କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ । ଆମେରିକା ସଂସଦର ହାଉସ ଅଫ ରିପ୍ରେଜେନଟେଟିଭ ବା ଆମେରିକୀୟ ପ୍ରତିିନିଧି ସଭାରେ ବହୁମତରେ ପାରିତ ହୋଇଯାଇଛି । ଟ୍ରମ୍ପଙ୍କ ନାଁରେ ଐତିହାସକି ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ ଉପରେ ବିତର୍କ ପରେ ହାଉସ ଅଫ ରିପ୍ରେଜେନଟେଟିଭରେ ପାସ ହୋଇଛି । ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଭୋଟ ପଡିଥିବା ବେଳେ ବିରୋଧରେ ପଡିଥିଲା ୧୯୭ ଖଣ୍ଡ ଭୋଟ । ୨୨୨ ଡେମୋକ୍ରାଟସContinue reading “ଆମେରିକା ସଂସଦରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ : ତଳ ସଦନରେ ବହୁମତରେ ପାସ ହେଲା ପ୍ରସ୍ତାବ”
Tag Archives: News
ଭାରତରେ କେଉଁ କରୋନା ଟିକାର ମୂଲ୍ୟ କେତେ? କାହାର ମୂଲ୍ୟ ସବୁଠୁ କମ୍ ରହିଛି? ଜାଣନ୍ତୁ…
କୋଭିସିଲ୍ଡ ଓ କୋଭାକ୍ସିନ୍ ବ୍ୟତୀତ ଆହୁରି ୪ ପ୍ରକାର କୋଭିଡ୍ ଟିକା ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଧାଡ଼ିରେ ଅପେକ୍ଷା କରିଛନ୍ତି ଏବଂ ସେମାନଙ୍କ ନିର୍ମାତାମାନେ ନିକଟ ଭବିଷ୍ୟତରେ ସରକାରଙ୍କ ଠାରୁ ଆବଶ୍ୟକ ଅନୁମତି ଲୋଡ଼ିପାରନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କୋଭିସିଲ୍ଡ ଓ କୋଭାକ୍ସିନ୍କୁ ଭେଷଜ ମହାନିୟନ୍ତ୍ରକଙ୍କ ଠାରୁ ଆବଶ୍ୟକ ଅନୁମତି ମିଳିସାରିଛି ଏବଂ ଆସନ୍ତା ୧୬ ତାରିଖରୁ ଉକ୍ତ ଦୁଇଟି ଟିକାର ବିନିଯୋଗରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହେବାContinue reading “ଭାରତରେ କେଉଁ କରୋନା ଟିକାର ମୂଲ୍ୟ କେତେ? କାହାର ମୂଲ୍ୟ ସବୁଠୁ କମ୍ ରହିଛି? ଜାଣନ୍ତୁ…”
ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ୨ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ; ୫୪ ପ୍ରକଳ୍ପର ଉଦଘାଟନ ଓ ୫୨ ପ୍ରକଳ୍ପର ହେବ ଶିଳାନ୍ୟାସ
କନକ ବ୍ୟୁରୋ : ଆଜି କଳାହାଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୯ଟା ୪୫ ମିନିଟରେ ନବୀନ ନିବାସରୁ ବିଜୁପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ସକାଳ ୯ଟା ୫୦ ମିନିଟରେ ବିମାନ ବନ୍ଦରରେ ପହଂଚିବେ । ଏହାପରେ ହେଲିକପ୍ଟର ଯୋଗେ ୯ଟା ୫୫ ମିନିଟରେ କଳାହାଣ୍ଡି ଅଭିମୁଖେ ଯାତ୍ରା କରିବେ । ଦିନ ୧୧ଟା ୨୫ ମିନିଟରେ କଳାହାଣ୍ଡିର ଜୟପାଟଣା ବ୍ଲକ କନକପୁର ଠାରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡରେContinue reading “ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ୨ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ; ୫୪ ପ୍ରକଳ୍ପର ଉଦଘାଟନ ଓ ୫୨ ପ୍ରକଳ୍ପର ହେବ ଶିଳାନ୍ୟାସ”
ଆଜି ପବିତ୍ର ମକର ସଂକ୍ରାନ୍ତି : ସାରା ଦେଶରେ ଉତ୍ସବର ମାହୋଲ୍; ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ
କନକ ବ୍ୟୁରୋ : ଆଜି ମକର ସଂକ୍ରାନ୍ତି । ଏହାକୁ ନେଇ ସାରା ଭାରତରେ ଉତ୍ସବର ପରିବେଶ । ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି । ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକରରେ ପହଂଚିଥାନ୍ତି । ତେଣୁ ଆଜି ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ । ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଅଟ୍ରି ହଟେଶ୍ୱର ମହାଦେବଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।Continue reading “ଆଜି ପବିତ୍ର ମକର ସଂକ୍ରାନ୍ତି : ସାରା ଦେଶରେ ଉତ୍ସବର ମାହୋଲ୍; ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ”
ବ୍ରିସବେନରେ ବ୍ୟତିବ୍ୟସ୍ତ ଟିମ୍ ଇଣ୍ଡିଆ । ହୋଟେଲରେ ଦିଆଗଲା ନାହିଁ ରୁମ୍ ସର୍ଭିସ । ବେଡ଼ ଠାରୁ ଟୟଲେଟ ଯାଏଁ ନିଜେ ସଫା କଲେ ଭାରତୀୟ ଖେଳାଳୀ ।
କନକ ବ୍ୟୁରୋ : ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଐତିହାସିକ ଡ୍ର ପରେ, ଚତୁର୍ଥ ଟେଷ୍ଟ ଖେଳିବା ପାଇଁ ବ୍ରିସବେନରେ ପହଂଚିଛି ଭାରତୀୟ ଦଳ । ହେଲେ ଏଠାରେ କରାଯାଇଥିବା ବ୍ୟବସ୍ଥା ଭାରତୀୟ ଦଳର ହୋସ ଉଡାଇ ଦେଇଛି । ଟିମ୍ ଇଣ୍ଡିଆର ରହଣୀ ପାଇଁ ହୋଟେଲରେ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟବସ୍ଥା କରାଯାଇନଥିଲା । ଶେଷରେ ବିସିସିଆଇ ଏଥିରେ ହସ୍ତକ୍ଷେପ କରିଛି । ଘଟଣା ସମ୍ପର୍କରେ ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆ ଓContinue reading “ବ୍ରିସବେନରେ ବ୍ୟତିବ୍ୟସ୍ତ ଟିମ୍ ଇଣ୍ଡିଆ । ହୋଟେଲରେ ଦିଆଗଲା ନାହିଁ ରୁମ୍ ସର୍ଭିସ । ବେଡ଼ ଠାରୁ ଟୟଲେଟ ଯାଏଁ ନିଜେ ସଫା କଲେ ଭାରତୀୟ ଖେଳାଳୀ ।”
ଥମୁନି ଚାଷୀ ଆନ୍ଦୋଳନ । ଲୋହରୀ ଅବସରରେ କୃଷି ଆଇନର ଦସ୍ତାବିଜକୁ ପୋଡି ଦେଲେ ଆନ୍ଦୋଳନରତ ଚାଷୀ ।
କନକ ବ୍ୟୁରୋ : ୪୯ ଦିନରେ କୃଷକ ଆନ୍ଦୋଳନ ସାରା ଦେଶକୁ ଦୋହଲାଇଦେଇଛି । ଏହାରି ଭିତରେ ପଂଜାବର ବଡ ପର୍ବ ଲୋହରୀ ଅବସରରେ ବୁଧବାର ଦିନ କୃଷି ଆଇନର ଦସ୍ତାବିଜକୁ ଚିରିବା ସହ ନିଆଁରେ ପୋଡି ଦେଇଛନ୍ତି ଚାଷୀ । ଗୋଟିଏ ପଟେ ଦେଶର ୩ କୃଷି ଆଇନକୁ ଲାଗୁ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଚାଷୀଙ୍କ ଆଭିମୁଖ୍ୟ ଉପରେContinue reading “ଥମୁନି ଚାଷୀ ଆନ୍ଦୋଳନ । ଲୋହରୀ ଅବସରରେ କୃଷି ଆଇନର ଦସ୍ତାବିଜକୁ ପୋଡି ଦେଲେ ଆନ୍ଦୋଳନରତ ଚାଷୀ ।”
ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେକୌଣସି ମୁହୂର୍ତ୍ତରେ ଆସିପାରେ ମହାଭିଯୋଗ ପ୍ରସ୍ତାବ । ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଇବା ପାଇଁ ଉପରାଷ୍ଟ୍ରପତିଙ୍କୁ କହିଲା ଆମେରିକୀୟ ସଂସଦ
କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେକୌଣସି ମୁହୁର୍ତରେ ଆସିପାରେ ମହାଭିଯୋଗ ପ୍ରସ୍ତାବ । କ୍ୟାପିଟଲ ହିଲ ହିଂସା ପରେ ଟ୍ରମ୍ପଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ ତାକୁ ନେଇ ଆମେରିକା ଓ ଆମେରିକୀୟ ସିନେଟରେ ବିତର୍କ ଜାରି ରହିଛି । ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଇବା ପାଇଁ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କୁ ଆମେରିକୀୟ ସଂସଦ ପକ୍ଷରୁ ଆନୁଷ୍ଠାନିକ ଭାବରେ କୁହାଯାଇଛି । କିନ୍ତୁ ଉପରାଷ୍ଟ୍ରପତି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନContinue reading “ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେକୌଣସି ମୁହୂର୍ତ୍ତରେ ଆସିପାରେ ମହାଭିଯୋଗ ପ୍ରସ୍ତାବ । ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଇବା ପାଇଁ ଉପରାଷ୍ଟ୍ରପତିଙ୍କୁ କହିଲା ଆମେରିକୀୟ ସଂସଦ”
