ନବନିଯୁକ୍ତ ଆମେରିକା ରାଷ୍ଟ୍ରପତିଙ୍କ ସ୍କ୍ରିଫ୍ଟ ଲେଖିଥିଲେ ବିନୟ ରେଡ୍ଡୀ : ସ୍କ୍ରିଫ୍ଟକୁ ପଢି ଶପଥ ଗ୍ରହଣ ଉତ୍ସବରେ ଭାଷଣ ଦେଲେ ବାଇଡ଼େନ୍

କନକ ବ୍ୟୁରୋ : ନେତା କହୁଥିବା କଥା ଉପରେ ସମସ୍ତଙ୍କର ନଜର ଥାଏ । ଆଉ ଯେତେବେଳେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିଜ କଥା କୁହନ୍ତି, ସବୁବେଳେ ମାପିଚୁପି କୁହନ୍ତି । କାରଣ, ଗୋଟିଏ ଭୁଲ ଭଟକ୍କା କିଛି ବି ସମସ୍ୟା ସୃଷ୍ଟି କରିପାରେ । ଥରେ ଭାବନ୍ତୁ-ଏଭଳି ନେତାଙ୍କ ସ୍କ୍ରିପ୍ଟ ଲେଖୁଥିବା ବ୍ୟକ୍ତି କେତେ ଚତୁର ଓ ବୁଦ୍ଧିମାନ ହୋଇଥିବ । ରାଷ୍ଟ୍ରପତି କ’ଣ କହିବେ, କ’ଣ କରିବେ ନାହିଁ ସେହିContinue reading “ନବନିଯୁକ୍ତ ଆମେରିକା ରାଷ୍ଟ୍ରପତିଙ୍କ ସ୍କ୍ରିଫ୍ଟ ଲେଖିଥିଲେ ବିନୟ ରେଡ୍ଡୀ : ସ୍କ୍ରିଫ୍ଟକୁ ପଢି ଶପଥ ଗ୍ରହଣ ଉତ୍ସବରେ ଭାଷଣ ଦେଲେ ବାଇଡ଼େନ୍”

ବ୍ରହ୍ମପୁରରୁ ସାଢେ ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଏମକେସିଜି ପଡିଆରେ ଧଳାଜହର ବିକ୍ରି ସମୟରେ ଧରିଲା ପୋଲିସ; ଜଣେ ଯୁବକ ଗିରଫ

କନକ ବ୍ୟୁରୋ : ବ୍ରହ୍ମପୁରରୁ ପୁଣି ଧରାପଡିଛି ଧଳାଜହର । ଏଥର ଜବତ ହୋଇଛି ପ୍ରାୟ ୪୫ ଗ୍ରାମ ବ୍ରାଉନସୁଗାର । ଏମକେସିଜି ମେଡ଼ିକାଲ ପଡ଼ିଆରୁ ବ୍ରାଉନସୁଗାର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣଙ୍କ ଆଙ୍କୁଲି ନିଗମନଗର ଅଂଚଳର । ସୂଚନା ମୁତାବକ, ଗତକାଲି ଯୁବକ ଜଣଙ୍କ ପୁରୀରୁ ବ୍ରାଉନସୁଗାର ଆଣିଥିଲାContinue reading “ବ୍ରହ୍ମପୁରରୁ ସାଢେ ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଏମକେସିଜି ପଡିଆରେ ଧଳାଜହର ବିକ୍ରି ସମୟରେ ଧରିଲା ପୋଲିସ; ଜଣେ ଯୁବକ ଗିରଫ”

କଲମା ବ୍ୟାରେଜର ଓଡିଶା ଉପରେ ପ୍ରଭାବ : ଜାନୁଆରୀ ମାସରେ ସରୁଧାର ହେଲାଣି ମହାନଦୀ; ଜୀବନଜୀବିକା ହରାଉଛନ୍ତି ନଦୀକୂଳବାସୀ

