ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଙ୍ଗାମା ଘଟଣା : ମୋଦିଙ୍କ କଡା ନିନ୍ଦା; ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଂସାର ସ୍ଥାନ ନାହିଁ

କନକ ବ୍ୟୁରୋ : ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟକୁ ମାନିବାକୁ ରାଜି ନୁହନ୍ତି ଟ୍ରମ୍ପ ସମର୍ଥକ । ଆମେରିକା କଂଗ୍ରେସରେ ଇଲେକଟରାଲ କଲେଜ ପାଇଁ ବୈଠକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ୱାଂଶିଟନର କ୍ୟାପିଟାଲ ବିଲ୍ଡିଂରେ ହଙ୍ଗାମା କରିଛନ୍ତି । ହଙ୍ଗାମା ଓ ହିଂସା ଯୋଗୁଁ ଯୋଗୁଁ ୱାଂଶିଟନ ଡିସିରେ ସ୍ଥିତି ବିଗିଡି ଯାଇଛି । ସେଠାରେ କର୍ଫ୍ୟୁ ଜାରି କରାଯାଇଛି । ହଙ୍ଗାମା ସମୟରେ ଟ୍ରମ୍ପ ସମର୍ଥକ ଓ ପୁଲିସ ମୁହଁମୁହିଁ ହୋଇଛନ୍ତି । ଆମେରିକାContinue reading “ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଙ୍ଗାମା ଘଟଣା : ମୋଦିଙ୍କ କଡା ନିନ୍ଦା; ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଂସାର ସ୍ଥାନ ନାହିଁ”

ମାହାଙ୍ଗା ଡବଲ ମର୍ଡର ଘଟଣା : ଆଉ ଜଣେ ଗିରଫ ପରେ ମୋଟ୍ ଗିରଫ ସଂଖ୍ୟା ୬କୁ ବୃଦ୍ଧି

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ ହୋଇଛନ୍ତି । ଏହାସହ ଗିରଫଦାରୀ ସଂଖ୍ୟା ୬ରେ ପଂହଚିଛି ଏବେ ବି ୪ ଜଣ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ୫ ତାରିଖରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ଗତକାଲି ଆଉଜଣେ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା । ମଙ୍ଗଳବାର ଦିନ ପୁଲିସ ଜଣେ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ଡେମୋ ଦେଖାଇଥିଲା । ପୋଲିସ ହାତରେ ଧରାପଡିଥିବା ଅଭିଯୁକ୍ତ ପଂଚାନନ ସେଠୀContinue reading “ମାହାଙ୍ଗା ଡବଲ ମର୍ଡର ଘଟଣା : ଆଉ ଜଣେ ଗିରଫ ପରେ ମୋଟ୍ ଗିରଫ ସଂଖ୍ୟା ୬କୁ ବୃଦ୍ଧି”

ଖୋଲା ଆକାଶ ତଳେ ପଡି ରହିଛି ବସ୍ତା ବସ୍ତା ଧାନ : କଳାହାଣ୍ଡିରେ ତେଜିଲା ଚାଷୀ ଅସନ୍ତୋଷ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କାଶୀବାହାଲ ନୂଆପଡା ଧାନ ମଣ୍ଡିରେ ଟୋକନ ଅନିୟମିତତାକୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ପ୍ରକୃତ ଚାଷୀ ବଦଳରେ ଜାଲ ଚାଷୀ ଟୋକନ ହାତେଇ ଧାନ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଏହାର ତଦନ୍ତ ଦାବିରେ ଚାଷୀମାନେ ମଣ୍ଡି ଆଗରେ ବସି ଧାନ ବୋଝେଇ ଗାଡିକୁ ଅଟକାଇବାରୁ ଧାନ ଉଠାଣରେ ଅଚଳାବସ୍ଥା ଦେଖାଇଛି ।ମଣ୍ଡିରେ ଧାନ କିଣୁଥିବା ମଙ୍ଗଳାଦେବୀ ଏସଏଚଜିର ସଂପାଦିକା ଚଂଚକତା କରି ଟୋକନ ହାତେଇଥିବା ଅଭିଯୋଗContinue reading “ଖୋଲା ଆକାଶ ତଳେ ପଡି ରହିଛି ବସ୍ତା ବସ୍ତା ଧାନ : କଳାହାଣ୍ଡିରେ ତେଜିଲା ଚାଷୀ ଅସନ୍ତୋଷ”

