କନକ ବ୍ୟୁରୋ: ଅବସର ଥିଲା ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାର ଉଦଘାଟନ ଉତ୍ସବ । ସରକାରୀ କାର୍ଯ୍ୟକ୍ରମ ଥିଲା । ହେଲେ ପରିଣତ ହୋଇଯାଇଥିଲା ବିଜେଡି ଓ ବିଜେପି ନାରାବାଜିର ପ୍ରତିଯୋଗିତା ସ୍ଥଳ । ପ୍ରକଳ୍ପ ଉଦଘାଟନ ପୂର୍ବରୁ ଲିଙ୍ଗରାଜ ଦର୍ଶନ ପାଇଁ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦର୍ଶନ ସାରି ଧର୍ମେନ୍ଦ୍ର ଯେତେବେଳେ ଉଦଘାଟନ ସ୍ଥଳକୁ ଆସିଥିଲେ, ସେତେବେଳେ ବିଜୁ ଜନତା ଦଳର ସମର୍ଥକ ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନରେ ପୂରା ଅଂଚଳ କମ୍ପିContinue reading “ବିନ୍ଦୁସାଗର ସ୍ୱଚ୍ଛ ଅଭିଯାନ ପ୍ରକଳ୍ପ ଉଦଘାଟନ୍ ଉତ୍ସବରେ ଦେଖିବାକୁ ମିଳିଲା ରୋଚକ ଚିତ୍ର । ସରକାରୀ କାର୍ଯ୍ୟକ୍ରମରେ ରାଜନୈତିକ ଦଳର ନାରାବାଜି”
Tag Archives: News
ଏକ ବିଭତ୍ସ ହତ୍ୟାକାଣ୍ଡର କାହାଣୀ: ଜେଲ ଭିତରେ ସାଥୀ କଏଦୀକୁ ନିଜେ ବଖାଣିଲା ଅଭିଯୁକ୍ତ, କେମିତି କାନଫୁଲ ପାଇଁ କାଟି ଦେଇଥିଲା କାନ?
କନକ ବ୍ୟୁରୋ: ନିଜ ବାହାଦୁରୀ ବିଷୟରେ ଜେଲରେ କଥା ହେଉଥିଲେ ଦୁଇ କଏଦୀ । କିଏ ବଡ ଅପରାଧ ଘଟାଇଛି, ଫୁଟାଣି ମାରି କହୁ କହୁ ଜଣେ କହିଦେଲା ସେ ଜେଲ ଆସିଛି ଏକ ଛୋଟ ଅପରାଧ ପାଇଁ, ହେଲେ ବାହାରେ ହତ୍ୟାକାଣ୍ଡ ଭଳି ବଡ ଅପରାଧ ଘଟାଇଛି । ଯାହାକୁ କେହି ଜାଣି ନାହାନ୍ତି । ବାସ କଥା ଯାଇ ପହଂଚିଗଲା ପୁଲିସ କାନରେ, ଆଉ ତାପରେ ନୟାପଲ୍ଲୀ ପୁଲିସ ଜେଲ ଭିତରୁ ଆସାମୀକୁ ଉଠାଇContinue reading “ଏକ ବିଭତ୍ସ ହତ୍ୟାକାଣ୍ଡର କାହାଣୀ: ଜେଲ ଭିତରେ ସାଥୀ କଏଦୀକୁ ନିଜେ ବଖାଣିଲା ଅଭିଯୁକ୍ତ, କେମିତି କାନଫୁଲ ପାଇଁ କାଟି ଦେଇଥିଲା କାନ?”
