ଦିନେ ପାଠ ପଢିବା ପାଇଁ କରୁଥିଲେ ସ୍କୁଲ ଘର ସଫେଇ । ଆଜି ହେଲେ ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି । ଜାଣନ୍ତୁ, ଜୋ ବାଇଡେନଙ୍କ ସଂଘର୍ଷମୟ ଜୀବନ ବିଷୟରେ 

କନକ ବ୍ୟୁରୋ : କୁହାଯାଏ ସଂଘର୍ଷମୟ ଜୀବନ ଭିତରୁ ହିଁ ଜଣେ ସଫଳ ମଣିଷର ସୃଷ୍ଟି । ଜୀବନର କଠିନ ପରିସ୍ଥିତିରେ ଯେଉଁ ଲୋକ ସ୍ଥିର ହୋଇ ରୁହେ ସେହିଁ ଜୀବନରେ ଆଗକୁ ବଢେ । ଆଜି ଆମେ ସେମିତି ଜଣେ ମଣିଷର କଥା କହିବୁ ଯେ ସଂଘର୍ଷମୟ ଜୀବନକୁ ସଫଳତାର ସହ ପାର୍ କରି ଆଜି ଆମେରିକାର ରାଷ୍ଟ୍ରପତି ପଦରେ ବସିଛନ୍ତି । ଜୋ ବାଇଡେନ୍ । ଆମେରିକା ରାଜନୈତିକ ଇତିହାସରେ ବୋଧହୁଏ ଏହି ନାଁContinue reading “ଦିନେ ପାଠ ପଢିବା ପାଇଁ କରୁଥିଲେ ସ୍କୁଲ ଘର ସଫେଇ । ଆଜି ହେଲେ ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି । ଜାଣନ୍ତୁ, ଜୋ ବାଇଡେନଙ୍କ ସଂଘର୍ଷମୟ ଜୀବନ ବିଷୟରେ “

ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ । ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ ।

କନକ ବ୍ୟୁରୋ: ଆଜିଠୁ ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ । ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ବାଇଡେନ । ବାଇଡେନକୁ ଶପଥ କରାଇଲେ ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ସେହିପରି ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । କମଲା ହାରିସ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ଶପଥ ପାଠ ଉତ୍ସବରେ ଆମେରିକା ବାସୀଙ୍କୁ ସମ୍ବୋଧନ କରିଛନ୍ତି ଜୋ ବାଇଡେନ । ଏନେଇ ବାଇଡେନ କହିଛନ୍ତି, ଆମେରିକା ଇତିହାସରେContinue reading “ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ । ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ ।”

ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ ।

କନକ ବ୍ୟୁରୋ : ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ । ଭାରତୀୟ ବଂଶୋଦ୍ଭବ ହେଉଛନ୍ତି କମଲା ହାରିସ । କମଲା ହାରିସ ହେଲେ ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ । ଏନେଇ ସଜେଇ ହୋଇଛି କ୍ୟାପିଟାଲ । ଏହାସହ ୱାସିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାମାରୀContinue reading “ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ ।”

ସ୍କୁଲ ଫି’ କମାଇବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି । ବାର୍ଷିକ ୬ ହଜାରରୁ ୧ ଲକ୍ଷ ଯାଏଁ ଭିନ୍ନ ଭିନ୍ନ ଅନୁପାତରେ କମିବ ଫି’ । ଚଳିତ ବର୍ଷ ବଢ଼ିବନି କୌଣସି ଦେୟ ।

କନକ ବ୍ୟୁରୋ : କୋହଳ ହେବ ସ୍କୁଲ ଫି । ସମସ୍ତ ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ପିଲାଙ୍କ ଫି’ କମାଇବାର ବାଟ ବାହାର କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାରContinue reading “ସ୍କୁଲ ଫି’ କମାଇବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି । ବାର୍ଷିକ ୬ ହଜାରରୁ ୧ ଲକ୍ଷ ଯାଏଁ ଭିନ୍ନ ଭିନ୍ନ ଅନୁପାତରେ କମିବ ଫି’ । ଚଳିତ ବର୍ଷ ବଢ଼ିବନି କୌଣସି ଦେୟ ।”

