କନକ ବ୍ୟୁରୋ : ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ଭିତରେ ଅନେକ ଭାରତୀୟ ଇସ୍ରାଏଲରେ ଫଶି ରହିଛନ୍ତି । ଏହି ଭାରତୀୟଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ମଧ୍ୟ ରହିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ନୁସରତଙ୍କ ପ୍ରଂଶସକ ତାଙ୍କର ଫେରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ନୁସରତ ଇସ୍ରାଏଲରେ କେମିତି ଅଛନ୍ତି ଓ କେଉଁଠି ଅଛନ୍ତି ସେ ବାବଦରେ ଜାଣିବାକୁ ଚାହୁଁଛନ୍ତି ତାଙ୍କର ପ୍ରଂଶସକ । ଏସବୁ ଭିତରେContinue reading “ଯୁଦ୍ଧ ଭିତରେ ଇସ୍ରାଏଲରେ ଫଶି ରହିଥିଲେ ନୁସରତ, ଦୀର୍ଘ ଘଣ୍ଟା ପରେ ସମ୍ଭବ ହେଲା ଯୋଗାଯୋଗ । ପରିବାର ଓ ପ୍ରଂଶସକ ହେଲେ ଆଶ୍ୱସ୍ତ ।”
Tag Archives: News
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୧ ଯାତ୍ରୀ ଆହତ । କୋଲକାତାରୁ ପୁରୀ ଅଭିମୁଖେ ଯାଉଥିଲା ବସ୍ ।
କନକ ବ୍ୟୁରୋ: ବାଲେଶ୍ୱର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ତୀର୍ଥଯ।।ତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ଏକ ଟ୍ରକ୍କୁ ଧକ୍କା ଦେବାରୁ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ବସରେ ୬୧ ଜଣ ତୀର୍ଥ ଯାତ୍ରୀ ଯାଉଥିଲେ । ଏମାନେ କୋଲକାତାରୁ ପୁରୀ ଅଭିମୁଖେ ଯାଉଥିଲେ । ସକାଳ ୬ଟା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଆହତଙ୍କୁContinue reading “ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୧ ଯାତ୍ରୀ ଆହତ । କୋଲକାତାରୁ ପୁରୀ ଅଭିମୁଖେ ଯାଉଥିଲା ବସ୍ ।”
ହମାସ ଆତଙ୍କବାଦୀ ଆଡ୍ଡାସ୍ଥଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେବୁ, ଗାଜା ଖାଲି କରିଦିଅନ୍ତୁ ଲୋକେ । ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ ଚେତାବନୀ ।
କନକ ବ୍ୟୁରୋ : ହମାସ ଆତଙ୍କବାଦୀଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କଡା ଚେତାବନୀ । ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଇସ୍ରାଏଲ ଉପରେ ରକେଟ ମାଡ ଓ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପାଲେଷ୍ଟାଇନ ବିରୋଧରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ । ହମାସ ଆତଙ୍କବାଦୀଙ୍କୁ ଚେତାବନୀ ଦେଇ ନେତନ୍ୟାହୁ କହିଛନ୍ତି, ହମାସ ଆତଙ୍କବାଦୀଙ୍କ ସବୁ ଆଡ୍ଡାକୁ ଆମେ ଧ୍ୱସ୍ତବିଧ୍ୱସ୍ତ କରିଦେବୁ । ଶନିବାର ସକାଳେ ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଅଚାନକ ଇସ୍ରାଏଲContinue reading “ହମାସ ଆତଙ୍କବାଦୀ ଆଡ୍ଡାସ୍ଥଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେବୁ, ଗାଜା ଖାଲି କରିଦିଅନ୍ତୁ ଲୋକେ । ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ ଚେତାବନୀ ।”