୧୬ରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ: ପ୍ରଥମ ପର୍ଯ୍ୟାୟରେ ୩କୋଟି ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା; ସେପଟେ ଓଡିଶାରେ ଟଙ୍କା ଭଳି ସୁରକ୍ଷାରେ ଯିବ ଟିକା, ସୁରକ୍ଷା ବଳୟରେ ରହିବ କୋଭିଡ ଟିକା
କନକ ବ୍ୟୁରୋ: କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆଜି ବଡ ଘୋଷଣା କରିଛନ୍ତି । ଜାନୁୟାରୀ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି କୋଭିଡ ଟିକାକରଣ । ପ୍ରଥମ ଦଫାରେ ଟିକା ପାଇବେ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା । ଏପଟେ କଂପାନୀଠାରୁ ସିଧା ସଳଖ ଟିକା ଆସି ପହଂଚିବ ବିଭିନ୍ନ ରାଜ୍ୟରେ । ବ୍ୟାଙ୍କ ଗୁଡିକ ଯେଉଁ ସୁରକ୍ଷା ବ୍ୟବସ୍ଥା ଭିତରେ ଟଙ୍କା ପରିବହନ କରିଥାନ୍ତି,Continue reading “୧୬ରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ: ପ୍ରଥମ ପର୍ଯ୍ୟାୟରେ ୩କୋଟି ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା; ସେପଟେ ଓଡିଶାରେ ଟଙ୍କା ଭଳି ସୁରକ୍ଷାରେ ଯିବ ଟିକା, ସୁରକ୍ଷା ବଳୟରେ ରହିବ କୋଭିଡ ଟିକା”
ଓଡିଶାରେ ଟଙ୍କା ଭ୍ୟାନର ସୁରକ୍ଷା ଭଳି ବିଭିନ୍ନ ଜିଲ୍ଲାକୁ ଯିବ ଟିକା ଗାଡି । ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ
କନକ ବ୍ୟୁରୋ: କରୋନା ଟିକାକୁ ନେଇ ଆସିଲା ବଡ ଖବର । ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ । ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏଥିପାଇଁ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ କରାଯାଇ ସାରିଛି । ସେହିଭଳି ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୫୦ ବର୍ଷରୁ କମ୍ ଏକାଧିକ ରୋଗରେ ପୀଡିତContinue reading “ଓଡିଶାରେ ଟଙ୍କା ଭ୍ୟାନର ସୁରକ୍ଷା ଭଳି ବିଭିନ୍ନ ଜିଲ୍ଲାକୁ ଯିବ ଟିକା ଗାଡି । ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ”
ମଝି ଆକାଶରୁ ହଜିଗଲା ଇଣ୍ଡୋନେସିଆ ବିମାନ । ବିମାନ ଉଡାଣର ୪ ମିନିଟ ପରେ ହୋଇଥିଲା ଯୋଗାଯୋଗ ବିଚ୍ଛିନ୍ନ ।
