବିବାଦ ଯୋଗୁଁ ନୀତିକାନ୍ତିରେ ବିଳମ୍ବ ହୋଇଛି । ଏହାସହ ମହାପ୍ରଭୁଙ୍କୁ ଦର୍ଶନ ନକରି ଶ୍ରଦ୍ଧାଳୁମାନେ ଫେରିଯାଇଛନ୍ତି । ଆଜି ପୌଷପୁର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେଜ ପୁର୍ଣ୍ଣିମାନୀତି । ଆଜି ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନContinue reading “ଶ୍ରୀମନ୍ଦିରରେ ୫ ଘଣ୍ଟା ବିଳମ୍ବ ହେଲା ମହାପ୍ରଭୁଙ୍କ ସୁନାବେଶ । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ସୁନାବେଶରେ ବିଳମ୍ବ ।”
ଚାଷ ଆରମ୍ଭରୁ ଅମଳ ଯାଏଁ ଖାଲି କଷ୍ଟ ଆଉ କଷ୍ଟ । ଅମଳ ପରେ ବିକ୍ରି ପାଇଁ ମଣ୍ଡିରେ ରାତି ଜଗୁଆଳି ସାଜିଲେ ଚାଷୀ । ମଣ୍ଡିରୁ ଆସିଲା ଚାଷୀ ଦୁଃଖର ଅଭାବନୀୟ ଚିତ୍ର ।
କନକ ବ୍ୟୁରୋ : କୁହାଯାଏ ଚାଷ କାମ ଯାହାର କେଡେ ସୁଖ ତାହାର । ହେଲେ ଏବେ ଏମିତି ସମୟ ଆସିଛି ଯେ, ଏଠି ଯିଏ ଚାଷୀ ସେ ସବୁ ବେଳେ ସମସ୍ୟାର ସମ୍ମୁଖୀନ ହେଉଛି । ଧାନ ଚାଷ କରିବା ଦିନରୁ ବିକ୍ରି ଯାଏଁ କେବଳ କଷ୍ଟ ପାଉଛନ୍ତି ଚାଷୀ । ଚାଷ ପାଇଁ କଷ୍ଟ, ଆଉ ଏବେ ଫସଲ ବିକ୍ରି ପାଇଁ ବି ସହିବାକୁ ପଡୁଛି କଷ୍ଟ । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକContinue reading “ଚାଷ ଆରମ୍ଭରୁ ଅମଳ ଯାଏଁ ଖାଲି କଷ୍ଟ ଆଉ କଷ୍ଟ । ଅମଳ ପରେ ବିକ୍ରି ପାଇଁ ମଣ୍ଡିରେ ରାତି ଜଗୁଆଳି ସାଜିଲେ ଚାଷୀ । ମଣ୍ଡିରୁ ଆସିଲା ଚାଷୀ ଦୁଃଖର ଅଭାବନୀୟ ଚିତ୍ର ।”
ଜାଲରେ ପଡିଲା ବାଘ । ବୁଗୁଡା କୁଣ୍ଡାଖାଇ ପାହାଡରେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ବଛା ଯାଇଥିଲା ଜାଲ, ଫସିଗଲା ଚିତା ବାଘ ।
କନକ ବ୍ୟୁରୋ : ଫାସରେ ଫସିଗଲା ବାଘ । ଜଙ୍ଗଲି ଜନ୍ତୁ ପାଇଁ ବଛା ଯାଇଥିବା ଜାଲରେ ପଡି ଯାଇଥିଲା ଚିତାବାଘ । ଗଂଜାମ ଜିଲ୍ଲା ବୁଗୁଡା ବନବିଭାଗର ନଗୁଡୁ ଗ୍ରାମର କୁଣ୍ଡାଖାଇ ପାହାଡରେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ବେଆଇନ୍ ଭାବେ ଫାସ ବସା ଯାଇଥିଲା । ଯେଉଁଥିରେ ଏକ ଚିତାବାଘ ପଡି ଯାଇଥିଲା । ଏନେଇ ଖବର ପାଇଁ ବୁଗୁଡା ବନବିଭାଗ ଚିତକୁ ଉଦ୍ଧାର କରିଛି । ସ୍ୱସ୍ଥ୍ୟ ଯାଞ୍ଚ ପରେ ବାଘଟିକୁ ଜଙ୍ଗଲରେContinue reading “ଜାଲରେ ପଡିଲା ବାଘ । ବୁଗୁଡା କୁଣ୍ଡାଖାଇ ପାହାଡରେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ବଛା ଯାଇଥିଲା ଜାଲ, ଫସିଗଲା ଚିତା ବାଘ ।”
