ସିକ୍କିମରେ କମିଛି ବନ୍ୟା, ହେଲେ କମୁନି ଯନ୍ତ୍ରଣା: ବାଙ୍ଗଲାଦେଶରୁ ମିଳୁଛି ବନ୍ୟା ସ୍ରୋତରେ ଭାସିଯାଇଥିବା ଲୋକଙ୍କ ଶବ

କନକ ବ୍ୟୁରୋ: ସିକ୍କିମରେ ତାଣ୍ଡବ ରଚିଛି ବନ୍ୟା । ମଙ୍ଗଳବାର ରାତିରେ ଦକ୍ଷିଣ ସକ୍କିମର ଲୋନାକ ଗ୍ଲାସିୟାଲ ହ୍ରଦ ଫାଟିବା ଯୋଗୁଁ ତିସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ପରେ ବନ୍ୟାପାଣିର ପ୍ରଖର ସ୍ରୋତରେ ୨୩ଜଣ ଯବାନଙ୍କ ସମେତ ଶତାଧିକ ଲୋକ ଭାସିଯାଇଥିଲେ । ଏବେ ସୁଦ୍ଧା ୪୦ରୁ ଅଧିକ ମୃତଦେହ ଉଦ୍ଧାର କରାଗଲାଣି । ସେପଟେ ବନ୍ୟା ଓ କାଦୁଆ ପାଣିରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି ସେନା । ବର୍ଷା ଯୋଗୁଁ ସ୍ଥଳଭାଗରେContinue reading “ସିକ୍କିମରେ କମିଛି ବନ୍ୟା, ହେଲେ କମୁନି ଯନ୍ତ୍ରଣା: ବାଙ୍ଗଲାଦେଶରୁ ମିଳୁଛି ବନ୍ୟା ସ୍ରୋତରେ ଭାସିଯାଇଥିବା ଲୋକଙ୍କ ଶବ”

ଜାତିଭିତିକ ଜନଗଣନା ରିପୋର୍ଟ ପ୍ରକାଶ ମାମଲାରେ ବିହାର ସରକାରଙ୍କୁ ଆଶ୍ୱସ୍ତି: ସର୍ବୋଚ୍ଚ ନ୍ୟାୟାଳୟ କହିଲେ, ଜନଗଣନା ତଥ୍ୟ ପ୍ରକାଶନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଅଟକା ଯାଇପାରିବନି 

କନକ ବ୍ୟୁରୋ: ବିହାର ସରକାରଙ୍କୁ ଆଶ୍ୱସ୍ତି ।  ନିକଟରେ ରାଜ୍ୟ ସରକାର ପ୍ରକାଶ କରିଛନ୍ତି ଜାତିଗତ ଜନଗଣନା ରିପୋର୍ଟ । ପଟନା ହାଇକୋର୍ଟଙ୍କ ନିଷ୍ପତିକୁ ବିରୋଧରେ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଆବେଦନ ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ ରିପୋର୍ଟ ପ୍ରକାଶ ଉପରେ ରହିତାଦେଶ ଦେବାକୁ କୋର୍ଟ ମନା କରିଛନ୍ତି । କୋର୍ଟ କହିଛନ୍ତି ରାଜ୍ୟ ସରକାରଙ୍କ ଯୋଜନା ଓ ନିଷ୍ପତିିରେ ହସ୍ତକ୍ଷେପ କରାଯାଇପାରିବନି । ଜାତିଭିତିକ ଜନଗଣନାContinue reading “ଜାତିଭିତିକ ଜନଗଣନା ରିପୋର୍ଟ ପ୍ରକାଶ ମାମଲାରେ ବିହାର ସରକାରଙ୍କୁ ଆଶ୍ୱସ୍ତି: ସର୍ବୋଚ୍ଚ ନ୍ୟାୟାଳୟ କହିଲେ, ଜନଗଣନା ତଥ୍ୟ ପ୍ରକାଶନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଅଟକା ଯାଇପାରିବନି “

ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ । ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ ହେବ । ଜାନୁଆରୀ ପହିଲାରେ ଏଥିପାଇଁ ଶୁଭ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ । ପ୍ରକଳ୍ପର ସମୀକ୍ଷା କରି ୫ ହଜାର ୯୨୯କୋଟିର ଡିପିଆରକୁ ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପରେ ୨୬ କିଲୋମିଟର ରାସ୍ତାରେ ୨୦ଟି ଷ୍ଟେସନ୍ ରହିବ । ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁContinue reading “ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ । ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

ଭାରତ-ଅଷ୍ଟ୍ରେଲିଆ ମୁକାବିଲା: ଓପନିଂ କରିବେ ଇସାନ କିଶାନ!

କନକ ବ୍ୟୁରୋ: ରବିବାର ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଦିନିକିଆ ରାଙ୍କିରେ ଏକ ନମ୍ବର ଦଳ ସହ ୩ ନମ୍ବର ଦଳ ମଧ୍ୟରେ ମ୍ୟାଚ ଖେଳାଯିବ । ଡେଙ୍ଗୁରେ ପୀଡିତ ଥିବା ଶୁଭମନ ଗିଲ ପୁରା ସୁସ୍ଥ ହୋଇନଥିରୁ ତାଙ୍କ ସ୍ଥାନରେ ଇସାନ କିଶାନଙ୍କୁ ଓପନିଂ କରିବା ନେଇ ସୂଚନା ମଳିଛି । ଅଧିନାୟକ ରୋହିତ ଶର୍ମାଙ୍କ ସହ ଇସାନ ଓପନିଂ କରିବେ । ବିରାଟ କୋହଲି, ଶ୍ରେୟସContinue reading “ଭାରତ-ଅଷ୍ଟ୍ରେଲିଆ ମୁକାବିଲା: ଓପନିଂ କରିବେ ଇସାନ କିଶାନ!”

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ: ପଦକରେ ଶତକ ମାରିଲେ ଭାରତୀୟ ଖେଳାଳି

କନକ ବ୍ୟୁରୋ: ଚୀନର ହହାଙ୍ଗଝୌରେ ଇତିହାସ ରଚିଛି ଭାରତ । ଏସିଆନ୍ସ ଗେମ୍ସରେ ପଦକରେ ଶତକ ମାରିଛନ୍ତି ଭାରତୀୟ ଖେଳାଳି । ଏସୀୟ କ୍ରିଡାରେ ଏହା ହେଉଛି ଭାରତର ସବୁଠୁ ବଡ଼ ରେକର୍ଡ । ଏହା ପୂର୍ବରୁ ଭାରତ କେବେବି ଏତେ ସଂଖ୍ୟକ ପଦକ ପାଇନଥô୍ଲା । ୨୦୧୮ ଜାକର୍ତାରେ ହୋଇଥିବା ଏସିଆନ ଗେମ୍ସରେ ଭାରତ ସର୍ବାଧିକ ୭୦ ପଦକ ପାଇଥିଲା । ୧୯ ତମ ଏସିଆନ ଗେମ୍ସରେ ଭାରତ ସବୁଠୁ ଭଲ ପଦର୍ଶନ କରିଛି ।Continue reading “ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ: ପଦକରେ ଶତକ ମାରିଲେ ଭାରତୀୟ ଖେଳାଳି”

କିଏ ଏହି ହମାସ? କାହିଁକି ଇସ୍ରାଏଲ ଉପରେ କରୁଛି ଏଭଳି ଆକ୍ରମଣ? ଏହି ବିବାଦ ପଛର ଇତିହାସ କ’ଣ?