କନକ ବ୍ୟୁରୋ : ମଝି ଆକାଶରୁ ହଜିଲା ବିମାନ। ଉଡ଼ାଣ କରିବାର ୪ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ୪ମିନିଟ ପରେ ପାଇଲଟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏବେ ବିମାନକୁ ଖୋଜିବା ଆରମ୍ଭ କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ବିମାନରେ ୧୩୦ଜଣ ବସିବା ଭଳି ସିଟ ରହିଥିବା ବେଳେ ଉଡ଼ାଣ ସମୟରେ ସେଥିରେ ୫୯ଜଣ ଯାତ୍ରୀ ଥିଲେ। ତେବେ ଏପର୍ୟ୍ୟନ୍ତ ନିଖୋଜ ହେବାର କାରଣ ଜଣାପଡ଼ିନାହିଁ।Continue reading “ମଝି ଆକାଶରୁ ହଜିଗଲା ଇଣ୍ଡୋନେସିଆ ବିମାନ । ବିମାନ ଉଡାଣର ୪ ମିନିଟ ପରେ ହୋଇଥିଲା ଯୋଗାଯୋଗ ବିଚ୍ଛିନ୍ନ ।”
ଆମେରିକା କ୍ୟାପିଟଲ ହଲ ଆକ୍ରମଣ ଘଟଣା । ବରଖାସ୍ତ ହୋଇପାରନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମହାଭିଯୋଗ ଚଳାଇବାକୁ ବାଚସ୍ପତିଙ୍କ ଦାବି
କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ମାନେ କ୍ୟାପିଟଲ ହିଲ୍ ରେ ପ୍ରବେଶ କରି ଆକ୍ରମଣ କରିବା ପରେ ଆମେରିକା ରାଜନୀତି ଏବେ ସରଗରମ ରହିଛି । ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ଓ ଡେମୋକ୍ରାଟିକ୍ ପାର୍ଟିର ନେତା କ୍ଷମତା ଦଖଲ କରିବାକୁ ମାତ୍ର ୧୨ ଦିନ ବାକି ରହିଛି । ହେଲେ ଏବେ ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚଳାଇବାକୁ ଆଲୋଚନା ଚାଲିଛି । ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସି ମହାଭିଯୋଗContinue reading “ଆମେରିକା କ୍ୟାପିଟଲ ହଲ ଆକ୍ରମଣ ଘଟଣା । ବରଖାସ୍ତ ହୋଇପାରନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମହାଭିଯୋଗ ଚଳାଇବାକୁ ବାଚସ୍ପତିଙ୍କ ଦାବି”
ସମ୍ବଳ ନଥିବାରୁ ବାସ ଖଣ୍ଡେ ପାଇବା ପାଇଁ ସଂଘର୍ଷ କରୁଛନ୍ତି ୬୦ ବର୍ଷିୟା ସୁକାନ୍ତି : ୫ ବର୍ଷ ହେଲାଣି ଭଙ୍ଗାଘରେ କଟୁଛି ଜୀବନ…
କନକ ବ୍ୟୁରୋ: ବୟସର ଅପରାହ୍ନରେ ଘରଟିଏ ପାଇଁ ସଂଘର୍ଷ କରୁଛନ୍ତି ଜଣେ ୬୦ ବର୍ଷିୟ ବୃଦ୍ଧା । ଆଗକୁ ପଛକୁ ଆହା କରିବାକୁ କେହି ନାହାଁନ୍ତି । ମୁଣ୍ଡ ଗୁଂଜିବାକୁ ଘରଟିଏ ବି ନାହିଁ । ପ୍ରାୟ ୪-୫ ବର୍ଷ ହେଲା ଝଡ ବତାସରେ ଘର ଭଙ୍ଗି ଯାଇଛି । ହେଲେ ଘର କରିବାକୁ ଆଉ ସମ୍ବଳ ନଥିବାରୁ ଭଙ୍ଗାଘରେ ରହୁଛନ୍ତି ବୃଦ୍ଧା । ଦେଖନ୍ତୁ ଏହି ରିପୋର୍ଟ । କନ୍ଧମାଳ ଖଜୁରିପଡା ବ୍ଲକ ପାଣ୍ଡାବାଡି ଗାଁରେContinue reading “ସମ୍ବଳ ନଥିବାରୁ ବାସ ଖଣ୍ଡେ ପାଇବା ପାଇଁ ସଂଘର୍ଷ କରୁଛନ୍ତି ୬୦ ବର୍ଷିୟା ସୁକାନ୍ତି : ୫ ବର୍ଷ ହେଲାଣି ଭଙ୍ଗାଘରେ କଟୁଛି ଜୀବନ…”
ଜଳ କୃଷି ଗବେଷଣାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସିଫାରେ ବୁଲି ଦେଖିଲେ ଗବେଷଣାତ୍ମକ କାର୍ଯ୍ୟକ୍ଷେତ୍ର
