ଉତ୍ତରଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ହେଲେ ସୃଷ୍ଟି ଗୋସ୍ୱାମୀ । ବିକାଶ ମୂଳକ କାମର କଲେ ସମୀକ୍ଷା

କନକ ବ୍ୟୁରୋ: ଉତ୍ତରାଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ହେଲେ ୧୯ ବର୍ଷୀୟ ଝିଅ ସୃଷ୍ଟି ଗୋସ୍ୱାମୀ । ରବିବାର ଦିନ ସୃଷ୍ଟି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଉତ୍ତରଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତଙ୍କୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି ରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ଖୁସି । ଏହାବାଦ୍ ଉତ୍ତରଖଣ୍ଡରେ ଚାଲିଥିବା ବିଭିନ୍ନ ବିକାଶContinue reading “ଉତ୍ତରଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ହେଲେ ସୃଷ୍ଟି ଗୋସ୍ୱାମୀ । ବିକାଶ ମୂଳକ କାମର କଲେ ସମୀକ୍ଷା”

ଅବଢ଼ା ଦର ବୃଦ୍ଧିର କାରଣ କହିଲେ ସେବାୟତ । କହିଲେ, ଅଳ୍ପ ମାତ୍ରାରେ ତିଆରି ହେଉଥିବାରୁ ପଡୁଛି ଅଧିକ ଦାମ । ଆନନ୍ଦବଜାର ଖୋଲିବା ପରେ କମିବ ମହାପ୍ରସାଦ ମୂଲ୍ୟ ।

କନକ ବ୍ୟୁରୋ: ଦୀର୍ଘ ଦିନର ପ୍ରତିକ୍ଷା ପରେ ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାଳିଆ ଠାକୁର ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ହେଲେ ମହାପ୍ରସାର ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପଟେ ଖର୍ଚ୍ଚ ବଢ଼ୁଥିବାରୁ ଦର ବଢ଼ିଛି ଓ ଆନନ୍ଦବଜାର ଖୋଲିଲେ ମହାପ୍ରସାଦ ମୂଲ୍ୟ କମିବ ବୋଲି ସୁପକାର ଓContinue reading “ଅବଢ଼ା ଦର ବୃଦ୍ଧିର କାରଣ କହିଲେ ସେବାୟତ । କହିଲେ, ଅଳ୍ପ ମାତ୍ରାରେ ତିଆରି ହେଉଥିବାରୁ ପଡୁଛି ଅଧିକ ଦାମ । ଆନନ୍ଦବଜାର ଖୋଲିବା ପରେ କମିବ ମହାପ୍ରସାଦ ମୂଲ୍ୟ ।”

ସାରା ଦେଶରେ ଚାଷୀ ଆନ୍ଦୋଳନ ଭିତରେ ଆଶାର କିରଣ ହୋଇ ସାମ୍ନାକୁ ଆସିଲେ ଯାଜପୁର ଡଗରପଡ଼ାର ଧାନ ଚାଷୀ । ପାରମ୍ପରିକ ଉପାୟରେ କରୁଛନ୍ତି ଧାନ ଚାଷ । ବାସୁମତୀ ଚାଉଳ ଉତ୍ପାଦନ କରି ସାଜିଛନ୍ତି ଆତ୍ମନିର୍ଭରଶୀଳ ।

କନକ ବ୍ୟୁରୋ: ବାସୁମତୀ ଚାଷ କରି ସ୍ୱାବଲମ୍ବୀ ଶହେରୁ ଅଧିକ ଚାଷୀ ପରିବାର । ଆମେ କହୁଛୁ ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଡଗରପଡା ଗାଁର ବସୁମତୀ ଚାଷୀଙ୍କ କଥା । ଆଜିର ଦିନରେ ଚାଷପ୍ରତି ଲୋକେ ବିମୁଖ ହେଉଥିବା ବେଳେ ଏହି ଗାଁର ଚାଷୀ କିନ୍ତୁ ବାସୁମତୀ ଧାନ ଚାଷକରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ବଡଚଣା ବ୍ଲକ ଡଗରପଡା ଗାଁର ତିନିଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିContinue reading “ସାରା ଦେଶରେ ଚାଷୀ ଆନ୍ଦୋଳନ ଭିତରେ ଆଶାର କିରଣ ହୋଇ ସାମ୍ନାକୁ ଆସିଲେ ଯାଜପୁର ଡଗରପଡ଼ାର ଧାନ ଚାଷୀ । ପାରମ୍ପରିକ ଉପାୟରେ କରୁଛନ୍ତି ଧାନ ଚାଷ । ବାସୁମତୀ ଚାଉଳ ଉତ୍ପାଦନ କରି ସାଜିଛନ୍ତି ଆତ୍ମନିର୍ଭରଶୀଳ ।”

