ଖୋଲୁନି ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ: ବାଟବଣା ହେଉଛି କି ତଦନ୍ତ? ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ କେବେ ହେବ ଜେରା?

କନକ ବ୍ୟୁରୋ: ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ୧୯ ଦିନ ବିତିଗଲାଣି , କିନ୍ତୁ ଘଟଣା ପଛର କାରଣ ଖୋଜିବାରେ ସମର୍ଥ ହୋଇନି ପୁଲିସ । ଡିଏସପି ବନିତା ମାଝୀଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି । କିନ୍ତୁ ଏବେ ବି ରହସ୍ୟ ଘେରରେ ରହିଛି ସୁସ୍ମିତାଙ୍କ ମୃତ୍ୟୁ । ଏହି ମାମଲାରେ ଗୁରୁଣ୍ଡିଆ ବିଡିଓ, ଗୁରୁଣ୍ଡିଆ ସିଡିପିଓ ଓ ସୁସ୍ମିତାଙ୍କ ସ୍ୱାମୀ ସୁଶୀଲ ଟପ୍ନୋଙ୍କୁ ଜେରା କରାଯାଇଛି । କିନ୍ତୁ ଏତଲାରେ ଥିବା ବଡ଼Continue reading “ଖୋଲୁନି ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ: ବାଟବଣା ହେଉଛି କି ତଦନ୍ତ? ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ କେବେ ହେବ ଜେରା?”

ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବୟାନବାଜି: ବିଜେପିର ସମାଲୋଚନା, ବିଜେଡିର ଜବାବ

କନକ ବ୍ୟୁରୋ: ନୂଆବର୍ଷରେ ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ହେବ । ଆଉ ଏହାକୁ ନେଇ ବିଜେଡି ବିଜେପି ବୟାନବାଜି ଆରମ୍ଭ ହୋଇଛି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତି ନେବା ପରେ, ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଉପରେ ଉପରେ ମେଟ୍ରୋ ନେବାକୁ ରାଜ୍ୟ ସରକାର କେତେ ସଫଳ ହେଉଛନ୍ତି, ସେ ନେଇ ସନ୍ଦେହ ପ୍ରକାଶ କରିଛି ବିଜେପିContinue reading “ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବୟାନବାଜି: ବିଜେପିର ସମାଲୋଚନା, ବିଜେଡିର ଜବାବ”

ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ: ଆରମ୍ଭ ହେଲା ‘ପ୍ରତିଶୋଧର ମହାଯୁଦ୍ଧ’

କନକ ବ୍ୟୁରୋ: ନୂଆବର୍ଷରେ ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ହେବ । ଆଉ ଏହାକୁ ନେଇ ବିଜେଡି ବିଜେପି ବୟାନବାଜି ଆରମ୍ଭ ହୋଇଛି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତି ନେବା ପରେ, ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଉପରେ ଉପରେ ମେଟ୍ରୋ ନେବାକୁ ରାଜ୍ୟ ସରକାର କେତେ ସଫଳ ହେଉଛନ୍ତି, ସେ ନେଇ ସନ୍ଦେହ ପ୍ରକାଶ କରିଛି ବିଜେପିContinue reading “ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ: ଆରମ୍ଭ ହେଲା ‘ପ୍ରତିଶୋଧର ମହାଯୁଦ୍ଧ’”

ସମ୍ବଲପୁର ଲୋକସଭାରୁ ଲଢ଼ିପାରନ୍ତି ଧର୍ମେନ୍ଦ୍ର ପ୍ରଧାନ: ଢେଙ୍କାନାଳ ଅପେକ୍ଷା ସମ୍ବଲପୁର ହୋଇପାରେ ସହଜ ବିକଳ୍ପ

କନକ ବ୍ୟୁରୋ: କେଉଁଠୁ ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଛି । ଢେଙ୍କାନାଳ ସହ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ସେ ପ୍ରାର୍ଥୀ ହେବା ନେଇ ଆଲୋଚନା ହେଉଛି । ଢେଙ୍କାନାଳ ଅପେକ୍ଷା ସମ୍ବଲପୁର ତାଙ୍କ ପାଇଁ ସହଜ ବିକଳ୍ପ ହୋଇପାରେ ବୋଲି କୁହାଯାଉଛି । କାରଣ, ସମ୍ବଲପୁରରେ ବିଜେପିର ଭଲ ପ୍ରଭାବ ରହିଛି । ଆଉ ଧର୍ମେନ୍ଦ୍ରଙ୍କ ବାରମ୍ବାର ସମ୍ବଲପୁର ଗସ୍ତ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛିContinue reading “ସମ୍ବଲପୁର ଲୋକସଭାରୁ ଲଢ଼ିପାରନ୍ତି ଧର୍ମେନ୍ଦ୍ର ପ୍ରଧାନ: ଢେଙ୍କାନାଳ ଅପେକ୍ଷା ସମ୍ବଲପୁର ହୋଇପାରେ ସହଜ ବିକଳ୍ପ”

