କନକ ବ୍ୟୁରୋ: ସୁନ୍ଦରଗଡ଼ର ଇବ୍ ବ୍ରିଜ୍ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଟ୍ରଲର । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଅଛନ୍ତି । ଗୋଟିଏ ପରିବାର ସ୍ୱାମୀ ସ୍ତ୍ରୀ ଓ କୁନି ପିଲାଟିଏ ଗୋଟିଏ ବାଇକରେ ଯାଉଥିବା ବେଳେ ଟ୍ରଲର ଧକ୍କା ଦେଇଥିଲା । ଫଳରେ ବାଇକ୍ ଚଳାଉଥିବା ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେପଟେ କୁନି ଝିଅ ଓ ମା’ ଗୁରୁତର ଅବସ୍ଥାରେ ହସ୍ପିଟାଲରେContinue reading “ବାଇକକୁ ଧକ୍କା ଦେଲା ଟ୍ରଲର । ଘଟଣାସ୍ଥଳରେ ଜଣେ ମୃତ, ୨ ଗୁରୁତର”
Tag Archives: News
ଡିଭାଇଡର ଉପରକୁ ଚଢିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ପଥଯାତ୍ରୀ
କନକ ବ୍ୟୁରୋ: ଡିଭାଇଡର ଉପରକୁ ଚଢ଼ିଗଲା କାର୍ । କଟକ ସିଡିଏ ଅଂଚଳରେ କାର୍ ଦୁର୍ଘଟଣା । ନରାଜରୁ କଟକ ଆସୁଥିବା ରାସ୍ତାରେ ଗାଡ଼ିଟି ଡିଭାଇଡର ଉପରକୁ ଚଢ଼ିଯାଇଥିଲା । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନାହିଁ । ତେବେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚିଥିଲା । ଗାଡ଼ି ଚାଳକଙ୍କୁ ପୋଲିସ୍ ପଚରାଉଚରା କରିଛି । The post ଡିଭାଇଡର ଉପରକୁ ଚଢିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ପଥଯାତ୍ରୀ firstContinue reading “ଡିଭାଇଡର ଉପରକୁ ଚଢିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ପଥଯାତ୍ରୀ”
କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏସୀୟ କ୍ରୀଡ଼ାରେ ଜାଭେଲିନରେ ଜିତିଛନ୍ତି ରୌପ୍ୟ ।
କନକ ବ୍ୟୁରୋ: ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଶୋରଙ୍କୁ ନୂଆଦିଲ୍ଲୀରେ ଭେଟି ଅଭିନନ୍ଦନ ଜଣାଇଛନ୍ତି ଧର୍ମେନ୍ଦ୍ର । ଏସୀୟ କ୍ରୀଡ଼ାରେ ଜାଭେଲିନରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି କିଶୋର । ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ କିଶୋର ରୁପା ପଦକ ଆଣିଥିଲେ । ଧର୍ମେନ୍ଦ୍ର କହିଛନ୍ତି ଯେ, ନିଜର ଉଚ୍ଚକୋଟିର ପ୍ରଦର୍ଶନ ମାଧ୍ୟରେ କିଶୋର ପ୍ରତି ଦେଶବାସୀଙ୍କୁ ଗର୍ବିତ କରିଛନ୍ତି । TheContinue reading “କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏସୀୟ କ୍ରୀଡ଼ାରେ ଜାଭେଲିନରେ ଜିତିଛନ୍ତି ରୌପ୍ୟ ।”
ମର୍ଣ୍ଣିଙ୍ଗ ୱାକ୍ ବେଳେ ୨ ଜଣଙ୍କୁ ଚାପିଦେଲା ଟ୍ରକ୍ । ପାଲଲହଡା ୪୯ନଂ ଏନଏଚରେ ଦୁର୍ଘଟଣା । ଘଟଣାସ୍ଥଳରେ ଉତ୍ତେଜନା
କନକ ବ୍ୟୁରୋ: ମର୍ଣ୍ଣିଙ୍ଗ ୱାକ୍ ବେଳେ ଚାପିଦେଲା ଦ୍ରୁତଗାମୀ ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଚାଲିଗଲା ୨ଜଣଙ୍କ ଜୀବନ । ଏଭଳି ଘଟଣା ଘଟିଛି ପାଲଲହଡା ୪୯ ନଂ ଏନଏଚର ରାଧାସାହି ନିକଟରେ । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ଦେଖାଦେଇଛି ଉତ୍ତେଜନା । କ୍ଷତିପୂରଣ ଦାବି କରି ଲୋକେ ରାସ୍ତା ରୋକ କରିଥିବାବେଳେ ପୁଲିସ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଥିବା ଜଣାପଡିଛି । The post ମର୍ଣ୍ଣିଙ୍ଗContinue reading “ମର୍ଣ୍ଣିଙ୍ଗ ୱାକ୍ ବେଳେ ୨ ଜଣଙ୍କୁ ଚାପିଦେଲା ଟ୍ରକ୍ । ପାଲଲହଡା ୪୯ନଂ ଏନଏଚରେ ଦୁର୍ଘଟଣା । ଘଟଣାସ୍ଥଳରେ ଉତ୍ତେଜନା”
