ଆଖି ପିଛୁଳାକେ ସୁନା ଦୋକାନରୁ ଲୁଟ : ୯୦ ଗ୍ରାମ ସୁନା ଲୁଟି ନେଲା ଲୁଟେରା; ଚୋରୀର ସାକ୍ଷୀ ରହିଲା ସିସିଟିଭି କ୍ୟାମେରା

କନକ ବ୍ୟୁରୋ : ଆଖି ପିଛୁଳାକେ ସୁନା ଦୋକାନରୁ ଲୁଟ । କିଛି ସେକେଣ୍ଡ ଭିତରେ ୯୦ ଗ୍ରାମ ସୁନା ଲୁଟି ନେଲା ଲୁଟେରା । ଯାହାର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି । ବୌଦ୍ଧ ସାହାଜପାଲ୍ ଛକ ନିକଟରେ ଥିବା ପ୍ରଜିତା ଜୁଏଲସରେ ହୋଇଛି ଲୁଟ । ସୂଚନା ମୁତାବକ, ସୁନା ଦୋକାନୀ ମାଲିକଙ୍କ ପୁଅ ଦୀପକ କୁମାର ପୃଷ୍ଟି ସକାଳ ୯ଟାରେ ଦୋକାନ ଖୋଲୁଥିଲେ । ସଟର ଖୋଲିବା ବେଳେ ସଟରରେ କିଛିContinue reading “ଆଖି ପିଛୁଳାକେ ସୁନା ଦୋକାନରୁ ଲୁଟ : ୯୦ ଗ୍ରାମ ସୁନା ଲୁଟି ନେଲା ଲୁଟେରା; ଚୋରୀର ସାକ୍ଷୀ ରହିଲା ସିସିଟିଭି କ୍ୟାମେରା”

ଚାଷୀ ମାରଣା ନୀତି ବିରୋଧରେ ବିଜେପିର ରଣ ହୁଙ୍କାର । ସମ୍ବଲପୁରରେ ଆରଡିିସି ଅଫିସ ଘେରିବ ବିଜେପି

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ବିଜେପିର ରଣ ହୁଙ୍କାର । ସମ୍ବଲପୁରରେ ଆରଡ଼ିସି ଅଫିସ ଘେରାଉ କରିବ ଭାରତୀୟ ଜନତା ପାର୍ଟି । ସାରା ରାଜ୍ୟରେ ଚାଷୀଙ୍କ ଧାନ ବିକ୍ରି ପାଇଁ ବିଭିନ୍ନ ସମସ୍ୟା ଲାଗି ରହିଛି । ଚଳିତ ବର୍ଷ ମଣ୍ଡି ଖୋଲିବାଠୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି । ଟୋକନ ଅବ୍ୟବସ୍ଥା, ମିଲର କଟନି ଛଟନି, ଟୋକନ ଲେପ୍ସ ହେବା ଏବଂ ମାସ ମାସ ଧରି ଧାନ ମଣ୍ଡିରେContinue reading “ଚାଷୀ ମାରଣା ନୀତି ବିରୋଧରେ ବିଜେପିର ରଣ ହୁଙ୍କାର । ସମ୍ବଲପୁରରେ ଆରଡିିସି ଅଫିସ ଘେରିବ ବିଜେପି”

ସରପଂଚଙ୍କୁ ମହଙ୍ଗା ପଡିଲା ମନରେଗା ଦୁର୍ନୀତି : ରାଜନଗର ସଂରପଂଚଙ୍କୁ ସସପେଣ୍ଡ୍ କଲେ ସରକାର

କନକ ବ୍ୟୁରୋ : ରାଜନଗର ସରପଂଚଙ୍କୁ ମହଙ୍ଗା ପଡିଲା ମନରେଗା ଦୁର୍ନୀତି । ରାଜନଗର ସଂରପଂଚଙ୍କୁ ସସପେଣ୍ଡ୍ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ରାଜନଗର ପଂଚାୟତର ସରପଂଚ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କ ବିରୋଧରେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ପ୍ରମାଣିତ ହୋଇଛି । ଏହି ଘଟଣା ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ତାଙ୍କର ସୁପାରିଶ ଆଧାରରେ ସରପଂଚ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କୁ ନିଲମ୍ୱିତContinue reading “ସରପଂଚଙ୍କୁ ମହଙ୍ଗା ପଡିଲା ମନରେଗା ଦୁର୍ନୀତି : ରାଜନଗର ସଂରପଂଚଙ୍କୁ ସସପେଣ୍ଡ୍ କଲେ ସରକାର”

କରୋନା କାଳରେ ସେୟାର ବଜାରରେ ବଡ ବୃଦ୍ଧି : ୫୦ ହଜାର ଡେଇଁଲା ବିଏସଇ ସେନସେକ୍ସ; ନାସନାଲ ଷ୍ଟକ୍ ଏକ୍ସଚେଂଜ ନିଫଟି ବି ଉପରମୁହାଁ

