ପଶ୍ଚିମବଙ୍ଗରେ ଜଳପାଇଗୁଡିରେ ମର୍ମନ୍ତୁଦ ଦୁର୍ଘଟଣା : ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ, ୧୮ ଗୁରୁତର; ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଜଳପାଇଗୁଡିରେ ମର୍ମନ୍ତୁଦ ଦୁର୍ଘଟଣା । କୁହୁଡ଼ିଜନିତ ଦୃଶ୍ୟତା ହ୍ରାସ କାରଣରୁ ବିଳମ୍ବିତ ରାତିରେ  ଦୁର୍ଘଟଣା ଘଟି ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୮ଜଣ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ମୃତ ୧୩ଜଣଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ପୁରୁଷଙ୍କ ସମେତ ଛଅଜଣ ମହିଳା ଓ ଚାରିଜଣ ପିଲା । ବିବାହ ଅନୁଷ୍ଠାନକୁ ଅତିଥି ହୋଇ ଯାଉଥିବା କିଛି ଲୋକଙ୍କୁ ନେଇ ଚୂଡ଼ଭଣ୍ଡାର ଲାଲ୍‌Continue reading “ପଶ୍ଚିମବଙ୍ଗରେ ଜଳପାଇଗୁଡିରେ ମର୍ମନ୍ତୁଦ ଦୁର୍ଘଟଣା : ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ, ୧୮ ଗୁରୁତର; ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି”

ବର୍ଷିୟାନ ଅଭିନେତା ରବିମିଶ୍ରଙ୍କ ପରଲୋକ : ହୃଦଘାତ ଯୋଗୁଁ ଭୁବନେଶ୍ୱରରେ ଘରୋଇ ହସପିଟାଲରେ ମୃତ୍ୟୁ; ଅନେକ ଫିଲ୍ମରେ କରିଥିଲେ ଅଭିନୟ, ‘ଗୋପାଳ ରହସ୍ୟ’ ସିରିୟଲରେ ପାଇଥିଲେ ଲୋକପ୍ରିୟତା

କନକ ବ୍ୟୁରୋ : ପରଲୋକରେ ବର୍ଷିୟାନ ଅଭିନେତା ରବି ମିଶ୍ର । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ବହୁ ଚଳଚ୍ଚିତ୍ର, ଟେଲି ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଧାରାବାହିକ ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ବହୁ ପ୍ରଶଂସା ସାଉଁଟିଥିଲେ । ‘ହେ ପ୍ରଭୁ’ ସିରିଏଲରେ ସେ କାମ କରୁଥିଲେ ରବି । ଏହିContinue reading “ବର୍ଷିୟାନ ଅଭିନେତା ରବିମିଶ୍ରଙ୍କ ପରଲୋକ : ହୃଦଘାତ ଯୋଗୁଁ ଭୁବନେଶ୍ୱରରେ ଘରୋଇ ହସପିଟାଲରେ ମୃତ୍ୟୁ; ଅନେକ ଫିଲ୍ମରେ କରିଥିଲେ ଅଭିନୟ, ‘ଗୋପାଳ ରହସ୍ୟ’ ସିରିୟଲରେ ପାଇଥିଲେ ଲୋକପ୍ରିୟତା”

ପୁଣି ଲଜ୍ଜା : ସାଲେପୁରରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ; ଘରେ ଏକୁଟିଆ ଥିବାବେଳେ ଗୋଡହାତ ବାନ୍ଧି ଦୁଷ୍କର୍ମ

କନକ ବ୍ୟୁରୋ : ସାଲେପୁର ଥାନା ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକାର ମୁହଁ ଓ ଗୋଡ଼ ବାନ୍ଧି ଗଣଦୁଷ୍କର୍ମ କରାଯାଇଛି। ଏ ସମ୍ପର୍କରେ ନାବାଳିକାର ମା’ ଆଜି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ପୀଡ଼ିତାର ନାବାଳିକାର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ତାଙ୍କ ବାପାମା’ କାମ କରିବାକୁ ପ୍ରାୟତଃ ବ‌ାହାରକୁ ଯାଇଥା’ନ୍ତି। ଗତ ୧୬ ତାରିଖରେ ଉଭୟଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପୂର୍ବରୁContinue reading “ପୁଣି ଲଜ୍ଜା : ସାଲେପୁରରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ; ଘରେ ଏକୁଟିଆ ଥିବାବେଳେ ଗୋଡହାତ ବାନ୍ଧି ଦୁଷ୍କର୍ମ”

