କନକ ବ୍ୟୁରୋ : ଏମିତି ଆସିଥିଲା ମୃତ୍ୟୁ । ସୁନ୍ଦରଗଡ଼ ଇବ ନଦୀରେ ଯୁବତୀ ସେଲଫି ନେବା ବେଳେ ଭାସିଯିବାର ଦୃଶ୍ୟ ସାମାନକୁ ଆସିଛି । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହୋଇଛି । ପିକନିକ ଯାଇଥିବା ବେଳେ ରାଜଗାଙ୍ଗପୁର କୁମ୍ଭାରପଡାର ନିରୁପମା ପ୍ରଜାପତି ଇବ ନଦୀରେ ସେଲଫି ନେଉଥିଲେ । ତେବେ ସେଲଫି ନେଉଥିବାବେଳେ ଗୋଡ ଖସିଯିବାରୁ ନଦୀରେ ଭାସିଯାଇଥିଲେ । ନିଖୋଜ ହେବାର ୨୨ ଘଂଟା ପରେ ତାଙ୍କୁ ତିନି ଶହ ମିଟରContinue reading “ଏମିତି ଆସିଥିଲା ମୃତ୍ୟୁ : ସେଲଫି ନେବା ବେଳେ କେମିତି ଇବ ନଦୀରେ ଭାସିଯାଇଥିଲେ ରାଜଗାଙ୍ଗପୁରର ନିରୁପମା ପ୍ରଜାପତି; ସାମନାକୁ ଆସିଲା ଘଟଣା ବେଳର ପୁରା ଦୃଶ୍ୟ”
Tag Archives: News
ସିଡନୀ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ : ଖରାପ ସ୍ଥିତିରୁ ବାହାରି ମ୍ୟାଚ ଡ୍ର ରଖିବାରେ ସଫଳ ହେଲା ଭାରତ
କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ । ଖରାପ ସ୍ଥିତିରୁ ବାହାରି ମ୍ୟାଚ ଡ୍ର ରଖିବାରେ ସଫଳ ହେଲା ହୋଇଛି ଟିମ ଇଣ୍ଡିଆ । ଆଜି ଶେଷ ଦିନରେ ଅଧିନାୟକ ରାହାଣେ ୪ ରନ କରି ଆଉଟ ହେବା ପରେ ଭାରତୀୟ ଦଳ ଉପରେ ଅଧିକ ଚାପ ପଡିଥିଲା । ୪୦୭ ବିଶାଳ ଟାର୍ଗେଟର ପିଛା କରୁଥିବା ଭାରତ ପାଇଁ କିନ୍ତୁ ଚେତେଶ୍ୱର ପୂଜାରା ଓ ରିସଭ ପନ୍ତ ସମ୍ଭାବନା ସୃଷ୍ଟି କରିଥିଲେContinue reading “ସିଡନୀ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ : ଖରାପ ସ୍ଥିତିରୁ ବାହାରି ମ୍ୟାଚ ଡ୍ର ରଖିବାରେ ସଫଳ ହେଲା ଭାରତ”
ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ଭତ୍ସନା : ସରକାର ଏଯାଏଁ ସମସ୍ୟାର ସମାଧାନ କରିପାରିଲେନି; ଚାଷୀଙ୍କ ସହ କି ପ୍ରକାର ଆଲୋଚନା ହେଉଛି ?
କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ସମାଧାନ ହେଉନଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଆଜି ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି, ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ନିରାଶଜନକ । ସରକାର ମୁଖ୍ୟ ବିନ୍ଦୁ ଉପରେ ଆଲୋଚନା କରନ୍ତୁ ବୋଲି କୋର୍ଟ କହିଛନ୍ତି । ସରକାର କାହିଁକି ଆଇନକୁ ସ୍ଥଗିତ ରଖୁନାହାନ୍ତି ବୋଲି କହିଛନ୍ତି କୋର୍ଟ । ସର୍ବୋଚ୍ଚ କୋର୍ଟ ଆହୁରି କହିଛନ୍ତି, ଆନ୍ଦୋଳନ ଯୋଗୁଁ ଚାଷୀଙ୍କ ଜୀବନ ଯାଉଛି ।Continue reading “ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ଭତ୍ସନା : ସରକାର ଏଯାଏଁ ସମସ୍ୟାର ସମାଧାନ କରିପାରିଲେନି; ଚାଷୀଙ୍କ ସହ କି ପ୍ରକାର ଆଲୋଚନା ହେଉଛି ?”
