କନକ ବ୍ୟୁରୋ : ୫ ରାଜ୍ୟର ବାଜିବ ବିଧାନସଭା ନିର୍ବାଚନ ବିଗୁଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଆସିପାରେ । ଏହାକୁ ନେଇ ଦିନ ୧୨ଟାରେ ପ୍ରେସମିଟ କରିବେ ନିର୍ବାଚନ କମିସନ । ଏଥିରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ଭିତରେ ଭିନ୍ନ ଭିନ୍ନ ତାରିଖ ଓ ପର୍ଯ୍ୟାୟରେ ୫ଟିContinue reading “୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ; ଦିନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ”
Tag Archives: News
ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ବିରୋଧ : ଗୋ ବ୍ୟାକ ନାରା ଦେଇ ବିରୋଧ ପ୍ରଦର୍ଶନ କଲେ ସ୍ଥାନୀୟ ଯୁବକ
କନକ ବ୍ୟୁରୋ : ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ବିରୋଧ । ରବିବାର କାଉପୁର ପଞ୍ଚାୟତକୁ ଯାଉଥିଲେ ବିଧାୟକ ଏବଂ ତାଙ୍କ ସମର୍ଥକ । ଏହି ସମୟରେ ସ୍ଥାନୀୟ କିଛି ଯୁବକ ତାଙ୍କୁ ତୀବ୍ର ବିରୋଧ କରିଛନ୍ତି । ଗୋ ବ୍ୟାକ ସଞ୍ଜୀବ ମଲ୍ଲିକ ବୋଲି ନାରା ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଯୁବକ । ବିଧାୟକ ପଦଯାତ୍ରା କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଏହି ପରି ବିରୋଧ ପ୍ରଦର୍ଶନର ଶିକାର ହୋଇଛନ୍ତି । ନିର୍ବାଚନ ଆଉContinue reading “ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ବିରୋଧ : ଗୋ ବ୍ୟାକ ନାରା ଦେଇ ବିରୋଧ ପ୍ରଦର୍ଶନ କଲେ ସ୍ଥାନୀୟ ଯୁବକ”
ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କ ବର୍ବରତା: ଶିଶୁ ଓ ମହିଳାଙ୍କୁ ଦେଉଛନ୍ତି ନିର୍ଯାତନା, କରୁଛନ୍ତି ହତ୍ୟା
କନକ ବ୍ୟୁରୋ: ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ବର୍ବରତାର ସୀମା ଟିପଯାଇଛି । ଇସ୍ରାଏଲର ଇହୁଦୀ ଶିଶୁ ଓ ମହିଳାଙ୍କୁ ଧରି ନେଇ ଅକଥନୀୟ ନିର୍ଯାତନା ଦେବା ସହ ଅନେକଙ୍କୁ ହତ୍ୟା କରୁଥିବା ଘଟଣା ସାମ୍ନାକୁ ଆସୁଛି । ଏଭଳି କିଛି ଭିଡିଓ ସାରା ବିଶ୍ୱ ସମୁଦ୍ରାୟକୁ ଥରାଇ ଦେଇଛି । ଜଳ, ସ୍ଥଳ ଓ ଆକାଶ ପଥ ଦେଇ ଇସ୍ରାଏଲରେ ପ୍ରବେଶ କରିଥିବା ୩ ଶହରୁ ଅଧିକ ଆତଙ୍କବାଦୀ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ପଣବନ୍ଦୀ କରି ରଖିବାContinue reading “ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କ ବର୍ବରତା: ଶିଶୁ ଓ ମହିଳାଙ୍କୁ ଦେଉଛନ୍ତି ନିର୍ଯାତନା, କରୁଛନ୍ତି ହତ୍ୟା”
ନିଃସନ୍ତାନ ଦମ୍ପତିଙ୍କ ପାଇଁ ଖୋଲିଲା ନୂଆ ଆଇଭିଏଫ ସେଣ୍ଟର : ସିଡିଏ ସେକ୍ଟର-୧ରେ ଫର୍ଟିଲିଟି ସେଣ୍ଟର ଉଦଘାଟିତ
