ଅନ୍ଧାରରେ ପାକିସ୍ତାନ ! ପାୱାରଗ୍ରୀଡ ଫେଲ ହେବାରୁ ଇସଲାମାବାଦ-ଲାହୋର ସମେତ ସାରାଦେଶରେ ବ୍ଲାକଆଉଟ: ଏବେବି ଅଧାଦେଶରେ ବିଜୁଳି ଗାଏବ

କନକ ବ୍ୟୁରୋ: ଅନ୍ଧାରରେ ପାକିସ୍ତାନ । ପାୱାରଗ୍ରୀଡ ଫେଲ ହେବାରୁ ରାଜଧାନୀ ଇସଲାମାବାଦ ଠାରୁ ଆରମ୍ଭ କରି ଲାହୋର ସମେତ ସାରାଦେଶରେ ବ୍ଲାକଆଉଟ ହୋଇଯାଇଥିଲା । ଏବେ ବି ଅଧାଦେଶରେ ବିଜୁଳି ଗାଏବ ରହିଛି । ଶନିବାର ବିଳମ୍ବିତ ରାତିରେ ପାୱାର ବ୍ଲାକଆଉଟ ଯୋଗୁଁ ଅନ୍ଧାରରେ ବୁଡିଯାଇଥିଲା ପାକିସ୍ତାନ । ଡନ୍ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପାକିସ୍ତାନର ଇସଲାମାବାଦ, କରାଚୀ, ଲାହୋର, ପେଶାୱର, ମୁଲତାନ ଓ ରାୱଲପିଣ୍ଡି ସମେତ ଅନେକ ସହରରେ ପାୱାର ବ୍ଲାକଆଉଟContinue reading “ଅନ୍ଧାରରେ ପାକିସ୍ତାନ ! ପାୱାରଗ୍ରୀଡ ଫେଲ ହେବାରୁ ଇସଲାମାବାଦ-ଲାହୋର ସମେତ ସାରାଦେଶରେ ବ୍ଲାକଆଉଟ: ଏବେବି ଅଧାଦେଶରେ ବିଜୁଳି ଗାଏବ”

ପୁଣି ଲଦାଖରେ ଉତେଜନା । ଭାରତର ସୀମାରେ ଚୀନ ସୈନିକଙ୍କ ଅନୁପ୍ରବେଶ, ଗିରଫ କଲା ଭାରତୀୟ ସେନା… ତୁରନ୍ତ ଛାଡିବାକୁ ବେଜିଂର ଦାବି 

କନକ ବ୍ୟୁରୋ: ଭାରତ ଚୀନ ଲଦାଖ ସୀମାରେ ଉତେଜନା । ଭାରତୀୟ ସୀମାକୁ ପ୍ରବେଶ କରିଥିବା ଚୀନ୍ ସୈନିକଙ୍କ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛି ଚୀନ୍ । ଚୀନ୍ ସୈନିକର ଅନୁପ୍ରବେଶ ପରେ ହଟଲାଇନ ଜରିଆରେ ଚୀନ୍ ସେନାକୁ ଏନେଇ ଅବଗତ କରିଥିଲା ଭାରତୀୟ ସେନା । ସେନା ଦେଇଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ପୂର୍ବ ଲଦାଖ ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିବା ଜଣେ ଚୀନContinue reading “ପୁଣି ଲଦାଖରେ ଉତେଜନା । ଭାରତର ସୀମାରେ ଚୀନ ସୈନିକଙ୍କ ଅନୁପ୍ରବେଶ, ଗିରଫ କଲା ଭାରତୀୟ ସେନା… ତୁରନ୍ତ ଛାଡିବାକୁ ବେଜିଂର ଦାବି “

ଗଜପତିରେ ଗତ ୨ ଦିନରେ ୨୬ ଶିକ୍ଷକ କରୋନା ପଜିଟିଭ: ସୂଚନା ଦେଲେ ସିଡିଏମଓ ପ୍ରଦୀପ ପାତ୍ର; ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ହୋଇଥିଲା ନମୂନା ପରୀକ୍ଷା

କନକ ବ୍ୟୁରୋ: ଗଜପତି ଜିଲ୍ଲାରେ ୨ ଦିନ ମଧ୍ୟରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶନିବାର ଆଉ ୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା କହିଛନ୍ତି, ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର । ସେମାନଙ୍କ ମଧ୍ୟରୁ ୨୬ ଜଣ ଶିକ୍ଷକ ପଜିଟିଭ୍ ଥିବା ଜଣାପଡିଛି । ଅନ୍ୟପଟେ ୨ ଜଣ ଛାତ୍ର କରୋନାContinue reading “ଗଜପତିରେ ଗତ ୨ ଦିନରେ ୨୬ ଶିକ୍ଷକ କରୋନା ପଜିଟିଭ: ସୂଚନା ଦେଲେ ସିଡିଏମଓ ପ୍ରଦୀପ ପାତ୍ର; ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ହୋଇଥିଲା ନମୂନା ପରୀକ୍ଷା”