ଇଣ୍ଡୋନେସିଆରେ ପାଳିତ ହେଲା ଗଣପର୍ବ ନୂଆଖାଇ । ସମ୍ବଲପୁରୀ ବାଜା ତାଳେ ତାଳେ ଝୁମିଲେ ପ୍ରବାସୀ ଓଡିଆ
କନକ ବ୍ୟୁରୋ: ବିଦେଶ ମାଟିରେ ଜାକଜମକରେ ପାଳିତ ହେଲା ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ ପ୍ରବାସୀ ଓଡିଆ ନୂଆଖାଇ ପର୍ବ ପାଳନ କରିଛନ୍ତି । ଇଣ୍ଡୋନେସିଆ ଓଡିଆ ସମାଜ ପକ୍ଷରୁ ଆୟୋଜିତ ଏହି ନୂଆଖାଇ ପର୍ବରେ ପ୍ରବାସୀ ଓଡିଆ ସମ୍ବଲପୁରୀ ବସ୍ତ୍ର ପିନ୍ଧି ସାମିଲ ହୋଇଥିଲେ । ଜାକର୍ତାର ଗାମା ଟାୱାରରେ ଆୟୋଜିତ ନୂଆଖାଇ ଭେଟଘାଟରେ ସମ୍ବଲପୁରୀ ନୃତ୍ୟ, ଗୀତରେ ଝୁମିଛନ୍ତି ପ୍ରବାସୀ ଓଡିଆ । ଏହି ନୂଆଖାଇ ଭେଟଘାଟରେ ଭାରତୀୟContinue reading “ଇଣ୍ଡୋନେସିଆରେ ପାଳିତ ହେଲା ଗଣପର୍ବ ନୂଆଖାଇ । ସମ୍ବଲପୁରୀ ବାଜା ତାଳେ ତାଳେ ଝୁମିଲେ ପ୍ରବାସୀ ଓଡିଆ”
ବାଣ ଗୋଦାମରେ ଲାଗିିଲା ନିଆଁ ; ୧୩ ଜୀବନ୍ତ ଦଗ୍ଧ, ୭ ଆହତ
କନକ ବ୍ୟୁରୋ: ଶନିବାର ଦିନ କର୍ଣ୍ଣାଟକ-ତାମିଲନାଡୁ ସୀମାନ୍ତ ଅଞ୍ଚଳ ନିକଟ ଅତ୍ତିବେଲେସ୍ଥିତ ଏକ ଗୋଦାମରେ ବାଣ ରଖାଯାଉଥିବା ବେଳେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିବାରୁ ୧୩ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ମରିଥିବା ବେଳେ ଆଉ ୭ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ସେଣ୍ଟ୍ରାଲ୍ ରେଞ୍ଜ୍ ‘ଆଇଜିପି’ ବି. ଆର୍. ରବିକାନ୍ତେ ଗୌଡ଼ା କହିଛନ୍ତି, ଆହତମାନଙ୍କୁ ୨ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି। ବେଙ୍ଗାଲୁରୁ ଗ୍ରାମୀଣ ଜିଲ୍ଲା ପୁଲିସContinue reading “ବାଣ ଗୋଦାମରେ ଲାଗିିଲା ନିଆଁ ; ୧୩ ଜୀବନ୍ତ ଦଗ୍ଧ, ୭ ଆହତ”
ସାଇବର ସଚେତନତା ପାଇଁ ସାଇକେଲ ରାଲି । କମିଶନରେଟ ପୋଲିସର ନିଆରା ପଦକ୍ଷେପ
କନକ ବ୍ୟୁରୋ: ସାଇବର ସଚେତନତା ପାଇଁ ସାଇକେଲ ରାଲି । ଏହାସହ ମାନବ ଶୃଙ୍ଖଳର ଆୟୋଜନ । ସାଇବର ସୁରକ୍ଷା ଦିଗରେ କମିଶନରେଟ ପୋଲିସ ପକ୍ଷରୁ ସଚେତନତା । କଟକ ଗୌରୀଶଙ୍କର ପାର୍କରୁ ଏହ ରାଲି ବାହାରୁଛି । ଏବେ ସାଇବର ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ରଥ ବୁଲିବା ଆରମ୍ଭ ହୋଇଛି । The post ସାଇବର ସଚେତନତା ପାଇଁ ସାଇକେଲContinue reading “ସାଇବର ସଚେତନତା ପାଇଁ ସାଇକେଲ ରାଲି । କମିଶନରେଟ ପୋଲିସର ନିଆରା ପଦକ୍ଷେପ”
ମୃତଦେହକୁ ରାସ୍ତାରେ ରଖି ରାତିସାରା ଧାରଣା । ପୁଅର ଜନ୍ମଦିନରେ ବାପାକୁ ଘରୁ ଡାକି ନେଇ ହତ୍ୟା ଅଭିଯୋଗ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ
କନକ ବ୍ୟୁରୋ: ପୁଅର ଜନ୍ମଦିନରେ ବାପାକୁ ହତ୍ୟା ଅଭିଯୋଗ । ଘରୁ ଡାକି ନେଇ ହତ୍ୟା ଅଭିଯୋଗରେ ରାସ୍ତାରୋକ କଲେ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା-ମୋଟର ମୁଖ୍ୟ ରାସ୍ତାରେ ମୃତଦେହକୁ ରଖି ନ୍ୟାୟ ଦାବିରେ ରାତି ସାରା ଗ୍ରାମବାସୀ ଧାରଣା ଦେଇଛନ୍ତି । ଫଳରେ ଗତକାଲି ଅପରାହ୍ନ ୪ଟାରୁ ଗାଡି ଚଳାଚଳ ବନ୍ଦ ରହିଛି । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଛି । ଆଜି ସକାଳୁ ଧର୍ମଗଡ ଏସଡିପିଓ ଘଟଣାସ୍ଥଳକୁContinue reading “ମୃତଦେହକୁ ରାସ୍ତାରେ ରଖି ରାତିସାରା ଧାରଣା । ପୁଅର ଜନ୍ମଦିନରେ ବାପାକୁ ଘରୁ ଡାକି ନେଇ ହତ୍ୟା ଅଭିଯୋଗ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ”