କନକ ବ୍ୟୁରୋ : ନିଃସନ୍ତାନ ଦମ୍ପତିଙ୍କ ପାଇଁ କଟକରେ ଖୋଲିଲା ନୂଆ ଏକ ଆଇଭିଏଫ୍ ସେଣ୍ଟର । ଓଡିଗାଇନ୍ ଫର୍ଟିଲିଟି କେୟାର ଏବଂ ହସପିଟାଲ ନାଁରେ କଟକ ସିଡିଏ ସେକ୍ଟର ୧ରେ ଏହି ଫର୍ଟିଲିଟି ସେଣ୍ଟର ଉଦଘାଟିତ ହୋଇଛି । ବିଶିଷ୍ଟ ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଞ୍ଜ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଆଇଭିଏଫ୍ ସେଣ୍ଟରରContinue reading “ନିଃସନ୍ତାନ ଦମ୍ପତିଙ୍କ ପାଇଁ ଖୋଲିଲା ନୂଆ ଆଇଭିଏଫ ସେଣ୍ଟର : ସିଡିଏ ସେକ୍ଟର-୧ରେ ଫର୍ଟିଲିଟି ସେଣ୍ଟର ଉଦଘାଟିତ”
କବି ସୂର୍ଯ୍ୟନଗରର ଦୀପୁ ପାତ୍ରଙ୍କୁ ଦୁବୃର୍ତ୍ତ କଲେ ହତ୍ୟା : କୋର୍ଟରୁ ଫେରିବା ବେଳେ କରିଥିଲେ ଅପହରଣ
କନକ ବ୍ୟୁରୋ : କାହିଁକି ଓ କେମିତି ହତ୍ୟାର ଶିକାର ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କେ. ଖରିଡ଼ା ଗାଁର ଦୀପୁ ପାତ୍ର । ଜିଲ୍ଲାରେ କିଛି ଦିନ ହେବ ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି । ଏହି ସମୟରେ ଦୀପୁଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି । ଅପହରଣର ତିନି ଦିନ ପରେ ରବିବାର କୋଦଳା ଥାନା ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ଠାବ ହୋଇଛି ଦୀପୁଙ୍କ କ୍ଷତାକ୍ତ ମୃତଦେହ । ଦୀପୁContinue reading “କବି ସୂର୍ଯ୍ୟନଗରର ଦୀପୁ ପାତ୍ରଙ୍କୁ ଦୁବୃର୍ତ୍ତ କଲେ ହତ୍ୟା : କୋର୍ଟରୁ ଫେରିବା ବେଳେ କରିଥିଲେ ଅପହରଣ”
ବର୍ଷକରେ ଦୁଇଥର ବୋର୍ଡ ପରୀକ୍ଷା : ଦ୍ୱନ୍ଦ୍ୱ ଦୂର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ; କହିଲେ, ଛାତ୍ରଛାତ୍ରୀ ଗୋଟିଏ ପରୀକ୍ଷା ଦେବା ବାଧ୍ୟତାମୂଳକ
କନକ ବ୍ୟୁରୋ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି । ଏବଂ ପରୀକ୍ଷାର୍ଥୀଙ୍କୁ ବର୍ଷକୁ ଦୁଇଥର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବସିବାକୁ ପଡିବ ନାହିଁ ବୋଲି କହିଛନ୍ତି । ସାରା ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ଆରମ୍ଭ କରାଯାଇଛି । ସେହି ନୂଆ ନୀତି ଅନୁଯାୟୀ, ଦଶମ ଏବଂ ଦ୍ୱାଦଶ ବର୍ଷରେ ଦୁଇଥର ପରୀକ୍ଷା ହେବ ବୋଲିContinue reading “ବର୍ଷକରେ ଦୁଇଥର ବୋର୍ଡ ପରୀକ୍ଷା : ଦ୍ୱନ୍ଦ୍ୱ ଦୂର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ; କହିଲେ, ଛାତ୍ରଛାତ୍ରୀ ଗୋଟିଏ ପରୀକ୍ଷା ଦେବା ବାଧ୍ୟତାମୂଳକ”
କାଲିଠୁ ରାଜ୍ୟରେ ଗଡ଼ିବନି ଘରୋଇ ବସ : ଆଲୋଚନା ପାଇଁ ସରକାର ନଡାକିବାରୁ ଓଡ଼ିଶା ବସ ମାଲିକ ସଂଘର ନିଷ୍ପତ୍ତି
କନକ ବ୍ୟୁରୋ : ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ସରକାର ଦାବି ପୂରଣ ନକରିବା ଯାଏ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ ନାହିଁ ବୋଲି ସଂଘ ନିଷ୍ପତି ନେଇଛି । ରବିବାର ଅଲ ଓଡିଶା ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ପରେ ଏହି ଘୋଷଣା ହୋଇଛି । ସରକାର ଆଲୋଚନାକୁ ଡାକିଲେ ନାହିଁ କି ଉଠାଯାଇଥିବା ଦାବିContinue reading “କାଲିଠୁ ରାଜ୍ୟରେ ଗଡ଼ିବନି ଘରୋଇ ବସ : ଆଲୋଚନା ପାଇଁ ସରକାର ନଡାକିବାରୁ ଓଡ଼ିଶା ବସ ମାଲିକ ସଂଘର ନିଷ୍ପତ୍ତି”