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଜାରି କଲା କୋଶ୍ଚିନ ବ୍ୟାଙ୍କ । ସିବିଏସଇ ଓ ଆଇସିଏସଇ ବୋର୍ଡ ଢାଞ୍ଚାରେ ଆଣିଲା କୋଶ୍ଚିନ ବ୍ୟାଙ୍କ । ପରୀକ୍ଷା ପ୍ରସ୍ତୁତିରେ ହେବ ସହାୟକ
କନକ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କଲା କୋଶ୍ଚିନ ବ୍ୟାଙ୍କ । ପରୀକ୍ଷାର୍ଥୀ କୋଶ୍ଚିନ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ । ସିବିଏସଇ ଓ ଆଇସିଏସଇ ବୋର୍ଡ ପକ୍ଷରୁ ପ୍ରତିବର୍ଷ କୋଶ୍ଚିନ ବ୍ୟାଙ୍କ ଜାରି କରାଯାଇଥାଏ । ଏବେ ସେହି ଢାଞ୍ଚାରେ କୋଶ୍ଚିନ ବ୍ୟାଙ୍କ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ସିଏଚଏସଇଓଡିଶାContinue reading “ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଜାରି କଲା କୋଶ୍ଚିନ ବ୍ୟାଙ୍କ । ସିବିଏସଇ ଓ ଆଇସିଏସଇ ବୋର୍ଡ ଢାଞ୍ଚାରେ ଆଣିଲା କୋଶ୍ଚିନ ବ୍ୟାଙ୍କ । ପରୀକ୍ଷା ପ୍ରସ୍ତୁତିରେ ହେବ ସହାୟକ”
ଆଜି ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ଚେନ୍ନାଇରେ ଖେଳାଯିବ ଇଣ୍ଡିଆ-ଅଷ୍ଟ୍ରେଲିଆ ମ୍ୟାଚ୍, ବିଜୟ ସହ ଅଭିଯାନ ଲକ୍ଷ୍ୟରେ ରୋହିତ ବାହିନୀ
କନକ ବ୍ୟୁରୋ: ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମ ହେବ କଡା ଟକ୍କର । ଶୁଭମନ ଗିଲ ଅସୁସ୍ଥ ଥିବାରୁ ଇସାନ କିଶାନ କରିପାରନ୍ତି ଓପନିଂ । ୩ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ ଭାରତ । ବିଳମ୍ବରେ ଟିମରେ ସାମିଲ ପାଇଥିବା ରବିରନ୍ଦ୍ରନ ଅଶ୍ୱିନୀଙ୍କୁ ମଳିପାରେ ସୁଯୋଗ । ତେବେ କ୍ରିକେଟର ଦୁଇ ଚିର ପ୍ରତିଦ୍ୱନ୍ଦୀ ଅଷ୍ଟ୍ରେଲିଆ ଏବଂ ଇଣ୍ଡିଆ ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟContinue reading “ଆଜି ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ଚେନ୍ନାଇରେ ଖେଳାଯିବ ଇଣ୍ଡିଆ-ଅଷ୍ଟ୍ରେଲିଆ ମ୍ୟାଚ୍, ବିଜୟ ସହ ଅଭିଯାନ ଲକ୍ଷ୍ୟରେ ରୋହିତ ବାହିନୀ”
ଦଶମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ନବମ ଶ୍ରେଣୀ ଛାତ୍ର ଗୁରୁତର ଆହତ । ବାରିପଦାର ଏକ ଆବାସିକ ବିଦ୍ୟାଳୟରେ ଅଭାବନୀୟ କାଣ୍ଡ । ଆହତ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି
କନକ ବ୍ୟୁରୋ: ସାମାନ୍ୟ ଗଣ୍ଡଗୋଳରୁ ଛାତ୍ରଛାତ୍ରଙ୍କ ମଧ୍ୟରେ ଛୁରାମାଡ । ଦଶମ ଶ୍ରେଣୀ ଛାତ୍ରର ଛୁରା ମାଡରେ ନବମ ଶ୍ରେଣୀ ଛାତ୍ର ଗୁରୁତର । ବାରିପଦା ସହର ସ୍ଥିତ ବିସିସି ବା ବିକର୍ତନ କୋଚିଂ ସେଣ୍ଟର ନାମକ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଏହି ଅଭାବନୀୟ କାଣ୍ଡ ଘଟିଛି । ଦଶମ ଶ୍ରେଣୀ ଛାତ୍ର ଦେବାଶିଷ ବାରିକଙ୍କ ଛୁରା ମାଡରେ ନବମ ଶ୍ରେଣୀ ଛାତ୍ର କିରଣ ଦାସ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁContinue reading “ଦଶମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ନବମ ଶ୍ରେଣୀ ଛାତ୍ର ଗୁରୁତର ଆହତ । ବାରିପଦାର ଏକ ଆବାସିକ ବିଦ୍ୟାଳୟରେ ଅଭାବନୀୟ କାଣ୍ଡ । ଆହତ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି”
ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପରେ ୧୨୦ରୁ ଅଧିକ ମୃତ । ହଜାରେରୁ ଅଧିକ ଆହତ ଚାଲିଛି ଉଦ୍ଧାର କାର୍ଯ୍ୟ
କନକ ବ୍ୟୁରୋ: ପ୍ରଳୟଙ୍କରୀ ଭୂମିକମ୍ପରେ ଥରିଉଠିଲା ଆଫଗାନିସ୍ତାନ । ଏଥିରେ ୧୨୦ ଜଣଙ୍କର ମତ୍ୟୁ ହୋଇଥିବା ବେଳେ ପ୍ରାୟ ଏକ ହଜାରରୁ ଅଧିକ ଆହତ ହୋଇଛନ୍ତି । ପଶ୍ଚିମ ସହର ହେରାଟ ଠାରୁ ୪୦ କିଲୋମିଟର ଦୂରରେ ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬ ଦଶମିକ ୩ ରହିଥିଲା । କିଚି ମିନିଟ ଅନ୍ତରରେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପ ପରେ ଉଦ୍ଧାର କାମ ଆରମ୍ଭ ହୋଇଯାଇଥିଲା ।Continue reading “ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପରେ ୧୨୦ରୁ ଅଧିକ ମୃତ । ହଜାରେରୁ ଅଧିକ ଆହତ ଚାଲିଛି ଉଦ୍ଧାର କାର୍ଯ୍ୟ”
ଆଉ ଏକ ମହାଯୁଦ୍ଧର ଆରମ୍ଭ: ହମାସର ଆକ୍ରମଣ ପରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ । ଇସ୍ରାଏଲକୁ ସାରା ବିଶ୍ୱର ସମର୍ଥନ
କନକ ବ୍ୟୁରୋ: ଋୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଆଉ ଏକ ଯୁଦ୍ଧ । ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଏଥିରେ ବର୍ତ୍ତମାନ ସୁଦ୍ଧା ୪୫୦ରୁ ଅଧିକଙ୍କ ଜୀବନ ଗଲାଣିି । ଆତଙ୍କବାଦୀ ସଙ୍ଗଠନ ହାମାସର ଆକ୍ରମଣରେ ଇସ୍ରାଏଲରେ ୨ ଶହରୁ ଅଧିକଙ୍କ ମୃତ୍ୟୁ ଘଟିଛି । ୫୦ରୁ ଅଧିକ ସାଧାରଣ ନାଗରିକ ଓ ସୈନିକଙ୍କୁ ହାମାସ୍ ବନ୍ଦୀ ରଖିଥିବା କୁହାଯାଉଛି । ଅନ୍ୟପଟେ ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣ ପରେ ପ୍ରଚଣ୍ଡContinue reading “ଆଉ ଏକ ମହାଯୁଦ୍ଧର ଆରମ୍ଭ: ହମାସର ଆକ୍ରମଣ ପରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ । ଇସ୍ରାଏଲକୁ ସାରା ବିଶ୍ୱର ସମର୍ଥନ”
ମିଶନ ଗଗନଯାନକୁ ନେଇ ଇସ୍ରୋର ତାଜା ସୂଚନା: ଅନ୍ତିମ ଚରଣରେ ପରୀକ୍ଷଣ ପ୍ରସ୍ତୁତି
କନକ ବ୍ୟୁରୋ: ଗଗନଯାନ ମିଶନର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ମହାକାଶକୁ ଯିବାକୁ ଏବେ ପ୍ର୍ରସ୍ତୁତ । ସମସ୍ତ ପ୍ରସ୍ତୁତି ଏବେ ଅନ୍ତିମ ଚରଣରେ । ଏନେଇ ଇସ୍ରୋ ପକ୍ଷରୁ କିଛି ଫଟୋ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି । ଅକ୍ଟୋବର ମାସ ଶେଷରେ ସୁଦ୍ଧା ମାନବବିହୀନ ପରୀକ୍ଷଣ କରାଯିବ । ପରୀକ୍ଷଣରେ ଟିବି-ଡି-ୱାନକୁ ପଠାଯିବ । ଯାହାର ନିର୍ମାଣ ଓ ପ୍ରସ୍ୁତି ଶେଷ ହୋଇଛି । ଚନ୍ଦ୍ରଯାନର ୩ର ସଫଳତା ପରେ ଆରମ୍ଭ ଗଗନଯାନକୁContinue reading “ମିଶନ ଗଗନଯାନକୁ ନେଇ ଇସ୍ରୋର ତାଜା ସୂଚନା: ଅନ୍ତିମ ଚରଣରେ ପରୀକ୍ଷଣ ପ୍ରସ୍ତୁତି”