ସାରା ରାଜ୍ୟରେ ୧୦ ତାରିଖରୁ ବସ ଧର୍ମଘଟ । ସକାଳ ୬ଟାରୁ ଆରମ୍ଭ ହେବ ବସ୍ ଧର୍ମଘଟ । ବିଭିନ୍ନ ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ । ସକାଳ ୬ଟାରୁ ଗଡିବ ନାହିଁ ବୋଲି କୌଣସି ବସ । ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଅଲ ଓଡିଶା ବସ୍ ମାଲିକ ସଂଘର ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି। ଗତ ୨୭ତାରିଖରେ ମଧ୍ୟ ବୈଠକରେ ବନ୍ଦ କରିବାକୁ ନେଇ ନିଷ୍ପତ୍ତି ନେଇଥିଲେ। ହେଲେ ସରକାର ଆଲୋଚନାକୁ ଡାକିଲେ ନାହିଁ କି ଦିଆଯାଇଥିବା ସ୍ମାରକ ପତ୍ରContinue reading “ସାରା ରାଜ୍ୟରେ ୧୦ ତାରିଖରୁ ବସ ଧର୍ମଘଟ । ସକାଳ ୬ଟାରୁ ଆରମ୍ଭ ହେବ ବସ୍ ଧର୍ମଘଟ । ବିଭିନ୍ନ ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି”

ବିଶ୍ୱକପ ଆରମ୍ଭରୁ ଜଲୱା ଦେଖାଇଲେ ଭାରତୀୟ ବୋଲର: ୧୯୯ରେ ଅଷ୍ଟ୍ରେଲିଆ ଅଲଆଉଟ୍, ଭାରତକୁ ୨୦୦ ରନ ଟାର୍ଗେଟ 

କନକ ବ୍ୟୁରୋ: ଆଜି ବିଶ୍ୱକପ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ଭାରତ । ଏହି ମ୍ୟାଚରେ ଭାରତୀୟ ବୋଲର ନିଜ ଜଲୱା ଦେଖାଇଛନ୍ତି । ୫ ଥର ଚାମ୍ପିୟନ ଅଷ୍ଟ୍ରେଲିଆ ଦଳକୁ ମାତ୍ର ୧୯୯ ରନରେ ଅଟକାଇଛନ୍ତି ଭାରତୀୟ ବୋଲର । ଏବେ ଭାରତ ଆଗରେ ୨୦୦ ରନର ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତି ବିଶ୍ୱକପ ବିଜୟ ଅଭିଯାନ ଆରମ୍ଭ କରିବାକୁ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଏହି ବିଜୟ ଲକ୍ଷ୍ୟ ପୂରା କରିବାକୁContinue reading “ବିଶ୍ୱକପ ଆରମ୍ଭରୁ ଜଲୱା ଦେଖାଇଲେ ଭାରତୀୟ ବୋଲର: ୧୯୯ରେ ଅଷ୍ଟ୍ରେଲିଆ ଅଲଆଉଟ୍, ଭାରତକୁ ୨୦୦ ରନ ଟାର୍ଗେଟ “

କପା ଚାଷ ଜମିରେ ବୁଲୁଛି ହାତୀ: କ୍ୟାମେରାରେ କଏଦ ହେଲା ହାତୀ ବୁଲୁଥିବା ଚିତ୍ର

କନକ ବ୍ୟୁରୋ: କପା କିଆରୀରେ ପଶିଛି ହାତୀ । ଚାଷ ଜମି ଭିତରେ ଦୁଇଟି ହାତୀ ପଶିଯାଇଥିବା ବେଳେ ଦୁଇ ଦିନ ହେଲା ଚାଷ ଜମିରୁ ବାହାରକୁ ଯିବାର ନା ନେଉନାହାନ୍ତି । ହାତୀ ଦୁଇଟି ଏଣେ ତେଣେ ହୋଇ ବୁଲିବାରେ ଲାଗିଛନ୍ତି । ଏହି ସମସ୍ତ ଦୃଶ୍ୟ ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛି । ସୁବର୍ଣ୍ଣପୁର ବୀରମହାରାଜପୁର ସୁବଳୟା ରେଂଜରେ ଥିବା ମେଗା ଜଳସେଚନ ପ୍ରକଳ୍ପ ନିକଟରେ ହାତୀ ଦୁଇଟି ଦୁଇ ଦିନ ହେଲା ବୁଲୁଛନ୍ତିContinue reading “କପା ଚାଷ ଜମିରେ ବୁଲୁଛି ହାତୀ: କ୍ୟାମେରାରେ କଏଦ ହେଲା ହାତୀ ବୁଲୁଥିବା ଚିତ୍ର”