କନକ ବ୍ୟୁରୋ: ଋୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଣି ମୁଣ୍ଡ ଟେକିଛି ଆଉ ଏକ ଯୁଦ୍ଧ ।ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଆତଙ୍କୀ ସଂଗଠନ ହମାସର ଆକ୍ରମଣ ପରେ ରକ୍ତମୁଖା ଇସ୍ରାଏଲ କରିଛି ଯୁଦ୍ଧ ଘୋଷଣା । ଶତ୍ରୁଙ୍କୁ ନିପାତ କରିବାକୁ ଇସ୍ରାଏଲ ଆରମ୍ଭ କରିଛି ଅପରେସନ ଆଇରନ ସୋର୍ଡ । ଶନିବାର ସକାଳୁ ଇସ୍ରାଏଲରେ ଘନ-ଘନ ଆକ୍ରମଣ କରୁଛି ହମାସ, ଇସ୍ରାଏଲର ସାଧାରଣ ନାଗରିକ ଓ ସେନାକୁ କରିଛି ବନ୍ଧକ । ଶତାଧିକ ଆହତ ହେବାContinue reading “କିଏ ଏହି ହମାସ? କାହିଁକି ଇସ୍ରାଏଲ ଉପରେ କରୁଛି ଏଭଳି ଆକ୍ରମଣ? ଏହି ବିବାଦ ପଛର ଇତିହାସ କ’ଣ?”

ପୋଲିସ ପଞ୍ଝାରେ ମୋଷ୍ଟ ୱାଂଟେଡ ଲୁଟେରା: ରାଜଧାନୀରେ ବଡ ଲୁଟ୍ ପାଇଁ ଚାଲିଥିଲା ଷଡଡନ୍ତ୍ର!

କନକ ବ୍ୟୁରୋ: ଭୁବନେଶ୍ୱର ଖଣ୍ଡଗିର ଥାନା ପୋଲିସ ହାତରେ ଆନ୍ତଃ ଜିଲ୍ଲା ପେଶାଦାର ଅପରାଧୀ ଗ୍ୟାଙ୍ଗ । ରାତି ଅଧରେ ଲୁଟ ପାଇଁ କରୁଥିଲେ ଯୋଜନା । ରାଜଧାନୀ କଲେଜ ନିକଟରେ ବିଳମ୍ବିତ ରାତିରେ ଲୋକଙ୍କୁ ଲୁଟିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ପେଶାଦାର ଅପରାଧୀ ଗ୍ୟାଙ୍ଗ । ଚୋରି, ସିନ୍ଧିଚୋରି, ଡକାୟତି, ସ୍ନାଚିଂ ଭଳି ଅପରାଧରେ ଦୀର୍ଘ ଦିନ ଧରି ସାମିଲ ଥିଲେ ଏହି ପେଶାଦାର ଅପରାଧୀ ଗ୍ୟାଙ୍ଗContinue reading “ପୋଲିସ ପଞ୍ଝାରେ ମୋଷ୍ଟ ୱାଂଟେଡ ଲୁଟେରା: ରାଜଧାନୀରେ ବଡ ଲୁଟ୍ ପାଇଁ ଚାଲିଥିଲା ଷଡଡନ୍ତ୍ର!”

ବାଡି ଛାଡି ବନ୍ଧୁକ ଧରିଲେ ବନ କର୍ମଚାରୀ: ଶିକାରୀଙ୍କୁ ଦିଆଯିବ କଡ଼ା ଜବାବ, ସୁରକ୍ଷିତ ରହିବେ ବନ୍ୟଜନ୍ତୁ!

କନକ ବ୍ୟୁରୋ: ବନ୍ୟଜନ୍ତୁ ଓ ବନକର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏଣିକି ବନ କର୍ମଚାରୀ ପାଇବେ ପୋଲିସର କ୍ଷମତା । ପୋଲିସଙ୍କ ଭଳି ବନକର୍ମଚାରୀ ଏଣିକି ଶିକରୀଙ୍କ ଫୋନ୍ କଲ ଟ୍ରାକିଂ କରିବା ସହିତ ଲୋକେସନ ଯାଂଚ କରିପାରିବେ । ଏହାବାଦ ସେମାନେ ବାଡିଛାଡି ହାତରେ ବନ୍ଧୁକ ଧରିବେ । ଏଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଶିମିଳିପାଳରେ ବନ ଅଧିକାରୀ ଦୁର୍ବୃତଙ୍କ ଆକ୍ରମଣର ଶିକାର ହେବା ପରେ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇContinue reading “ବାଡି ଛାଡି ବନ୍ଧୁକ ଧରିଲେ ବନ କର୍ମଚାରୀ: ଶିକାରୀଙ୍କୁ ଦିଆଯିବ କଡ଼ା ଜବାବ, ସୁରକ୍ଷିତ ରହିବେ ବନ୍ୟଜନ୍ତୁ!”

