କନକ ବ୍ୟୁରୋ : ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ନାମରେ ଏକ ଲଜ୍ଜାଜନକ ରେକର୍ଡ ହୋଇଛି । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଭାରତୀୟ ଓପନର୍ କୌଣସି ରନ୍ କରିନପାରି ଆଉଟ୍ ହୋଇ ଥିଲେ । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ ଜୋଶ ହାଜଲେଉଡ୍ ଭାରତୀୟ ଓପନରଙ୍କୁ ସହଜରେ ପାଭିଲିୟନକୁ ଫେରାଇ ଦେଇଥିଲେ । ବିଶ୍ୱକପରେ ୪୦ ବର୍ଷ ପରେ ଏହା ଘଟିଛି ଯେତେବେଳେ ଭାରତରContinue reading “ବିଜୟ ସତ୍ତ୍ୱେ ଲଜ୍ଜାଜନକ ରେକର୍ଡ ଦୋହରାଇଲେ ଓପନିଂ ଯୋଡି : ରୋହିତ ଓ ଇଷାନ ଯୋଡି ଶୂନରେ ଆଉଟ୍ ହୋଇ ଦୋହରାଇଲେ ୪୦ ବର୍ଷର ରେକର୍ଡ”
Tag Archives: News
ପ୍ରଥମ ମ୍ୟାଚରେ ଭାରତର କଙ୍ଗାରୁ ଶିକାର । ବିଜୟ ଭେଟିଦେଲେ କୋହଲି- କେ ଏଲ ଯୋଡି ।
କନକ ବ୍ୟୁରୋ: ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଭାରତ । ପ୍ରଥମ ମ୍ୟାଚରେ କଲା କଙ୍ଗାରୁ ଶିକାର । ଆଜି ଚେନ୍ନାଇରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଛି ଟିମ୍ ଇଣ୍ଡିଆ । ରୋହିତ ବାହିନୀ ନିଜର ପ୍ରଥମ ମ୍ୟାଚରେ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଆଜି ପ୍ରଥମରୁ ହିଁ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ । ହେଲେ ଦଳକୁ ପ୍ରଥମରୁ ହିଁ ଝଟକା ଦେଇଥିଲେContinue reading “ପ୍ରଥମ ମ୍ୟାଚରେ ଭାରତର କଙ୍ଗାରୁ ଶିକାର । ବିଜୟ ଭେଟିଦେଲେ କୋହଲି- କେ ଏଲ ଯୋଡି ।”
କୋରାପୁଟ ରାଜପୁଟ ପଂଚାୟତରେ ନିର୍ମାଣ ହୋଇଛି ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍: କାମ କରି ରୋଜଗାରକ୍ଷମ ହେଉଛନ୍ତି ଏସଏଚଜି ମହିଳା
କନକ ବ୍ୟୁରୋ: ମିଲେଟ୍ ମିଶନ ଜରିଆରେ ଉପକୃତ ହେଉଛନ୍ତି କୋରାପୁଟ ସେମିଳିଗୁଡ଼ା ଅଂଚଳର ମହିଳା । ବିଶେଷକରି କୋରାପୁଟ ମାଣ୍ଡିଆର ଚାହିଦା ବଜାରରେ ଅଧିକ ରହିଛି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ରାଜପୁଟ ପଂଚାୟତରେ ନିର୍ମାଣ ହୋଇଛି ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍ । ପାଖାପାଖି ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ପ୍ରକ୍ରିୟାକରଣ ୟୁନିଟ୍ ନିର୍ମାଣ କରାଯାଇଛି । ଦୈନିକ ଏକ ଟନ ମାଣ୍ଡିଆ ପ୍ରକ୍ରିୟାକରଣ କରିବାର କ୍ଷମତା ରଖିଥିବା ଏହି ପ୍ଲାଂଟରେ ଏସଏଚଜି ମହିଳାContinue reading “କୋରାପୁଟ ରାଜପୁଟ ପଂଚାୟତରେ ନିର୍ମାଣ ହୋଇଛି ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍: କାମ କରି ରୋଜଗାରକ୍ଷମ ହେଉଛନ୍ତି ଏସଏଚଜି ମହିଳା”
ଫିନାଇଲ ଦେଇଛି ପରିଚୟ: କୃଷ୍ଣପ୍ରସାଦ ନୂଆଗାଁର ୧୫ ଜଣ ମହିଳା ଏକାଠି ହୋଇ ପ୍ରସ୍ତୁତ କରୁଛନ୍ତି ଫିନାଇଲ
କନକ ବ୍ୟୁରୋ: ଫିନାଇଲ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ଗାଁ ମହିଳା । କୃଷ୍ଣପ୍ରସାଦ ସାତପଡ଼ା ପଂଚାୟତ ନୂଆଗାଁର ୧୫ ଜଣ ମହିଳା ଏକାଠି ହୋଇ ଏଭଳି କିଛି କାମ କରି ଅନ୍ୟମହିଳା ମାନଙ୍କ ପାଇଁ ଏବେ ପ୍ରେରଣା ପାଲଟିଛନ୍ତି । ମହିଳା ମାନେ ତିଆରି କରୁଥିବା ଏହି ଫିନାଇଲ କଟକ, ଭୁବନେଶ୍ୱର, ପୁରୀ ଏବଂ ସ୍ଥାନୀୟ ବଜାରକୁ ପଠାଯାଉଛି । ଏସଏଚଜି ଗ୍ରୁପ୍ ମାଧ୍ୟମରେ ବ୍ୟାଙ୍କରୁ କିଛି ରୁଣ ନେଇ ମହିଳା ଫିନାଇଲ ତିଆରି କରୁଛନ୍ତିContinue reading “ଫିନାଇଲ ଦେଇଛି ପରିଚୟ: କୃଷ୍ଣପ୍ରସାଦ ନୂଆଗାଁର ୧୫ ଜଣ ମହିଳା ଏକାଠି ହୋଇ ପ୍ରସ୍ତୁତ କରୁଛନ୍ତି ଫିନାଇଲ”
ମାଟିରେ ତିଆରି ହେଉଛି କପ୍, ଗ୍ଲାସ୍, କଳସୀ ଓ କଣ୍ଢେଇ: ଏହାକୁ ଏକ ଶିଳ୍ପ ଭାବେ ଗ୍ରହଣ କରି ଆତ୍ମନିର୍ଭର ହୋଇଛନ୍ତି କେନ୍ଦ୍ରାପଡ଼ା ମହାକାଳପଡା ଅଂଚଳର ନିରଂଜନ ବେହେରା
କନକ ବ୍ୟୁରୋ: କମିନି ମାଟି ପାତ୍ରର ଚାହିଦା । ମାଟିର ବିକଳ୍ପ ଭାବେ ବଜାରକୁ ପ୍ଲାଷ୍ଟିକ୍, ଫାଇବର, ଷ୍ଟିଲ୍ ଭଳି ଅନେକ ସାମଗ୍ରୀ ଅସିଥିଲେ ବି ଲୋକମାନେ ଏବେ ବି ମାଟିପାତ୍ର ବ୍ୟବହାର କରିବାକୁ ଭଲ ପାଆନ୍ତି । ଆଉ ଏହକୁ ଏକ ଶିଳ୍ପ ଭାବେ ଗ୍ରହଣ କରି ଭଲ ରୋଜଗାର କରୁଛନ୍ତି କେନ୍ଦ୍ରାପଡ଼ା ମହାକାଳପଡା ଅଂଚଳର ଯୁବକ ନିରଂଜନ ବେହେରା । ବିଏ ପାସ୍ କରିବା ପରେ ଚାକିରି ପଛରେ ନପଡ଼ି ଆତ୍ମନିର୍ଭର ହେବାର ନିଶାContinue reading “ମାଟିରେ ତିଆରି ହେଉଛି କପ୍, ଗ୍ଲାସ୍, କଳସୀ ଓ କଣ୍ଢେଇ: ଏହାକୁ ଏକ ଶିଳ୍ପ ଭାବେ ଗ୍ରହଣ କରି ଆତ୍ମନିର୍ଭର ହୋଇଛନ୍ତି କେନ୍ଦ୍ରାପଡ଼ା ମହାକାଳପଡା ଅଂଚଳର ନିରଂଜନ ବେହେରା “
