କୋ- ୱିନ୍ ଆପ୍ ର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଆପ୍ ଜରିଆରେ ଟିକା ପାଇଁ ପଞ୍ଜିକରଣ କରିପାରିବେ ଜନସାଧାରଣ

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇ ଏବେ ନିର୍ଣ୍ଣାୟକ ମୋଡରେ ପହଂଚିଛି । ବହୁଦିନର ପ୍ରତୀକ୍ଷା ପରେ ଦେଶକୁ ୨ ଟି ଟିକା ମିଳିବା ପରେ ଜାନୁଆରୀ ୧୬ ତାରିଖରୁ ଦେଶରେ ମେଗା ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିକାକରଣର ଶୁଭାରମ୍ଭ ସହ ସେହିଦିନ ପ୍ରଧାନମନ୍ତ୍ରୀ କୋ- ୱିନ ଆପ୍ ର ଶୁଭାରମ୍ଭ କରିବେ ମୋଦି । ଭିଡିଓContinue reading “କୋ- ୱିନ୍ ଆପ୍ ର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଆପ୍ ଜରିଆରେ ଟିକା ପାଇଁ ପଞ୍ଜିକରଣ କରିପାରିବେ ଜନସାଧାରଣ”

 ୧୬  ତାରିଖରୁ ମେଗା ଟିକାକରଣ । କୋଭିସିଲ୍ଡ ପରେ ରାଜ୍ୟରେ ପହଂଚିଲା କୋଭାକ୍ସିନ୍  ଟିକା । ଜାଣନ୍ତୁ କେଉଁ ଜିଲ୍ଲାକୁ ଗଲା କେତେ ଡୋଜ ।

କନକ ବ୍ୟୁରୋ : କୋଭାସିଲ୍ଡ ପରେ ରାଜ୍ୟରେ ପହଂଚିଲା କୋଭାକ୍ସିନ୍ ଟିକା । ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଂଚିଲା କୋଭାକ୍ସିନ ଟିକା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ଦେଶୀ ଟିକା କୋଭାକ୍ସିନ । ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନର ୨୦ହଜାର ଭାଏଲ ରାଜ୍ୟରେ ପହଂଚିଛି । ଟିକାକୁ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି । ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ । ଟିକାର ଗୋଟେ ସିସି ୧୬ଜଣଙ୍କୁ ଦିଆଯାଇ ପାରିବ । ସେପଟେ ପୁନେରୁContinue reading ” ୧୬  ତାରିଖରୁ ମେଗା ଟିକାକରଣ । କୋଭିସିଲ୍ଡ ପରେ ରାଜ୍ୟରେ ପହଂଚିଲା କୋଭାକ୍ସିନ୍  ଟିକା । ଜାଣନ୍ତୁ କେଉଁ ଜିଲ୍ଲାକୁ ଗଲା କେତେ ଡୋଜ ।”

ପରୀ ମା’ ଗଲେ ସୁପ୍ରିମକୋର୍ଟ । ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସର୍ବୋଚ୍ଚ ଅଦାଲତରେ ଆବେଦନ କଲେ ସୌଦାମିନି ସାହୁ । କହିଲେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ

କନକ ବ୍ୟୁରେ : ଶେଷରେ ଏସଆଇଟି ତଦନ୍ତ ଉପରୁ ଆସ୍ଥା ହରାଇ ପରୀ ମା ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ସେ ଉଚ୍ଚନ୍ୟାୟଳରେ ଆବେଦନ କରି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । କହିରଖୁ କି ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ଗାଁର ପରି ହତ୍ୟା ମାମଲା ଏବେ ରୋଚକ ମୋଡରେ ପହଂଚିଛି । ରାଜ୍ୟସରକାରଙ୍କ ଏସଆଇଟି ତଦନ୍ତକୁ ଭରଶା କରିପାରି ନାହାନ୍ତି ହତ୍ୟାର ଶିକାର ହୋଇଥିବା ନାବାଳିକା ପରୀର ପରିବାରContinue reading “ପରୀ ମା’ ଗଲେ ସୁପ୍ରିମକୋର୍ଟ । ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସର୍ବୋଚ୍ଚ ଅଦାଲତରେ ଆବେଦନ କଲେ ସୌଦାମିନି ସାହୁ । କହିଲେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ”

