କନକ ବ୍ୟୁରୋ: ସାରାଦେଶରେ କରୋନା ଟିକାକରଣ ଚାଲିଥିବାବେଳେ, କୋଭାକ୍ସିନ ଟିକା ନେଉଥିଲେ କେମିତି ସତର୍କତା ଅବଲମ୍ବନ କରିବେ ସେନେଇ କିଛି ଜରୁରୀ ତଥ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ କୋଭାକ୍ସିନ ଟିକା ନେଇଥିଲେ ସହବାସ ବେଳେ ସତର୍କତା ରଖିବା ଜରୁରୀ । ପ୍ରତିଷେଧକ ନେଇ ଶାରୀରିକ ସଂପର୍କ ରଖିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତିି ବିଶେଷଜ୍ଞ । ଦେଶୀ ଟିକା କୋଭାକ୍ସିନର ବର୍ତମାନ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଜାରି ରହିଛି । ଏପଟେ ଭାରତରContinue reading “କୋଭାକ୍ସିନ ଟିକା ନେଉଥିଲେ କେମିତି ରହିବେ ସତର୍କ । ସାମ୍ନାକୁ ଆସିଲା ଜରୁରୀ ତଥ୍ୟ ।”
Tag Archives: News
ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି ଦେଲା ଦିଲ୍ଲୀ ପୋଲିସ । ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବେ ଚାଷୀ । ଆନ୍ଦୋଳନ ନକରିବାକୁ କୃଷି ମନ୍ତ୍ରୀଙ୍କ ଅନୁରୋଧ
କନକ ବ୍ୟୁରୋ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ୫୮ ଦିନରେ ପହଁଚିଛି । ସରକାର ଚାଷୀ ଆଇନକୁ ପ୍ରତ୍ୟାହାର କରିବାକୁ ମନା କରିବା ସହ କିଛି ସଂଶୋଧନ କରିବାକୁ ଆନ୍ଦୋଳନକାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସରକାରଙ୍କ ପ୍ରସ୍ତାବକୁ ଖାରଜ କରିବା ସହ ପୂର୍ବ ଯୋଜନା ଅନୁଯାୟୀ ସାଧାରଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ରାଲି କରିବାକୁ ଘୋଷଣା କରିଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ ପୋଲିସ ମଧ୍ୟ ଏଥିପାଇଁ ଚାଷୀଙ୍କୁContinue reading “ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି ଦେଲା ଦିଲ୍ଲୀ ପୋଲିସ । ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବେ ଚାଷୀ । ଆନ୍ଦୋଳନ ନକରିବାକୁ କୃଷି ମନ୍ତ୍ରୀଙ୍କ ଅନୁରୋଧ”
ଟେଷ୍ଟ କ୍ୟାପଟେନ ହେବାକୁ ନେଇ ମତ ରଖିଲେ ରାହାଣେ । କହିଲେ, କୋହଲିଙ୍କ ସହ କୌଣସି ଟକ୍କର ନାହିଁ
କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ସହ କଙ୍ଗାରୁ ଦଳ ଘାଇଲା ହୋଇଥିଲା । ଭାରତୀୟ ଦଳ ୨-୧ରେ ବର୍ଡର ଗାଭାସ୍କର ଟ୍ରଫି ହାତେଇଥିଲା । ଯାହାର ନେତୃତ୍ୱ ନେଉଥିଲେ ଆଜିଙ୍କ୍ୟ ରାହାଣେ । ଦଳର ଏହି ବିଜୟ ପଛରେ ରାହାଣେଙ୍କ ଚତୁର ଚାଲ୍ ଥିଲା ବୋଲି ଅନେକ କ୍ରିକେଟ ବିଶେଷଜ୍ଞ କହିଥିଲେ । ଏଥିପାଇଁ ତାଙ୍କୁ ଦଳର ଟେଷ୍ଟ ଅଧିନାୟକ କରିବାକୁ ବି ବହୁ ଆଡୁ ଦାବି ହୋଇଥିଲା । ହେଲେ ରବିବାରContinue reading “ଟେଷ୍ଟ କ୍ୟାପଟେନ ହେବାକୁ ନେଇ ମତ ରଖିଲେ ରାହାଣେ । କହିଲେ, କୋହଲିଙ୍କ ସହ କୌଣସି ଟକ୍କର ନାହିଁ”
ଚିନ୍ତା ବଢାଉଛି ପେଟ୍ରୋଲ-ଡିଜେଲ ଦର । ସପ୍ତାହକରେ ବୃଦ୍ଧି ପାଇଲାଣି ୪ ଥର ।
