କନକ ବ୍ୟୁରୋ: ପଦ୍ମଶ୍ରୀ ପ୍ରକାଶ ରାଓ, ଏମିତି ଏକ ନାଁ ଯାହା ହୁଏତ ମାନବ କଲ୍ୟାଣ ଏବଂ ପରୋପକାର ଏକ ନାଁ । ଯେବେ ମୋଦି ସରକାର ଚତୁର୍ଥବର୍ଷ ପୁର୍ତ୍ତି କରିଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମନ କି ବାତ୍ ଜରିଆରେ ସମ୍ବୋଧିତ କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରିଥିବାବେଳେ ମୋଦି କଟକର ଚା’ ବିକାଳି ଡି.ପ୍ରକାଶ ରାଓଙ୍କ ବିଷୟରେ ଦେଶବାସୀଙ୍କୁ ଜଣାଇଥିଲେ । ରେଡିଓରେ ପ୍ରସାରିତ ମନ କି ବାତ ଜରିଆରେContinue reading “ଚାଲିଗଲେ ଚା’ ବିକାଳୀ, ଛାଡ଼ିଗଲେ ଚିହ୍ନ । କାହିଁକି ପ୍ରକାଶ ରାଓଙ୍କୁ ‘ମନ୍ କୀ ବାତ୍’ରେ ମନେ ପକାଇଥିଲେ ମୋଦି । ପଢ଼ନ୍ତୁ ପରୋପକାରୀ ପ୍ରକାଶଙ୍କ କିଛି ଅଭୁଲା କାହାଣୀ ।”
Tag Archives: News
ଟିକାକରଣ ପାଇଁ ପ୍ରସ୍ତୁତ ଓଡିଶା । ବିଶେଷଜ୍ଞ ଡାକ୍ତର କହିଲେ, ପ୍ରଥମ ପର୍ଯ୍ୟାୟରେ ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ
କନକ ବ୍ୟୁରୋ : ଟିକାକରଣ ପୂର୍ବରୁ ରାଜ୍ୟ ସରକାରଙ୍କ ସୂଚନା । ପ୍ରଥମ ପର୍ଯ୍ୟାୟରେ ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ । ୧୬୦ଟି କେନ୍ଦ୍ରରେ ଟିକାକରଣ ପାଇଁ ହୋଇଛି ବ୍ୟବସ୍ଥା କରାଯାଇଛି । ବିଶେଷଜ୍ଞ ଡାକ୍ତର କହିଲେ, ଗୋଟିଏ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ ଦିଆଯିବ ଟିକା । କମ ହିତାଧିକାରୀ ହେଲେ ଦୁଇ ତିନିଟୋ କେନ୍ଦ୍ର ପାଇଁ ଗୋଟିଏ କେନ୍ଦ୍ର ହେବ । ସକାଳ ୯ଟାରୁ ସଂନ୍ଧ୍ୟା ୫ଟା ଟିକାକରଣ ହେବ ।Continue reading “ଟିକାକରଣ ପାଇଁ ପ୍ରସ୍ତୁତ ଓଡିଶା । ବିଶେଷଜ୍ଞ ଡାକ୍ତର କହିଲେ, ପ୍ରଥମ ପର୍ଯ୍ୟାୟରେ ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ”
ଉଡାଣ ଆରମ୍ଭ ବେଳେ ବରଫ ଗଦାରେ ଫଶିଗଲା ବିମାନ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ବନ୍ଦର କର୍ମଚାରୀଙ୍କ ଅବହେଳାକୁ ଦାୟୀ
କନକ ବ୍ୟୁରୋ : ଜମ୍ମୁ- କାଶ୍ମୀର ବିମାନ ବନ୍ଦରରେ ବୁଧବାର ଦିନ ଏକ ବଡଧରଣର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଇଣ୍ଡିଗେ ଏୟାର ଲାଇନ୍ସର ଏକ ବିମାନ । ଫଳର ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ମାନେ ସୁରକ୍ଷିତ ରହିଥିବାର ସୂଚନା ମିଳିଛି । କୁହାଯାଇଛି