୫୯ ବର୍ଷିୟ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଆଇଓଆ କାକସ୍ ଜିତିଛନ୍ତି ଏବଂ ରିପବ୍ଲିକାନ୍ ପାର୍ଟିର ସବୁଠାରୁ ପସନ୍ଦଯୋଗ୍ୟ ପ୍ରାର୍ଥୀ ହୋଇଛନ୍ତି । ଯଦିଓ ଏହା କେବଳ ଆରମ୍ଭ ମାତ୍ର କିନ୍ତୁ ଏହି ଫଳାଫଳ ଗୁଡିକ ଦର୍ଶାଉଛି ଯେ ରିପବ୍ଲିକାନ୍ ପାର୍ଟି ମଧ୍ୟରେ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ସର୍ବାଧିକ ପସନ୍ଦିତ ପ୍ରାର୍ଥୀ ଅଟନ୍ତି । ‘ଯେ କୌଣସି ଯୁଦ୍ଧରେ ଜିତିବାର ଦୁଇଟିContinue reading “‘ମୁଁ ଭୟଭୀତ ..’, ସୁପର ପାୱାର ଆମେରିକାର ଉପରାଷ୍ଟ୍ରପତି କାହାକୁ ଡରୁଛନ୍ତି ?”
Tag Archives: News
କଲେଜ କ୍ୟାମ୍ପସରେ ଛାତ୍ର କଂଗ୍ରେସର ପ୍ରତିବାଦ । ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ ।
କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ ନୂଆ ଓଡିଶା, ନବୀନ ଓଡିଶାକୁ ବିରୋଧ କରିଛି କଂଗ୍ରେସ । ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷ, ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋ ଲଗାଇଲା ଛାତ୍ର କଂଗ୍ରେସ । ଆଗକୁ ନିର୍ବାଚନ ଆସୁଥିବାରୁ ଏଭଳି କାର୍ଯ୍ୟକ୍ରମ ଜରିଆରେ କଲେଜ କ୍ୟାମ୍ପସରେ ବିଜେଡି ଦଳୀୟ ପ୍ରଚାର କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ତେଣୁ ଏହାକୁ ବିରୋଧ କରି ରାଜ୍ୟର ସବୁ କଲେଜରେ ପ୍ରଧାନମନ୍ତ୍ରୀ,Continue reading “କଲେଜ କ୍ୟାମ୍ପସରେ ଛାତ୍ର କଂଗ୍ରେସର ପ୍ରତିବାଦ । ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ ।”
ଜଳ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପଡିଲା ମହଙ୍ଗା । କଡା ଜବାବ ଦେଲା ଭାରତୀୟ ନୌସେନା
କନକ ବ୍ୟୁରୋ : ଆରବ ସାଗରର ଅଦନ ନିକଟରେ ମାର୍ଚେଣ୍ଟ ସିପ୍ ଉପରେ ଆକ୍ରମଣ ଘଟଣା କମିବାର ନାଁ ନେଉନି । ଏବେ ପୁଣିଥରେ ଜଳ ଜାହାଜ ଉପରେ ଡ୍ରୋନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ଫଳରେ ଜାହାଜରେ ନିଆଁ ଲାଗିଯାଇଥିଲା । ହେଲେ ସମୟ ପୂର୍ବରୁ ନିଆଁକୁ ଆୟତ କରାଯାଇଛି । ଜାହାଜ ଉପରେ ମାଶର୍ନ ଆଇଲାଣ୍ଡର ପତାକା ଲାଗିଥିଲା । ଭାରତୀୟ ନୌସେନାର ସୂଚନା ମୁତାବକ ଗତକାଲି ରାତି ୧୧ ଟା ବେଳେContinue reading “ଜଳ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପଡିଲା ମହଙ୍ଗା । କଡା ଜବାବ ଦେଲା ଭାରତୀୟ ନୌସେନା”
ନଦୀରୁ ଉଦ୍ଧାର ହେଲା ଡଲଫିନ୍ । ଗାଁ ପୋଖରୀରେ ସୁରକ୍ଷିତ ଛାଡିଲେ ଗାଁ ଲୋକେ । ବାଲେଶ୍ୱର ବସ୍ତାର ଘଟଣା ।
