ଭାରତୀୟ ଖେଳାଳିଙ୍କୁ ଦର୍ଶକଙ୍କ ଜାତିଆଣ ଆକ୍ଷେପ ପ୍ରସଙ୍ଗ : କଠୋର ଓ ଜରୁରୀ କାର୍ଯ୍ୟାନୁଷ୍ଠାନ ଦାବି କଲେ କୋହଲି; ସଚିନ କହିଲେ ଖେଳ ଏକାଠି ହେବା ଶିଖାଏ, ବିଭେଦ ନୁହେଁ

କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଅକ୍ଷେପ ଘଟଣାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରାଟ କୋହଲି । ଜାତିଆଣ ଆକ୍ଷେପକୁ କୌଣସି ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ଏଭଳି ଘଟଣା ପଡ଼ିଆରେ ଦେଖିବା ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜରୁରୀ କାଳୀନ ଭିତିରେ ତଦନ୍ତ ହେବା ଦରକାର । ଏହାସହ ଜାତିଆଣ ଆକ୍ଷେକାରୀଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକContinue reading “ଭାରତୀୟ ଖେଳାଳିଙ୍କୁ ଦର୍ଶକଙ୍କ ଜାତିଆଣ ଆକ୍ଷେପ ପ୍ରସଙ୍ଗ : କଠୋର ଓ ଜରୁରୀ କାର୍ଯ୍ୟାନୁଷ୍ଠାନ ଦାବି କଲେ କୋହଲି; ସଚିନ କହିଲେ ଖେଳ ଏକାଠି ହେବା ଶିଖାଏ, ବିଭେଦ ନୁହେଁ”

ଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ଥ ବିମାନର ମିଳିଲା ବ୍ଲାକବକ୍ସ : ପୂର୍ବରୁ ଭଗ୍ନାବଶେଷ ସହ ଉଦ୍ଧାର ହୋଇଥିଲା କିଛି ମୃତଦେହ

କନକ ବ୍ୟୁରୋ : ଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ଥ ହୋଇ ସମୁଦ୍ର ମଧ୍ୟକୁ ଖସିପଡ଼ିଥିବା ବିମାନର ବ୍ଲାକ ବକ୍ସ ମିଳିଛି । ବିମାନର ବ୍ଲାକ ବକ୍ସ ଠାବ କରିଥିବା ଇଣ୍ଡୋନେସିଆ ନୌସେନା କହିଛି । ବ୍ଲାକ ବକ୍ସ ମିଳିବା ଫଳରେ ବିମାନଟି କାହିଁକି ଦୁର୍ଘଟଣଗ୍ରସ୍ତ ହୋଇଥିଲା, ତାର କାରଣ ଜଣାପଡ଼ିବ । ଏହାପୂର୍ବରୁ ସନ୍ଧାନକାରୀ ଦଳ ସମୁଦ୍ର ମଧ୍ୟରୁ ବିମାନର ଭଗ୍ନାବଶେଷ ଉଦ୍ଧାର କରିଥିଲା । ଏହାସହିତ କିଛି ଶବ ମଧ୍ୟ ଉଦ୍ଧାର କରାଯାଇଛି । ବିମାନରେ ଥିବା ସମସ୍ତContinue reading “ଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ଥ ବିମାନର ମିଳିଲା ବ୍ଲାକବକ୍ସ : ପୂର୍ବରୁ ଭଗ୍ନାବଶେଷ ସହ ଉଦ୍ଧାର ହୋଇଥିଲା କିଛି ମୃତଦେହ”

ଜଗତସିଂହପୁର ଜିଲ୍ଲାରେ ବାଲି ଘାଟ ଚଢ଼ା ଦରରେ ନିଲାମ ପରେ ବାଲି ଦର ବୃଦ୍ଧି ଆଶଙ୍କା : କିପରି କରିବେ ଘର, ଚିନ୍ତାରେ ସାଧାରଣ ଲୋକ