ଭାରତୀୟ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବ ଟିକଟକ୍ । ବ୍ୟାନ୍ ନହଟିବା ଆଶଙ୍କାରେ ମେଲ୍ ପଠାଇଲେ ଟିକଟକ୍ ମାଲିକ ।
କନକ ବ୍ୟୁରୋ: ଟିକଟକ୍ ବାପାଙ୍କ ବଡ଼ ଚାଲ୍, ଭାରତୀୟ କର୍ମଚାରୀଙ୍କ ଉପରେ ବ୍ୟାନ୍ ର ବଦଲା ନେଉଛି ବାଇଟ୍-ଡ୍ୟାନ୍ସ । ଭାରତରେ ଲୋକପ୍ରିୟ ଚାଇନା ଆପ୍ ଟିକଟକ୍ ବ୍ୟାନ୍ ପରେ ଏବେ ବି ଭାରତ ସହ ଜାରି ରହିଛି ଚାଇନିଜ୍ କମ୍ପାନୀର ଛକାପଞ୍ଝା । ବ୍ୟାନ୍ ନିର୍ଦ୍ଦେଶ କେବେ ହଟିନପାରେ ବୋଲି ଆଶଙ୍କା କରି ଟିକଟକ୍ ମାଲିକ ନେଇଛନ୍ତି ବଡ଼ ପଦକ୍ଷେପ । ଭାରତସ୍ଥିତ ଅଫିସରେ ଭାରତୀୟ କର୍ମଚାରୀଙ୍କୁ ଚାକିରିରୁ ହଟାଇବାକୁ ଯାଉଛି ବାଇଟ-ଡ୍ୟାନ୍ସ । ଯାହାକୁContinue reading “ଭାରତୀୟ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବ ଟିକଟକ୍ । ବ୍ୟାନ୍ ନହଟିବା ଆଶଙ୍କାରେ ମେଲ୍ ପଠାଇଲେ ଟିକଟକ୍ ମାଲିକ । “
ପଶ୍ଚିମବଙ୍ଗ ବିଧାନସଭା ପାଇଁ କଂଗ୍ରେସ-ବାମଦଳ ଭିତରେ ସିଟ୍ ବୁଝାମଣା । ୯୨ ଆସନରେ ଲଢିବ କଂଗ୍ରେସ, ୧୦୧ରେ ବାମଦଳ । ଅନ୍ୟ ସିଟ୍ ପାଇଁ ଆଗାମୀ ବୈଠକରେ ନିଷ୍ପତ୍ତି
କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି । ଏହା ପୂର୍ବରୁ କଂଗ୍ରେସ ଓ ବାମଦଳ ଭିତରେ ସିଟ୍ ଭାଗବଣ୍ଟା ଶେଷ ହୋଇଛି । ଆଜି ବସିଥିବା ବୈଠକ ପରେ ୧୯୩ଟି ଆସନରୁ କଂଗ୍ରେସ ୯୨ଟି ଲଢିବାକୁ ସ୍ଥିର ହୋଇଛି । ସେହିପରି ୧୦୧ଟି ସିଟରେ ବାମଦଳର ପ୍ରାର୍ଥୀ ଛିଡା ହେବେ । ବାକି ଆସନ ପାଇଁ କେଉଁ ଦଳ କେତେ ପ୍ରାର୍ଥୀ ଦେବେ ସେନେଇ ଆଗାମୀ ବୈଠକରେ ଜଣାପଡିବ ବୋଲିContinue reading “ପଶ୍ଚିମବଙ୍ଗ ବିଧାନସଭା ପାଇଁ କଂଗ୍ରେସ-ବାମଦଳ ଭିତରେ ସିଟ୍ ବୁଝାମଣା । ୯୨ ଆସନରେ ଲଢିବ କଂଗ୍ରେସ, ୧୦୧ରେ ବାମଦଳ । ଅନ୍ୟ ସିଟ୍ ପାଇଁ ଆଗାମୀ ବୈଠକରେ ନିଷ୍ପତ୍ତି”
ସିଘୁଂ ସୀମାରେ ଚାଷୀ ଆନ୍ଦୋଳନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ଜାତୀୟ ରାଜପଥ ଖାଲି କରିବା ପାଇଁ କଲେ ଦାବି ।