ଆଫଗାନିସ୍ତାନ ଭୂମିକମ୍ପ : ମୃତ୍ୟୁସଂଖ୍ୟା ୨୦୦୦ ଟପିଥିବା ବେଳେ ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି; ଏବେବି ଉଦ୍ଧାର କାର୍ଯ୍ୟ ଜାରି
କନକ ବ୍ୟୁରୋ : ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଛି । ତାଲିବାନ ସରକାରର ମୁଖପାତ୍ର କହିଛନ୍ତି ଯେ ଭୂକମ୍ପ ଯୋଗୁଁ ଦେଶରେ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର ଲୋକ ଆହତ ହୋଇଛନ୍ତି । ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ହୋଇଥିବା ସବୁଠାରୁ ଏହା ଭୟଙ୍କର ଭୂକମ୍ପ ବୋଲି ତାଲିବାନ ସରକାର କହିଛି । ଭୂକମ୍ପରେ ପ୍ରାୟ ୬ ଟି ଗାଁ ନଷ୍ଟ ହୋଇଯାଇଛି ଏବଂ ଶହ ଶହContinue reading “ଆଫଗାନିସ୍ତାନ ଭୂମିକମ୍ପ : ମୃତ୍ୟୁସଂଖ୍ୟା ୨୦୦୦ ଟପିଥିବା ବେଳେ ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି; ଏବେବି ଉଦ୍ଧାର କାର୍ଯ୍ୟ ଜାରି”
ଭୟଙ୍କର ହେଉଛି ଯୁଦ୍ଧ : ଇସ୍ରାଏଲ ଓ ପାଲେଷ୍ଟାଇନ ସ୍ଥିତି ଗମ୍ଭୀର, ୧୧୦୦ରୁ ଅଧିକ ନିହତ; ପରିସ୍ଥିତି ନିୟନ୍ତ୍ରଣରେ ନଥିବା କହିଲେ ଇସ୍ରାଏଲ ସେନା
କନକ ବ୍ୟୁରୋ : ଇସ୍ରାଏଲ ଓ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହି ଯୁଦ୍ଧରେ ଦୁଇ ଦେଶର ହଜାରେରୁ ଅଧିକ ପ୍ରାଣ ହରାଇଛନ୍ତି । ଶନିବାର ସକାଳଠୁ ହମାସ ପ୍ରଥମେ ରକେଟ୍ ମାଡ କରିବା ପରେ ପ୍ରତିଆକ୍ରମଣ କରିଛି ଇସ୍ରାଏଲ । ହମାସ ଆକ୍ରମଣରେ ଇସ୍ରାଏଲର ୭୦୦ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୦୦ ରୁ ଅଧିକ ଆହତ ହୋଇଛନ୍ତି । ଏହା ବ୍ୟତୀତ ୧୦୦ ଜଣ ଲୋକଙ୍କୁ ଅପହରଣContinue reading “ଭୟଙ୍କର ହେଉଛି ଯୁଦ୍ଧ : ଇସ୍ରାଏଲ ଓ ପାଲେଷ୍ଟାଇନ ସ୍ଥିତି ଗମ୍ଭୀର, ୧୧୦୦ରୁ ଅଧିକ ନିହତ; ପରିସ୍ଥିତି ନିୟନ୍ତ୍ରଣରେ ନଥିବା କହିଲେ ଇସ୍ରାଏଲ ସେନା”
ସାରଙ୍କ ମାଡରେ ଦଶମ ଶ୍ରେଣୀର ଛାତ୍ରର ମୃତ୍ୟୁ ଅଭିଯୋଗ : ସ୍କୁଲ ଭଙ୍ଗାରୁଜା ସହ ଶବ ରଖି ଗ୍ରାମବାସୀଙ୍କ ଧାରଣା
କନକ ବ୍ୟୁରୋ : ଶିକ୍ଷକଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ସାହାରଦା ଗ୍ରାମର ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପୁଅ ସୁମନ୍ତ ଦାସଙ୍କ ମୃତ୍ୟୁ ହୋଇଛି । ବଂଶୀଧର ବିଦ୍ୟାପୀଠରେ ସେ ପାଠ ପଢୁଥିଲେ । ଶନିବାର ତାଙ୍କର ଜଣେ ସହପାଠୀଙ୍କ ସହ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ପରେ ଦୁଇଜଣଙ୍କୁ ଅଫିସ୍କୁ ଡାକି ଶ୍ରେଣୀ ଶିକ୍ଷକ ନିରଞ୍ଜନ ମଲ୍ଲିକ ଓContinue reading “ସାରଙ୍କ ମାଡରେ ଦଶମ ଶ୍ରେଣୀର ଛାତ୍ରର ମୃତ୍ୟୁ ଅଭିଯୋଗ : ସ୍କୁଲ ଭଙ୍ଗାରୁଜା ସହ ଶବ ରଖି ଗ୍ରାମବାସୀଙ୍କ ଧାରଣା”