କନକ ବ୍ୟୁରୋ: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମୀ ଅଧା ବାଟରେ ଅଟକାଇବା, ସଭାମଞ୍ଚରୁ ଫାଇଭ-ଟି ସଚିବ ପ୍ରଶ୍ନ ଉଠାଇବା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ବିଧାୟକଙ୍କୁ ବିଜେଡି କର୍ମୀ ବିରୋଧ କରିବା ଓ ଜଣେ ସଚିବ ଜନପ୍ରତିନିଧିଙ୍କୁ ସଭାରେ ଟାର୍ଗେଟ କରିବାକୁ ନେଇ କଥା କଟାକଟି ହୋଇଛନ୍ତି ବିରୋଧୀ ଓ ଶାସକ ଦଳ । ଗୋଟିଏ ପଟେ ଘଟଣାକୁ ବିରୋଧୀ କଂଗ୍ରେସ ଓ ବିଜେପି ନିନ୍ଦା କରିଥିବାବେଳେ, ଅନ୍ୟପଟେ ସଚିବଙ୍କ ସମର୍ଥନରେ ବାହାରିଛି ବିଜେଡିContinue reading “ବାବୁ ବନାମ ନେତା। ବିଜେଡି, ବିରୋଧୀ କଥା କଟାକଟି “
Tag Archives: News
ପ୍ରଧାନମନ୍ତ୍ରୀ ପ୍ରଶଂସା କଲେ, ଖୁସିରେ କାନ୍ଦିଲେ। ଚନ୍ଦ୍ରଯାନ-୩ର ଅବତରଣସ୍ଥଳର ନାଁ ଦେଲେ ‘ଶିବଶକ୍ତି’ ପଏଣ୍ଟ
କନକ ବ୍ୟୁରୋ: ଚନ୍ଦ୍ରଯାନ-୩ର ଅବତରଣସ୍ଥଳର ନାଁ ‘ଶିବଶକ୍ତି’ ପଏଣ୍ଟା ଅଗଷ୍ଟ ୨୩ରେ ପାଳନ ହେବ ‘ଜାତୀୟ ମହାକାଶ ଦିବସ’ । ଏହା ସହ ଯେଉଁଠି ଲେଉଟି ପଡ଼ିଥିଲା ଚନ୍ଦ୍ରଯାନ-୨, ସେହି ସ୍ଥାନର ନାଁ ‘ତ୍ରିରଙ୍ଗା’ ପଏଣ୍ଟ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚନ୍ଦ୍ରଯାନ-୩ ଅବତରଣ ବେଳେ ଜୋହାନ୍ସବର୍ଗରୁ ଯୋଡ଼ି ହୋଇ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ବନିଥିଲେ ପ୍ରଧାନମନ୍ତ୍ରୀ । ଆଉ ବିଦେଶରୁ ଫେରିବା ପରେ ସିଧା ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦୀ ।Continue reading “ପ୍ରଧାନମନ୍ତ୍ରୀ ପ୍ରଶଂସା କଲେ, ଖୁସିରେ କାନ୍ଦିଲେ। ଚନ୍ଦ୍ରଯାନ-୩ର ଅବତରଣସ୍ଥଳର ନାଁ ଦେଲେ ‘ଶିବଶକ୍ତି’ ପଏଣ୍ଟ”
ଶ୍ରୀମନ୍ଦିରରେ ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା: ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା
କନକ ବ୍ୟୁରୋ: ଚଳିତବର୍ଷ ଗୁରୁବାର ଦିନ ଶ୍ରୀମନ୍ଦିରରେ ପାଳିତ ହେବ ରାକ୍ଷୀପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ତିଆରି ଚାଲିଛି ୪ଟି ରଙ୍ଗର ରାକ୍ଷୀ । ଏହି ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି ।Continue reading “ଶ୍ରୀମନ୍ଦିରରେ ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା: ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା”
ଆଗକୁ ରାକ୍ଷୀ ପୂର୍ଣ୍ଣିମା: କଟକ କନ୍ଦରପୁରର ଚିତ୍ରଶିଳ୍ପୀଙ୍କ ନିଆରା କଳା କୃତି, ନଡିଆ ଖୋଳରେ ରଙ୍ଗ ଦେଇ କରୁଛନ୍ତି ଭଳିକିଭଳି ରାକ୍ଷୀ
