କନକ ବ୍ୟରୋ: ରାଜ୍ୟରେ ଆଇଏଏସ୍ ସ୍ତରରେ ହୋଇଛି ବଡ ଧରଣର ଅଦଳବଦଳ । ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ । ଭାସ୍କର ଜ୍ୟୋତି ଶର୍ମା ହୋଇଛନ୍ତି ସେଟେଲମେଣ୍ଟ କମିଶନର । ସେହିପରି ବି ପରମେଶ୍ୱରନଙ୍କୁ ମିଳିଛି ଚକବନ୍ଦୀ କମିଶନର ଦାୟିତ୍ୱ । ଜ୍ୟୋତିପ୍ରକାଶ ଦାଶ ହୋଇଛନ୍ତି ପଞ୍ଚାୟତିରାଜ ନିର୍ଦ୍ଦେଶକ । ସେହିପରି ଅରିନ୍ଦମ୍ ଡାକୁଆ ହୋଇଛିି ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ । ରାମାଶିଷ ହାଜରାଙ୍କୁ ବିଏସସି ସଭାପତି ଭାବେ ଅତିରିକ୍ତContinue reading “ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ ।”
Tag Archives: News
ଚେନ୍ନାଇରେ ମୁହାଁମୁହିଁ ଭାରତ-ଅଷ୍ଟ୍ରେଲିଆ ଟିମ୍ । ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି ।
କନକ ବ୍ୟୁରୋ: ବିଶ୍ୱକପ୍ ପାଇଁ ଆଜି ଚେନ୍ନାଇରେ ମୁହାଁମୁହିଁ ହେଉଛନ୍ତି ଭାରତ- ଅଷ୍ଟ୍ରେଲିଆ ଟିମ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ସୂଚନା ମୁତାବକ, ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଆଜିର ମ୍ୟାଚରେ ଖେଳିବେନି ଶୁଭମନ୍ ଗିଲ୍ । ତାଙ୍କ ସ୍ଥାନରେ ଖେଳିବେ ଇଶାନ୍ କିଷନ । The post ଚେନ୍ନାଇରେ ମୁହାଁମୁହିଁ ଭାରତ-ଅଷ୍ଟ୍ରେଲିଆ ଟିମ୍ । ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି । first appeared on KanakContinue reading “ଚେନ୍ନାଇରେ ମୁହାଁମୁହିଁ ଭାରତ-ଅଷ୍ଟ୍ରେଲିଆ ଟିମ୍ । ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି ।”
ଯୁବତୀଙ୍କ ସହ ହମାସ୍ ଆତଙ୍କବାଦୀଙ୍କ ବର୍ବରତା । ଭିଡିଓ ଦେଖି ଥରିଉଠିଲା ସାରା ବିଶ୍ୱର ଛାତି
କନକ ବ୍ୟୁରୋ : ଋୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଣି ମୁଣ୍ଡ ଟେକିଛି ଆଉ ଏକ ଯୁଦ୍ଧ । ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଗତ ଶନିବାର ଇସ୍ରାଏଲରେ ଯେଉଁ ପ୍ରକାର ଆକ୍ରମଣ ହେଲା, ତାହା ଦେଖି ସାରା ବିଶ୍ୱ ଚକ୍କିତ ହୋଇଯାଇଛି । ହମାସର ଆତଙ୍କବାଦୀମାନେ ମାତ୍ର କିଛି ମିନିଟ୍ ମଧ୍ୟରେ ୫୦୦୦ ରକେଟ୍ ମାଡ କରିଥିଲେ । ହମାସର ଅନେକ ଆତଙ୍କବାଦୀ ଦକ୍ଷିଣ ଇସ୍ରାଏଲ ମଧ୍ୟକୁ ପ୍ରବେଶ କରିଥିଲେ । ପ୍ରବେଶ କରି ଆତଙ୍କବାଦୀମାନେContinue reading “ଯୁବତୀଙ୍କ ସହ ହମାସ୍ ଆତଙ୍କବାଦୀଙ୍କ ବର୍ବରତା । ଭିଡିଓ ଦେଖି ଥରିଉଠିଲା ସାରା ବିଶ୍ୱର ଛାତି”
ସୁପର ସଣ୍ଡେରେ ସୁପର ମୁକାବିଲା । ଆଜିଠୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ । ଚେନ୍ନାଇରେ ଇଣ୍ଡିଆ-ଅଷ୍ଟ୍ରେଲିଆ ମ୍ୟାଚ୍
