କନକ ବ୍ୟୁରୋ: ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇ ସମୁଦ୍ରରେ ଖସିପଡ଼ିଥିବା ଆଶଂକା କରାଯାଉଛି । ଉଦ୍ଧାରକାରୀ ଦଳ ସମୁଦ୍ରରୁ କିଛି ଭଗ୍ନାଂଶ ପାଇଛି, ଯାହା ନିଖୋଜ ବିମାନର ବୋଲି ସନ୍ଦେହ କରାଯାଉଛି । ହେଲେ ଏହାକୁ ନିଶ୍ଚିତ ଭାବେ କହିପାରି ନାହିଁ ଇଣ୍ଡୋନେସିଆର ନ୍ୟାସନାଲ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସି । ଇଣ୍ଡୋନେସିଆର ଶ୍ରୀବିଜୟା ଏୟାରଲାଇନ୍ସର ବୋଇଂ ୭୩୭ ବିମାନଟି ଶନିବାର ନିଖୋଜ ହୋଇଯାଇଥିଲା । ଜାକର୍ତାରୁ ଉଡାଣ ଭରିବାର ମାତ୍ର ୪ମିନିଟ ପରେ ଅର୍ଥାତ୍ ବିମାନ ୧୦ହଜାରContinue reading “ମଝି ଆକାଶରୁ ନିଖୋଜ ଇଣ୍ଡୋନେସିଆ ବିମାନ ସମୁଦ୍ରରେ ଖସିପଡ଼ିଥିବା ଆଶଙ୍କା: ସମୁଦ୍ରରୁ ମିଳିଥିବା ଭଗ୍ନାଂଶ ନିଖୋଜ ବିମାନର ହୋଇପାରେ ବୋଲି କହିଲା ଉଦ୍ଧାରକାରୀ ଦଳ”
Tag Archives: News
ଶେଷରେ ମାନିଲା ପାକିସ୍ତାନ । ବାଲାକୋଟ ଏୟାରଷ୍ଟ୍ରାଇକରେ ଯାଇଥିଲା ୩୦୦ ଆତଙ୍କବାଦୀଙ୍କ ଜୀବନ ।
କନକ ବ୍ୟୁରୋ : ଫେବ୍ରୁଆରି ୨୬,୨୦୧୯ରେ ଭାରତ କରିଥିବା ଏୟାରଷ୍ଟ୍ରାଇକରେ ଜୈସ-ଇ-ମହମ୍ମଦର ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିଲା। ପୂର୍ବରୁ ଏହି କଥାକୁ ଅସ୍ୱୀକାର କରୁଥିବା ପାକିସ୍ତାନ ଏବେ ଏହାକୁ ସ୍ୱୀକାର କରିଛି। ପାକିସ୍ତାନର କୂଟନୀତିଜ୍ଞ ଆଗା ହିଲୀ ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିବା ସ୍ୱୀକାର କରିଛନ୍ତି। ଆଗା ହିଲୀ କହିଛନ୍ତି ଯେ, ଭାରତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଏୟାରଷ୍ଟ୍ରାଇକ କରିଥିଲା, ଯେଉଁଥିରେ ଅତି କମରେ ୩୦୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଆମର ଲକ୍ଷ୍ୟ ସେମାନଙ୍କଠାରୁContinue reading “ଶେଷରେ ମାନିଲା ପାକିସ୍ତାନ । ବାଲାକୋଟ ଏୟାରଷ୍ଟ୍ରାଇକରେ ଯାଇଥିଲା ୩୦୦ ଆତଙ୍କବାଦୀଙ୍କ ଜୀବନ ।”
ବିମାନ ଭିତରେ ସଫା କଲା ରୋବଟ । ଏୟାର ଏଣ୍ଡିଆ ଏକ୍ସପ୍ରେସରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଲା ଏଭଳି ବ୍ୟବସ୍ଥା ।
କନକ ବ୍ୟୁରୋ : ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରଥମ ଥର ପାଇଁ ଭାରତରେ ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସଫେଇ ଆରମ୍ଭ କରିଛି । ଦିଲ୍ଲୀ ବିମାନବନ୍ଦରରେ ବିମାନର ଭିତର ଅଂଶକୁ ସଫା କରିବା ପାଇଁ କମ୍ପାନୀ ଗୁରୁବାର ଦିନ ଏହି ଟେକ୍ନୋଲୋଜି ଆରମ୍ଭ କରିଛି। ବିମାନ ଭିତର ସଫେଇ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଏକ ଏଜେନ୍ସି ସହ ଚୁକ୍ତିନାମା କରାଯାଇଛି । ଏହି କୌଶଳ ବ୍ୟବହାର କରି ବିମାନ ଭିତରେContinue reading “ବିମାନ ଭିତରେ ସଫା କଲା ରୋବଟ । ଏୟାର ଏଣ୍ଡିଆ ଏକ୍ସପ୍ରେସରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଲା ଏଭଳି ବ୍ୟବସ୍ଥା ।”
ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ସରଗରମ ରାଜନୀତି । ବିଜେପିର ମୁଠି ଚାଉଳ ଅଭିଯାନର ଆରମ୍ଭ କଲେ ଜେପି ନଡ୍ଡା
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମମତାଙ୍କ ଗଡରେ ବିଜେପିର ଶକ୍ତି ପ୍ରଦର୍ଶନ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରୁ ବିଜେପିର ଏକ ମୁଠା ଚାଉଳ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି ଜେପି ନଡ୍ଡା । ରାଧା ଗୋବିନ୍ଦ ମନ୍ଦିର ଦର୍ଶନ ସହ ନିଜର ଗସ୍ତ ଆରମ୍ଭ କରିଛନ୍ତି । ଏକ ମୁଠା ଚାଉଳ ସଂଗ୍ରହ ଅଭିଯାନ ଆରମ୍ଭContinue reading “ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ସରଗରମ ରାଜନୀତି । ବିଜେପିର ମୁଠି ଚାଉଳ ଅଭିଯାନର ଆରମ୍ଭ କଲେ ଜେପି ନଡ୍ଡା”
୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ସୁରକ୍ଷା ବଳୟରେ ରହିବ କରୋନା ଟିକା ।
କନକ ବ୍ୟୁରୋ : କରୋନା ଟିକାକରଣକୁ ନେଇ ମୋଦି ସରକାରଙ୍କ ବଡ ଘୋଷଣା । ଜାନୁୟାରୀ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ ଟିକାକରଣ । କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଉଛି । ପ୍ରଥମ ଦଫାରେ ସରକାର ତାଲିକା କରିଥିବା ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏହାପରେ ୨୭ କୋଟି ୫୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିContinue reading “୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ସୁରକ୍ଷା ବଳୟରେ ରହିବ କରୋନା ଟିକା ।”
ଟ୍ରମ୍ପଙ୍କଠାରୁ ଆମେରିକାକୁ ରହିଛି ବଡ଼ ବିପଦ । ପରମାଣୁ ବୋମାର ବଟନ୍ ଛଡ଼ାଇ ଆଣିବାକୁ ଡେମୋକ୍ରାଟଙ୍କ ଦାବି ।
କନକ ବ୍ୟୁରୋ : ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି ହ୍ୱାଇଟ ହାଉସରୁ ବିଦା କରିବାକୁ ଚାହୁଁଛନ୍ତି ଡେମୋକ୍ରାଟ୍ । ଏଥିସହ ବିଦାୟୀ ରାଷ୍ଟ୍ରପତିଙ୍କ ନିକଟରେ ଥିବା ପରମାଣୁ ଅସ୍ତ୍ର ପ୍ରୟୋଗ କରିବାର ଅଧିକାରକୁ ଛଡାଇ ଆଣିବା ପାଇଁ ଦାବି କରିଛନ୍ତି ହାଉସ ଅଫ ରିପ୍ରେଜେଂଟେଟିଭର ବାଚସ୍ପତି ନାନ୍ସି ପେଲୋସି । ଏନେଇ ସେ ଆମେରିକା ସେନାମୁଖ୍ୟ ଜେନେରାଲ ମାର୍କ ମିଲିଙ୍କ ସହ କଥା ହୋଇଛନ୍ତି । ସାଥୀContinue reading “ଟ୍ରମ୍ପଙ୍କଠାରୁ ଆମେରିକାକୁ ରହିଛି ବଡ଼ ବିପଦ । ପରମାଣୁ ବୋମାର ବଟନ୍ ଛଡ଼ାଇ ଆଣିବାକୁ ଡେମୋକ୍ରାଟଙ୍କ ଦାବି । “
ଗଜପତିରେ ୩୧ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ । ସୂଚନା ଦେଲେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