କନକ ବ୍ୟୁରୋ : କିପରି କଲମା ବ୍ୟାରେଜରେ ଛତିଶଗଡ଼ ମହାନଦୀ ପାଣି ଅଟକାଇଛି, ଗୁଗୁଲ ଆର୍ଥ ଚିତ୍ରରୁ ସ୍ପଷ୍ଟ ଜଣା ପଡିବା ପରେ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ଟିମ୍ । ଛତିଶଗଡ଼ ପଟେ ଉଛୁଳୁଛି ପାଣି, ଓଡ଼ିଶା ପଟ ଶୁଖିଲା ପଡିଛି । କେବଳ ପାଣିର ଏକ ପତଳା ସୁଅ ଓଡିଶା ଆଡକୁ ଆସୁଛି । ଜାନୁଆରୀ ମାସରେ ଝାରସୁଗୁଡ଼ାରେ ମହାନଦୀର ବାସ୍ତବ ଚିତ୍ରକୁ କ୍ୟାମେରାରେ କଏଦ କରିଛି କନକ ନ୍ୟୁଜ୍ ଟିମ୍ । ଏହିContinue reading “କଲମା ବ୍ୟାରେଜର ଓଡିଶା ଉପରେ ପ୍ରଭାବ : ଜାନୁଆରୀ ମାସରେ ସରୁଧାର ହେଲାଣି ମହାନଦୀ; ଜୀବନଜୀବିକା ହରାଉଛନ୍ତି ନଦୀକୂଳବାସୀ”

ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଆନ୍ଦୋଳନକାରୀ : ଆଜି ଚାଷୀନେତାଙ୍କ ବୈଠକ; ସରକାରଙ୍କ ପ୍ରସ୍ତାବ ଉପରେ ହେବ ଆଲୋଚନା

କନକ ବ୍ୟୁରୋ : ଦିଲ୍ଲୀରେ ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିନା କୌଣସି ସମାଧାନରେ ଶେଷ ହୋଇଛି ଦଶମ ରାଉଣ୍ଡ ବୈଠକ । ଏହି ବୈଠକରେ ୩ଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବିରେ ଅଟଳ ରହିଥିଲେ ଚାଷୀ ସଂଗଠନ । କେନ୍ଦ୍ର ସରକାର ଆଇନକୁ ବର୍ଷକରୁ ଦେଢବର୍ଷ ଯାଏଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ରଖିଥିଲେ । ଏହା ସହିତ ନୂଆ କମିଟି ଗଠନ ନେଇ ମଧ୍ୟ ପ୍ରସ୍ତାବ ରଖିଥିଲେ । ତେବେContinue reading “ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଆନ୍ଦୋଳନକାରୀ : ଆଜି ଚାଷୀନେତାଙ୍କ ବୈଠକ; ସରକାରଙ୍କ ପ୍ରସ୍ତାବ ଉପରେ ହେବ ଆଲୋଚନା”

ଆମେରିକାରେ ଆରମ୍ଭ ହେଲା ବାଇଡେନଙ୍କ ଶାସନ : ସରିଲା ଟ୍ରମ୍ପଙ୍କ ଯୁଗ, ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍; କହିଲେ, ଆଜି ଆମେରିକାର ଦିନ, ହେଲା ଗଣତନ୍ତ୍ରର ବିଜୟ

କନକ ବ୍ୟୁରୋ : ଆମେରିକା ସମେତ ସାରା ବିଶ୍ୱବାସୀ ଯେଉଁ ମୂହୁର୍ତ୍ତକୁ ଅପେକ୍ଷା କରି ରହିଥିଲେ ଶେଷରେ ସେ ସମୟ ଆସି ପହଂଚିଥିଲା । ଆମେରିକାରେ ଡେମୋକ୍ରାଟ ଜୋ ବାଇଡେନଙ୍କ ଶାସନ ଆରମ୍ଭ ହୋଇଛି । ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋସେଫ୍ ବାଇଡେନ୍ । ଶପଥ ନେବା ପରେ ବାଇଡେନ ଅଭିଭାଷଣ ରଖି କହିଛନ୍ତି । ଗଣତନ୍ତ୍ରର ବିଜୟ ହୋଇଛି । ପରିଶ୍ରମ କରି ଆମକୁ ଆଗକୁ ଯିବାକୁ ହେବ । କରୋନାContinue reading “ଆମେରିକାରେ ଆରମ୍ଭ ହେଲା ବାଇଡେନଙ୍କ ଶାସନ : ସରିଲା ଟ୍ରମ୍ପଙ୍କ ଯୁଗ, ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍; କହିଲେ, ଆଜି ଆମେରିକାର ଦିନ, ହେଲା ଗଣତନ୍ତ୍ରର ବିଜୟ”