ଆମେରିକା ଦେଖିବ ନୂଆ ଦିନ । ୱାଶିଂଟନ ଡିସିରେ ବାଇଡେନ । ୪୬ତମ ରାଷ୍ଟ୍ରପତି ଭାବେ ନେବେ ଶପଥ

କନକ ବ୍ୟୁରୋ : ୱାଶିଂଟନ ଡିସିରେ ଜୋ ବାଇଡେନ । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ । ୪୬ତମ ରାଷ୍ଟ୍ରପତି ଭାବେ ନେବେ ଶପଥ । ସେହିପରି କମଲା ହାରିସ୍ ୪୯ତମ ଉପ ରାଷ୍ଟ୍ରପତି ଭାବେ ନେବେ ଶପଥ । ଏନେଇ ସଜେଇ ହୋଇଛି କ୍ୟାପିଟାଲ ହିଲ୍ । ଏହାସହ ୱାଶିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ସମାରୋହରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛିContinue reading “ଆମେରିକା ଦେଖିବ ନୂଆ ଦିନ । ୱାଶିଂଟନ ଡିସିରେ ବାଇଡେନ । ୪୬ତମ ରାଷ୍ଟ୍ରପତି ଭାବେ ନେବେ ଶପଥ”

ରାଜ୍ୟରେ ତୈଳ ଦର ବୃଦ୍ଧି ସହ ବଢିଲା ବସ୍ ଭଡା । ଜାଣନ୍ତୁ, କେଉଁ ବସର ହେଲା କେତେ ଟଙ୍କା ଭଡା ?

କନକ ବ୍ୟୁରୋ : ବସ ଯାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟରେ ତୈଳ ଦର ବୃଦ୍ଧି ସହ ବଢିଲା ବସ୍ ଭଡା । ଅର୍ଡିନାରୀ ବସ ଭଡା କିଲୋମିଟର ପିଛା ୭୩ ପଇସାରୁ ବଢି ୭୪ ପଇସା ହୋଇଛି । ଏକ୍ସପ୍ରେସ ବସ ଭଡା ୭୬ ପଇସା ହୋଇଛି । ସେହିପରି ଡିଲକ୍ସ ବସ ଭଡା କିଲୋମିଟର ପିଛା ବଢି ୧୦୭ରୁ ୧୦୯ ପଇସା ହୋଇଛି । ତେବେ ଦିନକୁ ଦିନ ତୈଳ ଦର ବୃଦ୍ଧିContinue reading “ରାଜ୍ୟରେ ତୈଳ ଦର ବୃଦ୍ଧି ସହ ବଢିଲା ବସ୍ ଭଡା । ଜାଣନ୍ତୁ, କେଉଁ ବସର ହେଲା କେତେ ଟଙ୍କା ଭଡା ?”

କାମାକ୍ଷାନଗର କଲେଜରେ କେଳେଙ୍କାରୀ । ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ୨ ବର୍ଷ ଛୁଟିରେ ଥିବା ବୋହୂଙ୍କୁ ଦିଆଯାଇଛି ଦରମା । ସେପଟେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ।

କନକ ବ୍ୟୁରୋ : କାମାକ୍ଷାନଗର କଲେଜରେ କେଳେଙ୍କାରୀ ଘଟଣାରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କହିଲେ ବୋହୂକୁ ନେଇ ଆସିଥିବା ଅଭିଯୋଗ ଭିତ୍ତିହୀନ । ମୋ ବୋହୂ ପିଏଚଡିରେ ଆଡମିଶନ ନେଇଥିଲେ । ପୁଅ ଦେହ ଖରାପ ଯୋଗୁଁ କ୍ଲାସ କରିନଥିଲେ । ଲୋକପାଳଙ୍କ ନିକଟରେ ମାମଲା ଚାଲିଛି । ଆମେ ସବୁ କଥା ଲୋକପାଳଙ୍କୁ ଜଣାଇଛୁ । ସୂଚନା ଅଧିକାର ଆଇନ ବଳରେ କାମାକ୍ଷନଗର କଲେଜର ଏକ ଏମିତି ଖବର ସାମନାକୁ ଆସିଛିContinue reading “କାମାକ୍ଷାନଗର କଲେଜରେ କେଳେଙ୍କାରୀ । ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ୨ ବର୍ଷ ଛୁଟିରେ ଥିବା ବୋହୂଙ୍କୁ ଦିଆଯାଇଛି ଦରମା । ସେପଟେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ।”