କନକ ବ୍ୟୁରୋ : କରୋନା କାଳରେ ସେୟାର ବଜାରକୁ ନେଇ ଆସିଛି ଖୁସି ଖବର । ଏବେ ନୂଆ ରେକର୍ଡ ସ୍ତରକୁ ସ୍ପର୍ଶ କରିଛି ଭାରତୀୟ ସେୟାର ବଜାର । ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ବିଏସଇ ୫୦ ହଜାର ପଏଂଟ ଛୁଇଁଛି । ଆଜିର କାରବାର ଆରମ୍ଭ ହେବା ପରେ ଦିନ ୧୦ଟା ୧୫ ବେଳକୁ ସେନସେକ୍ସ ୨୫୫ ପଏଂଟ ବୃଦ୍ଧି ପାଇ ୫୦ ହଜାର ପଏଂଟ ଅତିକ୍ରମ କରିଥିଲା । ଏହାସହContinue reading “କରୋନା କାଳରେ ସେୟାର ବଜାରରେ ବଡ ବୃଦ୍ଧି : ୫୦ ହଜାର ଡେଇଁଲା ବିଏସଇ ସେନସେକ୍ସ; ନାସନାଲ ଷ୍ଟକ୍ ଏକ୍ସଚେଂଜ ନିଫଟି ବି ଉପରମୁହାଁ”

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେଇପାରନ୍ତି ମୋଦି । ସବୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ମଧ୍ୟ ଦିଆଯାଇପାରେ ଟିକା 

କନକ ବ୍ୟୁରୋ :  କୋଭିଡ୍ ଟିକା ନେବେ ମୋଦି ! ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଟିକା ନେଇପାରନ୍ତି ବୋଲି ସୂଚନା ମିଳୁଛି। ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏନେଇ ସଙ୍କେତ ଦେଇଛନ୍ତି । ଟିକାକରଣକୁ ନେଇ ଗୁରୁବାର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ କହିଥିଲେ, କେହି ବି ବ୍ୟସ୍ତ ହୁଅନ୍ତୁ ନାହିଁ । ଦ୍ୱିତୀୟContinue reading “ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେଇପାରନ୍ତି ମୋଦି । ସବୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ମଧ୍ୟ ଦିଆଯାଇପାରେ ଟିକା “

ଆମେରିକାରେ ନୂଆ ଅଧ୍ୟାୟର ଆରମ୍ଭ : ବାଇଡେନ୍ ପ୍ରଶାସନରେ କେମିତି ରହିବ ଭାରତ ସହିତ ସଂପର୍କ ?

କନକ ବ୍ୟୁରୋ : ଆମେରିକା ପାଇଲା ନୂଆ ରାଷ୍ଟ୍ରପତି । ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋସେଫ୍ ବାଇଡେନ୍ । ଏହା ସହିତ ଆମେରିକାରେ ଟ୍ରମ୍ପଙ୍କ ଯୁଗ ଶେଷ ହେବା ସହିତ ଆରମ୍ଭ ହୋଇଛି ବାଇଡେନଙ୍କ ଯୁଗ । ବାଇଡେନଙ୍କ ଯୁଗରେ ଭାରତ ସହିତ କିପରି ସଂପର୍କ ରହିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆମେରିକାରେ ନୂଆ ଅଧ୍ୟାୟ ବାଇଡେନ୍ ଯୁଗରେ ବଦଳିବ ଭାରତ-ଆମେରିକା ସଂପର୍କ ? ପାକିସ୍ତାନ ଓContinue reading “ଆମେରିକାରେ ନୂଆ ଅଧ୍ୟାୟର ଆରମ୍ଭ : ବାଇଡେନ୍ ପ୍ରଶାସନରେ କେମିତି ରହିବ ଭାରତ ସହିତ ସଂପର୍କ ?”

ପୁଣି ସାମ୍ନାକୁ ଆସିଲା ଆଉ ଏକ ନକଲି କାରଖାନା : ପାଣ୍ଡବନଗର ଅଂଚଳରେ ନକଲି ହଳଦି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢାଉ;ଅପମିଶ୍ରିତ ସାମଗ୍ରୀ ସହ ବିପୁଳ ପ୍ୟାକିଂ ଜରି ଓ ହଳଦୀ ଜବତ