ତାଲାବନ୍ଦ ଶିଖାଇଲା ଚାଷ । ଛାତ ଉପରେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ଶିକ୍ଷକତା କରୁଥିବା ଦୁଇ ଭାଈ ।

କନକ ବ୍ୟୁରୋ: ଲକଡାଉନ୍ ଶିଖାଇଦେଲା ଚାଷ । ଶିକ୍ଷକତା ସେମାନଙ୍କ ପେଶା ହୋଇଥିବା ବେଳେ ସମୟ ଅତିବାହିତ କରିବା ପାଇଁ ଦୁଇ ଭାଇ ନିଜ ବାଡିରେ ଆରମ୍ଭ କରିଥିଲେ ପନିପରିବା ଚାଷ । ରାସାୟନିକ ସାର ଓ ଔଷଧ ପ୍ରୟୋଗର କୁପରିଣତି ଠିକ ଭାବେ ବୁଝି ଥିବା ଏହି ଦୁଇ ଭାଇ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି ଏବଂ ପାଇଛନ୍ତି ସଫଳତା । ଫଳରେ ସ୍ଥାନୀୟ ଅଂଚଳରେ ଏବେ ଜୈବିକ ପଦ୍ଧତିରେ ଚାଷ ପ୍ରତି ବଢିଛି ଲୋକଙ୍କContinue reading “ତାଲାବନ୍ଦ ଶିଖାଇଲା ଚାଷ । ଛାତ ଉପରେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ଶିକ୍ଷକତା କରୁଥିବା ଦୁଇ ଭାଈ ।”

ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନରେ ଚାଲିଛି ଷଡଯନ୍ତ୍ର । ଦିଲ୍ଲୀ ପୋଲିସ କହିଲା, ପାକିସ୍ତାନରେ ତିଆରି କରାଯାଇଛି ୩୦୮ଟି ଟ୍ୱିଟର ହ୍ୟାଣ୍ଡେଲ ।

କନକ ବ୍ୟୁରୋ : ଭାରତରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନ ରଚୁଛି ଷଡଯନ୍ତ୍ର । ସାଧାରଣତନ୍ତ୍ର ଦିବସ ଏବଂ ଟ୍ରାକ୍ଟର ରାଲି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ହେଉଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ୍ । ଆଉ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ପାକିସ୍ତାନ । ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି, କୃଷକଙ୍କ ମଧ୍ୟରେ  ଦ୍ୱନ୍ଦ୍ୱ  ସୃଷ୍ଟି କରିବା ଲାଗି ଜାନୁଆରୀ ୧୩ ରୁ ୧୮ ତାରିଖ ମଧ୍ୟରେContinue reading “ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନରେ ଚାଲିଛି ଷଡଯନ୍ତ୍ର । ଦିଲ୍ଲୀ ପୋଲିସ କହିଲା, ପାକିସ୍ତାନରେ ତିଆରି କରାଯାଇଛି ୩୦୮ଟି ଟ୍ୱିଟର ହ୍ୟାଣ୍ଡେଲ ।”

କଳାର ସ୍ପର୍ଶ୍ପରେ ଜୀବନ୍ତ ହୋଇ ଉଠୁଛି ମାଟିର ମୂର୍ତ୍ତି । ରଙ୍ଗବେରଙ୍ଗର ଟେରାକୋଟା ସାମଗ୍ରୀ ଆଣିଦେଇଛି ସ୍ୱାବଲମ୍ବୀ ହେବାର ସୁଯୋଗ । ଚର୍ଚ୍ଚାରେ ଯାଜପୁର ମଙ୍ଗରାଜପୁର ଗାଁର ୩୦ ଜଣ ମହିଳା 