ହୀରାକୁଦରେ ପକ୍ଷୀ ଗଣନା : ଜଙ୍ଗଲ ବିଭାଗର ୩ଟି ଡିଭିଜନର ୨୧ଟି ଟିମ୍ ସାମିଲ; ଚଳିତ ବର୍ଷ ହୀରାକୁଦକୁ ଆସିଛନ୍ତି ଅଧିକ ବିଦେଶୀ ପକ୍ଷୀ 

କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରର ନୀଳ ଜଳ ରାଶିରେ  ଆରମ୍ଭ ହୋଇଛି ପକ୍ଷୀ ଗଣନା । ସମ୍ବଲପୁର, ବରଗଡ ଓ ଝାରୁସୁଗୁଡା ଫରେଷ୍ଟ ଡିଭିଜନର ମୋଟ ୨୧ଟି ଟିମ ସହ ସମ୍ବଲପୁର ଓୟୁଏଟି  ଛାତ୍ରଛାତ୍ରୀ ଏହି ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି । ଗତବର୍ଷ ଜଳଭଣ୍ଡାରକୁ  ୯୨ ପ୍ରଜାତିର  ଲକ୍ଷେ ୪୫ ହଜାରରୁ ଅଧିକ ପକ୍ଷୀ ଆସିଥିଲେ ।  ଦୂର ଦୂରାନ୍ତରୁ  ଆସିଥିବା ଏହି ପକ୍ଷୀମାନେ ମାର୍ଚ ପ୍ରଥମ ସପ୍ତାହ ଯାଏଁ ଏଠାରେ ରହିଥାନ୍ତି । Continue reading “ହୀରାକୁଦରେ ପକ୍ଷୀ ଗଣନା : ଜଙ୍ଗଲ ବିଭାଗର ୩ଟି ଡିଭିଜନର ୨୧ଟି ଟିମ୍ ସାମିଲ; ଚଳିତ ବର୍ଷ ହୀରାକୁଦକୁ ଆସିଛନ୍ତି ଅଧିକ ବିଦେଶୀ ପକ୍ଷୀ “

ଭାରତ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟରେ ବର୍ଷା ବାଧକ : ପ୍ରଥମ ସେସନ ପରେ ଅଟକିଛି ଖେଳ

କନକ ବ୍ୟୁରୋ : ଆଜି ଠାରୁ ସିଡନୀରେ ଆରମ୍ଭ ହୋଇଛି ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟଟେଷ୍ଟ । ଏହି ମ୍ୟାଚରେ ବର୍ଷା ବାଧକ ହୋଇଛି । ପ୍ରଥମ ସେସନ ଖେଳରେ ବର୍ଷା ବାଧା ଦେବାରୁ ମ୍ୟାଚ୍ ଅଟକି ରହିଛି । ଗ୍ରାଉଣ୍ଡସ୍ ମ୍ୟାନ୍ ପଡିଆରେ କଭର ପକାଇ ବର୍ଷା ବନ୍ଦ ହେବାକୁ ଅପେକ୍ଷା କରିଛନ୍ତି । ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳକୁ ଲାଗିଛି ଝଟକା । ଶସ୍ତାରେ ଆଉଟ୍ ହୋଇଛନ୍ତି ଦଳର ଷ୍ଟାର ଓପନର ଡେଭିଡContinue reading “ଭାରତ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟରେ ବର୍ଷା ବାଧକ : ପ୍ରଥମ ସେସନ ପରେ ଅଟକିଛି ଖେଳ”

ୟୁପିରେ ଆଉ ଏକ ନିର୍ଭୟା କାଣ୍ଡ : ଗଣଦୁଷ୍କର୍ମ ପରେ ବର୍ବର ହତ୍ୟା; ମନ୍ଦିର ପୂଜାରୀ ଗିରଫ, ଜଣେ ଫେରାର