କନକ ବ୍ୟୁରୋ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ୫ ଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଆଜିର ମ୍ୟାଚ୍ରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିପାରେ । ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ । ଉଭୟ ଦଳଙ୍କ ମଧ୍ୟରେ ୧୧ ଦିନ ପୂର୍ବରୁ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଯେଉଁଠି ଶେଷ ହୋଇଥିଲା, ସେହିଠାରୁContinue reading “ସୁପର ସଣ୍ଡେରେ ସୁପର ମୁକାବିଲା । ଆଜିଠୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ । ଚେନ୍ନାଇରେ ଇଣ୍ଡିଆ-ଅଷ୍ଟ୍ରେଲିଆ ମ୍ୟାଚ୍”
ମନ୍ଦିର କାମକୁ ନେଇ ଗୋଷ୍ଠୀ ସଂଘର୍ଷ । ଗଞ୍ଜାମ ଶେରଗଡ ପିତଳ ଗାଁରେ ମନ୍ଦିର ଉନ୍ନୟନ କାମକୁ ନେଇ ସରପଞ୍ଚଙ୍କୁ ଆକ୍ରମଣ
କନକ ବ୍ୟୁରୋ: ଗଞ୍ଜାମ ଶେରଗଡ ବ୍ଲକର ପିତଳ ଗାଁରେ ଗୋଷ୍ଠୀ ସଂଘର୍ଷ । ପିତଳ ଗାଁର ଦୁଇ ଗୋଷ୍ଠୀ ହାତାହାତି ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାଜନୈତିକ ଆକ୍ରୋଶ ରଖି ପିତଳ ପଞ୍ଚାୟତର ସରପଞ୍ଚ ରାମ ରାଘବ ପାତ୍ରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଛି । ଗୋଷ୍ଠୀ ସଂଘର୍ଷରେ ୯ ଜଣ ଆହତ ହୋଇଛନ୍ତି । ପୋଲିସ ଉଭୟ ଗୋଷ୍ଠୀରContinue reading “ମନ୍ଦିର କାମକୁ ନେଇ ଗୋଷ୍ଠୀ ସଂଘର୍ଷ । ଗଞ୍ଜାମ ଶେରଗଡ ପିତଳ ଗାଁରେ ମନ୍ଦିର ଉନ୍ନୟନ କାମକୁ ନେଇ ସରପଞ୍ଚଙ୍କୁ ଆକ୍ରମଣ”
ଚାଷୀଙ୍କୁ ଲାଞ୍ଚ ମାଗି ହଟହଟ୍ଟା ପୋଲିସ୍ । ଗାଡିରୁ ଚାବି ଛଡାଇ ନେଲେ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଅଞ୍ଚଳର ଭିଡିଓ ଭାଇରାଲ ।
କନକ ବ୍ୟୁରୋ: ଚାଷୀଙ୍କୁ ଲାଞ୍ଚ ମାଗି ଗାଁ ମଝିରେ ହଟହଟା ପୋଲିସ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଞ୍ଚଳରେ ସେହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଦେଖାଯାଉଛି, ପୋଲିସ ବାବୁଙ୍କୁ ଘେରି ଯାଇଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତଙ୍କୁ ପୋଲିସ କାହିଁକି ଟଙ୍କା ଲାଞ୍ଚ ମାଗୁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପୋଲିସ ବାବୁ ଜଣଙ୍କ କହୁଛନ୍ତି, ସେContinue reading “ଚାଷୀଙ୍କୁ ଲାଞ୍ଚ ମାଗି ହଟହଟ୍ଟା ପୋଲିସ୍ । ଗାଡିରୁ ଚାବି ଛଡାଇ ନେଲେ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଅଞ୍ଚଳର ଭିଡିଓ ଭାଇରାଲ ।”
ସୁନ୍ଦରଗଡରେ ଦୁଇ ମହିଳା ଉଲଗ୍ନ ଅବସ୍ଥାରେ ଉଦ୍ଧାର ଘଟଣା । ଦୁଷ୍କର୍ମ ଅଭିଯୋଗ ପରେ ତଦନ୍ତ ଆରମ୍ଭ , ବୟାନ ରେକର୍ଡ କଲା ସୁନ୍ଦରଗଡ଼ ପୁଲିସ
କନକ ବ୍ୟୁରୋ: ସୁନ୍ଦରଗଡର ଜନଗହଳି ପୂର୍ଣ୍ଣ ରାସ୍ତାରେ ୨ ମହିଳା ଉଲଘ୍ନ ହୋଇ ଚାଲିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଦୁଇ ମହିଳାଙ୍କ ପରିଚୟ କଣ? ସେମାନେ କେମିତି ଓ କେଉଁଭଳି ପରିସ୍ଥିତିରେ ଏମିତି ଉଲଘ୍ନ ହୋଇ ସେହି ସ୍ଥାନକୁ ଆସିଲେ, ତାର ତଦନ୍ତ କରୁଛି ସୁନ୍ଦରଗଡ ସଦର ପୋଲିସ । ଜଣେ ମହିଳା ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଏହି ମାମଲାର ତଦନ୍ତ କରୁଛି । ଗତକାଲି ପୋଲିସର ଏକ ଟିମ୍Continue reading “ସୁନ୍ଦରଗଡରେ ଦୁଇ ମହିଳା ଉଲଗ୍ନ ଅବସ୍ଥାରେ ଉଦ୍ଧାର ଘଟଣା । ଦୁଷ୍କର୍ମ ଅଭିଯୋଗ ପରେ ତଦନ୍ତ ଆରମ୍ଭ , ବୟାନ ରେକର୍ଡ କଲା ସୁନ୍ଦରଗଡ଼ ପୁଲିସ”