କନକ ବ୍ୟୁରୋ : ଗଜପତି ଜିଲ୍ଲାରେ ୨ଦିନରେ ୩୧ ଜଣ ଶିକ୍ଷକ କରୋନା ପଜିଟିଭ । ମୋହନା ବ୍ଲକରେ ୨୧ ଜଣ ଶିକ୍ଷକ ସଂକ୍ରମିତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିହ୍ନଟ ହେଲେ ୧୦ ଜଣ ଶିକ୍ଷକ । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା । ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଥିଲା । ଗତ ଜାନୁଆରୀ ୮ ତାରିଖରୁ ସାରା ରାଜ୍ୟରେ ସ୍କୁଲ ଖୋଲା ହୋଇଛିContinue reading “ଗଜପତିରେ ୩୧ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ । ସୂଚନା ଦେଲେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।”
ଭାରତୀୟ ଯବାନଙ୍କ କବଜାରେ ଚୀନ୍ ଯବାନ । ସୀମା ଅତିକ୍ରମ କରି ଭାରତକୁ ଅନୁପ୍ରବେଶ କରିଥିବା ବେଳେ କାବୁ କଲେ ସୁରକ୍ଷାକର୍ମୀ
କନକ ବ୍ୟୁରୋ: ଏଲଏସିରୁ ଆସିଛି ବଡ ଖବର । ପୂର୍ବ ଲଦାଖ ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିବା ଜଣେ ଚୀନ ସୈନିକଙ୍କୁ ଅଟକ ରଖିଛନ୍ତି ଭାରତୀୟ ସେନା । ବାଟ ଭୁଲିଯାଇ ପିପୁଲ ଲିବରେସନ ପାର୍ଟିର ସୈନିକ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିିଥିବା ଜଣାପଡିଛି । ଅଟକ ଚୀନ ସେନାକୁ ଜେରା କରାଯାଉଛି । ତେବେ ଭାରତୀୟ ସେନା କହିଛି ପ୍ରକୃତରେ କେଉଁ ପରିସ୍ଥିତିରେ ଚୀନ ଆର୍ମିContinue reading “ଭାରତୀୟ ଯବାନଙ୍କ କବଜାରେ ଚୀନ୍ ଯବାନ । ସୀମା ଅତିକ୍ରମ କରି ଭାରତକୁ ଅନୁପ୍ରବେଶ କରିଥିବା ବେଳେ କାବୁ କଲେ ସୁରକ୍ଷାକର୍ମୀ”
ଗରିବ ହେଲେ ମଲ । ୪ ମାସର ପୁଅକୁ ବିକ୍ରି କରିବା ପରେ ଆତ୍ମହତ୍ୟା କରିଥିଲେ ବାପା ।
କନକ ବ୍ୟୁରୋ : ପେଟକୁ ଦାନା ନାହିଁ, ମୁଣ୍ଡ ଗୁଂଜିବାକୁ ଚାଳ ନାହିଁ । ୫ଟି ଛୁଆଙ୍କୁ ଧରି ଏକ ଥୁଂଟା ଗଛର ଶାଖାରେ ଆଶ୍ରୟ ନେଇଥିଲେ ମାଲକାନଗିରି ସପ୍ତଧାରା ଗାଁର ସୋମନାଥ ଖିଲ । ଦାନା ଗଣ୍ଡାଏ ଯୋଗାଡ କରିବାରେ ଅସମର୍ଥ ହେବା ପରେ ନିଜ ୪ ମାସର ଶିଶୁ ପୁତ୍ରକୁ ବିକ୍ରି କରିଦେଇଥିଲେ ସୋମନାଥ । ମାତ୍ର ହଜାରେ ଟଙ୍କାରେ ପୁଅକୁ ବିକ୍ରି କରି କିଛି ଚାଉଳ କିଣିଥିଲେ । ସେଥିରେ ସିନା କିଛିContinue reading “ଗରିବ ହେଲେ ମଲ । ୪ ମାସର ପୁଅକୁ ବିକ୍ରି କରିବା ପରେ ଆତ୍ମହତ୍ୟା କରିଥିଲେ ବାପା ।”
ସାଇବର ଠକଙ୍କ ନୂଆ ଷ୍ଟାଇଲ୍ । ସାମନାକୁ ଆସିଲା ନାଇଜେରିଆ ଗ୍ୟାଙ୍ଗର ହନିଟ୍ରାପ । ଜର୍ମାନୀ ଯୁବତୀ ଜେନେଫରଙ୍କ ଜାଲରୁ ଅଳ୍ପକେ ବର୍ତିଗଲେ ଭୁବନେଶ୍ୱରର ଯୁବକ
କନକ ବ୍ୟୁରୋ : ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ରହୁଥିବା ଶୁଭେନ୍ଦୁଙ୍କ ସହ ଜଣେ ବିଦେଶୀ ଯୁବତୀ, ଫେସବୁକ୍ରେ ବନ୍ଧୁତା ସ୍ଥାପନ କରିଥିଲେ । ଯୁବତୀ ଜଣକ ଜଣେ ଜର୍ମାନ ନିବାସୀ ଓ ତାଙ୍କ ନାଁ ଜେନିଫର ୱିଲିୟମ ବୋଲି ପରିଚୟ ଦେଇଥିଲେ । ପ୍ରଥମେ ମେସେଜ୍ ପଠାଇବା ପରେ ଫୋନ ନମ୍ବର ଆଦାନପ୍ରଦାନ ଓ ହ୍ୱାଟ୍ସଆପ୍ରେ ଘଂଟା ଘଂଟା ଚ୍ୟାଟିଂ । ଚାରି ପାଂଚ ଦିନ ମଧ୍ୟରେ ବିଦେଶିନୀଙ୍କ ସହ ବନ୍ଧୁତା ଏତେ ବଢ଼ି ଯାଇଥିଲା ଯେContinue reading “ସାଇବର ଠକଙ୍କ ନୂଆ ଷ୍ଟାଇଲ୍ । ସାମନାକୁ ଆସିଲା ନାଇଜେରିଆ ଗ୍ୟାଙ୍ଗର ହନିଟ୍ରାପ । ଜର୍ମାନୀ ଯୁବତୀ ଜେନେଫରଙ୍କ ଜାଲରୁ ଅଳ୍ପକେ ବର୍ତିଗଲେ ଭୁବନେଶ୍ୱରର ଯୁବକ “