ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ପାଇଁ ବିଜେପିର ଦାବି । ଦିନକ ପାଇଁ ମଦ ଦୋକାନ ବନ୍ଦ ପାଇଁ ବି ଅନୁରୋଧ

କନକ ବ୍ୟୁରୋ: ଜାନୁଆରୀ ୨୨ ତାରିଖରେ ଛୁଟି ଘୋଷଣା କରନ୍ତୁ ରାଜ୍ୟ ସରକାର । ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ୫ଶହ ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଦେଶର ଅନେକ ରାଜ୍ୟରେ ସେହି ଦିନ ଛୁଟି ଘୋଷଣା କରାଯାଇଛି । ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି ।ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଅନ୍ୟContinue reading “ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ପାଇଁ ବିଜେପିର ଦାବି । ଦିନକ ପାଇଁ ମଦ ଦୋକାନ ବନ୍ଦ ପାଇଁ ବି ଅନୁରୋଧ”

ପାର୍ସଲ ଓଜନରେ ଠକୁଥିବାରୁ ପୋଷ୍ଟ ଅଫିସକୁ ଫାଇନ୍ । କେନ୍ଦ୍ରାପଡା ଠାକୁରପାଟଣା ପୋଷ୍ଟ ଅଫିସରେ ଓଜନ ଓ ମାପ ବିଭାଗର ଚଢାଉ

କନକ ବ୍ୟୁରୋ: ପୋଷ୍ଟ ଅଫିସରେ ବ୍ୟାପକ ଅନିୟମିତତା । ଓଜନରେ ଠକେଇ ହୋଇଥିବା ନେଇ ସାଂଘାତିକ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଠାକୁର ପାଟଣାରେ ପୋଷ୍ଟ ଅଫିସ ବିରୋଧରେ ଆସିଛି ଏପରି ଅଭିଯୋଗ । ପୋଷ୍ଟ ଅଫିସରେ ଅନିୟମିତତା, ଓଜନରେ ଠକେଇ ଅଭିଯୋଗ ଆସିବା ପରେ ଓଜନ ମାପ ବିଭାଗ ଚଢ଼ାଉ କରିଛି । ୨୦୧୧ ମସିହାରୁ କିଣାଯାଇଥିବା ଓଜନ ମାପ ଯନ୍ତ୍ର ରିନ୍ୟୁଆଲ କରାଯାଇନାହିଁ । ପ୍ରତି ବର୍ଷ ଏହାର ରିନ୍ୟୁଆଲ କରିବାContinue reading “ପାର୍ସଲ ଓଜନରେ ଠକୁଥିବାରୁ ପୋଷ୍ଟ ଅଫିସକୁ ଫାଇନ୍ । କେନ୍ଦ୍ରାପଡା ଠାକୁରପାଟଣା ପୋଷ୍ଟ ଅଫିସରେ ଓଜନ ଓ ମାପ ବିଭାଗର ଚଢାଉ”

କଟକ ବାଲିକୁଦା ଅଂଚଳରେ ଗୁଡ଼ି ସୂତା ଲାଗି ଜଣେ ଆହତ: ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ବଂଚିଲା ଜୀବନ

କନକ ବ୍ୟୁରୋ: କଟକ ବାଲିକୁଦା ଅଂଚଳରେ ଗୁଡ଼ି ସୁତା ଲାଗି ଜଣେ ଆହତ । ସ୍କୁଟିରେ ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଯୁବକଙ୍କ ବେକରେ ପ୍ଲାଷ୍ଟିକ ସୁତା ଲାଗି ଯୁବକ ଜଣଙ୍କ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଯୁବକଙ୍କ ଜୀବନ ବଂଚିଯାଇଛି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ହେଲେ ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହୃତ ମାଂଜା ସୂତା ଲୋକଙ୍କ ପାଇଁ କାଳ ପାଲଟୁଛି । କମିଶନରେଟ୍ ପୁଲିସ ପକ୍ଷରୁContinue reading “କଟକ ବାଲିକୁଦା ଅଂଚଳରେ ଗୁଡ଼ି ସୂତା ଲାଗି ଜଣେ ଆହତ: ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ବଂଚିଲା ଜୀବନ”

ମୁମ୍ବାଇ ବିମାନବନ୍ଦର ରନୱେରେ ଯାତ୍ରୀ ବସି ହଙ୍ଗାମା କରିବା ଘଟଣା: ବିମାନ ବନ୍ଦର ଏବଂ ଇଣ୍ଡିଗୋକୁ ନୋଟିସ୍ ପଠାଇଲା ବ୍ୟୁରୋ ଅଫ୍ ସିଭିଏଲ ଏଭିଏସନ ସିକ୍ୟୁରିଟି

