କନକ ବ୍ୟୁରୋ : ଦେଶ ଦେଖିଲା ଓଡ଼ିଆ ପୁଅର ବୀରତ୍ୱ । ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀରେ ହେଉଥିବା ପରେଡରେ ଓଡ଼ିଆ ଯବାନ କାହ୍ନୁଚରଣ ମିଶ୍ର ସାମିଲ ହେବା ସହ ରାଜ୍ୟ ପାଇଁ ଆଉ ଗୌରବ ଆଣି ଦେଇଛନ୍ତି । ଦିଲ୍ଲୀ ରାଜପଥରେ ହେଉଥିବା ପରେଡରେ ଓଟ ବାହିନୀରେ ସାମିଲ ହୋଇଛନ୍ତି କାହ୍ନୁ । ଗତ ୨୦୧୦ରୁ ଏହି ଓଟ ବାହିନୀ ସହ ପରେଡରେ ଭାଗ ନେଉଛନ୍ତି କାହ୍ନୁଚରଣ । ସୁନ୍ଦର ନିଶ ସଜ୍ଜା ପାଇଁ ସର୍ବଦାContinue reading “ଦେଶ ଦେଖିଲା ଓଡ଼ିଆ ପୁଅର ବୀରତ୍ୱ । ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇ ରାଜ୍ୟକୁ ଗୌରବାନିତ୍ୱ କରୁଛନ୍ତି ଓଡ଼ିଆ ଯବାନ କାହ୍ନୁଚରଣ ।”
Tag Archives: News
ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ: ତେଜସ ବିମାନ, ରୋହିନୀ ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ
କନକ ବ୍ୟୁରୋ: ଚଳିତ ବର୍ଷ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଛି ରାଫେଲ ଲଢୁଆ ବିମାନ । ସେହିପରି ଟି-୯୦ ଭିଷ୍ମ ଟ୍ୟାଙ୍କ, ବ୍ରହ୍ମୋସ ମିଶାଇଲ, ପିନାକ ମଲଟି ଲଂଚର ରକେଟ, ସୁଖୋଇ ଏମ ଥାର୍ଟି ଲଢୁଆ ବିମାନକୁ ନେଇ ଶକ୍ତି ପ୍ରଦର୍ଶନ କରିଛି ସେନା । ପ୍ରଥମ ଥର ପାଇଁ ବାଂଲାଦେଶର ୧୨୨ ସଦସ୍ୟ ବିଶିଷ୍ଟ ସେନା ମଧ୍ୟ ଏଥର ପରେଡରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ପରେଡ ଉତ୍ସବContinue reading “ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ: ତେଜସ ବିମାନ, ରୋହିନୀ ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ”
ସାଧାରଣତନ୍ତ୍ର ଦିବସରେ ସ୍ୱାଧୀନତା ସଂଗ୍ରାମୀ ଓ ସହିଦ୍ କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି । କହିଲେ, ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜଭୁତ କରିପାରିଛି ଓଡିଶା
ଆଜି ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀ ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଓଡିଶା ଆଜି ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା ବଢିଛି । କୃଷି ଉତ୍ପାଦନ ବଢିଛି। ଚାଷୀର ରୋଜଗାର ବଢିଛି ।Continue reading “ସାଧାରଣତନ୍ତ୍ର ଦିବସରେ ସ୍ୱାଧୀନତା ସଂଗ୍ରାମୀ ଓ ସହିଦ୍ କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି । କହିଲେ, ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜଭୁତ କରିପାରିଛି ଓଡିଶା”
ଢୋଲ, ନିଶାଣ, ତାସାର ଧୁନରେ ଦୁଲୁକିଲା ଦିଲ୍ଲୀ ଦରବାର । ଜାତୀୟ ପରେଡ୍ ଉତ୍ସବରେ ମନ ଜିଣିଲା କଳାହାଣ୍ଡିର ବଜାସାଲ ନୃତ୍ୟ