କୋହଳ ହୋଇପାରେ କାଳିଆ ଦର୍ଶନ କଟକଣା: ଦର୍ଶନ ବ୍ୟବସ୍ଥାର ସମୀକ୍ଷା ପରେ ଉଠିପାରେ କୋଭିଡ ନେଗେଟିଭ ବ୍ୟବସ୍ଥା

କନକ ବ୍ୟୁରୋ: କୋହଳ ହୋଇପାରେ କାଳିଆ ଦର୍ଶନ କଟକଣା । ଉଠିପାରେ କୋଭିଡ଼ ନେଗେଟିଭ୍ ରିପୋର୍ଟ ବ୍ୟବସ୍ଥା । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଲୋଚନା ହୋଇପାରେ । ଦର୍ଶନ ବ୍ୟବସ୍ଥା ସଂପର୍କରେ ପୁଂଖାନୁପୁଂଖ ଆଲୋଚନା ହେବାର ରହିଛି । ସପ୍ତାହେ ଧରି ଚାଲିଥିବା ଦର୍ଶନ ବ୍ୟବସ୍ଥାର ସମିକ୍ଷା କରାଯିବ । ବିଶେଷ କରି ସାଧାରଣ ଭକ୍ତି କିଭଳି ସୁବିଧାରେ ଦର୍ଶନ ପାଇ ପାରିବେ ତାହା ଏହି ବୈଠକରେ ଫୋକସରେ ରହିବ । କୋଭିଡ଼ ରିପୋର୍ଟ ପାଇଁContinue reading “କୋହଳ ହୋଇପାରେ କାଳିଆ ଦର୍ଶନ କଟକଣା: ଦର୍ଶନ ବ୍ୟବସ୍ଥାର ସମୀକ୍ଷା ପରେ ଉଠିପାରେ କୋଭିଡ ନେଗେଟିଭ ବ୍ୟବସ୍ଥା”

ଦିଲ୍ଲୀ ଦରବାରରେ ଦୁଲୁକିବ ‘ବଜାଶାଲ’: ଢୋଲ, ନିଶାନ, ତାସାରେ ଝୁମିବ ରାଜପଥ; ଜାନୁଆରି ୨୬ ପାରେଡରେ ବିଶ୍ୱ ଦେଖିବ କଳାହାଣ୍ଡିର ଲୋକନୃତ୍ୟ

କନକ ବ୍ୟୁରୋ: କଳାହାଣ୍ଡିର ଲୋକ ନୃତ୍ୟ ବଜାଶାଲରେ ଦୁଲୁକିବ ଦିଲ୍ଲୀ ଦରବାର । ଢୋଲ, ନିଶାନ, ତାସାର ମଧୁର ଧ୍ୱନିର ମୋହିତ ହେବ ରାଜପଥ । ଜାନୁଆରୀ ୨୬ରେ ଦିଲ୍ଲୀରୁ ସାରା ବିଶ୍ୱ ଦେଖିବ ବଜାଶାଲ ନାଚ ଓ ଗୀତର ଆସର । ଏଥିପାଇଁ କଳାହାଣ୍ଡିରୁ ଦିଲ୍ଲୀ ଯାଇଥିବା କଳାକାର ଜୋରଦାର କରିଛନ୍ତି ସେମାନଙ୍କ ପ୍ରସ୍ତୁତି । କଳାହାଣ୍ଡିର ଲୋକନୃତ୍ୟ ଦୁଲୁକିବ ଦିଲ୍ଲୀ ଦରବାର । ଜାନୁଆରୀ ୨୬ରେ ଦିଲ୍ଲୀ ଦାଣ୍ଡରୁ ସାରା ବିଶ୍ୱ ଦେଖିବ ବଜାଶାଲContinue reading “ଦିଲ୍ଲୀ ଦରବାରରେ ଦୁଲୁକିବ ‘ବଜାଶାଲ’: ଢୋଲ, ନିଶାନ, ତାସାରେ ଝୁମିବ ରାଜପଥ; ଜାନୁଆରି ୨୬ ପାରେଡରେ ବିଶ୍ୱ ଦେଖିବ କଳାହାଣ୍ଡିର ଲୋକନୃତ୍ୟ”