ଶ୍ରୀଜିଉ ଦର୍ଶନରେ କୋହଳ ହେଲା କୋଭିଡ୍ କଟକଣା : ବିନା ରିପୋର୍ଟରେ ଆଜିଠୁ ମନ୍ଦିର ପ୍ରବେଶ ପାଇଁ ଅନୁମତି 

କନକ ବ୍ୟୁରୋ : ଆଜିଠୁ ସ୍ୱାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଦୈନିକ ପ୍ରାୟ ୩୦ ହଜାର ଭକ୍ତ କାଳିଆ ଦର୍ଶନ କରିବେ । ପ୍ରାୟ ୨୬ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି । ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଥିଲା । ପ୍ରଥମେ ସେବାୟତ ପରିବାର ଓ ପୁରୀବାସୀ ଜଗା ଦର୍ଶନ କରିଥିଲେ । ଏହା ପରେ ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁContinue reading “ଶ୍ରୀଜିଉ ଦର୍ଶନରେ କୋହଳ ହେଲା କୋଭିଡ୍ କଟକଣା : ବିନା ରିପୋର୍ଟରେ ଆଜିଠୁ ମନ୍ଦିର ପ୍ରବେଶ ପାଇଁ ଅନୁମତି “

ସିଏସକେ ଘୋଷଣା କଲା ୧୮ ଜଣିଆ ଦଳ । ଟିମକୁ କମବ୍ୟାକ କଲେ ସୁରେଶ ରାଇନା । ଦଳ ଛାଡିଲେ ହରଭଜନ 

କନକ ବ୍ୟୁରୋ : ଚେନ୍ନାଇ ସୁପରକିଙ୍ଗସରୁ ସରିଲା ହରଭଜନଙ୍କ ଯାତ୍ରା । ୨ ବର୍ଷ ପରେ ସ୍ପିନ୍ କିଙ୍ଗଙ୍କ ହାତ ଛାଡିଛି ସୁପରକିଙ୍ଗସ୍ । ତେବେ ଖେଳାଳି ପରିବର୍ତ୍ତନ ସମୟରେ ସୁପରକିଙ୍ଗସ୍ ସୁରେଶ ରାଇନାଙ୍କୁ ରଖିଥିବା ବେଳେ ହରଭଜନଙ୍କୁ ଛାଡି ଦେଇଛି । ୨ ବର୍ଷ ସୁପରକିଙ୍ଗସ୍ ପକ୍ଷରୁ ଖେଳିଥିବା ହରଭଜନ ସିଂ, ଏହି ଅବସରରେ ଟୁଇଟ୍ କରି ସିଏସକେ ମ୍ୟାନେଜମେଂଟ ଓ ଫ୍ୟାନଙ୍କୁ ଜଣାଇଛନ୍ତି ଧନ୍ୟବାଦ୍ । Singams for the Super Summer ahead!Continue reading “ସିଏସକେ ଘୋଷଣା କଲା ୧୮ ଜଣିଆ ଦଳ । ଟିମକୁ କମବ୍ୟାକ କଲେ ସୁରେଶ ରାଇନା । ଦଳ ଛାଡିଲେ ହରଭଜନ “

ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଦଶମ ରାଉଣ୍ଡ ବୈଠକରୁ ବି ବାହାରି ପାରିଲାନି କିଛି ସମାଧାନ । ବର୍ଷକ ପାଇଁ ଆଇନକୁ ସ୍ଥଗିତ ଓ ନୂଆ କମିଟି ଗଠନ ପ୍ରସ୍ତାବକୁ ଚାଷୀ ନେତାଙ୍କ ପ୍ରତ୍ୟାଖାନ । 