କନକ ବ୍ୟୁରୋ: ଢୋଲ ନିଶାଣ ତାସାର ଧୁନରେ ଦୁଲୁକିଲା ଦିଲ୍ଲୀ ଦରବାର । ଜାତୀୟ ପରେଡ ଉତ୍ସବରେ ମନ ଜିଣିଲା କଳାହାଣ୍ଡିର ଲୋକନୃତ୍ୟ ବଜାସାଲ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶା କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ପ୍ରଦର୍ଶନ କରିଛନ୍ତି କଳାକାର । ବାଦ୍ୟର ତାଳେ ତାଳେ ୮୦ କଳାକାରଙ୍କ ନୃତ୍ୟ ପରେଡସ୍ଥଳରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗଧ କରିଦେଇଛି । ବିବାହ ଉତ୍ସବରେ ପ୍ରଦର୍ଶିତ ହେଉଥିବା ଏହି ଲୋକନୃତ୍ୟକୁ ଆଜି ଦିଲ୍ଲୀ ଦରବାରରୁ ଦେଖିଛି ସାରା ବିଶ୍ୱ । ଲୋକପ୍ରିୟContinue reading “ଢୋଲ, ନିଶାଣ, ତାସାର ଧୁନରେ ଦୁଲୁକିଲା ଦିଲ୍ଲୀ ଦରବାର । ଜାତୀୟ ପରେଡ୍ ଉତ୍ସବରେ ମନ ଜିଣିଲା କଳାହାଣ୍ଡିର ବଜାସାଲ ନୃତ୍ୟ”
ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ଜନପଥରେ ପତାକା ଉଡାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ବିଶ୍ୱ ଦେଖିଲା ଭାରତୀୟ ସେନାର ଶକ୍ତିର ଝଲକ
କନକ ବ୍ୟୁରୋ: ଦିଲ୍ଲୀ ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ । କୋଭିଡ କଟକଣା ଭିତରେ ପାଳିତ ହେଉଥିବା ୭୨ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କାରଣରୁ ସ୍ୱତନ୍ତ୍ର ରହିଛି । କରୋନା ମହାମାରୀ ଯୋଗୁଁ ଜନପଥରେ ହେଉଥିବା ସମାରୋହ ସମୟକୁ କମ କରାଯାଇଛି । ଏହାଛଡାContinue reading “ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ଜନପଥରେ ପତାକା ଉଡାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ବିଶ୍ୱ ଦେଖିଲା ଭାରତୀୟ ସେନାର ଶକ୍ତିର ଝଲକ”
୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୦୨ କରୋନା ଆକ୍ରାନ୍ତ ଚିହ୍ନଟ । ୭ ମାସ ମଧ୍ୟରେ ସଂକ୍ରମଣ ହାର ସର୍ବନିମ୍ନ ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୯,୧୦୨ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଗତ ୭ ମାସ ମଧ୍ୟରେ ଏହା ସର୍ବନିମ୍ନ ସଂକ୍ରମଣ ହାର ବୋଲି ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୧୦୨ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୧୧୭ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁContinue reading “୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୦୨ କରୋନା ଆକ୍ରାନ୍ତ ଚିହ୍ନଟ । ୭ ମାସ ମଧ୍ୟରେ ସଂକ୍ରମଣ ହାର ସର୍ବନିମ୍ନ ।”
ରାଜ୍ୟ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଲା ସାଧାରଣତନ୍ତ୍ର ଦିବସ
କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶରେ ସମ୍ବିିଧାନ ପ୍ରଣୟନ କରାଯାଇଥିଲା । ସେହି ଦିନକୁ ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯାଉଛି । ତେବେ ଏହି ଅବସରରେ ଦେଶ ସହ ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଯାଇଛି ସ୍ୱାଧାରଣତନ୍ତ୍ର ଦିବସ । ରାଜ୍ୟରେ ସମସ୍ତ ଜିଲ୍ଲାରେ କୋଭିଡ୍ କଟକଣା ସହ ପାଳିତ ହୋଇଯାଇଛି ୭୨ ତମ ସ୍ୱାଧାରଣତନ୍ତ୍ର ଦିବସ । ଦେବଗଡସ୍ଥିତContinue reading “ରାଜ୍ୟ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଲା ସାଧାରଣତନ୍ତ୍ର ଦିବସ”
ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା : ରାଜ୍ୟରେ ଆଜି ୯୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଙ୍ଗରୋଧରୁ ୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧
କନକ ବ୍ୟୁରୋ : ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ୨୪ଘଣ୍ଟା ଭିତରେ ୯୯ ନୂଆ ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ ସଙ୍ଗରୋଧରୁ ୫୮ଓ ସ୍ଥାନୀୟ ଅଞ୍ଚଳରୁ ୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ୨୦, ଖୋର୍ଦ୍ଧାରୁ ୧୪, ସମ୍ବଲପୁରରୁ ୯, ନୂଆପଡା ଓ କଟକରୁ ୮ଲେଖାଏଁ ଆକ୍ରାନ୍ତ, ଅନୁଗୁଳରୁ ୬, ବାଲେଶ୍ୱର ୭,ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ,Continue reading “ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା : ରାଜ୍ୟରେ ଆଜି ୯୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଙ୍ଗରୋଧରୁ ୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧ “
ଲାଲଗଡରେ ଉଡିଲା ତ୍ରିରଙ୍ଗା । କରୋନା କଟକଣା ଭିତରେ ମାଲକାନଗିରିରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପାଳିତ ହୋଇ ଯାଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ମନ୍ତ୍ରୀ ତୁଷାର କାନ୍ତି ବେହେରା ଜିଲ୍ଲା ସ୍ତରୀୟ କାର୍ଜ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ଥିବା ବିଭିନ୍ନ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ପୁଲିସ କର୍ମଚାରୀଙ୍କୁ ମଧ୍ୟ ସମ୍ମାନୀତ କରିଥିଲେ ମନ୍ତ୍ରୀ ତୁଷାର କାନ୍ତିContinue reading “ଲାଲଗଡରେ ଉଡିଲା ତ୍ରିରଙ୍ଗା । କରୋନା କଟକଣା ଭିତରେ ମାଲକାନଗିରିରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ”
ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଗରିବୀ । କନକଙ୍କୁ ବଞ୍ଚିବାର ରାହା ଦେଖାଇଛି ତାଳପତ୍ର କଳାକୃତି, ୬୦ ମହିଳାଙ୍କୁ ରୋଜଗାର ସହ ୩ଶହ ମହିଳାଙ୍କୁ ତାଲିମ୍ ଦେଉଛନ୍ତି କନକ
କୁହାଯାଏ ଇଚ୍ଛାଥିଲେ ଉପାୟ ଆପେ ଆପେ ଆସେ। ଆଗକୁ ବଢିବାକୁ ଲକ୍ଷ୍ୟ ଥିଲେ, କୌଣସି ପ୍ରତିକୂଳ ପରିସ୍ଥିତି ମଣିଷ ଆଗରେ ପାଚେରି ହୋଇ ଠିଆହୋଇ ପାରେନା। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଗତ୍ସି˚ହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସାଦେଇ ପୁର ଗ୍ରାମର କନକଲତା ବେହେରା । ନିଜକୁ ସ୍ବାବଲମ୍ବୀ କରିବା ସହ ଅନ୍ୟକୁ ରୋଜଗାରର ପନ୍ଥା ଯୋଗାଇବା ପାଇଁ କନକଙ୍କ ଏହି ପ୍ରଚେଷ୍ଟା ତାଙ୍କୁ ଆଣି ଦେଇଛି ସ୍ବତନ୍ତ୍ର ପରିଚୟ। ତାଳପତ୍ରରେ ତାଙ୍କର ଜୀବନ୍ତ କଳାକୃତି ଏବେContinue reading “ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଗରିବୀ । କନକଙ୍କୁ ବଞ୍ଚିବାର ରାହା ଦେଖାଇଛି ତାଳପତ୍ର କଳାକୃତି, ୬୦ ମହିଳାଙ୍କୁ ରୋଜଗାର ସହ ୩ଶହ ମହିଳାଙ୍କୁ ତାଲିମ୍ ଦେଉଛନ୍ତି କନକ”