ପରମାଣୁ ଗବେଷଣାରେ ଗାଉଁଲି ପୁଅ: ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟରରେ ଓଡିଆ ପୁଅ; ଓଡିଶା ପାଇଁ ଗୌରବ ଆଣିଲେ ଯୁବ ବୈଜ୍ଞାନିକ କୃଷ୍ଣଚନ୍ଦ୍ର ଦାସ

କନକ ବ୍ୟୁରୋ: ସୁନ୍ଦରଗଡର ଗୌରବ କୃଷ୍ଣଚନ୍ଦ୍ର ଦାସ । ପିଲାଟି ଦିନରୁ ଅନେକ ସଂଘଷ ର୍ କରିଛନ୍ତି କୃଷ୍ଣଚନ୍ଦ୍ର । ଅନେର ଅଭାବ ଅସୁବିଧା ମଧ୍ୟରେ ପାଠପଢି ଏହି ସଫଳତା ହାସଲ କରିଛନ୍ତି ସେ । ବତର୍୍ମାନ ସେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ ସାଇଣ୍ଟିଷ୍ଟ ଚାକିରି ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଅନେର ଖେଳାଳି ହକି ଖେଳରେ ଦେଶବିଦେଶରେ ନାଁ କମାଇଥିବା ବେଳେ କୃଷ୍ଣଚନ୍ଦ୍ର ଏହ ିଚାରିରୀ ପାଇଁ ଗୌରବContinue reading “ପରମାଣୁ ଗବେଷଣାରେ ଗାଉଁଲି ପୁଅ: ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟରରେ ଓଡିଆ ପୁଅ; ଓଡିଶା ପାଇଁ ଗୌରବ ଆଣିଲେ ଯୁବ ବୈଜ୍ଞାନିକ କୃଷ୍ଣଚନ୍ଦ୍ର ଦାସ”

ବଲିଉଡରେ ଡ୍ରଗ୍ସ କାରବାର ନେଇ ବରିଷ୍ଠ ଅଭିନେତା ରାଜା ମୁରାଦଙ୍କ ପ୍ରତିକ୍ରିୟା: କହିଲେ, ବଲିଉଡରେ ଡ୍ରଗ୍ସ କାରବାର ଅଛି, କିଛି ଲୋକ ଡ୍ରଗ୍ସ ନେଉଛନ୍ତି

କନକ ବ୍ୟୁରୋ: ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏନେଇ ମତ ରଖିଛନ୍ତି ବରିଷ୍ଠ ବଲିଉଡ୍ ଅଭିନେତା ରାଜା ମୁରାଦ  । ବଲିଉଡରେ ଡ୍ରଗ୍ସ କାରବାର ଅଛି, କିଛି ଲୋକ ଡ୍ରଗ୍ସ ନେଉଛନ୍ତି, ହେଲେ ସବୁ ନୁହଁନ୍ତି ଓ ଏଥିପାଇଁ ପୁରା ବଲିଉଡକୁ ଦୋଷ ଦିଆଯାଇ ପାରିବ ନାହିଁ  । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ରାଜା ମୁରାଦ ଓଡ଼ିଶା ଆସିଥିବା ବେଳେ ଏହି ପ୍ରତିକ୍ରିୟା ରଖିଛନ୍ତି ।  ତାଙ୍କୁ ଭେଟିଥିଲେ ଆମContinue reading “ବଲିଉଡରେ ଡ୍ରଗ୍ସ କାରବାର ନେଇ ବରିଷ୍ଠ ଅଭିନେତା ରାଜା ମୁରାଦଙ୍କ ପ୍ରତିକ୍ରିୟା: କହିଲେ, ବଲିଉଡରେ ଡ୍ରଗ୍ସ କାରବାର ଅଛି, କିଛି ଲୋକ ଡ୍ରଗ୍ସ ନେଉଛନ୍ତି”

ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର: ପୁଣି ବଂଚିଉଠିବେ ଆଶାରେ ଶବକୁ ସଂସ୍କାର ନକରି ୧୦ ଦିନ ଘରେ ରଖିଥିଲେ ପରିବାର ଲୋକେ