କନକ ବ୍ୟୁରୋ: ଆଗକୁ ଆସୁଛି ରାକ୍ଷୀ ପୁର୍ଣ୍ଣିମା । ଏନେଇ ବଜାର ବେଶ ସରଗରମ ହେଲାଣି । ହେଲେ କଟକ କନ୍ଦରପୁର ଅସଚଳରେ ମିଳୁଛି କିଛି ନିଆରା କିସମର ରାକ୍ଷୀ । ନଡ଼ିଆ ସଢେଇରେ ତିଆରି ହୋଇଛି ଭଳିକିଭଳି ରାକ୍ଷୀ । କନ୍ଦରପୁରର ଚିତରଂଜନ ଏହି ନଡିଆ ଖୋଳରେ ବିଭିନ୍ନ ମଂଜି ଓ ରଙ୍ଗ ଦେଇ ଏହି ରାକ୍ଷୀ ସବୁ କରୁଛନ୍ତି । ଏହି ଫ୍ରେଣ୍ଡଲି ରାକ୍ଷୀ ତିଆରି ଏବେ ସେ ଚର୍ଚ୍ଚାରେ । ସଢେଇକୁ କାଟିContinue reading “ଆଗକୁ ରାକ୍ଷୀ ପୂର୍ଣ୍ଣିମା: କଟକ କନ୍ଦରପୁରର ଚିତ୍ରଶିଳ୍ପୀଙ୍କ ନିଆରା କଳା କୃତି, ନଡିଆ ଖୋଳରେ ରଙ୍ଗ ଦେଇ କରୁଛନ୍ତି ଭଳିକିଭଳି ରାକ୍ଷୀ”
ପୁଅ ଜନ୍ମ କରିବା ସତରେ କ’ଣ ପାପ: ତିନି ପୁଅ ଥାଇ ବି ବୟସର ଅପରାହ୍ନରେ ସଂଘର୍ଷ କରୁଛନ୍ତି ଚାନ୍ଦବାଲି ନୟାହାଟ ଗାଁର ବୃଦ୍ଧ ଦମ୍ପତି
କନକ ବ୍ୟୁରୋ: ପୁଅ ଜନ୍ମ କରିବା ସତରେ କ’ଣ ପାପ? ପୁଅର ଅକଥନୀୟ ନିର୍ଯାତନା ଦେଖିଲେ ମନକୁ ଉଙ୍କିମାରେ ଏହି ପ୍ରଶ୍ନ । ପୁଅଟିଏ ଜନ୍ମ ହେଲେ ସବୁ ବାପା ମା’ଙ୍କର ଆଶା ଥାଏ ବୟସର ଅପରାହ୍ନରେ ଆଶ୍ରା ପାଲଟିବ ପୁଅ । ହେଲେ ବୃଦ୍ଧ ଅବସ୍ଥାରେ ଯେବେ ବାପା ମାଆ ଅଲୋଡା ହୋଇପଡନ୍ତି । ସେବା ବଦଳରେ ସେମାନଙ୍କୁ ନିର୍ଯାତନା ମିଳେ । ସେତେବେଳେ ନିଜ ଦୁଃଖ କହାକୁ କହିବେ? ଏହିଭଳି କିଛି ଚିତ୍ର ଭଦ୍ରକContinue reading “ପୁଅ ଜନ୍ମ କରିବା ସତରେ କ’ଣ ପାପ: ତିନି ପୁଅ ଥାଇ ବି ବୟସର ଅପରାହ୍ନରେ ସଂଘର୍ଷ କରୁଛନ୍ତି ଚାନ୍ଦବାଲି ନୟାହାଟ ଗାଁର ବୃଦ୍ଧ ଦମ୍ପତି”
ସମବାୟ ବ୍ୟାଙ୍କ ଉପରେ ସ୍ୱୟଂ ସହାୟକ ଗୋଷ୍ଠୀର ଚାପ: ଋଣ ନେବା ପରେ ବି ହେଉନି ପରିଶୋଧ
କନକ ବ୍ୟୁରୋ: ସମବାୟ ବ୍ୟାଙ୍କ ଉପରେ ସ୍ୱୟଂ ସହାୟକ ଗୋଷ୍ଠୀର ଚାପ । ଋଣ ନେଉଛନ୍ତି ହେଲେ ପରିଶୋଧ କରୁନାହାନ୍ତି । ମହିଳାଙ୍କୁ ସଶକ୍ତ କରିବା ପାଇଁ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରୁଣ ଦେଉଛନ୍ତି ରାଜ୍ୟ ସରକାର । ମହିଳାମାନେ ଏହି ଋଣ ନେଇ ରୋଜଗାରକ୍ଷମ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ହେଲେ ଏସଏଚଜି ଗୁଡିକ ରୁଣ ନେଇ ଶୁଝୁନଥିବା ବେଳେ କେବଳ କୋରାପୁଟରୁ ୧୪ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ନେଇ ସୁଝିContinue reading “ସମବାୟ ବ୍ୟାଙ୍କ ଉପରେ ସ୍ୱୟଂ ସହାୟକ ଗୋଷ୍ଠୀର ଚାପ: ଋଣ ନେବା ପରେ ବି ହେଉନି ପରିଶୋଧ”
ଦିବ୍ୟାଙ୍ଗ ହୋଇ ବି ଜୀବନ ଜୀଇଁବାର ସଂଘର୍ଷ ଜାରି: ପ୍ଲାଷ୍ଟିକ ବୋତଲ ଓ ଟାୟାର କାଟି ଦୁଇ କୃତ୍ରିମ ଗୋଡରେ ଚାଲୁଛି ଜୀବନ