ହଜିଯିବାକୁ ବସିଛି କୌଳିକ ବୃତ୍ତି: ଗାଁ ଗଣ୍ଡାରେ ବିଲୁପ୍ତ ପ୍ରାୟ କମାର ଶାଳ, ମିଳୁନି ଲାଭ

କନକ ବ୍ୟୁରୋ: ଗାଁ ଗଣ୍ଡାରେ ବିଲୁପ୍ତ ହେବାରେ ଲାଗିଲାଣି କମାର ଶାଳ । ଚାଷୀ ମାନଙ୍କଠାରୁ ନେଇ ଘରର ନିତିଦିନିଆ ବ୍ୟବହାର ଜିନିଷମାନ ତିଆରି ହେଉଥିବା କମାରଶାଳ ବନ୍ଦ ପଡିଛି । ହେଲେ କୋରାପୁଟ ସେମିଳିଗୁଡା ହାଟଗୁଡା ପଂଚାୟତରେ ନିଜ କୌଳିକ ବୃତି ବଂଚାଇ ରଖିଛନ୍ତି କିଛି କମାର ପରିବାର । ରାତି ପାହିଲେ ଲୁହା ପଜେଇ କାମ କରୁଛନ୍ତି । ହେଲେ ନିଜର ପରିଶ୍ରମ ଅନୁସାରେ ସେମାନଙ୍କୁ ମିଳିପାରୁନି ପାରିଶ୍ରମିକ । ଯାହାକୁ ନେଇ ସଙ୍କଟରେContinue reading “ହଜିଯିବାକୁ ବସିଛି କୌଳିକ ବୃତ୍ତି: ଗାଁ ଗଣ୍ଡାରେ ବିଲୁପ୍ତ ପ୍ରାୟ କମାର ଶାଳ, ମିଳୁନି ଲାଭ”

ଅନଟନ ସହ ଅଜଣା ରୋଗ ସାଧୁଛି ଦାଉ: ବାଲେଶ୍ୱର ଭୋଗରାଇ ମନ୍ଦାର ସାହିର ଶଯ୍ୟାଶାୟୀ ମହିଳା ଚଞ୍ଚଳା

କନକ ବ୍ୟୁରୋ: ଅଜଣା ରୋଗ ସାଧୁଛି ଦାଉ । ବର୍ଷେ ହଲା ଶଯ୍ୟାଶାୟୀ ହୋଇପଡିଛନ୍ତି ମହିଳା । ଅନଟନ ଭିତରେ ଚିକିତ୍ସା କରିବା ବି ସମ୍ଭବ ହୋଇପାରୁନି । ବାଲେଶ୍ୱର ଭୋଗରାଇ ମନ୍ଦାର ସାହିର ସୁବଳ ବାରିକଙ୍କ ପରିବାର । ସ୍ତ୍ରୀ ଚଂଚଳା ଶଯ୍ୟାଶାୟୀ ଥିବାବେଳେ ସେବାରେ ଲାଗିଛନ୍ତି ସୁବଳ । ପରିବାର ଚଳାଇବାକୁ କେହି ନାହାନ୍ତି । ଏନେଇ କିଛି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଅଜଣା ରୋଗ ସାଧୁଛି ଦାଉ । ଶଯ୍ୟାଶାୟୀContinue reading “ଅନଟନ ସହ ଅଜଣା ରୋଗ ସାଧୁଛି ଦାଉ: ବାଲେଶ୍ୱର ଭୋଗରାଇ ମନ୍ଦାର ସାହିର ଶଯ୍ୟାଶାୟୀ ମହିଳା ଚଞ୍ଚଳା”

ଗଛମୂଳରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା: ଭଙ୍ଗା ଅସୁରକ୍ଷିତ ଶ୍ରେଣୀଗୃହରୁ ଖସୁଛି ଅତଡା

କନକ ବ୍ୟୁରୋ: ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି ବିଦ୍ୟାଳୟ । ବାହାରେ ଗଛମୂଳରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । ସବୁ ଶ୍ରେଣୀର ପିଲାମାନେ ଏକାଠି ହୋଇ ଗଛମୂଳରେ ପାଠ ପଢୁଛନ୍ତି । କୋଣାର୍କ ଥାନା କାଦୁଆନୂଆଗାଁ ସନ୍ତରସରେ ଥିବା ଯୋଗେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଏମିତି ଖବର ଦେଖିବାକୁ ମିଳିଛି । ଖୁବଶିଘ୍ର ବିଦ୍ୟାଳୟରେ ସମସ୍ତ ସୁବିଧା କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଗଛ ମୂଳରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା ।Continue reading “ଗଛମୂଳରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା: ଭଙ୍ଗା ଅସୁରକ୍ଷିତ ଶ୍ରେଣୀଗୃହରୁ ଖସୁଛି ଅତଡା”

Design a site like this with WordPress.com
Get started