ଆମେରିକାରେ ଆରମ୍ଭ ଜୋ ବାଇଡେନ୍ ଶାସନ : ୧୦ଦିନରେ ୪ ବଡ ସଙ୍କଟର ହେବ ସମାଧାନ

କନକ ବ୍ୟୁରୋ : ବାଇଡେନଙ୍କ ଶପଥ ସମାରୋହ ସହ, ଆମେରିକାରେ ଶେଷ ହୋଇଯିବ ଟ୍ରମ୍ପ ଯୁଗ । ହେଲେ ଏକ ଏମିତି ସମୟରେ ଆମେରିକାର ଦାୟିତ୍ୱ ଭାର ସମ୍ଭାଳିବେ ବାଇଡେନ୍, ଯେତେବେଳେ କରୋନା ମହାମାରୀ ଦେଶକୁ କଲବଲ କରୁଛି । ଅର୍ଥନୀତି ଦୁର୍ବଳ ହୋଇ ପଡିଥିବାବେଳେ ଲୋକେ ରୋଜଗାର ହରାଇଛନ୍ତି । ତେଣୁ କ୍ଷମତାକୁ ଆସିବାର ୧୦ ଦିନ ଭିତରେ ଆମେରିକା ସାମ୍ନା କରୁଥିବା ୪ଟି ବଡ ସମସ୍ୟାର ସମାଧାନ କରିବା ଲାଗି ପଦକ୍ଷେପ ନେବେ ନବନିର୍ବାଚିତContinue reading “ଆମେରିକାରେ ଆରମ୍ଭ ଜୋ ବାଇଡେନ୍ ଶାସନ : ୧୦ଦିନରେ ୪ ବଡ ସଙ୍କଟର ହେବ ସମାଧାନ”

ପ୍ରତିଶ୍ରୁତି ପରେ ବି ମଣ୍ଡିରୁ ଉଠିଲାନି ଧାନ : ପଦ୍ମପୁର ଉପଖଣ୍ଡ ୭୦ ମଣ୍ଡିରେ ପଡିରହିଛି ଲକ୍ଷ ଲକ୍ଷ ବସ୍ତା ଧାନ; ସରିଯାଉଛି ଟୋକନ ଅବଧି, ଚାଷୀ ହତାଷ

କନକ ବ୍ୟୁରୋ : ଟାର୍ଗେଟ ନାହିଁ , ବିକ୍ରି ନ ହୋଇ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ପଡି ରହିଛି ବସ୍ତା ବସ୍ତା ଧାନ । ପଦ୍ମପୁର ଉପଖଣ୍ଡରେ ୭୦ ଧାନ ମଣ୍ଡିରେ ପ୍ରାୟ ୧୫ ଲକ୍ଷ ବସ୍ତା ଧାନ ପଡିରହିଛି । ଗତ ସୋମବାର ଧାନ ଉଠାଣ ହେଉନଥିବା ପ୍ରତିବାଦରେ ବରଗଡ ପଦ୍ମପୁର ରାଜପଥକୁ ଅବରୋଧ କରିଥିଲେ ଚାଷୀ । ସେଠାରେ ଉପଜିଲ୍ଲାପାଳ ଓ ସହକାରୀ ଯୋଗାଣ ଅଧିକାରୀ ପଂହଚି ଚାଷୀଙ୍କୁ ତିନିଦିନContinue reading “ପ୍ରତିଶ୍ରୁତି ପରେ ବି ମଣ୍ଡିରୁ ଉଠିଲାନି ଧାନ : ପଦ୍ମପୁର ଉପଖଣ୍ଡ ୭୦ ମଣ୍ଡିରେ ପଡିରହିଛି ଲକ୍ଷ ଲକ୍ଷ ବସ୍ତା ଧାନ; ସରିଯାଉଛି ଟୋକନ ଅବଧି, ଚାଷୀ ହତାଷ”