ନୟାଗଡ ଯଦୁପୁର ‘ପରୀ’ ହତ୍ୟା ମାମଲା : ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ହେଲା ଅଭିଯୁକ୍ତ

କନକ ବ୍ୟୁରୋ : ନାର୍କୋ ଟେଷ୍ଟ ପାଇଁ ଅସମତି ପରେ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ହେଲା ପରୀ ଅଭିଯୁକ୍ତ । ଆଜି ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡର୍ରେ ଏନେଇ ଶୁଣାଣୀ ଚାଲିଥିବା ବେଳେ ବ୍ରେନ ମ୍ୟାପିଂ ପାଇଁ ଅଭିଯୁକ୍ତ ରାଜି ହୋଇନଥିବା ସୂଚନା ମିଳିଛି । ତେବେ କୋର୍ଟ ଏସଆଇଟିର ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ଅଭିଯୁକ୍ତକୁ ହାଜର କରିଥିଲା ପୁଲିସContinue reading “ନୟାଗଡ ଯଦୁପୁର ‘ପରୀ’ ହତ୍ୟା ମାମଲା : ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ହେଲା ଅଭିଯୁକ୍ତ”

ସ୍ଥାନ ଏକ, ଦୁର୍ଘଟଣା ଅନେକ….ପ୍ରଥମେ ଓଲଟିଲା ଗ୍ୟାସ ଟ୍ୟାଙ୍କର : ପରେ ପଲଟିଲା ପୋଲିସ ଭ୍ୟାନ; ଏବେ ମାଲବାହୀ ଟ୍ରକ ଦୁର୍ଘଟଣାଗ୍ରସ୍ତ

କନକ ବ୍ୟୁରୋ : ସ୍ଥାନ ଏକ ହେଲେ ଦୁର୍ଘଟଣା ଅନେକ । ଛତ୍ରପୁରର ତାମ୍ପରା ଠାରେ ଆଜି ଯେଉଁଠି ଗ୍ୟାସ ଟ୍ୟାଙ୍କର ଓଲଟିଥିଲା ସେହି ସ୍ଥାନରେ ତିନି ତିନିଟି ଦୁର୍ଘଟଣା ଘଟିଲାଣି । କିଛି ସମୟ ତଳେ ମିଳିଥିବା ସୂଚନା ଅନୁସାରେ ଏକ ମାଲବାହୀ ଟ୍ରକ ଓଲଟିପଡିବାକୁ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଗ୍ୟାସ ଟ୍ୟାଙ୍କର ଓଲଟିପଡିବାରୁ ରାସ୍ତାକୁ ସିଳ କରି ଗ୍ୟାସ ଖାଲି କରିବାକୁ ପ୍ରୟାସ ଚଳାଇଛି ପ୍ରଶାସନ । ଆଉ ଏତିକିContinue reading “ସ୍ଥାନ ଏକ, ଦୁର୍ଘଟଣା ଅନେକ….ପ୍ରଥମେ ଓଲଟିଲା ଗ୍ୟାସ ଟ୍ୟାଙ୍କର : ପରେ ପଲଟିଲା ପୋଲିସ ଭ୍ୟାନ; ଏବେ ମାଲବାହୀ ଟ୍ରକ ଦୁର୍ଘଟଣାଗ୍ରସ୍ତ”