କି ଘଟଣା ଘଟିବା ବେଳେ ବିମାନରେ ୨୩୩ ଜଣ ଯାତ୍ରୀ ଥିଲେ । ସୂଚନା ମୁତାବକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସଂଖ୍ୟା ୬ଇ-୨୫୫୯ ଆଜି ଶ୍ରୀନଗରରୁ ଦିଲ୍ଲୀContinue reading “ଉଡାଣ ଆରମ୍ଭ ବେଳେ ବରଫ ଗଦାରେ ଫଶିଗଲା ବିମାନ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ବନ୍ଦର କର୍ମଚାରୀଙ୍କ ଅବହେଳାକୁ ଦାୟୀ”
ପରଲୋକରେ ପରୋପକାରୀ ମଣିଷ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । ଆଖିବୁଜିଲେ ସମାଜସେବୀ ପ୍ରକାଶ ରାଓ । ସବୁଠି ଶୋକର ଛାୟା ।
କନକ ବ୍ୟୁରୋ: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ବ୍ରେନ ଷ୍ଟ୍ରୋକରେ ପୀଡିତ ଥିଲେ ପ୍ରକାଶ ରାଓ । ଦେହାନ୍ତ ନେଇ ପ୍ରକାଶଙ୍କ ପରିବାର ପକ୍ଷରୁ ସୂଚନା । ତେବେ କିଛି ଦିନ ତଳେ କରୋନା ପଜିଟିଭ ଥିଲେ ପ୍ରକାଶ ରାଓ । ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିଲା । ତେବେ ମଣିଷପଣିଆରେ ଭରପୁର ଥିଲେ ପ୍ରକାଶ ରାଓ । ଚା ଦୋକାନ କରିContinue reading “ପରଲୋକରେ ପରୋପକାରୀ ମଣିଷ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । ଆଖିବୁଜିଲେ ସମାଜସେବୀ ପ୍ରକାଶ ରାଓ । ସବୁଠି ଶୋକର ଛାୟା ।”
ରାଜରାସ୍ତା କଡରେ ପାଠ ପାଇଁ ସଂଘର୍ଷ କରୁଛି କୁନି ପୁଅ । ପରିବା ବିକୁଛି, ପାଠ ପଢିବାକୁ ପଣ କରିଛି, ଏ କାହାଣୀ ଆପଣଙ୍କ ହୃଦୟକୁ କିଣିନେବ ।
କନକ ବ୍ୟୁରୋ : ବଡ ମଣିଷ ହେବାର ସ୍ୱପ୍ନ ପିଲାଟି ଦିନରୁ ସମସ୍ତେ ଦେଖିଥାନ୍ତି । କିନ୍ତୁ ଗରିବ ପିଲାଟିଏ ପାଠ ପଢିବା ପାଇଁ କେତେ ଯେ ସଂଘର୍ଷ କରେ ବିଗତ ଦିନରେ ସେମିତି ଅନେକ କାହାଣୀ ରହିଛି । ଆଜି ଆମେ ଆପଣଙ୍କୁ ସେମିତି ଏକ କାହାଣୀ କହିବୁ, ଯାହା ଆପଣଙ୍କ ହୃଦୟକୁ କିଣିନେବ । ମୁଁ ପାଠ ପଢିବି । ବଡ ମଣିଷ ହେବି । କାଳିଆ ଘୋଡାରେ ଚଢି ମଧୁବାବୁ ସାଙ୍ଗେ ଲଢିବିContinue reading “ରାଜରାସ୍ତା କଡରେ ପାଠ ପାଇଁ ସଂଘର୍ଷ କରୁଛି କୁନି ପୁଅ । ପରିବା ବିକୁଛି, ପାଠ ପଢିବାକୁ ପଣ କରିଛି, ଏ କାହାଣୀ ଆପଣଙ୍କ ହୃଦୟକୁ କିଣିନେବ ।”
ଧନୀଠୁ ଲୁଟନ୍ତି ଗରିବଙ୍କୁ ଦିଅନ୍ତି… ଦିଲ୍ଲୀରୁ ଚୋରି କରି ଗାଁରେ ଗରିବଙ୍କ ସେବା କରେ ହାଇପ୍ରୋଫାଇଲ ଚୋର । ସିନେମା ନୁହେଁ ସତ ସତିକା ରବିନହୁଡକୁ ନେଇ ଚର୍ଚ୍ଚା ।
