କନକ ବ୍ୟୁରୋ: ପଦ ଗଲାପରେ ଭୁଲିଗଲେ ସମସ୍ତେ । ଦନି ଥିଲା ଘର ଘର ବୁଲି ବୁଲି ଲୋକଙ୍କୁ ସାହାଯ୍ୟ ଯୋଗାଉଥିଲେ । ଲୋକମାନଙ୍କ ସମସ୍ତ ସମସ୍ୟା ଦୂର କରୁଥିଲେ । ଗାଁର ସମସ୍ତ ବିକାଶମୂଳକ କାମ କରୁଥିଲେ । ହେଲେ ଏବେ ନିଜେ ଅସହାୟ ହୋଇପଡିଛନ୍ତି ଜଳେଶ୍ୱରର ପୂର୍ବତନ କାଉନସିଲର ସାମରାୟ ହେମ୍ବ୍ର୍ରମ । ରାତି ପାହିଲେ ଯାହା ପାଖରେ ଲୋକଙ୍କ ଭିଡ ଲାଗୁଥିଲା ତାଙ୍କ ପାଖର ଆଜି କେହି ନାହିଁ । ଭଙ୍ଗାରୁଜା ଘରେContinue reading “ପଦ ଗଲା ପରେ ହତାଦର ପୂର୍ବତନ କାଉନସିଲର: ଅଭାବ ଭିତରେ ଶଯ୍ୟାଶାୟୀ ଜଳେଶ୍ୱରର ପୂର୍ବତନ କାଉନସିଲର ସାମରାୟ ହେମ୍ବ୍ରମ”
Tag Archives: News
ମାତିଛନ୍ତି ଲୁଟେରା: ଭିଡର ସୁଯୋଗ ନେଇ ବଳଦେବଜୀଉ ମନ୍ଦିରରେ କରୁଛନ୍ତି ଲୁଟପାଟ
କନକ ବ୍ୟୁରୋ: ଭିଡର ସୁଯୋଗ ନେଇ ବଳଦେବଜୀଉ ମନ୍ଦିରରେ ମାତିଛନ୍ତି ଲୁଟେରା । ଟିକେ ସୁଯୋଗ ପାଇଲେ ଲୁଟି ନେଉଛନ୍ତି ସୁନା ଚେନ୍, ମନି ପର୍ସ । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ମନ୍ଦିରରେ ସିସିଟିଭି ଲାଗିଥିଲେ ବି କାମ କରୁନଥିବାରୁ ଚୋର ଧରାପଡୁ ନାହାନ୍ତି । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । କେନ୍ଦ୍ରାପଡାର ଆରାଧ ଦେବତା ବଳଦେବଜୀଉ । ପ୍ରତିଦିନ ବଡଠାକୁରଙ୍କ ଦର୍ଶନ ପାଇଁ ହଜାର ହଜାର ଲୋକ ବଳଦେବଜୀଉ ମନ୍ଦିରକୁ ଆସିଥାନ୍ତିContinue reading “ମାତିଛନ୍ତି ଲୁଟେରା: ଭିଡର ସୁଯୋଗ ନେଇ ବଳଦେବଜୀଉ ମନ୍ଦିରରେ କରୁଛନ୍ତି ଲୁଟପାଟ”
ବିଷ ପାଲଟିଛି ବ୍ରାହ୍ମଣୀର ପାଣି: ସହରର ଆବର୍ଜନା ସାଙ୍ଗକୁ କାରଖାନା ବର୍ଜ୍ୟବସ୍ତୁ ମିଶି ନଦୀ ହେଉଛି ପ୍ରଦୂଷିତ
କନକ ବ୍ୟୁରୋ: ପ୍ରଦୂଷିତ ହେବାରେ ଲାଗିଛି ବାହ୍ମଣୀ ନଦୀ । କଳ କାରଖାନରୁ ନିର୍ଗତ ବର୍ଜ୍ୟବସ୍ତୁ ସିଧା ସଳଖ ମିଶୁଛି ନଦୀରେ । ପ୍ରତିଦିନ କାରଖାନର ବଜ୍ୟବସ୍ତୁ ମିଶି ପାଣି ସମ୍ପୁର୍ଣ୍ଣ ଦୂଷିତ ହୋଇପଡିଛି । ରାଉରକେଲା ଇସ୍ପାତ କାରଖାନା ପ୍ରଦୂଷିତ ହେଉଛି ବ୍ରାହ୍ମଣୀ ନଦୀ । ବିଷ ପାଲଟିଛି ନଦୀର ଜଳ । ପାଣିରେ ମିଶୁଛି କୁଢ କୁଢ ଆବର୍ଜନା । ମିଶୁଛି କଳ କାରଖାନାର ବର୍ଜ୍ୟବସ୍ତୁ । ପାଣି ପିଇବା ତ ଦୂର କଥାContinue reading “ବିଷ ପାଲଟିଛି ବ୍ରାହ୍ମଣୀର ପାଣି: ସହରର ଆବର୍ଜନା ସାଙ୍ଗକୁ କାରଖାନା ବର୍ଜ୍ୟବସ୍ତୁ ମିଶି ନଦୀ ହେଉଛି ପ୍ରଦୂଷିତ “
ପୁଅ-ଝିଅଙ୍କୁ କୁଅକୁ ଠେଲି ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ୮ ବର୍ଷ ଜେଲ ଦଣ୍ଡ । ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ସ୍ୱାମୀଙ୍କୁ ୫ ବର୍ଷର ଜେଲ ।