କନକ ବ୍ୟୁରୋ: ଟେରାକୋଟା କାରିଗରୀ ଦେଇଛି ବଂଚିବାର ରାହା । ମାଟିରେ ରଙ୍ଗ ବେରଙ୍ଗ ଡିଜାଇନର ମୂର୍ତି ତିଆରି କରିବା ଓ ସେଗୁଡିକୁ ବିକ୍ରିକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୩୦ରୁ ଅଧିକ ମହିଳା । ଆମେ କହୁଛୁ ଯାଜପୁର ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ସ୍ୱାବଲମ୍ବୀ ମହିଳାଙ୍କ ଟେରାକୋଟାର ଅନନ୍ୟ କାରିଗରି ସମ୍ପର୍କରେ । ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ମହିଳା ଘରକାମ କରିବା ସହ ଅବସର ସମୟରେ ତିଆରି କରୁଛନ୍ତି ଭଳିକି ଭଳି ଟେରାକୋଟା ମୂର୍ତି ।Continue reading “କଳାର ସ୍ପର୍ଶ୍ପରେ ଜୀବନ୍ତ ହୋଇ ଉଠୁଛି ମାଟିର ମୂର୍ତ୍ତି । ରଙ୍ଗବେରଙ୍ଗର ଟେରାକୋଟା ସାମଗ୍ରୀ ଆଣିଦେଇଛି ସ୍ୱାବଲମ୍ବୀ ହେବାର ସୁଯୋଗ । ଚର୍ଚ୍ଚାରେ ଯାଜପୁର ମଙ୍ଗରାଜପୁର ଗାଁର ୩୦ ଜଣ ମହିଳା “

ତାଲିମ ନୁହେଁ ୟୁ ଟ୍ୟୁବ୍ ଶିଖାଇଲା ଜୀବିକାର ନୂଆ ରାହା । ଅନଲାଇନରୁ ଶିଖି ସବାଇ ଘାସରୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । 

କନକ ବ୍ୟୁରୋ : ଅବସର ସମୟକୁ ବର୍ବାଦ ନକରି କିଛି ନୂଆ କରି ଦେଖାଇବାର ଲକ୍ଷ ନେଇ ୟୁଟ୍ୟୁବ ଦେଖି ଆରମ୍ଭ କଲେ ଝୋଟ,ଓଲ ଏବଂ ସବାଇ ଘାସରୁ ଗୃହ ଉପକରଣ ତିଆରି କରିବା,ଆଉ ଏହା ତାଙ୍କୁ ବେସ ସଫଳତା ଦେବା ସହ ରୋଜଗାରର ରାସ୍ତା ଦେଖାଇଛି,ଏପରି ସଫଳତା ପଇଛନ୍ତି ବସ୍ତା ନାବରା ଗ୍ରାମର ମା-ମଙ୍ଗଳା ହସ୍ତଶିଳ୍ପ କେନ୍ଦ୍ରର ୪୪ ଜଣ ମହିଳା । ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ଘରୋଇ ଉପକରଣ । କଣ୍ଢେଇ, ଚପଲ,Continue reading “ତାଲିମ ନୁହେଁ ୟୁ ଟ୍ୟୁବ୍ ଶିଖାଇଲା ଜୀବିକାର ନୂଆ ରାହା । ଅନଲାଇନରୁ ଶିଖି ସବାଇ ଘାସରୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । “

ସ୍ୱାବଲମ୍ବୀ ହେବେ ସ୍ୱାଭିମାନ ଅଂଚଳବାସୀ । ୩ ବର୍ଷ ହେବ ଜଳଭଣ୍ଡାରରେ ମାଛ ଯାଆଁଳ ଛାଡୁଛି ମତ୍ସ୍ୟ ବିଭାଗ । ମାଛ ମାରି ଜୀବିକା ନିର୍ବାହ କରିବାକୁ ଯୋଗାଇଦେଇଛି ଡଙ୍ଗା ଓ ଜାଲ