ମଞ୍ଚରେ ଝୁମିଲେ ବିଧାୟିକା । ସମ୍ବଲପୁରୀ ବାଦ୍ୟର ତାଳେ ତାଳେ ପାଦ ମିଶାଇଲେ କୁସୁମ ଟେଟେ । ନୂଆଖାଇ ଭେଟଘାଟରେ ଦୁଲୁକିଲା ମଞ୍ଚ ।
କନକ ବ୍ୟୁରୋ: ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ସୁନ୍ଦରଗଡ ବିଧାୟିକା । ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଲୋକଗୀତ ଓ ଲୋକ ନୃତ୍ୟରେ ଦୁଲୁକିଛି ମଞ୍ଚ । ଜିଲ୍ଲା ପ୍ରଶାସନର ନୂଆ ଖାଇ ଭେଟଘାଟରେ ଅତିଥି ଭାବେ ସାମିଲ ହୋଇଥିଲେ ବିଜେପି ବିଧାୟିକା କୁସୁମ ଟେଟେ । ସାଂସ୍କୃତି କାର୍ଯ୍ୟକ୍ରମରେ ନୃତ୍ୟ ଶିଳ୍ପଙ୍କ ମଂଚକୁ ଉଠିଥିଲେ ବିଜେପି ବିଧାୟକ ।Continue reading “ମଞ୍ଚରେ ଝୁମିଲେ ବିଧାୟିକା । ସମ୍ବଲପୁରୀ ବାଦ୍ୟର ତାଳେ ତାଳେ ପାଦ ମିଶାଇଲେ କୁସୁମ ଟେଟେ । ନୂଆଖାଇ ଭେଟଘାଟରେ ଦୁଲୁକିଲା ମଞ୍ଚ ।”
ଆଜି ଆକାଶରେ ଶୌର୍ଯ୍ୟ ଦେଖାଇବ ବାୟୁସେନା । ୯୧ ତମ ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ପରାକ୍ରମ
କନକ ବ୍ୟୁରୋ: ଆଜି ବାୟୁସେନାର ୯୧ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆକାଶରେ ନିଜର ଶୌର୍ଯ୍ୟ ପ୍ରଦର୍ଶନ କରିବ ବାୟୁସେନା । ଏଥିରେ ୧୦୦ରୁ ଅଧିକ ବିମାନ ଓ ହେଲିକପ୍ଟର ନିଜର ପରାକ୍ରମ ଦେଖାଇବେ । ପ୍ରୟାଗରାଜର ତ୍ରିବେଣୀ ସଂଗମଠୋରେ ବାୟୁସେନାର ରଣକୌଶଳ ପ୍ରଦର୍ଶନ ହେବ । ଆକାଶରେ ରାଫେଲ, ମିରାଜ, ସୁଖୋଇ-୩୦ ଯୁଦ୍ଧ ବିମାନ ରଣକୌଶଳ ଦେଖାଇବେ । ଏହି ଏୟାର ଶୋ ଜରିଆରେ ଭାରତ ସାରା ବିଶ୍ୱକୁ ନିଜର ପରାକ୍ରମ ଦେଖାଇବContinue reading “ଆଜି ଆକାଶରେ ଶୌର୍ଯ୍ୟ ଦେଖାଇବ ବାୟୁସେନା । ୯୧ ତମ ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ପରାକ୍ରମ”
ନୂଆବର୍ଷରେ ହେବ ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ । ୫ ହଜାର ୯୨୯କୋଟିର ଡିପିଆରକୁ ମଞ୍ଜୁରୀ ।
କନକ ବ୍ୟୁରୋ: ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ ହେବ । ଜାନୁଆରୀ ପହିଲାରେ ଏଥିପାଇଁ ଶୁଭ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ । ପ୍ରକଳ୍ପର ସମୀକ୍ଷା କରି ୫ ହଜାର ୯୨୯କୋଟିର ଡିପିଆରକୁ ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପରେ ୨୬ କିଲୋମିଟର ରାସ୍ତାରେ ୨୦ଟି ଷ୍ଟେସନ୍ ରହିବ । ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁContinue reading “ନୂଆବର୍ଷରେ ହେବ ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ । ୫ ହଜାର ୯୨୯କୋଟିର ଡିପିଆରକୁ ମଞ୍ଜୁରୀ ।”