ଗ୍ୟାସ ଟ୍ୟାଙ୍କର ଓଲଟିବା ପରେ ଛତ୍ରପୁର ସହରକୁ ବନ୍ଦ ହେଲା ବିଜୁଳି : ବିଦ୍ୟୁତ କାଟ କରି ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବା ପାଇଁ ଚାଲିଛି ପ୍ରୟାସ

କନକ ବ୍ୟୁରୋ : ବ୍ରହ୍ମପୁର ଛତ୍ରପୁର ନିକଟସ୍ଥ ତାମ୍ପରା ଠାରେ ଗ୍ୟାସ ଟ୍ୟାଙ୍କର ଓଲଟିବା ପରେ ଛତ୍ରପୁର ସହରକୁ ବନ୍ଦ ହେଲା ବିଜୁଳି । ଏକ ବିଶେଷଜ୍ଞ ଟିମ ଆସି ଘଟଣା ସ୍ଥଳରେ ପହଚିଂ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଶେଷଜ୍ଞ ଟିମ ପହଚିଂ ଅନୁଧ୍ୟାନ କରିବା ପରେ ବିଦ୍ୟୁତ କାଟ କରି ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବା ପାଇଁ ପ୍ରୟାସ ଚାଲିଛି । କୁହୁଡ଼ି ପାଇଁ ରାସ୍ତା ଦେଖା ନଯିବାରୁ ବ୍ରହ୍ମପୁର ଛତ୍ରପୁର ନିକଟସ୍ଥ ତାମ୍ପରାContinue reading “ଗ୍ୟାସ ଟ୍ୟାଙ୍କର ଓଲଟିବା ପରେ ଛତ୍ରପୁର ସହରକୁ ବନ୍ଦ ହେଲା ବିଜୁଳି : ବିଦ୍ୟୁତ କାଟ କରି ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବା ପାଇଁ ଚାଲିଛି ପ୍ରୟାସ”

ମାମଲା ଯେତିକି ପ୍ରେମିକା ସେତିକି…୨୬ଟି ମାମଲାକୁ ୨୫ଜଣ ପ୍ରେମିକା ! ପ୍ରେମିକାକୁ ଖୁସି କରିବାକୁ ଲୁଟ କରୁଥିଲା ଅଭିଯୁକ୍ତ

କନକ ବ୍ୟୁରୋ : ମାମଲା ଯେତିକି ପ୍ରେମିକା ସେତିକି… ୨୬ଟି ମାମଲାକୁ ୨୫ଜଣ ପ୍ରେମିକା । ନୟାପଲ୍ଲୀ ବୃଦ୍ଧାଙ୍କୁ ହତ୍ୟା କରି ଲୁଟ ମାମଲାରେ ଅଭିଯୁକ୍ତ ନାରାୟଣ ସ୍ୱାଇଁର ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ବେଳେ ଅଭିଯୁକ୍ତ ଠାରୁ ଅଧିକ ତଥ୍ୟ ଓଗାଳିଛି ପୋଲିସ । ଏହି ସମୟରେ କିଛି ରୋଚକ କିନ୍ତୁ ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତର ୨୫ ଜଣ ପ୍ରେମିକା ଥିବା ବେଳେ ପ୍ରେମିକାକୁ ଖୁସି କରିବା ପାଇଁContinue reading “ମାମଲା ଯେତିକି ପ୍ରେମିକା ସେତିକି…୨୬ଟି ମାମଲାକୁ ୨୫ଜଣ ପ୍ରେମିକା ! ପ୍ରେମିକାକୁ ଖୁସି କରିବାକୁ ଲୁଟ କରୁଥିଲା ଅଭିଯୁକ୍ତ”

