ଯୁବକ କରୁଥିଲା ଆତ୍ମହତ୍ୟାର ଫେସବୁକ୍ ଲାଇଭ । ଫେସବୁକର ମୁଖ୍ୟାଳୟ ଆୟର୍ଲାଣ୍ଡ ଏଚକ୍ୟୁ ମୁମ୍ବାଇ ସାଇବର ପୋଲିସକୁ ଦେଲା ସୂଚନା । ୫୦ ମିନିଟ୍ ମଧ୍ୟରେ ଉଦ୍ଧାର କଲା ଧୁଲେ ପୋଲିସ

କନକ ବ୍ୟୁରୋ : ଆଜିକା ସମୟରେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ଲୋକଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି । ସୋସିଆଲ ମିଡିଆ ଲୋକଙ୍କ ପାଖରେ ଦେଶ ବିଦେଶର ଖବର ଠାରୁ ପ୍ରିୟ ପରିଜନଙ୍କ ପର୍ଯ୍ୟନ୍ତ ପହଂଚାଇବାରେ ସହଯୋଗ କରୁଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଲୋକର ଜୀବନ ବଂଚାଇଛି ଫେସବୁକ । ସୂଚନା ମୁତାବକ ଆୟର୍ଲାଣ୍ଡର ଫେସବୁକ୍ ଏଚକ୍ୟୁ ମହାରାଷ୍ଟ୍ରର ଧୁଲେଇ ଅଞ୍ଚଳରେ ଆତ୍ମହତ୍ୟାContinue reading “ଯୁବକ କରୁଥିଲା ଆତ୍ମହତ୍ୟାର ଫେସବୁକ୍ ଲାଇଭ । ଫେସବୁକର ମୁଖ୍ୟାଳୟ ଆୟର୍ଲାଣ୍ଡ ଏଚକ୍ୟୁ ମୁମ୍ବାଇ ସାଇବର ପୋଲିସକୁ ଦେଲା ସୂଚନା । ୫୦ ମିନିଟ୍ ମଧ୍ୟରେ ଉଦ୍ଧାର କଲା ଧୁଲେ ପୋଲିସ”

ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ସୌରଭ ଗାଙ୍ଗୁଲି : ହସ୍ପିଟାଲ୍ କର୍ତ୍ତୃପକ୍ଷ ଏବଂ ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ

କନକ ବ୍ୟୁରୋ : ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଗୁରୁବାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ ହସ୍ପିଟାଲ୍‌ରୁ ଗତକାଲି ଡିସ୍‌ଚାର୍ଜ ହୋଇଥାନ୍ତେ, ମାତ୍ର ତାଙ୍କ ସ୍ବଇଚ୍ଛାରେ ଆଉ ଗୋଟାଏ ଦିନ ଅଧିକ ହସ୍ପିଟାଲ୍‌ରେ ରହିବାକୁ ଚାହିଁଥିଲେ। ଫଳରେ ଆଜି ପୂର୍ବାହ୍ନରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। କୋଲକାତାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେContinue reading “ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ସୌରଭ ଗାଙ୍ଗୁଲି : ହସ୍ପିଟାଲ୍ କର୍ତ୍ତୃପକ୍ଷ ଏବଂ ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ”

୧୦ ମାସ ପରେ କାଲିଠାରୁ ଖୋଲିବ ସ୍କୁଲ : କେବଳ ଦଶମ ଓ ଦ୍ୱାଦଶ ପିଲା ଯିବେ ସ୍କୁଲ; ୧୦୦ ଦିନ ପାଇଁ ହେବ ପାଠପଢା

