କନକ ବ୍ୟୁରୋ : ଭଲ ଚାଷ କରିବା ପାଇଁ ଜମିରେ କରାଇଥିଲେ ଗଭୀର ନଳକୂପ । ହେଲେ ଆଶା ଆଶାରେ ରହି ଯାଇଛି । ବୋରୱେଲ ଖୋଳାଇ ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି । ଏହାରି ଭିତରେ ବର୍ଷକୁ ତିନି ଫସଲ ଚାଷ କରିବାକୁ ଯୋଜନା ରଖିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ନବରଙ୍ଗପୁର ଉମରକୋଟରୁ ଆସିଛି ଚାଷୀ ସମସ୍ୟାର ଏପରି ଚିତ୍ର । ଜମିରେ ଖୋଳାଇଥିଲେ ଗଭୀର ନଳକୂପ । ବିଜୁ କୃଷକContinue reading “ବୋରୱେଲ ଖୋଳାଇ ଫସିଲେ ଚାଷୀ : ୨ବର୍ଷ ହେଲାଣି ସରିଲାଣି ଗଭୀର ନଳକୂପ, ଲାଗି ପାରୁନି ପମ୍ପସେଟ୍”
Tag Archives: News
ସୀମା ବିବାଦର ପୂର୍ଣ୍ଣଚ୍ଛେଦରେ ପୁଣି ଲାଗିଲା ବ୍ରେକ । ସୀମା ନିର୍ଦ୍ଧାରଣ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର
କନକ ବ୍ୟୁରୋ: ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦର ପୂର୍ଣ୍ଣଛେଦରେ ପୁଣି ଲାଗିଲା ବ୍ରେକ । ସୀମା ନିର୍ଦ୍ଧାରଣ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର । କୋରାପୁଟ ଜିଲ୍ଲାର ସମ୍ବାଇ ପଂଚାୟତ ସୀମାନ୍ତକୁ ନେଇ ଆନ୍ଧ୍ର ଓଡ଼ିଶା ମଧ୍ୟରେ ବହୁ ଦିନରୁ ଲାଗି ରହିଛି ବିବାଦ । ଆଉ ଏହାର ସମାଧାନ ପାଇଁ ୩ ତାରିଖରେ ଉଭୟ ରାଜ୍ୟର ସ୍ଥାନୀୟ ଅଂଚଳର ଅଧିକାରୀ ସମ୍ବାଇରେ ବୈଠକ କରି ସମାଧାନର ବାଟ ଖୋଜିଥିଲେ । ମାଡ଼୍ରାସ ପ୍ରେସଡ଼େନ୍ସିContinue reading “ସୀମା ବିବାଦର ପୂର୍ଣ୍ଣଚ୍ଛେଦରେ ପୁଣି ଲାଗିଲା ବ୍ରେକ । ସୀମା ନିର୍ଦ୍ଧାରଣ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର”
କାମାକ୍ଷାନଗର ମହାବୀର ରୋଡ ରେଞ୍ଜରେ ହାତୀ ଆକ୍ରମଣ : ବାପା ମୃତ, ଅଳ୍ପକେ ବର୍ତ୍ତିଗଲେ ପୁଅ
କନକ ବ୍ୟୁରୋ : ହାତୀ ଆକ୍ରମଣରେ ବାପା ମୃତ, ଅଳ୍ପକେ ବର୍ତିଗଲେ ପୁଅ । ମୃତକ ଜଣକ ହେଲେ ମହାବୀରରୋଡ ରେଞ୍ଜ ମଝିକା ଗାଁର ନିରଞ୍ଜନ ସ୍ୱାଇଁ । ସୂଚନା ଅନୁସାରେ ନିରଞ୍ଜନ ଓ ତାଙ୍କ ପୁଅ ବିଲରୁ ଫେରୁଥିବା ବେଳେ କାମାକ୍ଷାନଗର ମଝିକା କାଳୀମନ୍ଦିର ନିକଟରେ ହାତୀ ମୁହଁରେ ପଡ଼ିଯାଇଥିଲେ । ହାତୀଟି ନିରଞ୍ଜନକୁ ଶୁଣ୍ଢରେ ଟେକି କଚାଡ଼ି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଅଳ୍ପକେ ବର୍ତି ଯାଇଥିଲେ ତାଙ୍କContinue reading “କାମାକ୍ଷାନଗର ମହାବୀର ରୋଡ ରେଞ୍ଜରେ ହାତୀ ଆକ୍ରମଣ : ବାପା ମୃତ, ଅଳ୍ପକେ ବର୍ତ୍ତିଗଲେ ପୁଅ”
ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ: ପୂର୍ବ ବର୍ଷର ଶୀତ ରେକର୍ଡ଼ ଭାଙ୍ଗିଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି
କନକ ବ୍ୟୁରୋ: ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ । ରେକର୍ଡ଼ ଭାଙ୍ଗିଛି ପୂର୍ବ ବର୍ଷ ଅପେକ୍ଷା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ଡ଼ିସେମ୍ବର ମାସର ତୃତୀୟ ସପ୍ତାହରୁ ଥଣ୍ଡା ବଢ଼ିବା ସଙ୍ଗେ ସଙ୍ଗେ ଜାଡ଼ ହେବା ସହ ଜିଲ୍ଲାର ସଦର ମହକୁମା ସମେତ ବାଲିଗୁଡ଼ା, ଜି ଉଦୟଗିରି, ରାଇକିଆ, କ ନୂଆ ଗାଁ, ଦାରିଙ୍ଗବାଡ଼ି, ବେଲଘର, ସିମନ ବଡି ଅଂଚଳରେ କାକରପାତ ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।Continue reading “ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ: ପୂର୍ବ ବର୍ଷର ଶୀତ ରେକର୍ଡ଼ ଭାଙ୍ଗିଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି”
ସୁବର୍ଣ୍ଣପୁର ଜମିରା ଛକରେ ଜଳିଗଲା ଚାଉଳ ବୋଝେଇ ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର ଓ ହେଲପର
କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା କମିରା ଛକରେ ଜଳିଗଲା ଏକ ଚାଉଳ ବୋଝେଇ ଟ୍ରକ୍ । ଟ୍ରକ୍ଟି ରାଇସ୍ ମିଲ୍ରୁ ଚାଉଳ ବୋଝେଇ କରି ଡୁଙ୍ଗୁରିପାଲିକୁ ଯାଉଥିବା ବେଳେ ବିନିକା-ରାମପୁର ରାସ୍ତାର କାମିରା ଛକରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣାରେ ଅଳ୍ପକେ ବର୍ତିଯାଇଛନ୍ତି ଟ୍ରକ୍ ଡ୍ରାଇଭର ଏବଂ ହେଲପରContinue reading “ସୁବର୍ଣ୍ଣପୁର ଜମିରା ଛକରେ ଜଳିଗଲା ଚାଉଳ ବୋଝେଇ ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର ଓ ହେଲପର”
ରାଉରକେଲାରେ ପୁଣି ଜିଏସଟି ଠକେଇ : ଜିଏସଟି ଠକେଇ ଅଭିଯୋଗରେ ଏଜାଜ ଅହମ୍ମଦ ଗିରଫ
କନକ ବ୍ୟୁରୋ : ବନ୍ଧା ହେଲେ ଜିଏସଟି ଅଧିକାରୀ । ଜିଏସଟି ଅଧିକାରୀ ଅଲେଖ ମହାନନ୍ଦଙ୍କୁ ଗିରଫ କରିଛି ଭିଜିଲାନ୍ସ । ୮୭ ଲକ୍ଷ ୯୭ ହଜାର ଟଙ୍କାର ଆୟବହିର୍ଭୁତ ସଂପତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଅଲେଖ । ଗିରଫ ଅଲେଖଙ୍କୁ ସୁନ୍ଦରଗଡ଼ ଭିିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର କରିବ ରାଉରକେଲା ଭିଜିଲାନ୍ସ । ସରକାରୀ ଶିକ୍ଷକ ପତ୍ନୀ ଫୁଲ ଗରଡ଼ିଆଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ରାଉରକେଲା ଭିିଜିଲାନ୍ସ ଏସପି ସୁବାସContinue reading “ରାଉରକେଲାରେ ପୁଣି ଜିଏସଟି ଠକେଇ : ଜିଏସଟି ଠକେଇ ଅଭିଯୋଗରେ ଏଜାଜ ଅହମ୍ମଦ ଗିରଫ”
ରାଜଧାନୀରେ ଆଲୋଡନ, ବ୍ରିଟେନ ଫେରନ୍ତାଙ୍କୁ କରୋନା: ହସ୍ପିଟାଲରେ କରାଗଲା ଭର୍ତ୍ତି; ପରିବାର ଲୋକଙ୍କ କରୋନା ପରୀକ୍ଷା, ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ
କନକ ବ୍ୟୁରୋ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ, ଚାରିଆଡେ ଭୟର ବାତାବରଣ ଖେଳି ଯାଇଛି । ଆଉ ଏହି ସମୟରେ ବ୍ରିଟେନରୁ ଓଡିଶା ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ବ୍ୟକ୍ତିଙ୍କ ଠାରେ ବ୍ରିଟେନର ସେହି ନୂଆ ଷ୍ଟ୍ରେନ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏପଟେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି ନା ନାହିଁ ସେContinue reading “ରାଜଧାନୀରେ ଆଲୋଡନ, ବ୍ରିଟେନ ଫେରନ୍ତାଙ୍କୁ କରୋନା: ହସ୍ପିଟାଲରେ କରାଗଲା ଭର୍ତ୍ତି; ପରିବାର ଲୋକଙ୍କ କରୋନା ପରୀକ୍ଷା, ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ”