ପଥର କାରିଗରି ପାଇଁ ଯାଜପୁର ଶୁଖୁଆପଡ଼ାର ରହିଛି ସ୍ୱତନ୍ତ୍ର ପରିଚୟ: ବିଭିନ୍ନ କଳାକୃତି କରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି ଏହି ଅଂଚଳର କାରିଗର
କନକ ବ୍ୟୁରୋ: ପ୍ରଶିକ୍ଷିତ ହେବା ପରେ ଅଧିକ ଆତ୍ମନିର୍ଭରଶୀଳ ହେବେ ଯାଜପୁର ଜିଲ୍ଳା ବଡଚଣା ଅଂଚଳର ପଥର କାରିଗର । ରାଜ୍ୟସରକାରଙ୍କ ହସ୍ତଶିଳ୍ପ ବିଭାଗର ତାଲିମ ଦେଖାଇବ ରୋଜଗାରର ବାଟ । ପଥରରେ ଆଧୁନିକ ଶୈଳୀର ପ୍ରୟୋଗକରି କାରିଗର ପାଇବେ ଅଧିକ ରୋଜଗାର । ପଥରକୁ ଜୀବନ୍ୟାସ ଦେବାରେ ବେଶ୍ ସିଦ୍ଧହସ୍ତ ବଡଚଣା ବ୍ଲକ ଶୁଖୁଆପଡା, ବନ୍ଦରେଶ୍ୱର, ପଲେଇ, ବରଦାଓ ଗୋପାଳପୁର ଅଂଚଳର କାରିଗର । ପୁରୁଷାନୁକ୍ରମେ ପଥରରେ ବିଭିନ୍ନ କଳାକୃତି କରି ସାରା ରାଜ୍ୟ ତଥାContinue reading “ପଥର କାରିଗରି ପାଇଁ ଯାଜପୁର ଶୁଖୁଆପଡ଼ାର ରହିଛି ସ୍ୱତନ୍ତ୍ର ପରିଚୟ: ବିଭିନ୍ନ କଳାକୃତି କରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି ଏହି ଅଂଚଳର କାରିଗର”
ଚାଷ ଦେଇଛି ସଫଳତା: ୫୦ ଏକର ଜମିରେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ କରି କରୁଛନ୍ତି ଲକ୍ଷାଧିକ ଟଙ୍କା ରୋଜଗାର
କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । ଯାହାକୁ ପ୍ରମାଣିତ କରିଛନ୍ତି ଜଣେ ଉଦ୍ୟମି ଚାଷୀ । ୪୦ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶରୁ ଆସି ଓଡ଼ିଶାର ରାୟଗଡ଼ାରେ ରହୁଛନ୍ତି ଦୋଡଲା ଶ୍ରୀନିବାସଙ୍କ ପରିବାର । ଆଉ ଏଠାରେ ଚାଷକୁ ବୃତି କରି ସେ ବେଶ ସଫଳତା ପାଇଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ସେ ତାଙ୍କ ଚଷ ଜମିରେ ରୋଜଗାର ଦେଇଛନ୍ତି । କ୍ଷେତରେ ହସୁଛି ସୁନା ଫସଲ । ବାଇଗଣ,Continue reading “ଚାଷ ଦେଇଛି ସଫଳତା: ୫୦ ଏକର ଜମିରେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ କରି କରୁଛନ୍ତି ଲକ୍ଷାଧିକ ଟଙ୍କା ରୋଜଗାର”
ସମ୍ବିତ ପାତ୍ର ହେଲେ ସାହା: ସୁରଟରୁ ଆସିଲା ସନ୍ତୋଷଙ୍କ ଶବ