ବଜେଟ ୨୦୨୧ : ସ୍ୱାଧୀନତା ପରେ ପ୍ରଥମଥର ପାଇଁ ପ୍ରିଣ୍ଟ କରାଯିବ ନାହିଁ ବଜେଟ୍ ଦସ୍ତାବିଜ୍ । ଜାଣନ୍ତୁ କ’ଣ ରହିଛି କାରଣ
କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବଜେଟ୍ ଦସ୍ତାବିଜ୍ ପ୍ରିଣ୍ଟ କରାଯିବ ନାହିଁ । । ୧୯୪୭ ମସିହାରେ ପରେ ଏହା ପ୍ରଥମ ଥର ପାଇଁ ହେବାକୁ ଯାଉଛି କି ବଜେଟ୍ ଦସ୍ତାବିଜ୍ ପ୍ରିଣ୍ଟ କରାଯିବ ନାହିଁ । ଚଳିତ ବର୍ଷ ବଜେଟ୍ ଦସ୍ତାବିଜର ସଫ୍ଟ କପି ବ୍ୟବହାର କରିବାକୁ ଲୋକସଭା ଓ ରାଜ୍ୟସଭାର ସାଂସଦ ମାନଙ୍କୁ ସଚିବାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ଏକ ଜାତୀୟ ଇଂଗ୍ରାଜୀ ଗଣମାଧ୍ୟମର ସୂଚନାContinue reading “ବଜେଟ ୨୦୨୧ : ସ୍ୱାଧୀନତା ପରେ ପ୍ରଥମଥର ପାଇଁ ପ୍ରିଣ୍ଟ କରାଯିବ ନାହିଁ ବଜେଟ୍ ଦସ୍ତାବିଜ୍ । ଜାଣନ୍ତୁ କ’ଣ ରହିଛି କାରଣ”
ଟିକାକୁ ଅପେକ୍ଷା କରିଛି ଓଡିଶା : ଟିକାକରଣର ଦୁଇ ତିନିଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଭ୍ୟାକ୍ସିନ; ୧୭ରୁ ୧୯ ଯାଏଁ ପୋଲିଓ ଟୀକାକରଣ ବଦଳରେ ହେବ କରୋନା ଟିକାକରଣ
କନକ ବ୍ୟୁରୋ : ଜାନୁଆରୀ ୧୬ ତାରିଖରେ ଟିକାକରଣର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ଆସିବ କରୋନା ଭ୍ୟାକସିନ । ଓଡିଶାର ୧୬୦ ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁ ୱେଏ କମ୍ୟୁନିକେସନ ରହିବ । ଡିଏଚ ଏଚ ସୁନ୍ଦରଗଡ ଓ କ୍ୟାପିଟାଲ ହସ୍ପିଟାଲରେ ରହିବ ଏହି ବ୍ୟବସ୍ଥା । ସିଧାସଳଖ ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଟିକା ସଂପର୍କରେ ଫିଡ ବ୍ୟାକ ନେଇପାରିବେ । ଟିକାକରଣକୁ ପରିଚାଳନା କରିବା ପାଇଁContinue reading “ଟିକାକୁ ଅପେକ୍ଷା କରିଛି ଓଡିଶା : ଟିକାକରଣର ଦୁଇ ତିନିଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଭ୍ୟାକ୍ସିନ; ୧୭ରୁ ୧୯ ଯାଏଁ ପୋଲିଓ ଟୀକାକରଣ ବଦଳରେ ହେବ କରୋନା ଟିକାକରଣ”
ସ୍କୁୁଲ ଫି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ସମୀର ଦାସ : କହିଲେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍ପତ୍ତି
କନକ ବ୍ୟୁରୋ : ଘରୋଇ ସ୍କୁଲ ଫି’ ଛାଡକୁ ନେଇ ହାଇକୋର୍ଟଙ୍କ ଚୁଡାନ୍ତ ନିଷ୍ପତି ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପହଂଚି ନାହିଁ । ଯାହା କିଛି ଗଣମାଧ୍ୟମରୁ ଜାଣିବାକୁ ପାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସି ବିଭାଗରେ ପହଚିଂବା ପରେ ତର୍ଜମା କରି ନିଷ୍ପତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ହାଇକୋର୍ଟ କହିଛନ୍ତି, ଏମଓୟୁ ଅନୁସାରେ ଘରୋଇ ସ୍କୁଲ ଉପରେ ସରକାରଙ୍କ କର୍ତୃତ୍ୱContinue reading “ସ୍କୁୁଲ ଫି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ସମୀର ଦାସ : କହିଲେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍ପତ୍ତି”
ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲାରେ ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲଙ୍କୁ ଏନସିବିର ନୋଟିସ୍ । ନଭେମ୍ବର ମାସରେ ଭାଇ ଅର୍ଜୁନଙ୍କ ଘରେ ଏନସିବି କରିଥିଲା ଚଢାଉ
କନକ ବ୍ୟୁରୋ : ବଲିଉଡର ଡ୍ରଗ୍ସଲିଙ୍କ୍ ମାମଲାର ଚେର କେତେ ତଳକୁ ଯାଇଛି ତାହାର ଅନୁସନ୍ଧାନ ଜାରି ରଖିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ବା (ଏନସିବି) । ଏନେଇ ପୁଣି ଜଣେ ନୂଆ ଚେହେରା ସାମ୍ନାକୁ ଆସିଛି । ପ୍ରସିଦ୍ଧ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣି କୋମଲ ରାମପାଲଙ୍କୁ ନୋଟିସ ଜାରି କରିଛି ଏନସିବି । ପଚରା ଉଚରା ପାଇଁ ଏହି ନୋଟିସ ଜାରି କରାଯାଇଥିବା ସୂଚନା ମଳିଛି । ସୂଚନା ମୁତାବକ ଏହା ପୂର୍ବରୁContinue reading “ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲାରେ ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲଙ୍କୁ ଏନସିବିର ନୋଟିସ୍ । ନଭେମ୍ବର ମାସରେ ଭାଇ ଅର୍ଜୁନଙ୍କ ଘରେ ଏନସିବି କରିଥିଲା ଚଢାଉ”
ନବରଙ୍ଗପୁରରେ ପୋଲ ଭୁଷୁଭିବା ଘଟଣା : ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକନ୍ୟୁଜ; ସ୍ଥାନୀୟ ଲୋକଙ୍କ ଅଭିଯୋଗ, କାମ ହୋଇଛି ନିମ୍ନମାନର
କନକ ବ୍ୟୁରୋ : ନବରଙ୍ଗପୁର ତାଲାପଦରରେ ନିର୍ମାଣ ଚାଲିଥିବା ବିଜୁ ସେତୁ ଭୁଶୁଡିବା ଘଟଣାରେ ଜଣକର ଜୀବନ ଯାଇଛି । ଏହି ଘଟଣା ପରେ ଆଜି ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରିଖିଛି କନକନ୍ୟୁଜ । ଗାଁ ଲୋକଙ୍କ କହିବା ଅନୁସାରେ, ପୋଲ ନିର୍ମଣା ନିମ୍ନମାନର ହୋଇଥିଲା । ଏପରିକି ଗୋଡି, ସିମେଂଟ ବାଲି ଏଭଳିକି ସେଂଟ୍ରି ପାଇଁ ଆବଶ୍ୟକ ଥିବା ପାଇପ ବି ନିମ୍ନମାନର ଥିଲା । ଆଜି ସୁନାବେଡାରୁ ଏସଇ ପଂହଚି ଘଟଣାର ଅନୁଧାନ କରୁଛନ୍ତିContinue reading “ନବରଙ୍ଗପୁରରେ ପୋଲ ଭୁଷୁଭିବା ଘଟଣା : ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକନ୍ୟୁଜ; ସ୍ଥାନୀୟ ଲୋକଙ୍କ ଅଭିଯୋଗ, କାମ ହୋଇଛି ନିମ୍ନମାନର”