କନକ ବ୍ୟୁରୋ : କାଲିଠାରୁ ରାଜ୍ୟରେ ସ୍କୁଲ ଖୋଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ । ୧୦୦ ଦିନ ପାଇଁ ପାଠପଢା ହେବ । ତେବେ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବାର୍ଷିକ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରସ୍ତୁତି ଓContinue reading “୧୦ ମାସ ପରେ କାଲିଠାରୁ ଖୋଲିବ ସ୍କୁଲ : କେବଳ ଦଶମ ଓ ଦ୍ୱାଦଶ ପିଲା ଯିବେ ସ୍କୁଲ; ୧୦୦ ଦିନ ପାଇଁ ହେବ ପାଠପଢା”

ଆମେରିକା ସଂସଦ ପରିସରରେ ଟ୍ରମ୍ପ୍ ସମର୍ଥକଙ୍କ ଆକ୍ରମଣ । ୪ ଜଣଙ୍କ ମୃତ୍ୟୁ । ୧୫ ଦିନ ପାଇଁ ୱାଶିଂଟନ ଡିସିରେ ପବ୍ଲିକ ଏମରଜେନ୍ସି ।

କନକ ବ୍ୟୁରୋ :  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ କାର୍ଯ୍ୟଦିବସରେ ଆମେରିକାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଏଥର ୱାସିଂଟନ ସ୍ଥିତ କ୍ୟାପିଟାଲ ହିଲ୍ ଠାରେ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ଯେତେବେଳେ ଭାରତରେ ଅଧରାତି ହୋଇଥିଲା ଏହି ସମୟରେ ଆମେରିକାରେ ହଜାର ହଜାର ସଂଖ୍ୟାର ଟ୍ରମ୍ପ ସମର୍ଥକ ମାନେ ହାତରେ ହତିଆର ଧରି କ୍ୟାପିଟାଲ ହିଲରେ ପ୍ରବେଶ କରିଥିଲେ । ସେଠାରେ ସେମାନେ ଭଙ୍ଗାରୋଜା କରିବା ସହ ସିନେଟରେ ଥିବା ସାଂସଦ ମାନଙ୍କୁContinue reading “ଆମେରିକା ସଂସଦ ପରିସରରେ ଟ୍ରମ୍ପ୍ ସମର୍ଥକଙ୍କ ଆକ୍ରମଣ । ୪ ଜଣଙ୍କ ମୃତ୍ୟୁ । ୧୫ ଦିନ ପାଇଁ ୱାଶିଂଟନ ଡିସିରେ ପବ୍ଲିକ ଏମରଜେନ୍ସି ।”

ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ : ଆଜି ଗାଜିପୁରରୁ ପଲବଲ ଯାଏଁ ଚାଷୀଙ୍କ ଟ୍ରାକ୍ଟର ରାଲି

କନକ ବ୍ୟୁରୋ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ-ହରିୟାଣା ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀ ଆଜି ପୁଣି ଶକ୍ତି ପ୍ରଦର୍ଶନ । ଟ୍ରାକ୍ଟର କାଲି ବାହାର କରି ଦିଲ୍ଲୀକୁ ଘେରିବେ ଚାଷୀ । ସିଙ୍ଘୁ, ଟିକରି ଓ ଶାହଜାହନପୁର ସୀମାରୁ ଏହି ଟ୍ରାକ୍ଟର ରାଲି ବାହାରିଛି । ଏହି ରାଲି ଦିଲ୍ଲୀର କେଏମପି ଏକପ୍ରେସ ୱେକୁ ଆସିବ ଓ ଏଠାରେ ଚାଷୀମାନେ ଶକ୍ତି ପ୍ରଦର୍ଶନ କରିବେ । ଏଥିପାଇଁ ବିଭିନ୍ନ ସ୍ଥାନରୁ ଟ୍ରାକ୍ଟର ଆସିବା ଆରମ୍ଭContinue reading “ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ : ଆଜି ଗାଜିପୁରରୁ ପଲବଲ ଯାଏଁ ଚାଷୀଙ୍କ ଟ୍ରାକ୍ଟର ରାଲି”