କନକ ବ୍ୟୁରୋ: ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଆତ୍ମହତ୍ୟା ପାଇଁ କୂଅକୁ ଡେଇଁଥିବା ସ୍ତ୍ରୀଙ୍କୁ ୮ ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ସ୍ୱାମୀଙ୍କୁ ୫ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍ । କନ୍ଧମାଳ ଜିଲ୍ଲାର ବାଲିଗୁଡା ଅତିରିକ୍ତ ଜିଲ୍ଲା ଜଜ୍ ଆଜି ଏହି ରାୟ ଶୁଣାଇଛନ୍ତି । ୨୦୨୧ ମସିହାରେ ରାଇକିଆ ଅଞ୍ଚଳରେ ପୁଅ-ଝିଅଙ୍କୁ କୂଅକୁ ଠେଲି ଦେଇଥିଲେ ।Continue reading “ପୁଅ-ଝିଅଙ୍କୁ କୁଅକୁ ଠେଲି ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ୮ ବର୍ଷ ଜେଲ ଦଣ୍ଡ । ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ସ୍ୱାମୀଙ୍କୁ ୫ ବର୍ଷର ଜେଲ ।”
ଜନ୍ମକଲା ଛୁଆଙ୍କୁ ହତ୍ୟାକଲା ମାଆ । ଦୁଇ ପିଲାଙ୍କୁ କୂଅକୁ ଫିଙ୍ଗିଲା ଜନ୍ମକଲା ମାଆ ।
କନକ ବ୍ୟୁରୋ: ଜନ୍ମକଲା ଛୁଆଙ୍କୁ ହତ୍ୟାକଲା ମାଆ । ମିଳିଥିବା ସୂଚନା ଅନୁସାରେ, ପାରିବାରକ କଳହରୁ ନିଜ ଛୁଆଙ୍କୁ କୁଅ ଭିତରକୁ ଫିଙ୍ଗିଦେଇଛି ମାଆ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଲିମାହାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ୱାମୀଙ୍କ ସହ ଝଗଡା ପରେ ଝିଓ ଓ ପୁଅଙ୍କୁ ଏକ କୂଅ ଭିତରକୁ ଠେଲି ଦେଇଛି ମାଆ । ସାହି, ପଡିଶା ଶିଶୁ ଦୁଇଟିଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ସେଠାରେContinue reading “ଜନ୍ମକଲା ଛୁଆଙ୍କୁ ହତ୍ୟାକଲା ମାଆ । ଦୁଇ ପିଲାଙ୍କୁ କୂଅକୁ ଫିଙ୍ଗିଲା ଜନ୍ମକଲା ମାଆ ।”
ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ, ପ୍ରଣବଙ୍କ ଜବାବ । କେନ୍ଦ୍ରମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ କଲେ ବିଜେଡି ବିଧାୟକ । କହିଲେ, ଆଇନା ଦେଖାଇଲେ ଚିଡୁଛନ୍ତି କଣ ପାଇଁ?
କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ପରେ, ଏବେ ଏହାର କାଉଣ୍ଟର ଜବାବ ରଖିଛନ୍ତି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ । ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଇଛନ୍ତି ବିଜେଡି ବିଧାୟକ । ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହିତ ତାଙ୍କୁ ଆଇନା ଦେଖାଇଲେ ସେ କାହିଁକି ଚିଡି ଯାଉଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ଏଥିସହିତ କେନ୍ଦ୍ରମନ୍ତ୍ରୀଙ୍କୁ ୩ଟି ପ୍ରଶ୍ନ କରିଛନ୍ତିContinue reading “ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ, ପ୍ରଣବଙ୍କ ଜବାବ । କେନ୍ଦ୍ରମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ କଲେ ବିଜେଡି ବିଧାୟକ । କହିଲେ, ଆଇନା ଦେଖାଇଲେ ଚିଡୁଛନ୍ତି କଣ ପାଇଁ?”