ଜାଣନ୍ତୁ ବାଇଡ଼େନଙ୍କ ହାତକୁ ଶାସନ ଭାର ଗଲେ କେମିତି ରହିବ ଭାରତ-ଆମେରିକା ସମ୍ପର୍କ ? ପୂର୍ବରୁ ଟ୍ରମ୍ପ୍ ଶାସନରେ କେମିତି ଥିଲା ସମ୍ପର୍କ ?

କନକ ବ୍ୟୁରୋ : ଆମେରିକାରେ ବାଇଡେନ୍ ଶାସନ ଆରମ୍ଭ ହେବାପରେ ଭାରତ ସହିତ କିଭଳି ସଂପର୍କ ରହିବ, ତାକୁ ନେଇ ପ୍ରଶ୍ନ ଉଠୁଛି । ଦ୍ୱିପାକ୍ଷୀକ ବାଣିଜ୍ୟିକ ସଂପର୍କ, ଏଚ-୧ ବି ଭିସା, ଆମେରିକାରେ ଭାରତୀୟଙ୍କୁ ମିଳୁଥିବା ନିଯୁକ୍ତି, ପ୍ରତିରକ୍ଷା ସହଭାଗିତା, ପାକିସ୍ତାନକୁ ନେଇ ଆମେରିକାର ଆଭିମୁଖ୍ୟ ଏବଂ ବାଇଡେନ ପ୍ରଶାସନର ଚୀନ ରଣନୀତି ଉପରେ ନିର୍ଭର କରୁଛି ଭାରତ ସହିତ ନୂଆ ସରକାରଙ୍କ ସଂପର୍କ । – ଟ୍ରମ୍ପ ପ୍ରଶାସନରେ ଭାରତ ସହିତ ବ୍ୟବସାୟିକ ସଂପର୍କContinue reading “ଜାଣନ୍ତୁ ବାଇଡ଼େନଙ୍କ ହାତକୁ ଶାସନ ଭାର ଗଲେ କେମିତି ରହିବ ଭାରତ-ଆମେରିକା ସମ୍ପର୍କ ? ପୂର୍ବରୁ ଟ୍ରମ୍ପ୍ ଶାସନରେ କେମିତି ଥିଲା ସମ୍ପର୍କ ?”

ହ୍ୱାଇଟ ହାଉସ ପ୍ରବେଶ ପୂର୍ବରୁ ବ୍ଲେୟାର ହାଉସରେ ରାତି କାଟିଲେ ବାଇଡେନ୍ : ଆଜି କ୍ୟାପିଟାଲ୍ ହିଲରେ ହେବ ଶପଥ ସମାରୋହ

କନକ ବ୍ୟୁରୋ : ହ୍ୱାଇଟ ହାଉସକୁ ପ୍ରବେଶ ପୂର୍ବରୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଆମେରିକା ଫାଷ୍ଟଲେଡି ଡକ୍ଟର ଜିଲ ବାଇଡେନ୍ ବ୍ଲେୟାର ହାଉସରେ ରାତି ବିତାଇଛନ୍ତି । ବୁଧବାର ସକାଳୁ ବାଇଡେନ୍ ୱାସିଂଟନସ୍ଥିତ ସେଂଟ ମାଥ୍ୟୁସ ଚର୍ଚ୍ଚରେ ପ୍ରାର୍ଥନା କରିବେ । ଏଠାରେ ଉଭୟ ଦଳର କିଛି ସିନେଟର ଓ କଂଗ୍ରେସ ସଦସ୍ୟ ଉପସ୍ଥିତ ରହିବେ । ଏହାପରେ କ୍ୟାପିଟାଲ୍ ହିଲରେ ହେବ ଶପଥ ସମାରୋହ । ପ୍ରଥମେ ଉପରାଷ୍ଟ୍ରପତି କମଲା ହାରିସContinue reading “ହ୍ୱାଇଟ ହାଉସ ପ୍ରବେଶ ପୂର୍ବରୁ ବ୍ଲେୟାର ହାଉସରେ ରାତି କାଟିଲେ ବାଇଡେନ୍ : ଆଜି କ୍ୟାପିଟାଲ୍ ହିଲରେ ହେବ ଶପଥ ସମାରୋହ”