ଆଫଗାନିସ୍ତାନ ଭୂମିକମ୍ପରେ ୨୦୦୦ ଟପିଲା ମୃତ୍ୟୁ ସଂଖ୍ୟା । ମାଟିରେ ମିଶିଲା ୪୦ କିଲୋମିଟର ଅଞ୍ଚଳ ।
କନକ ବ୍ୟୁରୋ: ଆଫଗାନିସ୍ତାନରେ ପୁଣି ପ୍ରଳୟ ଆଣିଛି ଭୀଷଣ ଭୂମିକମ୍ପ । ତାଲିବାନ୍ ପ୍ରବକ୍ତାଙ୍କ ସୂଚନା ମୁତାବକ, ପଶ୍ଚିମ ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପରେ ଏଯାଏଁ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲାଣି । ପଶ୍ଚିମ ଆଫଗାନିସ୍ତାନ ଓ ଇରାନର ସୀମାରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।ଏହାସହ ହଜାର ହଜାର ସଂଖ୍ୟାରେ ଲୋକ ବାସହୀନ ହୋଇପଡିଛନ୍ତି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତାContinue reading “ଆଫଗାନିସ୍ତାନ ଭୂମିକମ୍ପରେ ୨୦୦୦ ଟପିଲା ମୃତ୍ୟୁ ସଂଖ୍ୟା । ମାଟିରେ ମିଶିଲା ୪୦ କିଲୋମିଟର ଅଞ୍ଚଳ ।”
ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ । ଆକାଶରେ ଗର୍ଜୁଛି ମିଜାଇଲ, ବିସ୍ଫୋରଣରେ ଥରୁଛି ସୀମା, ଜାଣନ୍ତୁ ଗୋଟିଏ ଦିନ ଯୁଦ୍ଧରେ କେତେ କ୍ଷତି?
କନକ ବ୍ୟୁରୋ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏଥିରେ ବର୍ତ୍ତମାନ ସୁଦ୍ଧା ୫ଶହରୁ ଅଧିକଙ୍କ ଜୀବନ ଗଲାଣିି । ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣରେ ଇସ୍ରାଏଲରେ ୩ ଶହରୁ ଅଧିକ ମୃତ୍ୟୁ ଓ ୧୫ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସେହିପରି ୫୦ରୁ ଅଧିକ ସାଧାରଣ ନାଗରିକ ଓ ସୈନିକଙ୍କୁ ହମାସ୍ ବନ୍ଦୀ ରଖିଥିବା କୁହାଯାଉଛି । ହମାସ ଆକ୍ରମଣରେ ଇସ୍ରାଏଲ ଡିଫେନ୍ସ ଫୋର୍ସ କମାଣ୍ଡରContinue reading “ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ । ଆକାଶରେ ଗର୍ଜୁଛି ମିଜାଇଲ, ବିସ୍ଫୋରଣରେ ଥରୁଛି ସୀମା, ଜାଣନ୍ତୁ ଗୋଟିଏ ଦିନ ଯୁଦ୍ଧରେ କେତେ କ୍ଷତି?”
ଗରିବଙ୍କ ଦାନା ଖାଇଗଲେ ଡିଲର । ଜାଲ ଦସ୍ତଖତ କରି ପିଡିଏସ ଚାଉଳ ହଡପ କରିନେଲେ । ୬ ମାସ ଧରି ଚାଉଳ ପାଇନାହାଁନ୍ତି ହିତାଧିକାରୀ
କନକ ବ୍ୟୁରୋ: ଗରିବଙ୍କ ପେଟରେ ଲାତ । ଜାଲ ଦସ୍ତଖତ କରି ରାସନ ସାମଗ୍ରୀ ଲୁଟୁଛନ୍ତି ଡିଲର । ଜଳେଶ୍ୱର ବ୍ଲକ ଶ୍ରୀରାମପୁର ପଞ୍ଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପଞ୍ଚାୟତର ଡିଲର ହେମନ୍ତ ବେହେରା ୩୦ରୁ ୪୦ ଆଦିବାସୀ ପରିବାରଙ୍କ ଜାଲ ଦସ୍ତଖତ ନେଇ ଚାଉଳ ସମେତ ଅନ୍ୟାନ୍ୟ ରାସନ ସାମଗ୍ରୀ ଲୁଟିନେଉଥିବା ଅଭିଯୋଗ ହୋଇଛି । ଏନେଇ କୈଫିୟତ ମାଗିଲେ ଡିଲରଙ୍କ ସ୍ୱାମୀ ମଧୁସୂଦନ ବେହେରା ହିତାଧିକାରୀଙ୍କୁ ନାଲିଆଖି ଦେଖାଉଛନ୍ତି । ଚଂଚକତାContinue reading “ଗରିବଙ୍କ ଦାନା ଖାଇଗଲେ ଡିଲର । ଜାଲ ଦସ୍ତଖତ କରି ପିଡିଏସ ଚାଉଳ ହଡପ କରିନେଲେ । ୬ ମାସ ଧରି ଚାଉଳ ପାଇନାହାଁନ୍ତି ହିତାଧିକାରୀ”