କନକ ବ୍ୟୁରୋ: ଦିଲ୍ଲୀ ସିଙ୍ଘୁ ସୀମା ନିକଟରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଠାରେ ଗ୍ରାମବାସୀ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ପ୍ରଦର୍ଶନ କରି ଜାତୀୟ ରାଜପଥ ଖାଲି କରିବା ପାଇଁ ଦାବି କରିଛନ୍ତି । ଗ୍ରାମବାସୀଙ୍କ କହିବାନୁସାରେ, ଲାଲ କିଲ୍ଲାରେ ଜାତୀୟ ପତାକାକୁ ଅପମାନ କରାଯାଇଛି। ଏହି ଘଟଣାକୁ ଆମେ ସହ୍ୟ କରି ପାରିବୁ ନାହିଁ। ଏଯାବତ ଆମେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରୁଥିଲୁ, କିନ୍ତୁ ଗଣତନ୍ତ୍ର ଦିବସContinue reading “ସିଘୁଂ ସୀମାରେ ଚାଷୀ ଆନ୍ଦୋଳନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ଜାତୀୟ ରାଜପଥ ଖାଲି କରିବା ପାଇଁ କଲେ ଦାବି ।”
୨୬ ତାରିଖ ଦିନ ୧୧ଟା ୧୫ରେ ବସରେ ବସିଥିଲେ ଝରାଫୁଲ, ଝିଅ ଘରେ ପହଞ୍ଚିବା ନେଇ ପ୍ରଥମେ ମିଛ କହିଥିଲେ ଝରାଫୁଲଙ୍କ ବାପା । ଶେଷ ୪୦ ଘଣ୍ଟାର କାହାଣୀ କହିଲେ ଝରାଫୁଲଙ୍କ ଶିକ୍ଷକ ।
କନକ ବ୍ୟୁରୋ : ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । କନକ ନ୍ୟୁଜ ହାତରେ ଲାଗିଛି ଭୁବନେଶ୍ୱରରେ ଥିବା ଝରାଫୁଲଙ୍କ ଲୋକାଲ ଅଭିଭାବକଙ୍କ ପ୍ରତିକ୍ରିୟା । ଲୋକାଲ ଅଭିଭାବକ ଜଣକ ଶିକ୍ଷକ ଓ ସେ ଝରାଫୁଲଙ୍କ ପଢାଉଥିଲେ । ଶିକ୍ଷକ ଜଣକ କହିଛନ୍ତି, ଗତ ୨୪ ତାରିଖରେ ଯଶୀପୁରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ଝରାଫୁଲ । ତାଙ୍କୁ ପାଠ ପଢାଉଥିବା ଶିକ୍ଷକଙ୍କ ଘରେ ୨୪ ତାରିଖରୁ ୨୬ ତାରିଖContinue reading “୨୬ ତାରିଖ ଦିନ ୧୧ଟା ୧୫ରେ ବସରେ ବସିଥିଲେ ଝରାଫୁଲ, ଝିଅ ଘରେ ପହଞ୍ଚିବା ନେଇ ପ୍ରଥମେ ମିଛ କହିଥିଲେ ଝରାଫୁଲଙ୍କ ବାପା । ଶେଷ ୪୦ ଘଣ୍ଟାର କାହାଣୀ କହିଲେ ଝରାଫୁଲଙ୍କ ଶିକ୍ଷକ । “
ଆସନ୍ତାକାଲିଠୁ ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ୧୬ ବିରୋଧୀ ଦଳ
କନକ ବ୍ୟୁରୋ: ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବିରୋଧୀ । କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ମିଳିତ ପ୍ରେସ ବିବୃତି ଜାରି କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି, ଆସନ୍ତାକାଲି ୧୬ଟି ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ । ତିନି ନୂଆ କୃଷି ଆଇନକୁ ସଂସଦରେ ବିନା ବିତର୍କ ଓ ଭୋଟିଂ ନକରି ବଳପୂର୍ବକ ପାରିତ କରାଯାଇଥିବାରୁ ବିରୋଧୀContinue reading “ଆସନ୍ତାକାଲିଠୁ ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ୧୬ ବିରୋଧୀ ଦଳ “