କନକ ବ୍ୟୁରୋ : ଗୁଗୁଲ ପେ ମାଧ୍ୟମରେ ସାଇବର ଠକର ଅଭିନବ ଠକେଇ । କିଛି ସେକେଣ୍ଡ ମଧ୍ୟରେ ଆକାଉଂଟରୁ କଟିଗଲା ୫୩ ହଜାର ଟଙ୍କା । ଭୁବନେଶ୍ୱରରେ ରାମଚନ୍ଦ୍ର ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ଆସିିଥିଲା ଏକ ଫୋନ କଲ । ଫୋନ ରିସିଭ କରିବା ପୂର୍ବରୁ ଟ୍ରୁ କଲରରେ ରାମଚନ୍ଦ୍ର କିଏ ଫୋନ କରିଛି ଜାଣିବାକୁ ଚାହିଁଥିଲେ । ନା ଦେଖାଇଥିଲା ଗୁୁଗୁଲ ପେ କଷ୍ଟମର କେୟାର । ରାମଚନ୍ଦ୍ର ଏହି ଫୋନକଲକୁ ବିଶ୍ୱାସକୁContinue reading “ଗୁଗୁଲ-ପେ ରେ ଅଭିନବ ଉପାୟରେ ଠକେଇ । ଲିଙ୍କ ଖୋଲୁ ଖୋଲୁ ଆକାଉଂଟରୁ ଖାଲି ହୋଇଗଲା ୫୩ ହଜାର ଟଙ୍କା । “
Tag Archives: News
କୋଭିଡ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
କନକ ବ୍ୟୁରୋ : କୋଭିଡ ପରିସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହାସହ ଆମକୁ ଅଧିକ କୋଭିଡ କଟକଣା ମାନିବାକୁ ହେବ । ଆମ ସମସ୍ତଙ୍କ ସଚେତନ ଯୋଗୁଁ ଆମେ କୋଭିଡକୁ ନିୟନ୍ତ୍ରଣ କରିପାରିଛୁ । ଆଗାମୀ ୨ ମାସ ଆହୁରି ସଚେତନ ରହିବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସଂପର୍କରେContinue reading “କୋଭିଡ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।”
୧୦ କୋଟି ୟୁଜର୍ସଙ୍କ ତଥ୍ୟ ହୋଇଛି ଲିକ୍! କେଉଁ ମୁହୂର୍ତ୍ତରେ ଆକାଉଣ୍ଟ ହୋଇଯାଇପାରେ ଖାଲି, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି?
କନକ ବ୍ୟୁରୋ : ଡେବିଟ-କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ପ୍ରାୟ ୧୦ କୋଟି କାର୍ଡଧାରକଙ୍କ ତଥ୍ୟ ଲିକ୍ ହୋଇଥିବାର ଖବର ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଉ ଏହି ୧୦ କୋଟି କାର୍ଡଧାରକଙ୍କ ଭିତରେ ଆପଣଙ୍କର ତଥ୍ୟ ଯେ ନଥିବା ତାହା କିଏ ବା କହିବ । ସିଧାସଳଖ କହିବାକୁ ଗଲେ ଆପଣଙ୍କ ଆକାଉଣ୍ଟ ଉପରେ ମଧ୍ୟ ଏବେ ସାଇବର ହ୍ୟାକର୍ସଙ୍କ ନଜର ଥାଇପାରେ । ଜାତୀୟ ଗଣମାଧ୍ୟମରେContinue reading “୧୦ କୋଟି ୟୁଜର୍ସଙ୍କ ତଥ୍ୟ ହୋଇଛି ଲିକ୍! କେଉଁ ମୁହୂର୍ତ୍ତରେ ଆକାଉଣ୍ଟ ହୋଇଯାଇପାରେ ଖାଲି, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି?”
ଏଲିଏନ୍ସକୁ ନେଇ ବଡ ଖୁଲାସା କଲେ ପ୍ରଫେସର । ମହାକାଶକୁ ଆବର୍ଜନା ଫିଙ୍ଗୁଛନ୍ତି ଏଲିଏନ, ହାବାର୍ଡ ପ୍ରଫେସରଙ୍କ ଦାବି ଆପଣଙ୍କୁ ବି ଚକିତ କରିଦେବ?