କନକ ବ୍ୟୁରୋ: ଦିଲ୍ଲୀରୁ ଲୁଟନ୍ତି, ବିହାରରେ ବାଣ୍ଟନ୍ତି । ଧନୀଠୁ ଲୁଟି ଗରିବଙ୍କ ସେବା କରନ୍ତି । ରାତି ହେଲେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୁଏ ଅପରେସନ ଲୁଟ୍ । ଦିଲ୍ଲୀର ଗଳିକନ୍ଦିରେ ଛାଇ ଯାଆନ୍ତି ଚୋର । ଆଉ ସୁଯୋଗ ଦେଖି ବଡ ବଡିଆଙ୍କ ଘରେ କଳାକନା ବୁଲାନ୍ତି ଲୁଟେରା । ଆଖିପିଛୁଳାକେ ସବୁ ନେଇଯାଆନ୍ତି । ଧନ ରତ୍ନ, ସୁନା ଅଳଙ୍କାର ସବୁକିଛି ଗାଏବ କରି ଦିଅନ୍ତି । ଦିଲ୍ଲୀର କିଛି ଅଞ୍ଚଳରେ ଏବେContinue reading “ଧନୀଠୁ ଲୁଟନ୍ତି ଗରିବଙ୍କୁ ଦିଅନ୍ତି… ଦିଲ୍ଲୀରୁ ଚୋରି କରି ଗାଁରେ ଗରିବଙ୍କ ସେବା କରେ ହାଇପ୍ରୋଫାଇଲ ଚୋର । ସିନେମା ନୁହେଁ ସତ ସତିକା ରବିନହୁଡକୁ ନେଇ ଚର୍ଚ୍ଚା ।”
ଠାକୁର ଦୂଆରେ କୁକୁର ଦେଉଛି ଆଶୀର୍ବାଦ । ମନ୍ଦିର ସାମ୍ନାରୁ ଭାଇରାଲ ହେଉଛି କୁକୁରର ଭିଡିଓ ।
କନକ ବ୍ୟୁରୋ : ମନ୍ଦିର ସାମ୍ନାରେ ପୂଜାରି କି ପଣ୍ଡିତମାନେ ବସି ଭକ୍ତଙ୍କୁ ଆଶୀର୍ବାଦ ଦେଉଥିବାର ଆପଣ ମାନେ ଦେଖିଥିବେ । ହେଲେ ଗୋଟିଏ କୁକୁର ଆଶୀର୍ବାଦ ଦେଉଥିବାର ଆପଣ ଦେଖିଛନ୍ତି କି? କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ । ମନ୍ଦିର ସାମ୍ନାରେ କୁକୁରଟି ବସି ଭକ୍ତଙ୍କୁ ଆଶୀର୍ବାଦ ଦେଉଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ମହାରାଷ୍ଟ୍ରର ସିଦ୍ଧିଟେକ ଅଞ୍ଚଳରେ ଥିବ ସିଦ୍ଧିବାନାୟକContinue reading “ଠାକୁର ଦୂଆରେ କୁକୁର ଦେଉଛି ଆଶୀର୍ବାଦ । ମନ୍ଦିର ସାମ୍ନାରୁ ଭାଇରାଲ ହେଉଛି କୁକୁରର ଭିଡିଓ । “
ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଭଦ୍ରକ ଅଲ୍ଲିନଗର ଛକରେ ଉତ୍ୟକ୍ତ ଲୋକେ ପୁଲିସକୁ ମାଡ଼ ମାରିବା ସହ ଜାଳିଦେଲେ ପୁଲିସ ଜିପ୍ ।
କନକ ବ୍ୟୁରୋ : ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ । ପୋଲିସକୁ ମାଡ଼ ମାରିବା ସହ ଗାଡ଼ି ଜାଳିଦେଲେ ଉତ୍ୟକ୍ତ ଲୋକ । ଭଦ୍ରକ ତିହିଡ଼ି ଥାନା ଅଲ୍ଲିନଗର ଛକରେ ଘଟିଛି ଏହି କାଣ୍ଡ । ପୀରହାଟ ଥାନା ପୁଲିସର ଗାଡି ପୋଡିଦେଇଛନ୍ତି ଲୋକେ । ଅଭିଯୋଗ ହୋଇଛି ନୟାନନ୍ଦ ପଂଚାୟତ ହାତୁଆରି ଗାଁର ବାପି ମହାଳିକ ତାଙ୍କ ଭଉଣୀ ଘରକୁ ଯାଇଥିଲେ । କୌଣସି କାରଣରୁ ତାଙ୍କୁ ପୋଲିସ ଗୋଡ଼ାଇବା ବେଳେ ସେ ପୋଖରୀରେContinue reading “ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଭଦ୍ରକ ଅଲ୍ଲିନଗର ଛକରେ ଉତ୍ୟକ୍ତ ଲୋକେ ପୁଲିସକୁ ମାଡ଼ ମାରିବା ସହ ଜାଳିଦେଲେ ପୁଲିସ ଜିପ୍ ।”