କନକ ବ୍ୟୁରୋ: ମୁମ୍ବାଇ ବିମାନବନ୍ଦର ରନୱେରେ ଯାତ୍ରୀ ବସି ହଙ୍ଗାମା କରିବା ଘଟଣା, ନୋଟିସ ପଠାଇଲା ବ୍ୟୁରୋ ଅଫ୍ ସିଭିଏଲ ଏଭିଏସନ ସିକ୍ୟୁରିଟି ବା ବିସିଏଏସ । ଗଣମାଧ୍ୟମରେ ବିମାନ ଯାତ୍ରୀଙ୍କ ହଂଗାମାର ଭିଡିଓ ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ । ମଧ୍ୟ ରାତ୍ରିରେ ମନ୍ତ୍ରୀ ଏ ନେଇ ଏକ ବୈଠକ କରିଥିବା ଜଣାପଡିଛି । ବିସିଏଏସ ନୋଟିସ୍ ଜାରି ଇଣ୍ଡିଗୋ ବିମାନ ଏବଂ ମୁମ୍ବାଇ ବିମାନContinue reading “ମୁମ୍ବାଇ ବିମାନବନ୍ଦର ରନୱେରେ ଯାତ୍ରୀ ବସି ହଙ୍ଗାମା କରିବା ଘଟଣା: ବିମାନ ବନ୍ଦର ଏବଂ ଇଣ୍ଡିଗୋକୁ ନୋଟିସ୍ ପଠାଇଲା ବ୍ୟୁରୋ ଅଫ୍ ସିଭିଏଲ ଏଭିଏସନ ସିକ୍ୟୁରିଟି”

ଇସ୍ରାଏଲ୍ ଆକ୍ରମଣରେ ୨ ଜଣ ବନ୍ଧକ ନିହତ – ହମାସର ଦାବି

ଏକ ଭିଡିଓ ଜାରି କରି ହମାସ କହିଛି ଯେ ଦୁଇ ଇସ୍ରାଏଲ୍ ବନ୍ଧକଙ୍କ ମୃତ୍ୟୁ ପାଇଁ ଇସ୍ରାଏଲ୍ ସେନା ଦାୟୀ । ତେବେ ଇସ୍ରାଏଲ୍ ସେନା ହମାସର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ହମାସ୍ କହିଛି ଯେ ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ବନ୍ଧକଙ୍କର ମୃତ୍ୟୁ ହୋଇଥିବାବେଳେ ବାକିମାନେ ବିପଦରେ ଅଛନ୍ତି । ଇସ୍ରାଏଲ-ହମାସ ଯୁଦ୍ଧକୁ ୧୦୦ ଦିନ ହେଇଗଲାଣି କିନ୍ତୁ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହି ସମୟରେ ହମାସ ଏକ ଭିଡିଓ ଜାରିContinue reading “ଇସ୍ରାଏଲ୍ ଆକ୍ରମଣରେ ୨ ଜଣ ବନ୍ଧକ ନିହତ – ହମାସର ଦାବି”

ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏର ଉଚ୍ଚ ସ୍ତରୀୟ ଟିମ୍

କନକ ବ୍ୟୁରୋ : ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ । ଦେଶର ଏହି ତିନି ତଦନ୍ତକାରୀ ସଂସ୍ଥାର ଉଚ୍ଚ ସ୍ତରୀୟ ଟିମ୍ ୟୁକେ ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୟୁକେରେ ଏବେ ହୀରା ବ୍ୟବସାୟୀ ନିରବ ମୋଦି, କିଙ୍ଗଫିସର ଏୟାରଲନସର ପ୍ରମୋଟର ବିଜୟ ମାଲ୍ୟା ଏବଂ ପ୍ରତିରକ୍ଷା ଡିଲର ସଂଜୟ ଭଣ୍ଡାରୀ ସମତେ ଅନେକ ବ୍ୟବସାୟୀ ରହିଛନ୍ତି । ଏମାନେ ଭାରତରେ ବିଭିନ୍ନ ବ୍ୟବସାୟContinue reading “ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏର ଉଚ୍ଚ ସ୍ତରୀୟ ଟିମ୍”