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିନା କୌଣସି ସମାଧାନରେ ଶେଷ ହୋଇଛି ଦଶମ ରାଉଣ୍ଡ ବୈଠକ । ଏହି ବୈଠକରେ ୩ଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବିରେ ଅଟଳ ରହିଥିଲେ ଚାଷୀ ସଂଗଠନ । କେନ୍ଦ୍ର ସରକାର ଆଇନକୁ ବର୍ଷକ ଯାଏଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ରଖିଥିଲେ । ଏହା ସହିତ ନୂଆ କମିଟି ଗଠନ ନେଇ ମଧ୍ୟ ପ୍ରସ୍ତାବ ରଖିଥିଲେ । ତେବେContinue reading “ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଦଶମ ରାଉଣ୍ଡ ବୈଠକରୁ ବି ବାହାରି ପାରିଲାନି କିଛି ସମାଧାନ । ବର୍ଷକ ପାଇଁ ଆଇନକୁ ସ୍ଥଗିତ ଓ ନୂଆ କମିଟି ଗଠନ ପ୍ରସ୍ତାବକୁ ଚାଷୀ ନେତାଙ୍କ ପ୍ରତ୍ୟାଖାନ । “

ପଚା ଆମ୍ବ ଓ ପୋକରେ ସାଲୁବାଲୁ ଆଚାର । ଭୁବନେଶ୍ୱର ଉପକଣ୍ଠ ପାହାଳରେ ଅପମିଶ୍ରିତ ଆଚାର ଓ ସସ୍ କାରଖାନା ଉପରେ ଚଢାଉ କଲା ପୁଲିସ ।

କନକ ବ୍ୟୁରୋ : ଆଚାର ତିଆରି ହେବା ପାଇଁ ଥିବା ସାମଗ୍ରୀରେ ପୋକ ସାଲୁବାଲୁ ହେଉଛନ୍ତି । ଆଉ ଜାଣିଲେ ତାଜୁବ ହେବେ, ଏହି ସାମଗ୍ରୀରୁ ଆଚାର ପ୍ରସ୍ତୁତ ହୋଇ ଦୋକାନରେ ବିକ୍ରି ହୁଏ ଏବଂ ଲୋକମାନେ ଏହାକୁ କିଣି ଖାଇଥାନ୍ତି । ଭୁବନେଶ୍ୱର ପାହାଳ ଅଞ୍ଚଳରେ ଥିବା ଏକ ଆଚାର ଓ ଶସ କାରଖାନା ଉପରେ ଆଜି ଅଚାନକ ଚଢାଉ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ ଓ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ । ।ସାଙ୍ଗରେContinue reading “ପଚା ଆମ୍ବ ଓ ପୋକରେ ସାଲୁବାଲୁ ଆଚାର । ଭୁବନେଶ୍ୱର ଉପକଣ୍ଠ ପାହାଳରେ ଅପମିଶ୍ରିତ ଆଚାର ଓ ସସ୍ କାରଖାନା ଉପରେ ଚଢାଉ କଲା ପୁଲିସ ।”

ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହାରିସ: ଓକିଲାତିରୁ ଆରମ୍ଭ କରିଥିଲେ କ୍ୟାରିୟର, ଆଜି ଉପ ରାଷ୍ଟ୍ରପତି

କନକ ବ୍ୟୁରୋ: ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ୫୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ କମଳା ହାରିସ। ଯାହା ଆମେରିକା ସହିତ ପ୍ରତିଟି ଭାରତୀୟମାନଙ୍କ ପାଇଁ ଏକ ଗର୍ବର ବିଷୟ ହୋଇପାରିଛି। ତେବେ କମଳା ହାରିସ ନିଜର ପ୍ରାରମ୍ଭିକ ଜୀବନରେ ଓକିଲାତି କରୁଥିଲେ ବୋଲି ଆଜି ବି ଅନେକ ଲୋକ ଜାଣିନଥିବେ । ଓକିଲାତିରୁ କ୍ୟାରିୟର ଆରମ୍ଭ କରିଥିବା ଏହି ମହିଳା ଜଣକ ଆଜି ଆମେରିକା ଭଳି ରାଷ୍ଟ୍ରର ଉପ ରାଷ୍ଟ୍ରପତିContinue reading “ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହାରିସ: ଓକିଲାତିରୁ ଆରମ୍ଭ କରିଥିଲେ କ୍ୟାରିୟର, ଆଜି ଉପ ରାଷ୍ଟ୍ରପତି”

Design a site like this with WordPress.com
Get started