ପାଠ ଚାପରେ ଜୀବନ ହାରିଲେ କି ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ମନୀଷା ହାଁସଦା? ସହପାଠୀ କହିଲେ, ବିଜ୍ଞାନ ବୁଝି ପାରୁନଥିଲେ, କଳା ପଢ଼ିବାକୁ ଚାହୁଁଥିଲେ ମନୀଷା

କନକ ବ୍ୟୁରୋ: ପାଠର ଚାପ ନେଇଗଲା ଛାତ୍ରୀଙ୍କ ଜୀବନ! ଉଦଳା ଆରଡିଏସ କଲେଜର ଯୁକ୍ତ ଦୁଇ ବିଜ୍ଞାନଛାତ୍ରୀ ମନୀଷା ହାଁସଦାଙ୍କ ମୃତ୍ୟୁ ଏବେ ନୂଆ ମୋଡ ନେଇଛି । ସହପାଠୀ କହିଛନ୍ତି, ମନୀସା ବିଜ୍ଞାନ ପାଠକୁ ନେଇ ଚାପରେ ଥିଲେ । ତେଣୁ ସେ ବିଜ୍ଞାନ ଛାଡି କଳାରେ ପଢିବାକୁ ଇଚ୍ଛା ରଖୁଥିଲେ । ସେପଟେ ପରିବାର ଲୋକ କିନ୍ତୁ ପାଠ ଚାପ ଅଭିଯୋଗକୁ ଅସ୍ୱୀକାର କରି ହତ୍ୟା ଅଭିଯୋଗ ଆଣିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳାରContinue reading “ପାଠ ଚାପରେ ଜୀବନ ହାରିଲେ କି ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ମନୀଷା ହାଁସଦା? ସହପାଠୀ କହିଲେ, ବିଜ୍ଞାନ ବୁଝି ପାରୁନଥିଲେ, କଳା ପଢ଼ିବାକୁ ଚାହୁଁଥିଲେ ମନୀଷା”

ବଢିଲା ବିଧାୟକ ବିଜୟଶଙ୍କରଙ୍କ ଅଡୁଆ: ରେଜିଷ୍ଟ୍ରାର ଅଫିସରେ ଆପତ୍ତି ଉଠାଇଲେ ପୂର୍ବତନ ବାନ୍ଧବୀ

କନକ ବ୍ୟୁରୋ: ତିର୍ତୋଲ ବିଧାୟକ ବିଜୟ ଶଙ୍କର ଅଡୁଆରେ । ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ତାଙ୍କ ସହିତ ପ୍ରତାରଣା କରାଯାଇଛି । ବଂଚିଥିବା ଯାଏଁ ଏହା ବିରୋଧରେ ଲଢେଇ କରିବେ ବୋଲି କହିଛନ୍ତି । ବିଧାୟକ । କଟକ ସବ ରେଜିଷ୍ଟର ଅଫିସରେ ବିବାହ ପଂଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବାନ୍ଧବୀ ସୋମାଲିକା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହି ପ୍ରସଙ୍ଗରେ ଆଜି କଟକ ସବ ରେଜିଷ୍ଟରContinue reading “ବଢିଲା ବିଧାୟକ ବିଜୟଶଙ୍କରଙ୍କ ଅଡୁଆ: ରେଜିଷ୍ଟ୍ରାର ଅଫିସରେ ଆପତ୍ତି ଉଠାଇଲେ ପୂର୍ବତନ ବାନ୍ଧବୀ”

Design a site like this with WordPress.com
Get started