ସ୍ୱାଭିମାନ ଅଞ୍ଚଳରେ ଉନ୍ନତି ଆଣିଛି ଗୁରୁପ୍ରିୟା ସେତୁ ! ଏବେ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଲୋକଙ୍କ ଜୀବନ ଧାରଣାରେ ଆସିଛି ଉନ୍ନତି । ସ୍ଥାନୀୟ ଅଞ୍ଚଳର ବିକାଶ ମଧ୍ୟ ହୋଇଛି । ଉଦଘାଟନକୁ ୬ ବର୍ଷ ପୁରଣ ହୋଇଥିବା ବେଳେ ଏବେ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଅଣ୍ଡରାପାଲୀ ପଞ୍ଚାୟତର ଓରାପଦର ନଦୀ ଘାଟଠାରୁ ମୁଦୁଲିଗୁଡ଼ା ପର୍ଯ୍ୟନ୍ତ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବୀ କରିଛନ୍ତି ୫ଟି ପଞ୍ଚାୟତର ଗ୍ରାମବାସୀ ।Continue reading “ସ୍ୱାଭିମାନ ଅଞ୍ଚଳରେ ଉନ୍ନତି ଆଣିଛି ଗୁରୁପ୍ରିୟା ସେତୁ ! ଏବେ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ”

ମାତ୍ର ୫ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ରହିଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ‘ସମ୍ପଦ’ । ଭାରତ ମଧ୍ୟ କରିଲା ଚୁକ୍ତି ।

ଲିଥିୟମ୍ ଅନୁସନ୍ଧାନ ପାଇଁ ଭାରତ ଆର୍ଜେଣ୍ଟିନା ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଖଣିଜ ବିଦେଶୀ ଇଣ୍ଡିଆ ଲିମିଟେଡ୍ (KABIL), ଆର୍ଜେଣ୍ଟିନା କମ୍ପାନୀ CAMYEN ସହିତ ଏକ ବଡ଼ ଚୁକ୍ତି କରିଛି । ଆର୍ଜେଣ୍ଟିନାରେ ପୃଥିବୀର ସର୍ବ ବୃହତ ଲିଥିୟମ୍ ଭଣ୍ଡାର ଅଛି ।  ଏହି ଚୁକ୍ତି ପରେ ଭାରତରେ ଲିଥିୟମର ଅଭାବ ପୂରଣ ହେବ ବୋଲି ଆଶା କରାଯାଉଛି । ଲିଥିୟମ୍ ଆତ୍ମନିର୍ଭରଶୀଳତା ଦିଗରେ ଭାରତ ଏକ ବଡ ପଦକ୍ଷେପ ନେଇଛି। ଏଥିପାଇଁ ଆର୍ଜେଣ୍ଟିନାContinue reading “ମାତ୍ର ୫ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ରହିଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ‘ସମ୍ପଦ’ । ଭାରତ ମଧ୍ୟ କରିଲା ଚୁକ୍ତି ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ କଡା ସମାଲୋଚନା । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଆଇନଶୃଂଖଳା ବିଭିନ୍ନ ପ୍ରସଙ୍ଗ ଉଠାଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋରଦାର ଟାର୍ଗେଟ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ସ୍ୱାସ୍ଥ୍ୟ, ଶିକ୍ଷା,ଜଳସେଚନ ଓ ଆଇନଶୃଂଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ଏହା କେମିତିକା ରୂପାନ୍ତରଣ ବୋଲି ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଛନ୍ତି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ କେହିContinue reading “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ କଡା ସମାଲୋଚନା । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଆଇନଶୃଂଖଳା ବିଭିନ୍ନ ପ୍ରସଙ୍ଗ ଉଠାଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ”

ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ତାରିଖ । ଜାନୁଆରୀ ୨୬ ପର୍ଯ୍ୟନ୍ତ କରିପାରିବେ ଆବେଦନ ।

କନକ ବ୍ୟୁରୋ : ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ତାରିଖ । ଆଜି ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ କରିବ । ପୂର୍ବରୁ ଏହା ଜାନୁଆରୀ ୧୬ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । ତେବେ ଆହୁରି ଅନେକ ଲୋକ ଆବେଦନ କରିନଥିବାରୁ ପଞ୍ଜିକରଣ ଅବଧିକୁ ବୃଦ୍ଧି କରିଛନ୍ତି ସରକାର ।Continue reading “ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ତାରିଖ । ଜାନୁଆରୀ ୨୬ ପର୍ଯ୍ୟନ୍ତ କରିପାରିବେ ଆବେଦନ ।”

Design a site like this with WordPress.com
Get started