ଓଡ଼ିଶାରେ ବିଜେପି ପ୍ରଭାରୀ : ବିଜେପି ନେତାଙ୍କ ହତ୍ୟା ପ୍ରସଙ୍ଗରେ ସରକାରଙ୍କୁ କଲେ ଟାର୍ଗେଟ୍‌

କନକ ବ୍ୟୁରୋ : ବିଜେପି ରାଜ୍ୟ ପ୍ରଭାରୀ ଡି ପୁର‌େନ୍ଦଶ୍ବରୀ ଓ ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂହ ତୋମାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଉଭୟ ଭିନ୍ନ ଭିନ୍ନ ସମୟରେ ବିମାନ ବନ୍ଦରରେ ପହଞ୍ଚିଲା ପରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାମାନେ ସ୍ବାଗତ କରିଥିଲେ । ଉଭୟ ଦଳର ବିଭିନ୍ନ ସାଂଗଠନିକ କାର୍ୟ୍ୟକ୍ରମରେ ଯୋଗ ଦେବେ। ଆସନ୍ତାକାଲି ମାହାଙ୍ଗା ଯାଇ ସେଠାରେ ହତ୍ୟାର ଶୀକାର ହୋଇଥିବା ବିଜେପି ନେତା କୁଳମଣିContinue reading “ଓଡ଼ିଶାରେ ବିଜେପି ପ୍ରଭାରୀ : ବିଜେପି ନେତାଙ୍କ ହତ୍ୟା ପ୍ରସଙ୍ଗରେ ସରକାରଙ୍କୁ କଲେ ଟାର୍ଗେଟ୍‌”

ସମ୍ପତ୍ତି ପାଇଁ ନିଜର ୩ ଭାଇଙ୍କୁ କରିଥିଲେ ଅପହରଣ । ନକଲି ଆୟକର ଅଧିକାରୀଙ୍କୁ ପଠାଇ ଗିରଫ୍ ନାମର ଘରୁ ଉଠାଇ ଆଣିଥିଲେ । ଏନେଇ ଅଭିଯୋଗ ହେବା ପରେ ଆଜି ଗିରଫ୍ ହେଲେ

କନକ ବ୍ୟୁରୋ : ସଂପତ୍ତି ପାଇଁ କେତେ ନିଚ୍ଚସ୍ତରକୁ ଯାଇପାରେ ମଣିଷ । ତାହା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଟିଡିପି ସରକାରରେ ମନ୍ତ୍ରୀ ଥିବା ଭୂମା ଅଖିଳ ପ୍ରିୟା ସଂପତ୍ତି ଲୋଭରେ ତାଙ୍କର ୩ ଭାଇଙ୍କୁ ଅପହରଣ କରିଥିବା ଅଭିଯୋଗ ହେବା ପରେ ,ପୋଲିସ ଭୂମାଙ୍କୁ ଗିରଫ୍ କରିଛି । ସୂଚନା ମୁତାବକ ଭୂମା ୨୦୦ କୋଟି ଟଙ୍କାର ଏକ ଜମି ପାଇଁ ରଚିଥିଲେ ଅପହରଣ ଷଡଯନ୍ତ୍ର । ଏହି ଷଡଯନ୍ତ୍ରରେ ସାମିଲ କରିଥିଲେ ୧୦Continue reading “ସମ୍ପତ୍ତି ପାଇଁ ନିଜର ୩ ଭାଇଙ୍କୁ କରିଥିଲେ ଅପହରଣ । ନକଲି ଆୟକର ଅଧିକାରୀଙ୍କୁ ପଠାଇ ଗିରଫ୍ ନାମର ଘରୁ ଉଠାଇ ଆଣିଥିଲେ । ଏନେଇ ଅଭିଯୋଗ ହେବା ପରେ ଆଜି ଗିରଫ୍ ହେଲେ”

ପଶ୍ଚିମ ଓଡ଼ିଶାରେ ବଡ଼ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବ ଏସ୍‌ ଏନ୍ ମହାନ୍ତି ଗ୍ରୁପ୍ : ପ୍ରବୋଧ ମହାନ୍ତିଙ୍କ ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ

ରାଜ୍ୟର ଅଗ୍ରଣୀ ଖଣି ଓ ଧାତବ କଂପାନି ହେଉଛି ଏସ୍‌ ଏନ୍ ମହାନ୍ତି ଗ୍ରୁପ୍ । ଇସ୍ପାତ, ବିଦ୍ୟୁତ ଶକ୍ତି, ସୌର ଶକ୍ତି ଏବଂ ଉଦ୍ୟାନ କୃଷି ଆଦି କ୍ଷେତ୍ରରେ ଏହି ସଂସ୍ଥା ସକ୍ରିୟ ରହିଛି। ଖଣି କ୍ଷେତ୍ର ଉପରେ କୋଭିଡ୍‌ ମହାମାରୀର ପ୍ରଭାବ ଏବଂ ନିଜ ସଂସ୍ଥାର ଭବିଷ୍ୟତ ଯୋଜନା ଆଦି ଅନେକ ବିଷୟରେ ଏସ୍‌ ଏନ୍ ମହାନ୍ତି ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ପ୍ରବୋଧ ମହାନ୍ତି ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି।Continue reading “ପଶ୍ଚିମ ଓଡ଼ିଶାରେ ବଡ଼ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବ ଏସ୍‌ ଏନ୍ ମହାନ୍ତି ଗ୍ରୁପ୍ : ପ୍ରବୋଧ ମହାନ୍ତିଙ୍କ ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ”

ଭାଙ୍ଗିଲା ତେର ବର୍ଷର ରେକର୍ଡ : ଭିତରକନିକାରେ ବଢ଼ିଲେ ବିଦେଶୀ ପକ୍ଷୀ; ୧୨୧ ପ୍ରଜାତିର ୧,୩୬,୦୯୨ ପକ୍ଷୀ

କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚଳିତମାସ ୬ ତାରିଖ ଦିନ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡ଼ିଛି । ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୧୮ ହଜାର ୩୨୬ ପକ୍ଷୀ ଆସିଥିବାବେଳେ ଏ ବର୍ଷ ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଛନ୍ତି । ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ଭିତରକନିକାକୁ ୧୭ ହଜାର ୭୬୬ ପକ୍ଷୀ ଅଧିକ ଆସିଥିବା ଜଣାପଡିଛିContinue reading “ଭାଙ୍ଗିଲା ତେର ବର୍ଷର ରେକର୍ଡ : ଭିତରକନିକାରେ ବଢ଼ିଲେ ବିଦେଶୀ ପକ୍ଷୀ; ୧୨୧ ପ୍ରଜାତିର ୧,୩୬,୦୯୨ ପକ୍ଷୀ”

ଆଜିଠାରୁ କଟକରେ ଖୋଲିଲା ମନ୍ଦିର : କୋଭିଡ ନିୟମ ପାଳନ ସହ ଠାକୁରଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ 

କନକ ବ୍ୟୁରୋ : କଟକରେ ଆଜିଠାରୁ ଖୋଲିଲା ମନ୍ଦିର । ସାମାଜିକ ଦୂରତା ପାଳନ ଏବଂ ମାସ୍କ ପିନ୍ଧି ଠାକୁରଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ଏସଓପି ଜାରି କରିଛି କଟକ ମହାନଗର ନିଗମ । ମନ୍ଦିରରେ ଦର୍ଶନ ସମୟରେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ଏହାର ଯାଂଚ କରିବେ ପୂଜକ । ମନ୍ଦିରରେ ଦର୍ଶନ ସମୟରେ ଏସଓପି ପାଳନ କରାନଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । କଟକରେ ଆଜିContinue reading “ଆଜିଠାରୁ କଟକରେ ଖୋଲିଲା ମନ୍ଦିର : କୋଭିଡ ନିୟମ ପାଳନ ସହ ଠାକୁରଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ “

Design a site like this with WordPress.com
Get started