ଉପର ମୁହାଁ ଭାରତୀୟ ସେୟାର ବଜାର  । ମ୍ୟାଜିକ ପଏଣ୍ଟ ୫୦ ହଜାର ଛୁଇଁଲା ସେନସେକ୍ସ ଗତ ୧୦ ମାସ ଭିତରେ ପାଖାପାଖି ୨ ଗୁଣ ବୃଦ୍ଧି । 

କନକ ବ୍ୟୁରୋ : କରୋନା ମାଡ଼ରେ ଘାଇଲା ହୋଇ ପଡ଼ିଥିବା ଭାରତୀୟ ସେୟାର ବଜାରଯେ ବର୍ଷକ ଭିତରେ ଏପରି ବୃଦ୍ଧି ପାଇବ, ହୁଏତ ଅନେକ ଲୋକ ଆଶା କରି ପାରିନଥିବେ । ମାତ୍ର ୧୦ ମାସ ଭିତରେ ପ୍ରାୟ ଦୁଇ ଗୁଣା ହୋଇଯାଇଛି ସେନସେକ୍ସ । ଦେଶରେ କରୋନା ମହାମାରୀ ଆସିବା ପରେ ଗତବର୍ଷ ମାର୍ଚ୍ଚ ୨୩ ତାରିଖରେ ୨୫,୯୮୧ ପଏଣ୍ଟକୁ ଖସି ଆସିଥିଲା ସେନସେକ୍ସ । ଆଜି ସକାଳ ବେଳା କାରବାରରେ ମ୍ୟାଜିକ୍ ପଏଣ୍ଟ ୫୦Continue reading “ଉପର ମୁହାଁ ଭାରତୀୟ ସେୟାର ବଜାର  । ମ୍ୟାଜିକ ପଏଣ୍ଟ ୫୦ ହଜାର ଛୁଇଁଲା ସେନସେକ୍ସ ଗତ ୧୦ ମାସ ଭିତରେ ପାଖାପାଖି ୨ ଗୁଣ ବୃଦ୍ଧି । “

ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ନେତାଙ୍କ ହଙ୍ଗାମା । ସମ୍ବଲପୁର ଆରଡିିସି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି ନେତା, କର୍ମୀଙ୍କ ଧସ୍ତାଧସ୍ତି । ରାଜ୍ୟ ସଭାପତିଙ୍କ ସହ ଅନେକ ନେତା ଅଟକ ।

କନକ ବ୍ୟୁରୋ : ଭିତରେ ଭିତରେ ଗୁହୁଳୁଥିବା ଚାଷୀ ଅସନ୍ତୋଷର ନିଆଁରେ ଘିଅ ଢ଼ାଳିଲା ଭଳି କାମ କରିଛି ବିଜେପିର ଚାଷୀ ଅଧିକାର ରାଲି । ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଚାଷୀଙ୍କ ପ୍ରତିବାଦ ଭିତରେ ସମ୍ବଲପୁରରେ ଏକ ବିଶାଳ ପ୍ରତିବାଦ ରାଲି କହିଛି ବିଜେପି । ଆଉ ଆରଡିିସି ଅଫିସ ଘେରାଉ ବେଳେ ଦେଖିବାକୁ ମିଳିଛି ଉତ୍ତେଜନା । ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ବିଜେପି ନେତାContinue reading “ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ନେତାଙ୍କ ହଙ୍ଗାମା । ସମ୍ବଲପୁର ଆରଡିିସି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି ନେତା, କର୍ମୀଙ୍କ ଧସ୍ତାଧସ୍ତି । ରାଜ୍ୟ ସଭାପତିଙ୍କ ସହ ଅନେକ ନେତା ଅଟକ ।”

ଦ୍ୱିତୀୟ ପର୍ଯ୍ୟାୟରେ ନେତା ନେଇପାରନ୍ତି କରୋନା ଟିକା । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ୫୦ ବର୍ଷରୁ ଅଧିକ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ହୋଇପାରେ ଟିକାକରଣ