କନକ ବ୍ୟୁରୋ : ୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ଆଉ ଏକ ବର୍ବର ଘଟଣା ପଶ୍ଚିମ ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାରେ ଘଟିଛି । ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରାଯାଇଛି । ଗତ ରବିବାର ସନ୍ଧ୍ୟାରୁ ପୀଡ଼ିତାଙ୍କ ନିଖୋଜ ସଂପର୍କରେ ପୁଲିସକୁ ଖବର ଦିଆଯାଇଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ମାମଲାରେ ଏଫ୍ଆଇଆର ରୁଜୁ ହୋଇଛି। ମହିଳାଙ୍କ ଶରୀରର ବିଭିନ୍ନ ଅଂଶରେ କ୍ଷତଚିହ୍ନ ରହିଥିବା ଶବ ବ୍ୟବଚ୍ଛେଦ ରି‌ପୋର୍ଟରୁContinue reading “ୟୁପିରେ ଆଉ ଏକ ନିର୍ଭୟା କାଣ୍ଡ : ଗଣଦୁଷ୍କର୍ମ ପରେ ବର୍ବର ହତ୍ୟା; ମନ୍ଦିର ପୂଜାରୀ ଗିରଫ, ଜଣେ ଫେରାର”

କଟନି ଛଟନିକୁ ବିରୋଧ କରିବାରୁ ଧାନ କିଣୁ ନାହାନ୍ତି ମିଲର୍ସ : କଟକ ଜିଲ୍ଲା ବାହାରଣା ଧାନ ମଣ୍ଡିରେ ଅଚଳାବସ୍ଥା

କନକ ବ୍ୟୁରୋ : ମିଲରଙ୍କ ମର୍ଜିରେ ଚାଲିଛି ମଣ୍ଡି । କଟନୀ ଛଟନୀର ବିରୋଧ ପରେ ଚାଷୀଙ୍କ ଧାନ କିଣୁ ନାହାନ୍ତି ମିଲର । ଧାନ ଉଠୁନଥିବାରୁ ଚାଷୀ ଶୀତ, କାକର, ଖରାରେ ଭୋକ ଉପାସରେ ମଣ୍ଡିରେ ନିଜ ନିଜ ଧାନକୁ ଜଗି ରହିଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ ବଗଲଗଡ ବାହାରଣା ସେବା ସମବାୟ ସମିତି ଧାନ ମଣ୍ଡିରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ମିଲର ବିଭିନ୍ନ ବାହାନା କରି ବସ୍ତା ପିଛାContinue reading “କଟନି ଛଟନିକୁ ବିରୋଧ କରିବାରୁ ଧାନ କିଣୁ ନାହାନ୍ତି ମିଲର୍ସ : କଟକ ଜିଲ୍ଲା ବାହାରଣା ଧାନ ମଣ୍ଡିରେ ଅଚଳାବସ୍ଥା”

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଙ୍ଗାମା ଜାରି : ଟ୍ରମ୍ପ ସମର୍ଥକଙ୍କ କ୍ୟାପିଟାଲ ବିଲଡିଂରେ ହିଂସା, ପୁଲିସ ସହ ମୁହାଁମୁହିଁ; ଜଣେ ମୃତ, ଅନେକ ଆହତ

କନକ ବ୍ୟୁରୋ : ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟକୁ ମାନିବାକୁ ରାଜି ନୁହନ୍ତି ଟ୍ରମ୍ପ ସମର୍ଥକ । ଆମେରିକା କଂଗ୍ରେସରେ ଇକେଟରାଲ କଲେଜ ପାଇଁ ବୈଠକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ୱାଂଶିଟନର କ୍ୟାପିଟାଲ ବିଲ୍ଡିଂରେ ହଙ୍ଗାମା କରିଛନ୍ତି । ହଙ୍ଗାମା ଓ ହିଂସା ଯୋଗୁଁ ଯୋଗୁଁ ୱାଂଶିଟନ ଡିସିରେ ସ୍ଥିତି ବିଗିଡି ଯାଇଛି । ସେଠାରେ କର୍ଫ୍ୟୁ ଜାରି କରାଯାଇଛି । ହଙ୍ଗାମା ସମୟରେ ଟ୍ରମ୍ପ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ଟ୍ରମ୍ପContinue reading “ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଙ୍ଗାମା ଜାରି : ଟ୍ରମ୍ପ ସମର୍ଥକଙ୍କ କ୍ୟାପିଟାଲ ବିଲଡିଂରେ ହିଂସା, ପୁଲିସ ସହ ମୁହାଁମୁହିଁ; ଜଣେ ମୃତ, ଅନେକ ଆହତ”