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ବାଲି ଘାଟ ଚଢ଼ା ଦରରେ ନିଲାମ ହେବା ପରେ ସାଧାରଣ ଲୋକଙ୍କୁ ଏବେ ଘାରିଛି ଦର ବୃଦ୍ଧି ଚିନ୍ତା । ନିଲାମ ମୂଲ୍ୟ ବଢ଼ିବା ଯୋଗୁଁ ଯଦି ବାଲି ଦର ବୃଦ୍ଧି ହୁଏ ତେବେ ସାଧାରଣ ଲୋକମାନେ କେମିତି ଘର କରିବ ତାକୁ ନେଇ ଚିନ୍ତାରେ ପଡିଛନ୍ତି । କଟକରୁ ମଧ୍ୟ ସମାନ ଅଭିଯୋଗ ଆସିିଛି । ରାଜ୍ୟ ବାହାରକୁ ବାଲି ଚାଲଣ ପାଇଁ ଅନୂୁମତି ଦେବାକୁ ଜିଲ୍ଲା ପ୍ରଶାସନContinue reading “ଜଗତସିଂହପୁର ଜିଲ୍ଲାରେ ବାଲି ଘାଟ ଚଢ଼ା ଦରରେ ନିଲାମ ପରେ ବାଲି ଦର ବୃଦ୍ଧି ଆଶଙ୍କା : କିପରି କରିବେ ଘର, ଚିନ୍ତାରେ ସାଧାରଣ ଲୋକ”

ଆଜି ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ: ବୈଷୟିକ ଶିକ୍ଷାନୁଷ୍ଠାନ, ଓୟୁଏଟି, ସଂସ୍କୃତି ବିଶ୍ବବିଦ୍ୟାଳୟ ଖୋଲିବ; ଖୋଲିଲା ହଷ୍ଟେଲ, ଅନ୍ତେବାସୀଙ୍କ ଉପସ୍ଥାନ କମ୍

କନକ ବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକ ଆଜିଠାରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଅନୁଷ୍ଠିତ ହେବ। ସେମିଷ୍ଟର୍ ପରୀକ୍ଷା ବ୍ୟବସ୍ଥାରେ ୟୁଜିର ୫ମ ଓ ପିଜିର ୩ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ହୋଇ ମାର୍ଚ୍ଚ ୧୫ ପର୍ୟ୍ୟନ୍ତ ଚାଲିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ ଓ ପ୍ରଫେସନାଲ କଲେଜ, ଡିପ୍ଲୋମା/ପୋଷ୍ଟ ଡିପ୍ଲୋମାContinue reading “ଆଜି ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ: ବୈଷୟିକ ଶିକ୍ଷାନୁଷ୍ଠାନ, ଓୟୁଏଟି, ସଂସ୍କୃତି ବିଶ୍ବବିଦ୍ୟାଳୟ ଖୋଲିବ; ଖୋଲିଲା ହଷ୍ଟେଲ, ଅନ୍ତେବାସୀଙ୍କ ଉପସ୍ଥାନ କମ୍”

ପୁଣି କୁହୁଡ଼ି ଚାଦରରେ ଢାଙ୍କି ହେବ ଓଡ଼ିଶା ! ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ: ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟ କୁହୁଡ଼ି ଚାଦରରେ ଢାଙ୍କି ହେବ। ବିଶେଷ କରି ଉପକୂଳ ଓଡ଼ିଶାରେ କୁହୁଡ଼ିର ପ୍ରଭାବ ଅଧିକ ରହିବ। ଏଥିପାଇଁ ଆଜି ପାଇଁ ଘନକୁହୁଡ଼ିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟର ଉପକୂଳ ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହୁଥିବାରୁ ଏହାର ପ୍ରଭାବରେ ଘନ କୁହୁଡ଼ିର ସମ୍ଭାବନା ରହିଛି ବୋଲି କେନ୍ଦ୍ର କହିଛି। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକContinue reading “ପୁଣି କୁହୁଡ଼ି ଚାଦରରେ ଢାଙ୍କି ହେବ ଓଡ଼ିଶା ! ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର”