କନକ ବ୍ୟୁରୋ : କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ନେବେ । କିନ୍ତୁ ସମସ୍ତଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଯେଉଁମାନଙ୍କ ବୟସ ୫୦ ବର୍ଷରୁ ଅଧିକ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ । ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପୂର୍ବରୁ ହୋଇଥିବା ବୈଠକରେContinue reading “ଦ୍ୱିତୀୟ ପର୍ଯ୍ୟାୟରେ ନେତା ନେଇପାରନ୍ତି କରୋନା ଟିକା । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ୫୦ ବର୍ଷରୁ ଅଧିକ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ହୋଇପାରେ ଟିକାକରଣ”

କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ । ଭିତ୍ତିଭୂୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ।

କନକ ବ୍ୟୁରୋ : ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି । କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି। କୋଣାର୍କକୁ ପ୍ରତିଦିନ ବିଶ୍ବର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତି ଭୂମି ବିକାଶକୁ ଅନ୍ତର୍ଜାତୀୟମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟContinue reading “କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ । ଭିତ୍ତିଭୂୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ।”

କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ । ଭିତ୍ତିଭୂୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ।

କନକ ବ୍ୟୁରୋ : ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି । କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି। କୋଣାର୍କକୁ ପ୍ରତିଦିନ ବିଶ୍ବର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତି ଭୂମି ବିକାଶକୁ ଅନ୍ତର୍ଜାତୀୟମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟContinue reading “କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ । ଭିତ୍ତିଭୂୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ।”

ସେରମ୍ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା । ନିଆଁ ଲାଗି କମ୍ପାନିର ୫ କର୍ମଚାରୀ ମୃତ । ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା

କନକ ବ୍ୟୁରୋ: କୋଭିଡ୍ ଟିକା ନିର୍ମାତା କମ୍ପାନି ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟଣା । ଭୟାବହ ଅଗ୍ନିକାଣ୍ଡରେ ୫ ଜଣ କର୍ମଚାରୀ ମୃତ । ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଆଜି ଅପରାହ୍ନରେ ସେରମ୍ ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଯାହାକୁ ଲିଭାଇବା ପାଇଁ ପାଖାପାଖି ୮ରୁ ୧୦ଟି ଦମକଳ ବାହିନୀ ଲାଗି ପଡିଥିଲ। । ଏବେ ଏହି ଦୁର୍ଘଟଣାରେ ୫ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ଅନ୍ୟପଟେ କମ୍ପାନିର ସିିିଇଓContinue reading “ସେରମ୍ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା । ନିଆଁ ଲାଗି କମ୍ପାନିର ୫ କର୍ମଚାରୀ ମୃତ । ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା”

ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ନିଆଁ । ପ୍ରତିକ୍ରିୟା ରଖିଲେ ସିଇଓ ଅଦର ପୁନାୱାଲା । କହିଲେ, ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ଦେଉଛୁ ଗୁରୁତ୍ୱ

କନକ ବ୍ୟୁରୋ: ଆଜି ଅପରାହ୍ନ ୩ଟାରେ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ପାଖାପାଖି ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ଭିତରେ କେହି ଫସିରହିନଥିବା ନେଇ ସୂଚନା ମିଳିଥିବା ବେଳେ ପରେ ଭିତରେ ୪ଜଣ ଫସିରହିଥିବା ନେଇ ଖବର ମିଳିଥିଲା। ସମସ୍ତ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ଶୀତଳୀକରଣ ପ୍ରକ୍ରିୟା ଚାଲୁ ରହିଛି। ଏହିContinue reading “ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ନିଆଁ । ପ୍ରତିକ୍ରିୟା ରଖିଲେ ସିଇଓ ଅଦର ପୁନାୱାଲା । କହିଲେ, ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ଦେଉଛୁ ଗୁରୁତ୍ୱ”

ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କଲେ ଗୌତମ ଗମ୍ଭୀର । କହିଲେ, ମନ୍ଦିର ନିର୍ମାଣ କରିବା ଦିଗରେ ଏକ ଛୋଟ ଅନୁଦାନ