କନକ ବ୍ୟୁରୋ : କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛା ୮୬ଟଙ୍କା ୩୮ ପଇସା ଓ ଡିଜେଲ ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି। ତେବେ ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର । ଫଳରେ ପ୍ରତିଦିନ ଦର ନୂଆ ଶିଖରରେ ପହଞ୍ଚୁଛି । ରାଜ୍ୟର ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ଟଙ୍କା ୪୨ପଇସା ରହିଛି । ସେହିପରି ଡିଜେଲContinue reading “ଚିନ୍ତା ବଢାଉଛି ପେଟ୍ରୋଲ-ଡିଜେଲ ଦର । ସପ୍ତାହକରେ ବୃଦ୍ଧି ପାଇଲାଣି ୪ ଥର । “
ଚିନ୍ତା ବଢାଉଛି ପେଟ୍ରୋଲ-ଡିଜେଲ ଦର । ସପ୍ତାହକରେ ବୃଦ୍ଧି ପାଇଲାଣି ୪ ଥର ।
କନକ ବ୍ୟୁରୋ : କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛା ୮୬ଟଙ୍କା ୩୮ ପଇସା ଓ ଡିଜେଲ ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି। ତେବେ ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର । ଫଳରେ ପ୍ରତିଦିନ ଦର ନୂଆ ଶିଖରରେ ପହଞ୍ଚୁଛି । ରାଜ୍ୟର ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ଟଙ୍କା ୪୨ପଇସା ରହିଛି । ସେହିପରି ଡିଜେଲContinue reading “ଚିନ୍ତା ବଢାଉଛି ପେଟ୍ରୋଲ-ଡିଜେଲ ଦର । ସପ୍ତାହକରେ ବୃଦ୍ଧି ପାଇଲାଣି ୪ ଥର । “
ମହାନଦୀ ପଠାରେ ଫଶିଲେ ହାତୀ ପଲ । ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ବାଙ୍କୀ କଇଁମୁଣ୍ଡି ନିକଟରେ ଫଶିଛନ୍ତି ୮ଟି ହାତୀ ।
କନକ ବ୍ୟୁରୋ : ମହାନଦୀ ପଠାରେ ଫଶିଲେ ହାତୀ ପଲ । ବାଙ୍କୀ କଇଁମୁଣ୍ଡି ନିକଟରେ ୮ଟି ହାତୀ ଫଶି ରହିଛନ୍ତି । ସେମାନଙ୍କ ମଧ୍ୟରେ ୩ଟି ହାତୀ ଛୁଆ ଅଛନ୍ତିି । ଏମାନେ ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ମହାନଦୀ ପଠାରେ ଫଶିଯାଇଥିଲେ । ହାତୀ ପଲକୁ ଉଦ୍ଧାର ପାଇଁ ବନବିଭାଗର ୫ ଜଣିଅ।। କର୍ମଚାରୀ ସେଠାରେ ପହଞ୍ଚିସାରିଛନ୍ତି । ଏଭଳି ପୂର୍ବରୁ ମଧ୍ୟ ହାତୀମାନେ ମହାନଦୀରେ ଫଶିଛନ୍ତି । ହାତୀଙ୍କୁContinue reading “ମହାନଦୀ ପଠାରେ ଫଶିଲେ ହାତୀ ପଲ । ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ବାଙ୍କୀ କଇଁମୁଣ୍ଡି ନିକଟରେ ଫଶିଛନ୍ତି ୮ଟି ହାତୀ ।”
କେନ୍ଦ୍ରାପଡାରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ । ଟିକା ନେଇଥିବା କରୋନା ଯୋଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ
କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କେନ୍ଦ୍ରାପଡ଼ାଠାରେ ପ୍ରଥମ ପର୍ଯ୍ୟାୟରେ କୋଭିଡ଼୍ ଟିକା ନେଇଥିବା ଜିଲ୍ଲାର କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ଟିକା ନେଇଥିବା କୋରନା ଯୋଦ୍ଧା ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କରିଛନ୍ତି । କୋଭିଡ଼୍ ଟିକା ପ୍ରସ୍ତୁତି ସହ ପ୍ରଥମ ଦଫାରେ ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ତଥା କରୋନା ଯୋଦ୍ଧା ମାନଙ୍କୁ ପ୍ରଧାନ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନContinue reading “କେନ୍ଦ୍ରାପଡାରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ । ଟିକା ନେଇଥିବା କରୋନା ଯୋଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ “
ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ଏଯାଏ ଯୋଡି ହେଲେଣି ୩୬ ଜଣ
କନକ ବ୍ୟୁରୋ: ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ଏଯାଏ ୩୬ ଜଣ ଆଇଏଏସ ଓ ଆଇପିଏସ ଯୋଡି ହୋଇଛନ୍ତି । ମୋ ସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡିକରେ ହେବ ଡିଜିଟାଲ କ୍ଲାସ ରୁମ । ସ୍କାର୍ଟ କ୍ଲାସ ରୁମ, ରୋବୋଟିକ୍ସ, ବିଲ୍ଡିଂ ଆଜ ଏ ଲର୍ଣ୍ଣିଂ ଏଡ ଭଳି ନୂଆ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି । ଚଳିତ ବର୍ଷ ଠାରୁ ମୋ ସ୍କୁଲContinue reading “ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ, ଆଇପିଏସ ଅଫିସର । ଏଯାଏ ଯୋଡି ହେଲେଣି ୩୬ ଜଣ”
ଚାଷୀ ଆନ୍ଦୋଳନକୁ ନେଇ ମତ ରଖିଲେ କେନ୍ଦ୍ର କୃଷିମନ୍ତ୍ରୀ । କହିଲେ ଆନ୍ଦୋଳନ ପଛରେ ଅଛି କୌଣସି ଅଦୃଶ୍ୟ ଶକ୍ତି
କନକ ବ୍ୟୁରୋ: କୃଷକମାନେ କେବଳ ନୂଆ କୃଷି ଆଇନକୁ ଉଚ୍ଛେଦ କରିବା ପାଇଁ ଦାବି କରୁଛନ୍ତି । କେବେ ବି ଏହାର ଫାଇଦା ବିଷୟରେ ଚର୍ଚ୍ଚା କରୁନାହାନ୍ତି । ବୋଧହୁଏ ଚାଷୀ ଆନ୍ଦୋଳନ ପଛରେ କୌଣସି ଅଦୃଶ୍ୟ ଶକ୍ତିର ହାତ ଅଛି, ଯେଉଁ କାରଣରୁ ଏହି ସମସ୍ୟାର ସମାଧାନ ହୋଇପାରୁନି । ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କିଛି କଥା କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସେContinue reading “ଚାଷୀ ଆନ୍ଦୋଳନକୁ ନେଇ ମତ ରଖିଲେ କେନ୍ଦ୍ର କୃଷିମନ୍ତ୍ରୀ । କହିଲେ ଆନ୍ଦୋଳନ ପଛରେ ଅଛି କୌଣସି ଅଦୃଶ୍ୟ ଶକ୍ତି”
ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଠାବ ହେଲା ନକଲି ପାଣି କାରଖାନା । ବ୍ରହ୍ମପୁର ବଡ଼ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡର ବୋତଲରେ ପାଣି ପୁରାଇ ଛଡାଯାଉଛି ବଜାରକୁ ।
କନକ ବ୍ୟୁରୋ : ନାକେଦମ କଲାଣି ନକଲି ସାମଗ୍ରୀ । ସସ, ମସଲା ଓ ଅନ୍ୟ ସାମଗ୍ରୀ ପରେ ବ୍ରହ୍ମପୁରରେ ଏବେ ପଦାକୁ ଆସିଛି ନକଲି ପାଣି କାରଖାନା । ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀବିହାର ଦ୍ୱିତୀୟ ଗଳିରେ ଥିବା ଏକ ନକଲି ପାଣି କାରଖନା ଉପରେ ପୁଲିସ ଚଢଉ କରିଛି । ୩ଟି ଭିନ୍ନ ଭିନ୍ନ ବ୍ରାଣ୍ଡର ନା ଦେଇ ଏଠାରେ ପାଣି ବୋତଲ ବ୍ୟବସାୟ ହେଉଥିଲା । ଘଟଣାରେ ଜଣେ ଯୁବକଙ୍କୁContinue reading “ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଠାବ ହେଲା ନକଲି ପାଣି କାରଖାନା । ବ୍ରହ୍ମପୁର ବଡ଼ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡର ବୋତଲରେ ପାଣି ପୁରାଇ ଛଡାଯାଉଛି ବଜାରକୁ ।”