ଲିଙ୍ଗରାଜ ମନ୍ଦିର ଦର୍ଶନାର୍ଥୀଙ୍କ ପାଇଁ ଖୁସି ଖବର : ଏଣିକି ମନ୍ଦିରରେ ପ୍ରବେଶ ପାଇଁ ସମସ୍ତଙ୍କର ହେବ ନାହିଁ କୋଭିଡ୍ ଟେଷ୍ଟ; ମନ୍ଦିର ନିକଟରେ ହେବ ଥର୍ମାଲ ସ୍କ୍ରିନିଂ 

କନକ ବ୍ୟୁରୋ : ମହାପ୍ରଭୁ ଲିଙ୍ଗରାଜ ଭକ୍ତଙ୍କ ଲାଗି ଖୁସି ଖବର । ଏଣିକି ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବେଶ ଲାଗି କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ନୁହେଁ । ମନ୍ଦିର ନିକଟରେ ସ୍କ୍ରିନିଂ କରି ସମସ୍ତଙ୍କୁ ମନ୍ଦିରକୁ ଛଡାଯିବ ବୋଲି ନିଷ୍ପତି ନେଇଛି ପ୍ରଶାସନ । ସ୍କ୍ରିନିଂ ବେଳେ କୋଭିଡ୍ ଲକ୍ଷଣ ଦେଖାଦେଲେ ସେମାନଙ୍କର କେବଳ କୋଭିଡ୍ ପରୀକ୍ଷା କରାଯିବ । ୬ ତାରିଖରୁ ସମସ୍ତଙ୍କ ପାଇଁ ଲିଙ୍ଗରାଜ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବ ନିୟମContinue reading “ଲିଙ୍ଗରାଜ ମନ୍ଦିର ଦର୍ଶନାର୍ଥୀଙ୍କ ପାଇଁ ଖୁସି ଖବର : ଏଣିକି ମନ୍ଦିରରେ ପ୍ରବେଶ ପାଇଁ ସମସ୍ତଙ୍କର ହେବ ନାହିଁ କୋଭିଡ୍ ଟେଷ୍ଟ; ମନ୍ଦିର ନିକଟରେ ହେବ ଥର୍ମାଲ ସ୍କ୍ରିନିଂ “

ଖୁବଶୀଘ୍ର ଦେଶରେ ହେବ ଟିକାକରଣ : ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ୮ ତାରିଖରେ ହେବ ଆଉ ଏକ ଡ୍ରାଏ ରନ୍

କନକ ବ୍ୟୁରୋ : ଆଜି ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କୋଭିଡ ଟିକାକରଣ ପାଇଁ ରାଜ୍ୟଗୁଡିକ କିଭଳି ପ୍ରସ୍ତୁତି କରିଛନ୍ତି, ସେନେଇ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଦିନ ସାଢେ ୧୨ଟାରେ ଭିଡିଓ କନଫରେନସିଂ ଜରିଆରେ ହେବ ଏହି ଉଚ୍ଚସ୍ତରୀୟ ବୈଠକ । ଦୁଇଟି ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ପରେ ଦେଶବ୍ୟାପୀ ଟିକାକରଣକୁ ସୁଚାରୁ ରୂପେ କରିବା ପାଇଁ କୋ-ୱିନ ନାମରେ ଏକContinue reading “ଖୁବଶୀଘ୍ର ଦେଶରେ ହେବ ଟିକାକରଣ : ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ୮ ତାରିଖରେ ହେବ ଆଉ ଏକ ଡ୍ରାଏ ରନ୍”

Design a site like this with WordPress.com
Get started