କନକ ବ୍ୟୁରୋ : ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କଲେ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସକାଶେ ଏହା ତାଙ୍କର ଏକ ଛୋଟ ଅନୁଦାନ ବୋଲି ସେ କହିଛନ୍ତି । ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରତିଟି ଭାରତୀୟଙ୍କ ସ୍ୱପ୍ନ । ବହୁ ବର୍ଷର ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଏହାକୁ ନିର୍ମାଣ କରିବା ପାଇଁContinue reading “ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କଲେ ଗୌତମ ଗମ୍ଭୀର । କହିଲେ, ମନ୍ଦିର ନିର୍ମାଣ କରିବା ଦିଗରେ ଏକ ଛୋଟ ଅନୁଦାନ”

ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ଟିକା ଦେବାକୁ ଅନୁରୋଧ । ସ୍ୱାସ୍ଥ୍ୟବିଭାଗକୁ ଚିଠି ଲେଖି ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ । ୫ଶହ ସେବାୟତଙ୍କୁ ଭ୍ୟାକସିନ ପାଇଁ କଲେ ଦାବି

କନକ ବ୍ୟୁରୋ: ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ଟିକା ଦେବାକୁ ଅନୁରୋଧ । ଜଗନ୍ନାଥ ମନ୍ଦିର ସେବକ ଓ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଦିନ ମନ୍ଦିରକୁ ହଜାର ହଜାର ଲୋକ ଆସୁଥିବାର କରୋନା ସଂକ୍ରମଣର ଭୟ ରହିଛି । ଭକ୍ତଙ୍କ ସଂସ୍ପର୍ଶରେ ଆସୁଥିବା ସେବାୟତମାନେ କୋଭିଡ ସଂକ୍ରମଣରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ମହାପ୍ରଭୁଙ୍କ ନୀତିକାନ୍ତି ଯେପରିContinue reading “ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ଟିକା ଦେବାକୁ ଅନୁରୋଧ । ସ୍ୱାସ୍ଥ୍ୟବିଭାଗକୁ ଚିଠି ଲେଖି ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ । ୫ଶହ ସେବାୟତଙ୍କୁ ଭ୍ୟାକସିନ ପାଇଁ କଲେ ଦାବି”

କର୍ମଚାରୀଙ୍କୁ ଟିକା ଦେବା ପାଇଁ ସରକାରଙ୍କୁ ଅନୁରୋଧ କଲା ଆଦାନୀ ଗ୍ରୁପ୍ । ବନ୍ଦର କର୍ମଚାରୀଙ୍କୁ ଟିକାକରଣ କରିବା ପାଇଁ ଲେଖିଥିଲା ଚିଠି ।

କନକ ବ୍ୟୁରୋ: କରୋନା ଟିକା ଯୋଗାଇଦେବା ପାଇଁ ଅନୁରୋଧ କଲା ଆଦାନୀ ଗ୍ରୁପ । ପ୍ରଥମ ଥର ପାଇଁ ଏକ ଘରୋଇ ସଂସ୍ଥା ଏହାର କର୍ମଚାରୀଙ୍କୁ କରୋନା ଟିକା ଦେବା ଲାଗି ସରକାର୍ଙ୍କୁ ଅନୁରୋଧ କରିଛି । ଆଦାନୀ ପୋର୍ଟସ ଆଣ୍ଡ ଲଜିଷ୍ଟିକ୍ସ ରାଜ୍ୟରେ ଏହାର ବନ୍ଦର କର୍ମଚାରୀଙ୍କୁ ଟିକାକରଣ କରିବା ପାଇଁ ଚିଠି ଲେଖିଥିଲା । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏହି ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବଙ୍କୁContinue reading “କର୍ମଚାରୀଙ୍କୁ ଟିକା ଦେବା ପାଇଁ ସରକାରଙ୍କୁ ଅନୁରୋଧ କଲା ଆଦାନୀ ଗ୍ରୁପ୍ । ବନ୍ଦର କର୍ମଚାରୀଙ୍କୁ ଟିକାକରଣ କରିବା ପାଇଁ ଲେଖିଥିଲା ଚିଠି ।”

Design a site like this with WordPress.com
Get started