ଟିକାକରଣ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ: କରୋନା ସ୍ଥିତି ଓ ଟିକାକରଣ ପ୍ରସଙ୍ଗରେ ହେବ ଆଲୋଚନା

କନକ ବ୍ୟୁରୋ: ଆସନ୍ତା ୧୬ ତାରିଖରୁ ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ  । ଦେଶରେ କରୋନା ମହାମାରୀର ସ୍ଥିତି ଓ ଟିକାକରଣ ପ୍ରସଙ୍ଗରେ ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନେ ଆଲୋଚନା କରିବେ  । ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରହିଛି  । ଏହି ପର୍ଯ୍ୟାୟରେ ପ୍ରାୟ ୩Continue reading “ଟିକାକରଣ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ: କରୋନା ସ୍ଥିତି ଓ ଟିକାକରଣ ପ୍ରସଙ୍ଗରେ ହେବ ଆଲୋଚନା”

ବାସ୍ ଆଉ କିଛି ଘଣ୍ଟାର ଅପେକ୍ଷା… । ଇତିହାସ ରଚିବେ ଭାରତୀୟ ମହିଳା ପାଇଲଟ, ଜାଣନ୍ତୁ ଏମିତି କଣ କରିଛନ୍ତି ଏମାନେ ଯେଉଁଥିପାଇଁ ପୂରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

କନକ ବ୍ୟୁରୋ : ବାସ୍ ଆଉ କିଛି ଘଣ୍ଟାର ଅପେକ୍ଷା । ନନଷ୍ଟପ ଯାତ୍ରାରେ ବିରାମ ପଡିବ । ଇତିହାସ ରଚିବେ ଭାରତୀୟ ମହିଳା ପାଇଲଟ । ଏୟାର ଇଣ୍ଡିଆର ମହିଳା ପାଇଲଟ ଟିମ୍ ବିଶ୍ୱର ସବୁଠୁ ଲମ୍ବା ଏୟାର ରୁଟରେ ଉଡାଣ ଶେଷ କରିବା ସହ ରଚିବେ ଇତିହାସ । ଆମେରିକାର ସାନଫ୍ରାନସିକୋରୁ ଗତ ୯ ତାରିଖରୁ ଏୟାର ଇଣ୍ଡିଆର ଏଆଇ ୧୭୬ ନମ୍ବର ବିମାନଟି ଉଡାଣ ଭରିଥିବା ବେଳେ ନର୍ଥ ପୋଲ ଉପର ଦେଇContinue reading “ବାସ୍ ଆଉ କିଛି ଘଣ୍ଟାର ଅପେକ୍ଷା… । ଇତିହାସ ରଚିବେ ଭାରତୀୟ ମହିଳା ପାଇଲଟ, ଜାଣନ୍ତୁ ଏମିତି କଣ କରିଛନ୍ତି ଏମାନେ ଯେଉଁଥିପାଇଁ ପୂରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ ।”

ସ୍କୁଲ ଫି ଛାଡକୁ ନେଇ ହାଇକୋର୍ଟଙ୍କ ବଡ ରାୟ । କହିଲେ ରାଜ୍ୟ ସରକାରଙ୍କ ଅଧିନ ଘରୋଇ ସ୍କୁଲ, କମାଇ ପାରିବେ ଫି ।