କନକ ବ୍ୟୁରୋ: ନଦୀରୁ ଉଦ୍ଧାର ହେଲା ଡଲଫିନ୍ । ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରେ ନଦୀରୁ ଡଲଫିନ୍ ଉଦ୍ଧାର କରିଛନ୍ତି ଗାଁଲୋକ । ଡଲଫିନକୁ କାନ୍ଧରେ ବୋହିଆଣି ଗାଁ ମଠ ପୋଖରୀରେ ଛାଡ଼ିଥିଲେ ଗାଁଲୋକ । ଡଲଫିନକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା । ନଦୀରୁ ଉଦ୍ଧାର ନେଇ ଡିଏଫଓ କହିଛନ୍ତି ପୋଖରୀରୁ ଡଲଫିନକୁ ଉଦ୍ଧାର କରି ତାର ପ୍ରାଥମିକ ଚିକିତ୍ସା କରାଯିବ । ପରେ ନଦୀରେ ଛଡ଼ାଯିବା ନେଇ କହିଛନ୍ତି ଡିଏଫଓ The post ନଦୀରୁContinue reading “ନଦୀରୁ ଉଦ୍ଧାର ହେଲା ଡଲଫିନ୍ । ଗାଁ ପୋଖରୀରେ ସୁରକ୍ଷିତ ଛାଡିଲେ ଗାଁ ଲୋକେ । ବାଲେଶ୍ୱର ବସ୍ତାର ଘଟଣା ।”
୪ ଦଫା ଦାବି ନେଇ ରାଜ୍ୟବ୍ୟାପୀ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଭେଟନାରୀ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ବାଧାପ୍ରାପ୍ତ ପ୍ରାଣୀ ଚିକିତ୍ସା ।
କନକ ବ୍ୟୁରୋ: ପ୍ରାଣୀ ଚିକିତ୍ସକଙ୍କ ସମୂହ ଧାରଣା । ଚିକିତ୍ସା ଅଭାବରୁ ଛଟପଟ ହେଉଛନ୍ତି ଗାଈଗୋରୁ । ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ଗୋଟିଏ ପଟେ ଭେଟେରିନାରୀ ଡାକ୍ତରଙ୍କ ଆନ୍ଦୋଳନ ତ, ଅନ୍ୟପଟେ ନଜ ଗୃହ ପାଳିତ ପଶୁଙ୍କୁ ଧରି ଛିଡା ହୋଇଛନ୍ତି ମାଲିକ । ୪ ଦଫା ନେଇ ଆଜି ଠାରୁ ରାଜ୍ୟ ବ୍ୟାପି ପ୍ରାଣୀ ଚିକିତ୍ସାକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରାଣୀସେବା କ୍ଷେତ୍ରରେ ୮ ଘଣ୍ଟା ବଦଳରେ ୨୪ ଘଣ୍ଟିଆContinue reading “୪ ଦଫା ଦାବି ନେଇ ରାଜ୍ୟବ୍ୟାପୀ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଭେଟନାରୀ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ବାଧାପ୍ରାପ୍ତ ପ୍ରାଣୀ ଚିକିତ୍ସା ।”
ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ ତିଆରି ହୋଇପାରିଲାନି ଈଟା । କ୍ଷତି ପରେ ତାତିଲେ ବ୍ୟବସାୟୀ । ଟାଟା ପାୱାର ଅଫିସ ଭିତରେ ସିମେଣ୍ଟ ରଖି ପ୍ରତିବାଦ ।
କନକ ବ୍ୟୁରୋ: ବିଦ୍ୟୁତ କାଟ ଯୋଗୁଁ ନଷ୍ଟ ହୋଇଗଲା ସିମେଣ୍ଟ । ଅସନ୍ତୋଷ ପ୍ରକାଶ କରି ଟାଟା ପାୱାର ଅଫିସ ଭିତରେ ସିମେଣ୍ଟ ରଖି ପ୍ରତିବାଦ କଲେ ବ୍ୟବସାୟୀ । କେନ୍ଦ୍ରାପଡା ଜିଲ୍ଲାରେ ଥିବା ଟାଟା ପାୱାର ଅଫିସ ଭିତରେ ଇଟା ବ୍ୟବସାୟୀ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ବିରୋଧରେ ଏଭଳି ପ୍ରତିବାଦ କରିଛନ୍ତି । ଡେରାବିଶ ବ୍ଲକ ଚାନ୍ଦୋଳ ଅଞ୍ଚଳରେ ରତାଡିଆ ଗାଁରେ ରହିଛି ଏହି ଈଟା ଫ୍ୟାକ୍ଟ୍ରି । ବିଦ୍ୟୁତ ଉପଭୋକ୍ତା ବେଆଇନ ଭାବେContinue reading “ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ ତିଆରି ହୋଇପାରିଲାନି ଈଟା । କ୍ଷତି ପରେ ତାତିଲେ ବ୍ୟବସାୟୀ । ଟାଟା ପାୱାର ଅଫିସ ଭିତରେ ସିମେଣ୍ଟ ରଖି ପ୍ରତିବାଦ ।”