ହ୍ୱାଇଟ ହାଉସ ଛାଡିଲେ ଟ୍ରମ୍ପ । ଆମେରିକା ଦେଖିବ ନୂଆ ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଶପଥ ନେବେ ବାଇଡେନ ।

କନକ ବ୍ୟୁରୋ : ଆଜି ନିଜର ନୂଆ ରାଷ୍ଟ୍ରପତି ପାଇବ ଆମେରିକା। ନିର୍ବାଚନ ଜିତିବା ପରେ ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ। ଏ ନେଇ ସମସ୍ତଙ୍କ ପ୍ରସ୍ତୁତି ଶେଷ ହୋଇଛି। ଆଜି ଭାରତ ସମୟ ସନ୍ଧ୍ୟା ୮ଟା ୩୦ରେ ଜୋ ବାଇଡେନ ୪୬ତମ ରାଷ୍ଟ୍ରପତି ଭାବେ ଏବଂ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ୪୯ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ତେବେ ଶପଥ ଗ୍ରହଣର କିଛି ସମୟContinue reading “ହ୍ୱାଇଟ ହାଉସ ଛାଡିଲେ ଟ୍ରମ୍ପ । ଆମେରିକା ଦେଖିବ ନୂଆ ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଶପଥ ନେବେ ବାଇଡେନ ।”

ଟ୍ରମ୍ପ ଯିବେ, ବାଇଡେନ୍ ଆସିବେ । ନୂଆ ରାଷ୍ଟ୍ରପତି ଅପେକ୍ଷାରେ ଆମେରିକା । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ୍ ଓ କମଳା ହାରିସ୍ ।

କନକ ବ୍ୟୁରୋ : ସୁପର ପାୱାର ଆମେରିକାରେ ଆଜି ହେବ କ୍ଷମତାର ପଟ୍ଟ ପରିବର୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ-ବାଇଡେନ୍ । ଭାରତୀୟ ବଂଶୋଦ୍ଭବ କମଲା ହାରିସ ଆମେରିକାର ପ୍ରଥମ କୃଷ୍ଣକାୟ ଓ ମହିଳା ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ନେବେ । ବିଶ୍ୱ ମହାମାରୀ କରୋନା ଏବଂ କ୍ୟାପିଟଲ ହିଲ ହିଂସାକାଣ୍ଡ ପରେ ଏହି ଶପଥ ସମାରୋହ କିଛିଟା ଭିନ୍ନ ହେବାକୁ ଯାଉଛି । ଜାନୁଆରୀ ୬ରେ ଆମେରିକା ସଂସଦContinue reading “ଟ୍ରମ୍ପ ଯିବେ, ବାଇଡେନ୍ ଆସିବେ । ନୂଆ ରାଷ୍ଟ୍ରପତି ଅପେକ୍ଷାରେ ଆମେରିକା । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ୍ ଓ କମଳା ହାରିସ୍ ।”

ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଜଙ୍ଗଲ ବିଭାଗର ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।

କନକ ବ୍ୟୁରୋ : ରାଜ୍ୟ ସରକାର ଆଜି ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଜଙ୍ଗଲ ବିଭାଗର ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । କର୍ତ୍ତବ୍ୟରେ ଅବହେଳା ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟସରକାର । ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନର କୁଳଡିହା ବନ୍ୟପ୍ରାଣୀ ରେଞ୍ଜର ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ ପ୍ରଧାନ ଓ ସୁନ୍ଦରଗଡ ବିଶ୍ରା ରେଞ୍ଜର ଫରେଷ୍ଟର ଭରତ କୁମାର ଘଡେଇContinue reading “ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଜଙ୍ଗଲ ବିଭାଗର ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।”

Design a site like this with WordPress.com
Get started