କନକ ବ୍ୟୁରୋ : ଏଲିଏନ୍ସ ବା ଅନ୍ୟ ଗ୍ରହର ଜୀବକୁ ନେଇ ଅନେକ ସମୟରେ ଆମେ ଭିନ୍ନ ଭିନ୍ନ କଥା ଶୁଣିବାକୁ ପାଇଥାଉ । କେତେବେଳେ ପୃଥିବୀ ପୃଷ୍ଠରେ ଏଲିଅନ୍ସ ଥିବା କଥା କୁହାଯାଇଥାଏ ତ ପୁଣି କେତେବେଳେ ଆକାଶରେ ରହସ୍ୟମୟ ୟୁଏଫଓ ଦେଖାଯିବାର କଥା ମଧ୍ୟ ସାମ୍ନାକୁ ଆସିଥାଏ । ଏପରିକି କିଛି ଦେଶରେ ଏଲିଏନଙ୍କୁ ଦେଖିଥିବା ନେଇ କଥା ଗଣମାଧ୍ୟମରେ ସାମ୍ନାକୁ ଆସିଛି । କିନ୍ତୁ ଏଲିଏନଙ୍କୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନାContinue reading “ଏଲିଏନ୍ସକୁ ନେଇ ବଡ ଖୁଲାସା କଲେ ପ୍ରଫେସର । ମହାକାଶକୁ ଆବର୍ଜନା ଫିଙ୍ଗୁଛନ୍ତି ଏଲିଏନ, ହାବାର୍ଡ ପ୍ରଫେସରଙ୍କ ଦାବି ଆପଣଙ୍କୁ ବି ଚକିତ କରିଦେବ?”
ମାହାଙ୍ଗା ମର୍ଡର କେସ: ହତ୍ୟା କରିଥିବା ନେଇ ସ୍ୱୀକାର କଲା ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି ।
କନକ ବ୍ୟୁରୋ : ମାହାଙ୍ଗା ମର୍ଡର କେସରେ ହତ୍ୟା କରିଥିବା ନେଇ ସ୍ୱୀକାର କଲା ଅଭିଯୁକ୍ତ ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି । ପୂର୍ବରୁ କୁଳମଣି ଓ ତାଙ୍କୁ ଆକ୍ରମଣ କରିଥିଲେ । ତେଣୁ ଆମେ ତାଙ୍କୁ ଆକ୍ରମଣ କଲୁ ବୋଲି ଅଭିଯୁକ୍ତ କହିଛି । ମାହାଙ୍ଗା ଡବଲ ମର୍ଡରରେ ଏଯାଏଁ ୫ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ । ଏହାସହ ଗିରଫ ପରେ ମୁଖ୍ୟ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ କ୍ରାଇମରContinue reading “ମାହାଙ୍ଗା ମର୍ଡର କେସ: ହତ୍ୟା କରିଥିବା ନେଇ ସ୍ୱୀକାର କଲା ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି ।”
ଶଯ୍ୟାଶାୟୀ ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷାବୃତି କଲେ ଦିବ୍ୟାଙ୍ଗ ଝିଅ । ପର ଦୁଆରେ ମୂଲ ଲାଗିଲେ ନାବାଳକ ପୁଅ ।
କନକ ବ୍ୟୁରୋ : ଜନ୍ମ କରିଥିବା ଏବଂ ଛୋଟରୁ ବଡ କରିଥିବା ବାପା ଯେତେବେଳେ ଶଯ୍ୟାଶାୟୀ ହୋଇଯାଏ ସେତେବେଳେ ପୁଅ ଝିଅଙ୍କର ଅକଲ ଗୁଡୁମ ହୋଇଯାଏ । କିନ୍ତୁ ଏପରି ସ୍ଥିତିରେ ବି ହାର ନମାନି ଜୀବନ ସଂଘର୍ଷର ଏ ଯୁଦ୍ଧରେ ଜିତିବା ପାଇଁ ପ୍ରୟାସ କରିଛନ୍ତି ନିମାପଡାର ଦୁଇ ଜଣ ନାବାଳକ ଏବଂ ନାବାଳିକା । ସମ୍ପର୍କରେ ଭାଇଭଉଣୀ । ସଂଘର୍ଷ କରୁଛନ୍ତି ବାପାଙ୍କୁ ନୂଆ ଜୀବନ ଦେବା ପାଇଁ ଏବଂ ପରିବାର ପ୍ରତିପୋଷଣ କରିବାContinue reading “ଶଯ୍ୟାଶାୟୀ ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷାବୃତି କଲେ ଦିବ୍ୟାଙ୍ଗ ଝିଅ । ପର ଦୁଆରେ ମୂଲ ଲାଗିଲେ ନାବାଳକ ପୁଅ ।”
୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସର୍ଭେ ପରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସୂଚନା ।
