କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମିରେ ନିର୍ମିତ ଭବ୍ୟ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଐତିହାସିକ ମୁହୂର୍ତ୍ତକୁ ଆଉ ମାତ୍ର ୪ଦିନ ବାକି ଥିବା ବେଳେ ପ୍ରାଣ ପ୍ରତିଷ୍ଠା ବିଧି ଆରମ୍ଭ ହୋଇଛି । ପ୍ରାୟଶ୍ଚିତ ପୂଜାରୁ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ରାମମୟ ହୋଇଛି ଅଯୋଧ୍ୟାନଗରୀ । ପୁରୋହିତ ମାନଙ୍କ ମନ୍ତ୍ରୋଚ୍ଚାରଣ, ବେଦପାଠରେ ପୁରା ଅଯୋଧ୍ୟାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଅଯୋଧ୍ୟାରେ ଅଦିନିଆ ଦୀପାବଳିରContinue reading “ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଅଯୋଧ୍ୟାନଗରୀ । ବେଦପାଠ ଓ ମନ୍ତ୍ର ଉଚ୍ଚାରଣ ସହ ଆରମ୍ଭ ପ୍ରାୟଶ୍ଚିତ ପୂଜା । ଜାଣନ୍ତୁ ପୁରା କାର୍ଯ୍ୟସୂଚୀ ।”
Tag Archives: News
ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା । ଅପରାହ୍ନରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହେବ ନୂଆ ଫର୍ଦ୍ଦ । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅପରାହ୍ନରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବରେଣ୍ୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ପଞ୍ଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଏବଂ ପଥକୁ ଶୋଧContinue reading “ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା । ଅପରାହ୍ନରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।”
ଦେଶରୁ ଦୂର ହେଉଛି ଦାରିଦ୍ର୍ୟ: ନୀତି ଆୟୋଗ ରିପୋର୍ଟ, ଦାରିଦ୍ର୍ୟ ଅନୁପାତ ୨୦୧୩-୧୪ରେ ୨୯.୧୭% ଥିବାବେଳେ ୨୦୨୨-୨୩ରେ ୧୧.୨୮%କୁ ହ୍ରାସ
କନକ ବ୍ୟୁରୋ: ଦେଶରେ ଦୂର ହେଉଛି ଦାରିଦ୍ର୍ୟ । ଗତ ୯ ବର୍ଷରେ ୨୪ କୋଟି ୮୨ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ‘୨୦୦୫-୦୬ରୁ ଭାରତରେ ବହୁମୁଖୀ ଦାରିଦ୍ର୍ୟ ’ଶୀର୍ଷକ ନୀତି ଆୟୋଗର ଆଲୋଚନା ପତ୍ରରୁ ଏହା ଜଣାପଡ଼ିଛି । ନୀତି ଆୟୋଗର ସିଇଓ ଶ୍ରୀ ବି.ଭି.ଆର ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ସୋମବାର ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ ରିପୋର୍ଟ ଉନ୍ମୋଚନ କରିଛନ୍ତି । ରିିପୋର୍ଟ ଅନୁଯାୟୀ ଏହିପରି ସୂଚନା ମିଳିଛିContinue reading “ଦେଶରୁ ଦୂର ହେଉଛି ଦାରିଦ୍ର୍ୟ: ନୀତି ଆୟୋଗ ରିପୋର୍ଟ, ଦାରିଦ୍ର୍ୟ ଅନୁପାତ ୨୦୧୩-୧୪ରେ ୨୯.୧୭% ଥିବାବେଳେ ୨୦୨୨-୨୩ରେ ୧୧.୨୮%କୁ ହ୍ରାସ”
ଆଜିଠୁ ଆରମ୍ଭ ରାମଲାଲା ପ୍ରାକ ପ୍ରତିଷ୍ଠା ରୀତିନୀତି: ୧୮ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ, ୨୨ରେ ପ୍ରାଣ ପ୍ରତିଷ୍ଠା
କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୬ଦିନ । ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହୋଇଛି । ୧୮ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି, ୨୨ତାରିଖରେ କରାଯିବ ପ୍ରାଣ ପ୍ରତିଷ୍ଠା । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟବୋର୍ଡର ମହାସଚିବ ଚମ୍ପତରାୟ ସାମ୍ବାଦିକ ସମ୍ମିଳନୀରେ ୬ଦିନ ଧରି ଚାଲିବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ନେଇ ସୂଚନା ଦେଇଛନ୍ତି ।Continue reading “ଆଜିଠୁ ଆରମ୍ଭ ରାମଲାଲା ପ୍ରାକ ପ୍ରତିଷ୍ଠା ରୀତିନୀତି: ୧୮ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ, ୨୨ରେ ପ୍ରାଣ ପ୍ରତିଷ୍ଠା”
ରାମଭକ୍ତିରେ ମଗ୍ନ ପ୍ରଧାନମନ୍ତ୍ରୀ ମୋଦୀ: ଆନ୍ଧ୍ରପ୍ରଦେଶରେ ବୀରଭଦ୍ର ମନ୍ଦିରରେ କଲେ ସ୍ୱତନ୍ତ୍ର ପୂଜା ପାଠ ସହ ଆଳତୀ
କନକ ବ୍ୟୁରୋ: ଭିନ୍ନ ମୁଦ୍ରାରେ ନଜର ଆସିଲେ ପ୍ରଧାନମନ୍ତ୍ରୀ । ରାମଙ୍କ ଭକ୍ତିରେ ମଗ୍ନ ହେଲେ ମୋଦୀ । ଧ୍ୟାନମୁଦ୍ରାରେ ବସିଲେ । ରାମଭଜନ ଗାଇଲେ । ମଙ୍ଗଳବାର ଏଭଳି କିଛି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ବୀରଭଦ୍ର ମନ୍ଦିରରେ । ଅଯୋଧ୍ୟ ମନ୍ଦିରର ପ୍ରାଣପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆନ୍ଧ୍ରପଦେଶର ଲେପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ବୁଲିବା ସହ ପୂଜା କରିଛନ୍ତି । ମନ୍ଦିରରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ପୂଜା କରିବା ଆଳତି କରିଥିଲେ ।Continue reading “ରାମଭକ୍ତିରେ ମଗ୍ନ ପ୍ରଧାନମନ୍ତ୍ରୀ ମୋଦୀ: ଆନ୍ଧ୍ରପ୍ରଦେଶରେ ବୀରଭଦ୍ର ମନ୍ଦିରରେ କଲେ ସ୍ୱତନ୍ତ୍ର ପୂଜା ପାଠ ସହ ଆଳତୀ”
ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ: ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ ଟିମ
କନକ ବ୍ୟୁରୋ: ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ । ଦେଶର ଏହି ତିନି ତଦନ୍ତକାରୀ ସଂସ୍ଥାର ଉଚ୍ଚ ସ୍ତରୀୟ ଟିମ୍ ୟୁକେ ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୟୁକେରେ ଏବେ ହୀରା ବ୍ୟବସାୟୀ ନିରବ ମୋଦି, କିଙ୍ଗଫିସର ଏୟାରଲନସର ପ୍ରମୋଟର ବିଜୟ ମାଲ୍ୟା ଏବଂ ପ୍ରତିରକ୍ଷା ଡିଲର ସଂଜୟ ଭଣ୍ଡାରୀ ସମତେ ଅନେକ ବ୍ୟବସାୟୀ ରହିଛନ୍ତି । ଏମାନେ ଭାରତରେ ବିଭିନ୍ନ ବ୍ୟବସାୟ କରୁଥିଲେContinue reading “ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ: ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ ଟିମ”
ବିମାନ ଉଡ଼ାଣରେ କୁହୁଡି କାଳ: ଦିଲ୍ଲୀ ବଦଳରେ ମୁମ୍ବାଇରେ ଅବତରଣକୁ ନେଇ ତାତିଲେ ଯାତ୍ରୀ
କନକ ବ୍ୟୁରୋ: ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ଯେଉଁ ରନୱେରେ ପହଁଚିବା ପୂର୍ବରୁ କଡ଼ା ସୁରକ୍ଷା, ତନ୍ନତନ୍ନ ଯାଂଚ କରାଯାଏ । ଏପରିକି ପକ୍ଷୀଟିଏ ନଜର ଆସିଲେ ବି ସୁରକ୍ଷାକୁ ଦ୍ୱିଗୁଣା କରାଯାଏ ସେଠାରେ କିଭଳି ଯାତ୍ରୀଙ୍କ ମେଳି ହୋଇଛି । ଅଧରାତିରେ ଟାରମାକ ବା ଯେଉଁଠି ବିମାନରେ ପାକିଂ କରାଯାଏ ସେଠି ଶହ ଶହ ଯାତ୍ରୀ ଏକାଠି ବସି ଖାଉଥିବା ଦୃଶ୍ୟ ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିିକି ପ୍ରଶ୍ନ ଉଠୁଛିContinue reading “ବିମାନ ଉଡ଼ାଣରେ କୁହୁଡି କାଳ: ଦିଲ୍ଲୀ ବଦଳରେ ମୁମ୍ବାଇରେ ଅବତରଣକୁ ନେଇ ତାତିଲେ ଯାତ୍ରୀ”
ନାଗାଲାଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା: କୋହିମାରେ ରାହୁଲଙ୍କ ଜନସଭା, ମଂଚରୁ ମୋଦୀଙ୍କୁ କଲେ ଟାର୍ଗେଟ
କନକ ବ୍ୟୁରୋ: ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ଆରମ୍ଭ ହୋଇଥିବା ଭାରତ ଯୋଡ଼ ନ୍ୟାୟଯାତ୍ରା ୧୬ ତାରିଖରେ ତୃତୀୟ ଦିନରେ ପହଁଚିଛି । ଦଳୀୟକର୍ମୀ, ନେତାଙ୍କୁ ନେଇ ରାହୁଲ ମଙ୍ଗଳବାର କୋହିମାରେ ପହଁଚିଛନ୍ତି । ଏଠାରେ ପହଁଚିବାପରେ ସ୍ଥାନୀୟ ଲୋକଙ୍କୁ ଭେଟି ଅଭିବାଦନ ଗ୍ରହଣ କରିଛନ୍ତି ରାହୁଲ । କୋହିମାର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ରାହୁଲଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଖେଳାଳୀଙ୍କ ଗହଣରେ ଷ୍ଟାଡିୟମରେ କିଛି ସମୟ ଅତିବାହିତ କରିଥିଲେ ରାହୁଲ । ସଭାକୁContinue reading “ନାଗାଲାଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା: କୋହିମାରେ ରାହୁଲଙ୍କ ଜନସଭା, ମଂଚରୁ ମୋଦୀଙ୍କୁ କଲେ ଟାର୍ଗେଟ”
ଆପର ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପାଠ, ବିଜେପି, କଂଗ୍ରେସ, ଏଆଇଏମଆଇଏମର କଟାକ୍ଷ: କହିଲେ ବିଜେପି ଆରଏସଏସ ରାସ୍ତାରେ ଚାଲୁଛି ଆମ ଆଦମୀ ପାର୍ଟି, ଭୋଟ ପାଇଁ ଚାଲିଛି ପ୍ରହସନ
କନକ ବ୍ୟୁରୋ: ଅଯୋଧ୍ୟା ରାମଲାଲା ପ୍ରାଣପ୍ରତିଷ୍ଠାର ସେହି ଶୁଭ ସମୟ ଆସିବାକୁ ଯାଉଛି । ଏହା ପୂର୍ବରୁ ଦିଲ୍ଲୀ ସରକାର ବଡ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଦିଲ୍ଲୀର ମୋଟ ୨୬ଶହ ସ୍ଥାନରେ ୧୬ ତାରିଖଠୁ ସୁନ୍ଦରକାଣ୍ଡ ଓ ହନୁମାନ ଚାଳିଶା ପାଠ କରିଛି ଆମ ଆଦମୀ ପାର୍ଟି । ପ୍ରଥମ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜ ହନୁମାନ ମନ୍ଦିରରେ ପହଁଚି ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିସାContinue reading “ଆପର ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପାଠ, ବିଜେପି, କଂଗ୍ରେସ, ଏଆଇଏମଆଇଏମର କଟାକ୍ଷ: କହିଲେ ବିଜେପି ଆରଏସଏସ ରାସ୍ତାରେ ଚାଲୁଛି ଆମ ଆଦମୀ ପାର୍ଟି, ଭୋଟ ପାଇଁ ଚାଲିଛି ପ୍ରହସନ”
ଗୋପାଳପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ: ଗୋଟିଏ ମଂଚରେ ହେଭିୱେଟ୍ ନେତା
କନକ ବ୍ୟୁରୋ: ଆଗକୁ ନିର୍ବାଚନ । ଆଉ ସବୁଥର ଭଳି ବିଜେଡି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବ୍ରହ୍ମପୁରରେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ଦଳର ହେଭିୱେଟ୍ ନେତା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବା ପାଇଁ ରଣନୀତି ଆରମ୍ଭ କରିଛି ଦଳ । ମକର ମହୋତ୍ସବ ପାଳନ ବାହାନାରେ ଗୋପାଳପୁରର ଜିଲ୍ଲା ବିଜେଡି ନେତାଙ୍କ ଶକ୍ତି ପ୍ରଦର୍ଶନ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ଏହିContinue reading “ଗୋପାଳପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ: ଗୋଟିଏ ମଂଚରେ ହେଭିୱେଟ୍ ନେତା”