କନକ ବ୍ୟୁରୋ : ପୁରୀ ଜିଲ୍ଲା କୌଶଲ୍ୟାଗଙ୍ଗନିକଟରେ ଥିବା ସିଫାକୁ ଯାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଜଳ କୃଷି ଗବେଷଣା କେନ୍ଦ୍ରକୁ ସମୀକ୍ଷା କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ଉପସ୍ଥିତ ସିଫାର କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ । ଓଡ଼ିଆ ଭାଷାରେ ୧୬ ଗୋଟି ଜନପ୍ରିୟ ପ୍ରଯୁକ୍ତି କୌଶଳର ପ୍ରତ୍ରିକା ଉନ୍ମଚନ କରିଥିଲେ । ମାନ୍ୟବର ମନ୍ତ୍ରୀଙ୍କ ସମେତ ଭାରତ ସରକାରଙ୍କ ଅଭ୍ୟନ୍ତରୀଣ ମତ୍ସଚାଷ ବିଭାରଗର ଯୁଗ୍ମ ସଚିବ ଶ୍ରୀ ସାଗର ମେହେରା, ସାମୁଦ୍ରିକ ମତ୍ସଚାଷContinue reading “ଜଳ କୃଷି ଗବେଷଣାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସିଫାରେ ବୁଲି ଦେଖିଲେ ଗବେଷଣାତ୍ମକ କାର୍ଯ୍ୟକ୍ଷେତ୍ର”
ରୋଗ ହେବା ପରେ ଛାଡ଼ିଦେଲେ ସ୍ୱାମୀ । କିଡନୀ ରୋଗରେ ପୀଡ଼ିତ ହୋଇ ବାପ ଘରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସବନମ୍ ବେଗମ୍
କନକ ବ୍ୟୁରୋ: ମୋର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି, ସାତ ଜନମକୁ ସାକ୍ଷୀ ରଖି ହାତଧରିଥିବା ସ୍ଵାମୀ ହାତ ଛାଡି ଦେଇଛି, ମୁଁ ଵଂଚିବାକୁ ଚାହେଁ ହାତ ଜୋଡି ଏଭଳି କରୁଣ ନିବେଦନ କରୁଛନ୍ତି କିଡନୀ ରୋଗରେ ଅ।କ୍ରାନ୍ତ ପିପିଲି ଏନଏଏସି ୮ନଂ ଓ୍ଵାର୍ଡ ଭବାନୀପୁର ଅଂଚଳର ସବନମ ବେଗମ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ବୃଦ୍ଧ ବାପାମା ଝିଅକୁ ସୁସ୍ଥ କରିବା ନିମନ୍ତେ ସରକାରଙ୍କ ପାଖରେ ନିବେଦନ କରିଥିବା ବେଳେ ସହଯୋଗରContinue reading “ରୋଗ ହେବା ପରେ ଛାଡ଼ିଦେଲେ ସ୍ୱାମୀ । କିଡନୀ ରୋଗରେ ପୀଡ଼ିତ ହୋଇ ବାପ ଘରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସବନମ୍ ବେଗମ୍”
ତାଲା ବନ୍ଦ ବେଳେ ଚାଷୀ ବନିଲେ ଶିକ୍ଷକ । ଛାତ ଉପରେ କଲେ ପରିବା ଚାଷ ।
କନକ ବ୍ୟୁରୋ : ଲକଡାଉନ ଶିଖାଇଦେଲା ଚାଷ, ଦୁଇ ଶିକ୍ଷକ ଭାଇ ଛାତ ଉପରେ ଓ ନିଜ ବାଡିରେ କଲେ ପନିପରିବା ଚାଷ, ତାହା ପୁଣି ବିନା ରାସାୟନିକ ସାର ଓ ଔଷଧ ପ୍ରୟୋଗ କରି । ଅଧିକ ଫସଲ ଉପ୍ତାଦନ ପାଇଁ ବର୍ତ୍ତମାନ ରାସାୟନିକ ସାର ଓ ଔଷଧର ବ୍ୟବହାର ବ୍ୟାପକ ହେଉଥିବା ବେଳେ ସେହି ପନିପରିବା କୁ ଖାଇ ନାନାଦି ରୋଗ ହେଉଛି ଆମ୍ଭମାନଙ୍କୁ । ଆଉ ମଧ୍ୟ ରାସାୟନିକ ସାର ପ୍ରୟୋ ଦ୍ବାରାContinue reading “ତାଲା ବନ୍ଦ ବେଳେ ଚାଷୀ ବନିଲେ ଶିକ୍ଷକ । ଛାତ ଉପରେ କଲେ ପରିବା ଚାଷ । “