ଦୁର୍ଘଟଣା ନେଲା ଜୀବନ : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ବାଇକକୁ ପିଟିଲା ଟ୍ରକ୍; ଘଟଣାସ୍ଥଳରେ ୨ମୃତ
କନକ ବ୍ୟୁରୋ : ସଡ଼କ ଦୁର୍ଘଟଣା ନେଲା ଜୀବନ । ପୃଥକ ପୃଥକ ଦୁଇଟି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ କୁରାଡ଼ମଲ୍ଲ ଛକରେ ଦୁଇ ବାଇକ୍ ଆରୋହୀଙ୍କୁ ଟ୍ରକ୍ ପିଟି ଦେବାକୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭିର୍ତି ହୋଇଛନ୍ତି । ବାଇକ୍ ଆରୋହୀମାନେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ମୃତକଙ୍କContinue reading “ଦୁର୍ଘଟଣା ନେଲା ଜୀବନ : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ବାଇକକୁ ପିଟିଲା ଟ୍ରକ୍; ଘଟଣାସ୍ଥଳରେ ୨ମୃତ”
ଆଜି ରାଷ୍ଟ୍ରପତି ଭବନ ଅଭିମୁଖେ କଂଗ୍ରେସର ଶୋଭାଯାତ୍ରା : କୃଷିଆଇନକୁ ସମର୍ଥନ କରି ଶୋଭାଯାତ୍ରା କରିବ କଂଗ୍ରେସ
କନକ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନ ଅଭିମୁଖେ କୃଷି ଆଇନକୁ ବିରୋଧ କରି ଶୋଭାଯାତ୍ରା କରିବ କଂଗ୍ରେସ । କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ସାମିଲ ହେବେ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କାର୍ଯ୍ୟକ୍ରମର ନେତୃତ୍ବ ନେବେ । କୃଷି ଆଇନ ବିରୋଧରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେବେ ରାହୁଲ । ଏଥିରେ ଦୁଇ କୋଟି ଚାଷୀଙ୍କ ଦସ୍ତଖତ ରହିବ ବୋଲି କଂଗ୍ରେସ କହିଛି । କେନ୍ଦ୍ର କୃଷି ଆଇନକୁ ପ୍ରତ୍ୟାହାର ଦାବିରେContinue reading “ଆଜି ରାଷ୍ଟ୍ରପତି ଭବନ ଅଭିମୁଖେ କଂଗ୍ରେସର ଶୋଭାଯାତ୍ରା : କୃଷିଆଇନକୁ ସମର୍ଥନ କରି ଶୋଭାଯାତ୍ରା କରିବ କଂଗ୍ରେସ “
ସାରା ବିଶ୍ବକୁ ଡରାଇଲା ନୂଆ କରୋନା ଭୂତାଣୁ: ବ୍ରିଟେନକୁ ୪୦ ରାଷ୍ଟ୍ରର ବିମାନ ଚଳାଚଳ ବନ୍ଦ; ବ୍ରିଟେନ୍ ସମେତ ୮ ରାଷ୍ଟ୍ରରେ ନୂଆ ଭାଇରସର ଉପସ୍ଥିତି
କନକ ବ୍ୟୁରୋ: ବ୍ରିଟେନରେ ବ୍ୟାପିଥିବା ନୂଆ କରୋନା ଭୂତାଣୁ ବିଶ୍ବବ୍ୟାପୀ ଭୟ ସୃଷ୍ଟି କରିଛି। ପୂର୍ବ କରୋନାଭୂତାଣୁ ତୁଳନାରେ ନୂଆ ଭୂତାଣୁ ୭୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଅତି ସହଜରେ ସଂକ୍ରମିତ କରିପାରୁଛି। ବିଭିନ୍ନ ରାଷ୍ଟ୍ରରେ ନୂଆ ଭୂତାଣୁର ମୁକାବିଲା ପାଇଁ କଟକଣା ଆରମ୍ଭ ହୋଇଯାଇଛି । ଆଜି ସୁଦ୍ଧା ୪୦ରୁ୍ ଅଧିକ ରାଷ୍ଟ୍ର ବ୍ରିଟେନ୍କୁ ବିମାନ ସେବା ବାତିଲ କରିଥିବା ଜଣାପଡ଼ିଛି। ୬ଟି ୟୁରୋପୀୟ ରାଷ୍ଟ୍ର ଇଟାଲି, ବେଲଜିୟମ, ଆଇସଲାଣ୍ଡ୍ ,Continue reading “ସାରା ବିଶ୍ବକୁ ଡରାଇଲା ନୂଆ କରୋନା ଭୂତାଣୁ: ବ୍ରିଟେନକୁ ୪୦ ରାଷ୍ଟ୍ରର ବିମାନ ଚଳାଚଳ ବନ୍ଦ; ବ୍ରିଟେନ୍ ସମେତ ୮ ରାଷ୍ଟ୍ରରେ ନୂଆ ଭାଇରସର ଉପସ୍ଥିତି”