୩୦ ଏପ୍ରିଲ ସୁଦ୍ଧା ସରିବ ପୁରୀ ଜଗମୋହନ ନାଟମଣ୍ଡପ ମରାମତି । ହାଇକୋର୍ଟଙ୍କୁ ଜଣାଇଲା ଏଏସଆଇ । ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୩୦ ଭିତରେ ସରିବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି । ଏନେଇ ହାଇକୋର୍ଟକୁ ଜଣାଇଛି ଏଏସଆଇ । ହାଇକୋର୍ଟ ଏନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ହେବ । ଆମିକସ୍ କ୍ୟୁରି ନାଟମଣ୍ଡପ ମରାମତି କାମ ଜାରି ରହିଥିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଏଏସଆଇର ମରାମତି କାମ ଅନୁଧ୍ୟାନ କରିବା ପାଇଁ ହାଇକୋର୍ଟ ଆମିକସ୍ କ୍ୟୁରିଙ୍କୁContinue reading “୩୦ ଏପ୍ରିଲ ସୁଦ୍ଧା ସରିବ ପୁରୀ ଜଗମୋହନ ନାଟମଣ୍ଡପ ମରାମତି । ହାଇକୋର୍ଟଙ୍କୁ ଜଣାଇଲା ଏଏସଆଇ । ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ।”
ଜମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଜଣେ ଯବାନ ସହିଦ, ୨ ଜଣ ଗୁରୁତର ଆହତ ।
କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ନୌସେରା ଅଞ୍ଚଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କାରଣରୁ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ସକାଳ ୧୦.୩୦ରୁ ୧୧ଟା ସମୟ ଭିତରେ ଏହି ବିସ୍ଫୋରଣ ହୋଇଛି । ଯେତେବେଳେ ଏହି ବିସ୍ଫୋରଣ ହେଲା ସେତେବେଳେ ସେନାର ୩ ଯବାନ ନିୟମିତ ରୂପେ ଏଠାରେ ପହରା ଦେଉଥିଲେ । ବିସ୍ଫୋରଣ ପରେ ତୁରନ୍ତ ଯବାନଙ୍କୁContinue reading “ଜମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଜଣେ ଯବାନ ସହିଦ, ୨ ଜଣ ଗୁରୁତର ଆହତ ।”
ହତ୍ୟା ପାରେ ମା’ର ମୃତଦେହକୁ ସୁଟକେସରେ ଭର୍ତ୍ତି : ଏକ ହତ୍ୟାକାରୀ ଝିଅର କାହାଣୀ
ପ୍ରଥମେ ମ୍ୟାକ୍ ତାଙ୍କ ମାଆଙ୍କ ମୁହଁକୁ ଚାପି ଧରିଲା ଏବଂ ପରେ ଶେଫର୍ ତାଙ୍କ ମୁଣ୍ଡକୁ ଏକ ହାତୁଡିରେ ବାରମ୍ବାର ଆଘାତ କରିଥିଲା । ହୋଟେଲରେ ମା’ଙ୍କୁ ହତ୍ୟା କରିବା ପରେ ମ୍ୟାକ୍ ଏବଂ ତାଙ୍କ ପ୍ରେମିକା ଶବକୁ ଏକ ସୁଟକେସରେ ଭର୍ତ୍ତି କରି ଟ୍ୟାକ୍ସିରେ ରଖିଥିଲେ । ସୁଟକେସରେ ମୃତଦେହର ଅବଶେଷ ପୋଲିସ ଜବତ କରିଛି । ୨୦୧୪ ରେ ବାଲିରେ ଘଟିଥିବା ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ହେଥରଙ୍କୁ ଏହି ଅପରାଧContinue reading “ହତ୍ୟା ପାରେ ମା’ର ମୃତଦେହକୁ ସୁଟକେସରେ ଭର୍ତ୍ତି : ଏକ ହତ୍ୟାକାରୀ ଝିଅର କାହାଣୀ”
ଦିନେ ଥିଲେ ଜିଲ୍ଲାପାଳ, ଏବେ ବନିଲେ ସ୍ୱାମୀଜୀ । ବାବୁରୁ ବାବା ବନିଥିବା ସ୍ୱାମୀ ନିର୍ଲିପ୍ତାନନ୍ଦଙ୍କୁ ନେଇ ଚର୍ଚ୍ଚା ।
କନକ ବ୍ୟୁରୋ: ଥିଲେ ପ୍ରଶାସନିକ ଅଧିକାରୀ, ଏବେ ପାଲଟିଯାଇଛନ୍ତି ସନ୍ଥ । ଦିନେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଆଉ ଏବେ ତାଙ୍କ ପରିଚୟ ହେଉଛି ସ୍ୱାମୀ ନିର୍ଲିପ୍ତାନନ୍ଦ । ଆମେ କହୁଛୁ ଆଇଏଏସ୍ ଅଫିସର ସୁନୀଲ ପଟ୍ଟନାୟକଙ୍କ କଥା । ବଲାଙ୍ଗୀର ସମେତ ଓଡିଶାର ଏକାଧିକ ସ୍ଥାନରେ ଜିଲ୍ଲାପାଳ ଓ ଅନ୍ୟ ଦାୟିତ୍ୱରେ ୨୩ ବର୍ଷ ଧରି କାମ କରିଛନ୍ତି । ହେଲେ ହଠାତ୍ ସଂସାରର ମୋହ ମାୟା ତୁଟାଇ ଚାକିରିରୁ ସ୍ୱେଚ୍ଛାକୃତContinue reading “ଦିନେ ଥିଲେ ଜିଲ୍ଲାପାଳ, ଏବେ ବନିଲେ ସ୍ୱାମୀଜୀ । ବାବୁରୁ ବାବା ବନିଥିବା ସ୍ୱାମୀ ନିର୍ଲିପ୍ତାନନ୍ଦଙ୍କୁ ନେଇ ଚର୍ଚ୍ଚା ।”