କନକ ବ୍ୟୁରୋ: ସ୍କୁଲ ଫି’ ଛାଡକୁ ନେଇ ହାଇକୋର୍ଟଙ୍କ ଚୁଡାନ୍ତ ନିଷ୍ପତି । ହାଇକୋର୍ଟ କହିଛନ୍ତି, ଘରୋଇ ସ୍କୁଲ ଉପରେ ସରକାରଙ୍କ କର୍ତୃତ୍ୱ ରହିଛି । ତେଣୁ ସରକାର ଚାହିଁଲେ ସ୍କୁଲ ଫି’ କମାଇବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ଏହାସହ ଘରୋଇ ସ୍କୁଲ ମୁନାଫା ଖୋର ହୋଇ ପାରିବ ନାହିଁ ବୋଲି ରାୟ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।  ଯଦି ସରକାରଙ୍କ ନିର୍ଦ୍ଦେଶକୁ କୌଣସି ଘରୋଇ ସ୍କୁଲ ଅମାନ୍ୟ କରେ, ତେବେ ସରକାର ସେହି ସ୍କୁଲକୁContinue reading “ସ୍କୁଲ ଫି ଛାଡକୁ ନେଇ ହାଇକୋର୍ଟଙ୍କ ବଡ ରାୟ । କହିଲେ ରାଜ୍ୟ ସରକାରଙ୍କ ଅଧିନ ଘରୋଇ ସ୍କୁଲ, କମାଇ ପାରିବେ ଫି ।”

ଆଶ୍ଚର୍ଯ୍ୟ କଲା ନବ ଦାସଙ୍କ ଗାଡି ତାଲିକା । ୨୦୧୮ରୁ ୨୦ ମଧ୍ୟରେ ପରିବାର ସଦସ୍ୟ କିଣିଛନ୍ତି ୮୦ଟି ଗାଡି । ତୁଷାରକାନ୍ତି ବେହେରା ସବୁଠୁ ଗରିବ ମନ୍ତ୍ରୀ ।

କନକ ବ୍ୟୁରୋ: ରାଜ୍ୟର ସବୁଠାରୁ ଧନୀ ମନ୍ତ୍ରୀ କିଏ ? ରାଜ୍ୟ ସରକାରଙ୍କ ୱେବସାଇଟ ଅନୁସାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ଥାବର, ଅସ୍ଥାବର ସମ୍ପତି କଥା ଛାଡନ୍ତୁ, ନବ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ଗାଡିର ତାଲିକା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମର୍ସଡିଜ୍ ଏସ-କ୍ଲାସର ମେ-ବ୍ୟାକ୍ ଏସ-୫୬୦ ମଡେଲ । ନବ ଦର୍ଶାଇଛନ୍ତି ଏହି ମଡେଲର ତାଙ୍କ ପାଖରେ ଥିବାContinue reading “ଆଶ୍ଚର୍ଯ୍ୟ କଲା ନବ ଦାସଙ୍କ ଗାଡି ତାଲିକା । ୨୦୧୮ରୁ ୨୦ ମଧ୍ୟରେ ପରିବାର ସଦସ୍ୟ କିଣିଛନ୍ତି ୮୦ଟି ଗାଡି । ତୁଷାରକାନ୍ତି ବେହେରା ସବୁଠୁ ଗରିବ ମନ୍ତ୍ରୀ ।”

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ । ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଭାରତ ଠାରୁ ଛଡାଇ ଆଣିବୁ ।

କନକ ବ୍ୟୁରୋ : ଗତ ବର୍ଷ ଭାରତ ଓ ନେପାଳ ମଧ୍ୟରେ ସଂପର୍କ ଖରାପ ହୋଇଯାଇଥିବା ବେଳେ ଉଭୟ ଦେଶର ଉଦ୍ୟମ କ୍ରମେ ସ୍ଥିତିରେ ସୁଧାର ଆସିଥିଲା । କିନ୍ତୁ ସ୍ଥିତିକୁ ପୁଣି ବିଗାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ନେପାଳର ସଂସଦରେ ଓଲି କହିଛନ୍ତି ଯେ ଭାରତଠାରୁ ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଫେରାଇ ନେବାକୁ ସେ ପ୍ରତିଜ୍ଞାବଦ୍ଧ ।  ଭାରତ ସହ କୂଟନୈତିକ ସ୍ତରରେ ଆଲୋଚନାContinue reading “ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ । ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଭାରତ ଠାରୁ ଛଡାଇ ଆଣିବୁ ।”

Design a site like this with WordPress.com
Get started