ଆଉ ପାଦେ ଆଗେଇଲା ବିଜୁ ପକ୍କା ଘର କଳି : ମୟୁରଭଂଜରେ ବିଜେଡି-ବିଜେପି ମୁହାଁମୁହିଁ

କନକ ବ୍ୟୁରୋ : ମୟୁରଭଂଜରେ ମୁହାଁମୁହିଁ ବିଜେଡି-ବିଜେପି । ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଦିଶା ବୈଠକରେ ହଙ୍ଗାମା । ମୟୁରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୂର୍ମୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିଥିବା ଅଭିଯୋଗରେ ବିଜେଡି କର୍ମୀଙ୍କ ହଙ୍ଗାମା । ଗତକାଲି ଦିଶା ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସମେତ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଏବଂ ଜିଲ୍ଲାର ଏକାଧିକ ବିଧାୟକଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେContinue reading “ଆଉ ପାଦେ ଆଗେଇଲା ବିଜୁ ପକ୍କା ଘର କଳି : ମୟୁରଭଂଜରେ ବିଜେଡି-ବିଜେପି ମୁହାଁମୁହିଁ”

‘ପରୀ’ ଅଭିଯୁକ୍ତର ହେବ କି ବ୍ରେନ ମ୍ୟାପିଂ ଟେଷ୍ଟ : ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଚାଲିଛି ଶୁଣାଣୀ; ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ହାଜର କଲା ପୁଲିସ

କନକ ବ୍ୟୁରୋ : ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି ଆରମ୍ଭ କରାଯାଇଛି । ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ହାଜର କରାଯାଇଛି । ତେବେ ବ୍ରେନ୍‌ ମ୍ୟାପିଂ ନେଇ ଜେଜେବି ଅନୁମତି ଦେଉଛନ୍ତି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି । ସୂଚନା ମୁତାବକ, ଜେଜେବି ପୂର୍ବରୁ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍‌ ଟେଷ୍ଟContinue reading “‘ପରୀ’ ଅଭିଯୁକ୍ତର ହେବ କି ବ୍ରେନ ମ୍ୟାପିଂ ଟେଷ୍ଟ : ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଚାଲିଛି ଶୁଣାଣୀ; ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ହାଜର କଲା ପୁଲିସ”

କୋଭାକ୍ସିନ ଓ କୋଭିସିଲ୍ଡ ପରେ ଆଉ ୫ ଟିକାକୁ ଖୁବଶୀଘ୍ର ମଳିପାରେ ଅନୁମତି । ଏପ୍ରିଲ ମାସ ସୁଦ୍ଧା ଏହିସବୁ ଟିକାର ସରିବ ସମ୍ପୁର୍ଣ୍ଣ ପ୍ରସ୍ତୁତି । ସବୁଠାରୁ ଶସ୍ତା ହୋଇପାରେ ଜେନେଭା ଟିକା

କନକ ବ୍ୟୁରୋ : ଏବେ ଭାରତ ତା’ର ନିଜସ୍ୱ ୨ ଟି କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରିଛି । ଯାହା ଫଳରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକାର ସାର୍ବଜନୀକ ଟିକାକରଣ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ଆଉ ଏକ ଖୁସି ଖବର ଦେଶବାସୀଙ୍କୁ ମିଳିବାକୁ ଯାଉଛି । ଏହି ୨ ଟି ଟିକା ବ୍ୟତିତ ଏପ୍ରିଲ ମାସ ସୁଦ୍ଧା ଭାରତକୁ ଆଉ ୫ ଟି ଟିକା ମିଳିବContinue reading “କୋଭାକ୍ସିନ ଓ କୋଭିସିଲ୍ଡ ପରେ ଆଉ ୫ ଟିକାକୁ ଖୁବଶୀଘ୍ର ମଳିପାରେ ଅନୁମତି । ଏପ୍ରିଲ ମାସ ସୁଦ୍ଧା ଏହିସବୁ ଟିକାର ସରିବ ସମ୍ପୁର୍ଣ୍ଣ ପ୍ରସ୍ତୁତି । ସବୁଠାରୁ ଶସ୍ତା ହୋଇପାରେ ଜେନେଭା ଟିକା”

Design a site like this with WordPress.com
Get started