ଭାରତ-ପାକିସ୍ତାନ ସୀମାରେ ଗୁପ୍ତ ସୁଡଙ୍ଗ । କଠୁଆ ଜିଲ୍ଲାରେ ସୀମା ପାର ଟନେଲ ଠାବ କଲା ବିଏସଏଫ ।
କନକ ବ୍ୟୁରୋ : ଭାରତ ପାକିସ୍ତାନ ସୀମା ନିକଟରେ ପୁଣି ଏକ ଗୁପ୍ତ ସୁଡଙ୍ଗ ଠାବ କଲା ବିଏସଏଫ । ଜମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ଅର୍ନ୍ତରାଷ୍ଟ୍ରୀୟ ସୀମାର ନିକଟରେ ଏହି ଟନେଲକୁ ଠାବ କରାଯାଇଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ନିମିର୍ତ ହୋଇଥିବା ଏହି ସୁଡଙ୍ଗକୁ କଠୁଆ ଜିଲ୍ଳାର ବୋବିଆଁ ଗାଁରେ ଠାବ କରାଯାଇଛି । ବିଏସଏଫ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି, ବିଏସଏଫର ସ୍ୱତନ୍ତ୍ର ଅଭିଯାନରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ସୁଡଙ୍ଗାContinue reading “ଭାରତ-ପାକିସ୍ତାନ ସୀମାରେ ଗୁପ୍ତ ସୁଡଙ୍ଗ । କଠୁଆ ଜିଲ୍ଲାରେ ସୀମା ପାର ଟନେଲ ଠାବ କଲା ବିଏସଏଫ ।”
ରାଜ୍ୟରେ ଟିକାକରଣକୁ ନେଇ ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ମହାନଗର ନିଗମଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି ।
କନକ ବ୍ୟୁରୋ : ଓଡ଼ିଶାରେ ଆସନ୍ତା ୧୬ ତାରିଖରୁ କରୋନା ଟିକାଦାନ କାର୍ୟ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ରାଜ୍ୟକୁ ପ୍ରାୟ ୪ ଲକ୍ଷ ୮ ହଜାର ଡୋଜ୍ କୋଭିସିଲଡ ଟିକା ଓ ପ୍ରାୟ ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ଆସିପହଞ୍ଚିଛି । ୧୬ ତାରିଖରେ ରାଜ୍ୟର ୧୬୦ଟି ଟିକାଦାନ କେନ୍ଦ୍ରରେ ଏହି ଟିକାଦାନ ଅନୁଷ୍ଠିତ ହେବ । ଏହି ଟୀକାଦାନ କାର୍ୟ୍ୟକ୍ରମ ଲାଗି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗାଇଡଲାଇନ ପ୍ରସ୍ତୁତContinue reading “ରାଜ୍ୟରେ ଟିକାକରଣକୁ ନେଇ ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ମହାନଗର ନିଗମଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି ।”
ବଢିବ ବାୟୁସେନାର ଶକ୍ତି । ୪୮ହଜାର କୋଟି ଟଙ୍କାରେ ୮୩ଟି ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଲା ନିରାପତା ସମ୍ପର୍କିତ କ୍ୟାବିନେଟ କମିଟି ।
କନକ ବ୍ୟୁରୋ : ବଢିବ ବାୟୁସେନାର ଶକ୍ତି । ନିରାପତା ସମ୍ପର୍କିତ କ୍ୟାବିନେଟ କମିଟି ଆଜି ୪୮ହଜାର କୋଟି ଟଙ୍କାର ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ସବୁଜ ସଙ୍କେତ ମିଳିଛି । ଏହାଦ୍ୱାରା ହାଲ ଠାରୁ ୭୩ଟି ଲଢୁଆ ତେଜସ ବିମାନ ଓ ୧୦ଟି ତେଜସ ଅଭ୍ୟାସ ବିମାନ କ୍ରୟ କରାଯିବ । ଘରୋଇ ବଜାରରୁ ଏହା ସବୁଠାରୁ ବଡ ଡିଲ ବୋଲିContinue reading “ବଢିବ ବାୟୁସେନାର ଶକ୍ତି । ୪୮ହଜାର କୋଟି ଟଙ୍କାରେ ୮୩ଟି ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଲା ନିରାପତା ସମ୍ପର୍କିତ କ୍ୟାବିନେଟ କମିଟି ।”