କନକ ବ୍ୟୁରୋ: ସ୍କୁଲ ଖୋଲିବା ନେଇ ବଡ ଖବର । ୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସ୍କୁଲ ଖୋଲିବା ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସର୍ଭେରୁ ସ୍ପଷ୍ଟ ହେଲା ପିଲାଙ୍କ ମତ । ସ୍କୁଲ ଖୋଲିବା ପୂର୍ବରୁ ୩ଟି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉ । ମାସ୍କ, ହାତ ଧୋଇବା, ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ । ସର୍ଭେକୁ ଆଧାର କରି ସରକାରଙ୍କୁ ସୁପାରିସ କଲା ଆୟୋଗ । କରୋନା ଠାରୁContinue reading “୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସର୍ଭେ ପରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସୂଚନା ।”
ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରରୁ ଆସିଲା ନିର୍ଦ୍ଦେଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଖୁବଶୀଘ୍ର ପହଁଚିପାରେ ଟିକା ।
କନକ ବ୍ୟୁରୋ : ଦେଶରେ ଟିକାକରଣ ଖୁବଶୀଘ୍ର ଆରମ୍ଭ ହେବ । ଏନେଇ ସରକାର ସଙ୍କେତ ଦେଇସାରିଛନ୍ତି । ଆସନ୍ତାକାଲି ଟିକାକରଣ ଡ୍ରାଏ ରନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ବୈଠକରେ ସାମିଲ ହେବେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ । ଦିନ ୧୨ଟା ୩୦ରେ ଭିଡିଓ କନଫରେନ୍ସି ମାଧ୍ୟମରେ ହେବ ଏହି ବୈଠକ । ପୂର୍ବରୁ ପ୍ରଥମ ଦଫାରେ ୪ଟି ରାଜ୍ୟରେ ଟିକାର ଡ୍ରାଏରନ କରାଯାଇଥିଲା । ପରେ ରାଜ୍ୟର ୩୧ଟି ସ୍ଥାନରେ ଗତContinue reading “ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରରୁ ଆସିଲା ନିର୍ଦ୍ଦେଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଖୁବଶୀଘ୍ର ପହଁଚିପାରେ ଟିକା । “
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ
କନକ ବ୍ୟୁରୋ: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଅଧିକାରୀମାନେ ହେଲେ ଇଏମଡି ବିଭାଗର ଗୋପବନ୍ଧୁ ବାରିକ ଓ ସିସିଡି ମେକାନିକାଲର ନବେନ୍ଦ୍ର ଦାଶ । ସୂଚନା ମୁତାବକ ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ କେମିକାଲ ବିଭାଗରେ ଅଚାନକ୍ ବିଶାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ଲାଣ୍ଟ ପରିସରରେ କାମ କରୁଥିବା ଲୋକମାନେ ଅସୁସ୍ଥContinue reading “ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ”
କରୋନା ଟିକା ନିର୍ମାତା କମ୍ପାନୀରୁ ସିଧା ଓଡିଶାକୁ ଆସିବ ଟିକା । ଚିଠି ଲେଖି ପ୍ରସ୍ତୁତ ରହିବାକୁ ରାଜ୍ୟସରକାରଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟା ମନ୍ତ୍ରାଳୟ
କନକ ବ୍ୟୁରୋ : ଓଡିଶାକୁ ସିଧା ସଳଖ ଆସିବ କୋଭିଡ ଟିକା । ଓଡିଶା ସମେତ ୧୯ ରାଜ୍ୟକୁ ଔଷଧ ନିର୍ମାତା କଂପାନୀ ଠାରୁ ସିଧା ସଳକ ଟିକା ଆସିବ । ଏନେଇ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ସରକାର । ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଝାରଖଣ୍ଡ, ଓଡିଶା ସହ ୧୯ଟି ରାଜ୍ୟକୁ ସିଧା ସଳଖ ଟିକା ମିଳିବ । ଦେଶରେ ଅନ୍ୟ ରାଜ୍ୟଗୁଡିକ ଗଭମେଂଟ ମେଡିସିନ ଷ୍ଟୋର ଡିପୋରୁ ଟିକାContinue reading “କରୋନା ଟିକା ନିର୍ମାତା କମ୍ପାନୀରୁ ସିଧା ଓଡିଶାକୁ ଆସିବ ଟିକା । ଚିଠି ଲେଖି ପ୍ରସ୍ତୁତ ରହିବାକୁ ରାଜ୍ୟସରକାରଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟା ମନ୍ତ୍ରାଳୟ”