କନକ ବ୍ୟୁରୋ: ଗତ ୫ ତାରିଖ ଗୁଜୁରାଟର ସୁରଟରେ ସତ୍ୟବାଦୀ ବିଧାନସଭା ଅନ୍ତର୍ଗତ ଚୁପରିଙ୍ଗି ପଞ୍ଚାୟତର ଚୁପରିଙ୍ଗି ଗ୍ରାମର ସନ୍ତୋଷ ବଳିଆରସିଂହ ଶାରୀରିକ ଅସୁସ୍ଥତା ଯୋଗୁଁ ଦେହାନ୍ତ ହୋଇଯାଇଥିଲା । କିନ୍ତୁ ଆର୍ଥିକ ଦୂରାବସ୍ଥା କାରଣରୁ ତାଙ୍କ ପରିବାର ଆମ୍ବୁଲାନ୍ସର ଦେୟ ଦେବା ପାଇଁ ଅସମର୍ଥ ଥିବା କାରଣରୁ ତାଙ୍କ ଶବ ତାଙ୍କ ପରିବାର ଜନ ପାଖରେ ସତ୍ୟବାଦୀରେ ପହଞ୍ଚି ପାରୁନଥିଲା । ସନ୍ତୋଷ ବଳିୟାରସିଂହଙ୍କ ପରିବାରର ଏଭଳି କଠିନ ପରିସ୍ଥିତି ବିଷୟରେ ସତ୍ୟବାଦୀର ସ୍ଥାନୀୟ ଭାରତୀୟContinue reading “ସମ୍ବିତ ପାତ୍ର ହେଲେ ସାହା: ସୁରଟରୁ ଆସିଲା ସନ୍ତୋଷଙ୍କ ଶବ”
ଦିଗପହଣ୍ଡି ରାଜନୀତି: ଦ୍ୱନ୍ଦ୍ୱରେ କର୍ମୀ, କିଏ ହେବ ନେତା?
କନକ ବ୍ୟୁରୋ: ଦିଗପହଣ୍ଡି ରାଜନୀତିରେ ଘଡିକୋ ଘୋଡା ଛୁଟୁଛି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ସ୍ଥାନୀୟ ରାଜନୀତି ଗୋଳମାଳିଆ ହୋଇଯାଇଛି । ବିଜେଡି ଦୁଇଭାଗ ହୋଇଯାଇଥିବା ବେଳେ ଏଥିରୁ ଫାଇଦା ଚକ୍କରରେ ଅଛନ୍ତି ବିରୋଧୀ । ଦିଗପହଣ୍ଡିରେ ୨୦୦୯ରୁ ଲଗାତାର ବିଜେଡି ଟିକେଟରେ ନିର୍ବାଚିତ ହୋଇଆସୁଥିଲେ ସୂର୍ଯ୍ୟନାରାୟଣ ପାତ୍ର । କିନ୍ତୁ ତାଙ୍କ ପରଲୋକ ପରେ ସ୍ଥାନୀୟ ବିଜେଡି ରାଜନୀତିରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଦଳ ଦୁଇଫାଳ ହୋଇଛି ।Continue reading “ଦିଗପହଣ୍ଡି ରାଜନୀତି: ଦ୍ୱନ୍ଦ୍ୱରେ କର୍ମୀ, କିଏ ହେବ ନେତା?”
ଚାଷୀଙ୍କୁ ଲାଂଚ ମାଗି ହଟହଟା ପୋଲିସ: ଗାଡି ଚାବି ଛଡାଇ ନେଲେ ଲୋକେ
କନକ ବ୍ୟୁରୋ: ପୋଲିସ ବାବୁଙ୍କୁ ଘେରି ଯାଇଛନ୍ତି ଗାଁ ଲୋକ । ସମନ ଦେବାକୁ ଆସି ଅଭିଯୁକ୍ତଙ୍କୁ ପୋଲିସ କାହିଁକି ଟଙ୍କା ଲାଂଚ ମାଗୁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପୋଲିସ ବାବୁ ଜଣଙ୍କ କହୁଛନ୍ତି, ସେ ଲାଂଚ ନେଇ ନାହାନ୍ତି । ଖରାରେ ବୁଲୁଥିବାରୁ ସେ ଖୁସିରେ ଶହେ ଦୁଇ ଶହ ଟଙ୍କା ଦେବାକୁ କହିିଥିଲେ । ଆଉ ପ୍ରତିବାଦ ପରେ ଜଣଙ୍କଠାରୁ ନେଇଥିବା ଶହେ ଟଙ୍କା ମଧ୍ୟ ଫେରାଇ ଦେଇଛନ୍ତିContinue reading “ଚାଷୀଙ୍କୁ ଲାଂଚ ମାଗି ହଟହଟା ପୋଲିସ: ଗାଡି ଚାବି ଛଡାଇ ନେଲେ ଲୋକେ”