କୋଭିଡ ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ନା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଟିକା ନେବେନି ବୋଲି ମନା କଲେ କୋଭିଡ ଯୋଦ୍ଧା, ଖୋର୍ଦ୍ଧାର ୬୫୦ ସ୍ୱାସ୍ଥ୍ୟକର୍ମୀ ସିଡିଏମଓଙ୍କୁ ଦେଲେ ଦାବି ପତ୍ର ।
କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ଟିକାକରଣ । ଭୁବନେଶ୍ୱରରେ ଟିକା ପହଚିଂବା ପରେ ସମସ୍ତ ଜିଲ୍ଳାକୁ ମଧ୍ୟ ଟିକା ପଠାସାରିଛି । କୋଭିଡ ଯୋଦ୍ଧାଙ୍କୁ ପ୍ରଥମେ ଟିକା ଦିଆଯିବ । ଏନେଇ ଖୋର୍ଦ୍ଧାରେ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି ।ହେଲେ ଜିଲ୍ଲାରେ ଟିକା ନେବାକୁ ମନା କରିଛନ୍ତି ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ।ଏନେଇ ସଂଘର ଏକାଧିକ କର୍ମୀContinue reading “କୋଭିଡ ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ନା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଟିକା ନେବେନି ବୋଲି ମନା କଲେ କୋଭିଡ ଯୋଦ୍ଧା, ଖୋର୍ଦ୍ଧାର ୬୫୦ ସ୍ୱାସ୍ଥ୍ୟକର୍ମୀ ସିଡିଏମଓଙ୍କୁ ଦେଲେ ଦାବି ପତ୍ର ।”
କେବଳ ବ୍ୟାଟିଂ ନୁହେଁ ବୋଲିଂରେ ବି କମାଲ କରିଛନ୍ତି ସଚିନ । ନିଜ ବୋଲିଂରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନକୁ ଧ୍ୱସଂ କରିଦେଇଥିଲେ ମାଷ୍ଟର ବ୍ଲାଷ୍ଟର ।
କନକ ବ୍ୟୁରୋ : ସଚିନ । କେବଳ ନାଁ ହିଁ ଆବଶ୍ୟକ । କ୍ରିକେଟର ଭଗବାନ କୁହାଯାଉଥିବା ଏହି ଖେଳାଳି ତାଙ୍କ କ୍ୟାରିୟରରେ ରେକର୍ଡର ମାଇଲ ଖୁଣ୍ଟ ଛିଡା କରିଛନ୍ତି । ତାଙ୍କ ବ୍ୟାଟ ଚାଲିଲେ ରନର ପାହାଡ ଛିଡା ହୋଇଥାଏ । କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ନିଜ କମାଲ ଦେଖାଇଛନ୍ତି ଲିଟିଲ ମାଷ୍ଟର । ଆଉ ସେ ପୁଣି ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ । ତାଙ୍କ ବୋଲିଂରେ ଧରାଶାୟୀ ହୋଇଯାଇଥିଲା କଙ୍ଗାରୁContinue reading “କେବଳ ବ୍ୟାଟିଂ ନୁହେଁ ବୋଲିଂରେ ବି କମାଲ କରିଛନ୍ତି ସଚିନ । ନିଜ ବୋଲିଂରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନକୁ ଧ୍ୱସଂ କରିଦେଇଥିଲେ ମାଷ୍ଟର ବ୍ଲାଷ୍ଟର ।”