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି : ନିଜ ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ; ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି, ଏହାକୁ ନେଇ ଏବେ ଚର୍ଚ୍ଚା । କାରଣ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ ଚାଷୀ । ଆଜି ଏନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି । ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସାଧାରଣତନ୍ତ୍ର ଦିବରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି ? ଟ୍ରାକ୍ଟର ରାଲି କରିବାContinue reading “ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି : ନିଜ ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ; ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି”

ପର୍ଯ୍ୟଟକଙ୍କ ମନ ମୋହୁଛି ଏକାମ୍ର କ୍ଷେତ୍ର । ନୂଆ ରୂପକୁ ଦେଖିବା ପାଇଁ ଦୂରଦୁରାନ୍ତରରୁ ଆସୁଛନ୍ତି ଲୋକେ ।

କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ପରଠାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଦୀର୍ଘ ୧୦ ମାସ ପରେ ପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ସୁଯୋଗ ମିଳିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେହିଭଳି ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପର୍ଯ୍ୟଟକଙ୍କୁ ଅଧିକ ମାତ୍ରାରେ ଆ‌କର୍ଷିତ କରୁଛି ବୋଲି ଚର୍ଚ୍ଚା ହେଉଛି । ଗତବର୍ଷ ଯେଉଁ ସମୟରେ ଏଠାରେ ସାଢ଼େ ୩ ହଜାର ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁଥିଲା, ଚଳିତContinue reading “ପର୍ଯ୍ୟଟକଙ୍କ ମନ ମୋହୁଛି ଏକାମ୍ର କ୍ଷେତ୍ର । ନୂଆ ରୂପକୁ ଦେଖିବା ପାଇଁ ଦୂରଦୁରାନ୍ତରରୁ ଆସୁଛନ୍ତି ଲୋକେ ।”

ବାହାରକୁ ହେବ ଟିକା ରପ୍ତାନୀ : ଆଜିଠୁ ୬ଟି ଦେଶକୁ ଟିକା ଯୋଗାଇ ଦେବ ଭାରତ

କନକ ବ୍ୟୁରୋ : ଆଜିଠାରୁ ପଡୋଶୀ ଦେଶକୁ କରୋନା ଟିକା ଯୋଗାଇଦେବ ଭାରତ । ନିଜର ଟିକା ଆବଶ୍ୟକତାକୁ ମେଣ୍ଟାଇବା ପରେ ପଡୋଶୀ ଦେଶ ବାଂଲାଦେଶ, ମାଳଦ୍ୱୀପ, ନେପାଳ, ଭୁଟାନ, ମିଆଁମାର ଓ ସିସିଲ୍ସକୁ କରୋନା ଟିକା ରପ୍ତାନୀ କରିବ ଭାରତ । ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତକୁ ଟିକା ଯୋଗାଇ ଦେବାପାଇଁ ଏସବୁ ଦେଶ ଅନୁରୋଧ କରିଥିଲେ । ନିଜର ପଡୋଶୀ ଓ ଘନିଷ୍ଠ ବନ୍ଧୁରାଷ୍ଟ୍ରମାନଙ୍କ ଅନୁରୋଧContinue reading “ବାହାରକୁ ହେବ ଟିକା ରପ୍ତାନୀ : ଆଜିଠୁ ୬ଟି ଦେଶକୁ ଟିକା ଯୋଗାଇ ଦେବ ଭାରତ”

Design a site like this with WordPress.com
Get started