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଲା ମୁଖ୍ୟମନ୍ତ୍ରୀଙ୍କ ସେତୁ ଯୋଜନା । ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଳମ୍ବୀ କରିବା ଉଦେଶ୍ୟରେ ବାଲିମେଳା ଜଳଭଣ୍ଡାରରେ ୩ ବର୍ଷ ହେଲା ମାଛ ଯାଅଁଳା ଛାଡୁଛି ଜିଲ୍ଲା ପ୍ରଶାସନ । ୨୦୧୮ରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସେତୁ ଯୋଜନା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସେହି ସେତୁ ଯୋଜନା ଏବେ ସ୍ୱାଭିମାନ ଅଂଚଳର ସ୍ୱାଭିମାନୀ ମଣିଷକୁ ରୋଜଗାରକ୍ଷମ କରିବା ସହContinue reading “ସ୍ୱାବଲମ୍ବୀ ହେବେ ସ୍ୱାଭିମାନ ଅଂଚଳବାସୀ । ୩ ବର୍ଷ ହେବ ଜଳଭଣ୍ଡାରରେ ମାଛ ଯାଆଁଳ ଛାଡୁଛି ମତ୍ସ୍ୟ ବିଭାଗ । ମାଛ ମାରି ଜୀବିକା ନିର୍ବାହ କରିବାକୁ ଯୋଗାଇଦେଇଛି ଡଙ୍ଗା ଓ ଜାଲ”

ଦୀର୍ଘ ଦିନର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିର । ମହାପ୍ରସାଦ ଦର ବୃଦ୍ଧିକୁ ନେଇ କିନ୍ତୁ ଶ୍ରଦ୍ଧାଳୁ ଅସନ୍ତୁଷ୍ଟ । 

କନକ ବ୍ୟୁରୋ: ଦୀର୍ଘ ଦିନର ପ୍ରତିକ୍ଷା ପରେ ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାଳିଆ ଠାକୁର ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ଲାଗି ରହିଛି । ହେଲେ ମହାପ୍ରସାର ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପଟେ ଖର୍ଚ୍ଚ ବଢ଼ୁଥିବାରୁ ଦର ବଢ଼ିଥିବା କହିଛି ସୁପକାର ନିଯୋଗ । ମହାପ୍ରସାଦ ଦରକୁ ନେଇ ଅସନ୍ତୋଷ ୩Continue reading “ଦୀର୍ଘ ଦିନର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିର । ମହାପ୍ରସାଦ ଦର ବୃଦ୍ଧିକୁ ନେଇ କିନ୍ତୁ ଶ୍ରଦ୍ଧାଳୁ ଅସନ୍ତୁଷ୍ଟ । “

ବଲାଙ୍ଗୀର ଜିଲ୍ଲାରେ କେମିତ ଚାଲିଛି ଧାନ ସଂଗ୍ରହ । ଗୁମର ଖୋଲିଲା କଳିକେଶ ସିଂଦେଓଙ୍କ ଚିଠି । ଟୋକନ ବ୍ୟବସ୍ଥାରେ ସମସ୍ୟା ଥିବା ମାନିଲେ ବିଜେଡି ନେତା?

କନକ ବ୍ୟୁରୋ: ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସମ୍ବଲପୁରରେ ବିଜେପି ବଡ଼ ଧରଣର ଆନ୍ଦୋଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଧାନ କିଣାର ଅବ୍ୟବସ୍ଥା କଥା ଉଠାଇଛନ୍ତି ପୂର୍ବତନ ବିଜେଡି ସାଂସଦ କଳିକେଶ ସିଂଦେଓ । ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖି ସେ ଉଲ୍ଲେଖ କରିଛନ୍ତି ଯେ… ଗତବର୍ଷ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ୪୮,୯୮୮ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୩, ୮୧୯ ଜଣ ଚାଷୀଙ୍କଠାରୁ ୩୧, ୨୮,Continue reading “ବଲାଙ୍ଗୀର ଜିଲ୍ଲାରେ କେମିତ ଚାଲିଛି ଧାନ ସଂଗ୍ରହ । ଗୁମର ଖୋଲିଲା କଳିକେଶ ସିଂଦେଓଙ୍କ ଚିଠି । ଟୋକନ ବ୍ୟବସ୍ଥାରେ ସମସ୍ୟା ଥିବା ମାନିଲେ ବିଜେଡି ନେତା?”

Design a site like this with WordPress.com
Get started