କନକ ବ୍ୟୁରୋ: ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର । ଶବକୁ ସଂସ୍କାର ନକରି ୧୦ ଦିନ ଧରି ଘରେ ରଖିଲେ । କାରଣ କାଳେ ସେ ପୁଣିଥରେ ଜୀବିତ ହୋଇଯିବେ, ବଂଚିଉଠିବେ, ଏଇ ଆଶାରେ ପରିବାର ଲୋକ ୧୦ ଦିନ ଧରି ଶବକୁ ସଂସ୍କାର ନକରି ଘରେ ରଖିଥିଲେ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବରଗଡ଼ ବରଡୋଲ ପଂଚାୟତ ଡାଙ୍ଗ ଛକ ଠାରେ । ଖବର ଅନୁସାରେ ମହେନ୍ଦ୍ର ବାଗ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁContinue reading “ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର: ପୁଣି ବଂଚିଉଠିବେ ଆଶାରେ ଶବକୁ ସଂସ୍କାର ନକରି ୧୦ ଦିନ ଘରେ ରଖିଥିଲେ ପରିବାର ଲୋକେ”

ହାଇଟେକ୍‌ ହସ୍ପିଟାଲ୍‌ ଆଉ ୬୦୦ ଶଯ୍ୟ‌ା ବଢ଼ାଇବ: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସୁରେଶ ପାଣିଗ୍ରାହୀ

କନକ ବ୍ୟୁରୋ: ମହାମାରୀ ସମୟର ଆହ୍ବାନ‌, ହସ୍ପିଟାଲ୍ ପରିଚାଳନା ଓ ସମ୍ପ୍ରସାରଣ ଯୋଜନା ବିଷୟରେ ହାଇଟେକ୍ ମେଡିକାଲ୍ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ର ପରିଚାଳନା ନିର୍ଦ୍ଦେଶକ ସୁରେଶ ପାଣିଗ୍ରାହୀ ଯାହା ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି: ସ୍ବାସ୍ଥ୍ୟ ସେବା ସ୍ତର ବଢ଼ାଇବା ଦିଗରେ ଆପଣଙ୍କ ହସ୍‌ପିଟାଲ୍ କ’ଣ ପଦକ୍ଷେପ ନେଉଛି? ୨୦୦୪ରେ ସ୍ଥାପନ ହେବା ପରଠାରୁ ରାଜ୍ୟକୁ ନୂଆ ମେଡିକାଲ୍ ବ୍ୟବସ୍ଥା ଆଣିବା ସହିତ ନିୟମିତ ଭାବେ ଏହା ସେଥିରେ ଉନ୍ନତି ଆଣୁଛି। ଏହା ହେଉଛିContinue reading “ହାଇଟେକ୍‌ ହସ୍ପିଟାଲ୍‌ ଆଉ ୬୦୦ ଶଯ୍ୟ‌ା ବଢ଼ାଇବ: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସୁରେଶ ପାଣିଗ୍ରାହୀ”

ରାଜ୍ୟକୁ ୧୨ରୁ ଲେଉଟିବ ଶୀତ ! ୫ ଡିଗ୍ରିରୁ ଅଧିକ କମିପାରେ ସର୍ବନିମ୍ନ ତାପମାତ୍ରା: ୧୩ରୁ ଉପକୂଳରେ କୁହୁଡ଼ି ବଢ଼ିବ; ଆସନ୍ତା ସପ୍ତାହେ ଯାଏଁ ଶୁଖିଲା ଓ ଖରାଟିଆ ରହିବ ପାଗ

କନକ ବ୍ୟୁରୋ: ଗତ ୫ ଦିନ ହେଲା ରାଜ୍ୟରୁ ଶୀତ ଉଭା ହୋଇଯାଇଛି। ଫେବ୍ରୃାରି ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ ଭଳି ପରିବେଶ ଅନୁଭୂତ ହେଉଛି। ତେବେ ଚଳିତ ବର୍ଷ ଶୀତ ଏତେ କମ୍ ଦିନ ରହି ଲେଉଟିଗଲା ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏବେ ଶୀତର ଲେଉଟାଣି ନେଇ ଖବର ଆସୁଛି। ଆଉ ମାତ୍ର ୩ ଦିନ ପରେ ରାଜ୍ୟକୁ ଶୀତ ପୁଣି ଫେରିବ। ପାରଦ ନିମ୍ନଗାମୀ ହେବ ଓ ପୁଣିContinue reading “ରାଜ୍ୟକୁ ୧୨ରୁ ଲେଉଟିବ ଶୀତ ! ୫ ଡିଗ୍ରିରୁ ଅଧିକ କମିପାରେ ସର୍ବନିମ୍ନ ତାପମାତ୍ରା: ୧୩ରୁ ଉପକୂଳରେ କୁହୁଡ଼ି ବଢ଼ିବ; ଆସନ୍ତା ସପ୍ତାହେ ଯାଏଁ ଶୁଖିଲା ଓ ଖରାଟିଆ ରହିବ ପାଗ”

Design a site like this with WordPress.com
Get started