କନକ ବ୍ୟୁରୋ : ଲଗାତାର ରାଜ୍ୟରେ ବଢ଼ିବାର ଲାଗିଛି ନକଲି ସାମଗ୍ରୀର ମାର୍କେଟ । ନକଲି ବ୍ରାଣ୍ଡ ଜିନିଷ ତିଆରି କରିବାର ଚେର କଟକ, ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ରହ୍ମପୁରରେ ପହଂଚି ସାରିଲାଣି । ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ପାଣ୍ଡବ ନଗରରେ ଥିବା ନକଲି ହଳଦି, ଲଙ୍କା ଗୁଣ୍ଡ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ପାଖାପାଖି ୬ଶହ କିଲୋ ଲଙ୍କାଗୁଣ୍ଡ ସହ ୬ଶହ କିଲୋ ହଳଦି ଗୁଣ୍ଡContinue reading “ପୁଣି ସାମ୍ନାକୁ ଆସିଲା ଆଉ ଏକ ନକଲି କାରଖାନା : ପାଣ୍ଡବନଗର ଅଂଚଳରେ ନକଲି ହଳଦି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢାଉ;ଅପମିଶ୍ରିତ ସାମଗ୍ରୀ ସହ ବିପୁଳ ପ୍ୟାକିଂ ଜରି ଓ ହଳଦୀ ଜବତ”

୫୦ ବର୍ଷ ପରେ ସତ ହେଲା ବାଇଡେନଙ୍କ ସ୍ୱପ୍ନ । ଜୀବନରେ ଥରେ ରାଷ୍ଟ୍ରପତି ହେବାକୁ ସ୍ୱପ୍ନ ଦେଖିଥିଲେ ଜୋ । ସଫଳତା ଦେଲା ବାପାଙ୍କ ସୂତ୍ର…

କନକ ବ୍ୟୁରୋ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ। ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍। ୱାସିଂଟନ୍ ଡିସିସ୍ଥିତ ସଂସଦ ଭବନ କ୍ୟାପିଟଲରେ ଆମେରିକୀୟ ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଜନ୍ ରବର୍ଟସ ନବନିଯୁକ୍ତ ରାଷ୍ଟ୍ରପତି ବାଇଡେନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବେ ହ୍ବାଇଟ୍ ହାଉସକୁ ପ୍ରବେଶ କରିଛନ୍ତି ବାଇଡେନ୍। ୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିବା ବାଇଡେନଙ୍କୁ ବର୍ତ୍ତମାନ ବୟସ ୭୮ ବର୍ଷ। ଆପଣ ଜାଣିଲେContinue reading “୫୦ ବର୍ଷ ପରେ ସତ ହେଲା ବାଇଡେନଙ୍କ ସ୍ୱପ୍ନ । ଜୀବନରେ ଥରେ ରାଷ୍ଟ୍ରପତି ହେବାକୁ ସ୍ୱପ୍ନ ଦେଖିଥିଲେ ଜୋ । ସଫଳତା ଦେଲା ବାପାଙ୍କ ସୂତ୍ର…”

ନବରଙ୍ଗପୁର ଉମରକୋଟରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ : ରେଡ୍ ବେଳେ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା

କନକ ବ୍ୟୁରୋ : ଜିଆରଏସ ଅର୍ଥାତ ଗ୍ରାମ ରୋଜଗାର ସହାୟକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ନବରଙ୍ଗପୁର ଉମରକୋଟ ବ୍ଲକ ସଂସାରୀ ଓ ଭଣ୍ଡାରୀଗୁଡ଼ା ପଂଚାୟତର ଜିଆରଏସ ହିମାଂଶୁ ବାଘଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭଗବତୀ ସାହି ସ୍ଥିତ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । from Kanak News via <a href="https://ifttt.com/?

ଚୁଲିକୁ ଗଲାଣି ରୋଗୀ ସେବା : ଡାକ୍ତରଙ୍କ ଦେଖା ନାହିଁ, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ; ରାଜଧାନୀରେ ଏଭଳି ଚାଲିଛି ରୋଗୀ ସେବା

କନକ ବ୍ୟୁରୋ : ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ୟୁପିଏଚ୍‌ସିରେ ଚୁଲିକୁ ଗଲାଣି ରୋଗୀ ସେବା । ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର କେତେବେଳେ ଆସୁଛନ୍ତି ଓ ଯାଉଛନ୍ତି ତାହାର କିଛି ନିର୍ଦ୍ଦିଷ୍ଟ ସମୟ ନାହିଁ । ଅଧିକାଂଶ ସମୟରେ ଫାର୍ମାସିଷ୍ଟ ହିଁ ରୋଗୀ ଦେଖୁଛନ୍ତି । ଏଭଳି ଭାବେ ଚାଲିଛି ରାଜଧାନୀରେ ଚାଲିଛି ରୋଗୀ ସେବା । ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଉପରୁ ରୋଗୀ ଚାପ କମାଇବା ଲାଗି ବିଭିନ୍ନ ସ୍ଥାନରେ ଡିସ୍‌ପେନସାରିContinue reading “ଚୁଲିକୁ ଗଲାଣି ରୋଗୀ ସେବା : ଡାକ୍ତରଙ୍କ ଦେଖା ନାହିଁ, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ; ରାଜଧାନୀରେ ଏଭଳି ଚାଲିଛି ରୋଗୀ ସେବା”

Design a site like this with WordPress.com
Get started