କରୋନା ଟିକା ପାଇଁ ଭାରତକୁ ସହାୟତା ମାଗିଲେ ୧୦ ଟି ଦେଶ । ଭାରତକୁ ପତ୍ର ଲେଖି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଅନୁରୋଧ । ସିରମ ଇନଷ୍ଟିଚ୍ୟୁଟ୍ ସହ ଚୁକ୍ତି କଲା ନେପାଳ, ଭୂଟାନ,ଓ ବାଂଲାଦେଶ
କନକ ବ୍ୟୁରୋ : କରୋନା ଭଳି ମହାମାରୀ ସହିତ ଲଢିବାରେ ଭାରତ ଏବେ ବିଶ୍ୱର ଅଗ୍ରଣୀ ଦେଶ ଭାବେ ପରିଗଣିତ ହୋଇଛି । ଏବେ ଭାରତ ତାର ସ୍ୱଦେଶୀ ଜ୍ଞାନ କୌଶଳରେ ୨ ଟି କରୋନା ଟିକା ପ୍ରସ୍ତୁତ କରି ସାରିଛି । ଏହାସହ ପ୍ରସ୍ତୁତ ହୋଇଥିବା ଟିକାକୁ ବି ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି । ମଞ୍ଜୁରୀ ପାଇଥିବା କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଚଳିତ ମାସ ୧୬ ତାରିଖରୁ ଲୋକମାନଙ୍କୁ ଦିଆଯିବା ନେଇ କେନ୍ଦ୍ରContinue reading “କରୋନା ଟିକା ପାଇଁ ଭାରତକୁ ସହାୟତା ମାଗିଲେ ୧୦ ଟି ଦେଶ । ଭାରତକୁ ପତ୍ର ଲେଖି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଅନୁରୋଧ । ସିରମ ଇନଷ୍ଟିଚ୍ୟୁଟ୍ ସହ ଚୁକ୍ତି କଲା ନେପାଳ, ଭୂଟାନ,ଓ ବାଂଲାଦେଶ”
ଭାରତୀୟ ସମ୍ବିଧାନର ରୂପରେଖ ବଦଳାଇବାକୁ ଚେଷ୍ଟା କରୁଛନ୍ତି ହିନ୍ଦୁ ସଂଗଠନ । ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ ଖୋଲିଲା ଷ୍ଟଡି ସେଣ୍ଟର । ହିନ୍ଦୁ ନେତା କହିଲେ ଏବେ ସାମ୍ନାକୁ ଆସିବ ଗୋଡସେଙ୍କ ଅସଲି ଦେଶପ୍ରେମ
କନକ ବ୍ୟୁରୋ : ଦେଶର ପିତା ତଥା ସ୍ୱାଧୀନତା ସଂଗ୍ରାମର ମୁଖ୍ୟ କର୍ଣ୍ଣଧାର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ମଧ୍ୟପ୍ରଦେଶର ଗ୍ୱାଲିଅର ଠାରେ ବିଶ୍ୱ ହିନ୍ଦି ଦିବସ ଅବସରରେ ଏକ ଷ୍ଟଡି ସେଣ୍ଟର ଖୋଲା ଯାଇଛି । ଏହି ଷ୍ଟଡି ସେଣ୍ଟରେ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେର ଜୀବନ କାହାଣୀ ଓ ବିଚାରଧାରାକୁ ନେଇ ରଚନା କରାଯାଇଥିବା ଅନେକ ପୁସ୍ତକ ସ୍ଥାନ ପାଇଛି । ଏହି ଷ୍ଟଡି ସେଣ୍ଟରରContinue reading “ଭାରତୀୟ ସମ୍ବିଧାନର ରୂପରେଖ ବଦଳାଇବାକୁ ଚେଷ୍ଟା କରୁଛନ୍ତି ହିନ୍ଦୁ ସଂଗଠନ । ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ ଖୋଲିଲା ଷ୍ଟଡି ସେଣ୍ଟର । ହିନ୍ଦୁ ନେତା କହିଲେ ଏବେ ସାମ୍ନାକୁ ଆସିବ ଗୋଡସେଙ୍କ ଅସଲି ଦେଶପ୍ରେମ”