ଏଣିକି ରାଜ୍ୟରେ ବନ୍ୟା-ବାତ୍ୟାର ଆଗୁଆ ସୂଚନା ପାଇଁ ମନୋରମା ଭରସା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା ହେଲେ ମନୋରମା ମହାନ୍ତି ।
କନକ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା ଦାୟିତ୍ୱ ନେଲେ ମନୋରମା ମହାନ୍ତି । ଦାୟିତ୍ୱ ହସ୍ତାନ୍ତର କଲେ ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ । ନିଜ ଜନ୍ମମାଟିରେ ଦାୟିତ୍ୱ ଗ୍ରହଣ କରିବା ପରେ ବେଶ ଖୁସି ହୋଇଛନ୍ତି ମନୋରମା । କହିଛନ୍ତି, ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସିଛି । ଏବେ ଓଡ଼ିଶା କ୍ଷେତ୍ରରେ ନିଜର ଦାୟିତ୍ୱ ରହିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ମନୋରମା । ପୂର୍ବରୁ ମନୋରମା ଗୁଜରାଟContinue reading “ଏଣିକି ରାଜ୍ୟରେ ବନ୍ୟା-ବାତ୍ୟାର ଆଗୁଆ ସୂଚନା ପାଇଁ ମନୋରମା ଭରସା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା ହେଲେ ମନୋରମା ମହାନ୍ତି ।”
ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଦୀର୍ଘଦିନ ଧରି ଗୋଟିଏ ପଦବୀରେ ଥିବା ଅଧିକାରୀଙ୍କ ବଦଳି ଦାବି
କନକ ବ୍ୟୁରୋ: ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଦୀର୍ଘଦିନ ଧରି ଗୋଟିଏ ପଦବୀରେ ଥିବା ଅଧିକାରୀଙ୍କ ବଦଳି ଦାବି କରିଛି ଦଳ । ଡିସେମ୍ବର ୧ରେ ରାଜ୍ୟ ସରକାରଙ୍କୁ କମିଶନ ଚିଠି କରିଥିଲେ । ଜାନୁଆରୀ ୩୧ ଶେଷ ତାରିଖ ଥିବା ସତ୍ୱେ ରାଜ୍ୟ ସରକାର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିବା ଅଭିଯୋଗ ହୋଇଛି । ବିଜେପି ଆହୁରି ଅଭିଯୋଗ କରିଛି ଯେ ରାଜ୍ୟରେ ୧୦ ଜିଲ୍ଲାର ଜିଲ୍ଲାପାଳ ୩ ବର୍ଷରୁ ଅଧିକ ସମୟ ଧରିContinue reading “ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଦୀର୍ଘଦିନ ଧରି ଗୋଟିଏ ପଦବୀରେ ଥିବା ଅଧିକାରୀଙ୍କ ବଦଳି ଦାବି”
ମହିଳା ସାଂସଦ ଚୋରୀ କଲେ ଦାମିକା ପୋଷାକ : ଧରା ପଡିଲା ପରେ ନ୍ୟୁଜିଲ୍ୟାଣ୍ଡ ରାଜନୀତିରେ ଉତ୍ତେଜନା
ଏହି ଘଟଣା ପରେ ଏ ବିଷୟରେ ନ୍ୟୁଜିଲ୍ୟାଣ୍ଡର ଅନେକ ସର୍ବ ସାଧାରଣ ସ୍ଥାନରେ ଆଲୋଚନା ହେଉଛି । କେହି କେହି କହୁଛନ୍ତି ଯେ ସାଂସଦଙ୍କଠାରୁ ଏଭଳି ଘଟଣା ଆଶା କରାଯାଏ ନାହିଁ । ତେବେ ଅଭିଯୁକ୍ତ ସାଂସଦ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଙ୍କ ପ୍ରକୃତି ଏବଂ ଚରିତ୍ରର ବିରୋଧୀ , କିନ୍ତୁ ମୋର ଇସ୍ତଫା ପାଇଁ ଆଉ ଏକ କାରଣ ଅଛି । ମୁଁ ଅଭିଯୋଗକୁ ବୁଝିବାକୁ ଚାହୁଁଛି । ମୁଁ ବହୁତContinue reading “ମହିଳା ସାଂସଦ ଚୋରୀ କଲେ ଦାମିକା ପୋଷାକ : ଧରା ପଡିଲା ପରେ ନ୍ୟୁଜିଲ୍ୟାଣ୍ଡ ରାଜନୀତିରେ ଉତ୍ତେଜନା”
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେ କି ରାହୁଲ ଗାନ୍ଧୀ? ଜାଣନ୍ତୁ ଭାରତ ଯୋଡ ନ୍ୟାୟ ଯାତ୍ରାରେ କଣ କହିଲେ ରାହୁଲ?
କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏହି ଭବ୍ୟ ସମାରୋହରେ ସାମିଲ ହେବାକୁ ଦେଶ ବିଦେଶରେ ଥିବା ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ କଂଗ୍ରେସ ନିଜକୁ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବରୁ ଦୂରେଇ ରଖିଛି । ଏହା ଭିତରେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ରାହୁଲ ଗାନ୍ଧି । ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ଯିବେContinue reading “ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେ କି ରାହୁଲ ଗାନ୍ଧୀ? ଜାଣନ୍ତୁ ଭାରତ ଯୋଡ ନ୍ୟାୟ ଯାତ୍ରାରେ କଣ କହିଲେ ରାହୁଲ?”