କନକ ବ୍ୟୁରୋ: ଦିବ୍ୟାଙ୍ଗ ହୋଇ ବି ଜୀବନ ଜୀଇଁବାର ସଂଘର୍ଷ ଜାରି ରହିଛି । ଅଭାବ ଅନଟନ ଭିତରେ ବି ପାଠ ପଢା ସହିତ ସମସ୍ତ କାମ ତୁଲାଉଛନ୍ତି । ଢେଙ୍କାନାଳ ପରଜଙ୍ଗ ଦୋମୁହାଁଣି ଗାଁର ଦିବ୍ୟାଙ୍ଗ ଛାତ୍ର ମଧୁ ଚାତାର । ଦୁର୍ଘଟଣାରେ ଦୁଇ ଗୋଡ ନଷ୍ଟ ହୋଇଯାଇଥିବା ବେଳେ ପ୍ଲାଷ୍ଟିକ ବୋତଲ ଓ ଟାୟାର କାଟି ଦୁଇ କୃତ୍ରିମ ଗୋଡ ତିଆରି କରିଛନ୍ତି । ଆଗକୁ ବଢିବାର ଅଦମ୍ୟ ଇ୍ଚ୍ଛା ଥିବା ବେଳେ ଏବେContinue reading “ଦିବ୍ୟାଙ୍ଗ ହୋଇ ବି ଜୀବନ ଜୀଇଁବାର ସଂଘର୍ଷ ଜାରି: ପ୍ଲାଷ୍ଟିକ ବୋତଲ ଓ ଟାୟାର କାଟି ଦୁଇ କୃତ୍ରିମ ଗୋଡରେ ଚାଲୁଛି ଜୀବନ”
ଖେଳୁଥିବା ବେଳେ ପୋଖରୀରେ ପଡି ଚାଲିଗଲା ନିଷ୍ପାପ ଶିଶୁର ଜୀବନ: ଛାତିକୁ ବାଡେଇ ବାହୁନି କାନ୍ଦୁଛି ଜେଜେ ମାଆ
କନକ ବ୍ୟୁରୋ: ପାଣିରେ ବୁଡି ଆଖି ବୁଜିଲା ଦୁଇ ବର୍ଷର କୁନି ପୁଅ । ଭାସୁଥିବା ଅବସ୍ଥାରେ ପାଣିରୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ ପରିବାର ଲୋକେ । ହେଲେ ସେତେବେଳକୁ କଅଁଳ ଜୀବନର ଦୀପ ଲିଭିଯାଇଥିଲା । ଏତେ ବଡ ଘଟଣାକୁ ଗ୍ରହଣ କରିପାରୁନଥିଲା ମା । ପୁଅ ଉଠିବାକୁ ବାରମ୍ବାର ଡାକୁଥିଲା । ଛାତିକୁ ପିଟି କାନ୍ଦି ଚାଲିଥିବ।। ବେଳେ ଆଖିର ଲୁହ ଧାର ଶୁଖୁନଥିଲା । ଆତୁର ହୋଇ ପରିବାର ଲୋକେContinue reading “ଖେଳୁଥିବା ବେଳେ ପୋଖରୀରେ ପଡି ଚାଲିଗଲା ନିଷ୍ପାପ ଶିଶୁର ଜୀବନ: ଛାତିକୁ ବାଡେଇ ବାହୁନି କାନ୍ଦୁଛି ଜେଜେ ମାଆ”
ଏସିଆ କପକୁ କରୋନା ଭୟ, ଟୁର୍ଣ୍ଣାମେଣ୍ଟ ପୂର୍ବରୁ ୪ ଖେଳାଳି ପଜିଟିଭ୍ । କୋଭିଡ୍ ଭୟ ଭିତରେ କେମିତି ଖେଳାଯିବ ଟୁର୍ଣ୍ଣାମେଣ୍ଟ?
କନକ ବ୍ୟୁରୋ: ଏସିଆ କପ୍ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ଏହାର କିଛି ଦିନ ପୂର୍ବରୁ ଏବେ ଏସିଆ କପକୁ ଘାରିଛି କରୋନା ଭୟ । କାହିଁକି, ସମ୍ଭବତଃ ଏସିଆ କପ୍ ଖେଳିବାକୁ ଥିବା ୪ ଜଣ ଖେଳାଳି ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ୍ ପଜିଟିଭ୍ ଚିହ୍ନଟ ହେଇଥିବା ଏହି ୪ ଜଣ ଯାକContinue reading “ଏସିଆ କପକୁ କରୋନା ଭୟ, ଟୁର୍ଣ୍ଣାମେଣ୍ଟ ପୂର୍ବରୁ ୪ ଖେଳାଳି ପଜିଟିଭ୍ । କୋଭିଡ୍ ଭୟ ଭିତରେ କେମିତି ଖେଳାଯିବ ଟୁର୍ଣ୍ଣାମେଣ୍ଟ?”
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ ପରେ ରାଜ୍ୟ ରାଜନୀତିରେ ବୟାନବାଜି: କଂଗ୍ରେସ କହିଲା, ନିଜ ସୀମା ଭିତରେ ରୁହନ୍ତୁ ସଚିବ, ନଚେତ୍ ଯୁଆଡେ ଯିବେ ସିଆଡେ ହେବ ଅଣ୍ଡା ଓ କାଳି ମାଡ
କନକ ବ୍ୟୁରୋ: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଗତକାଲି ଯାହା ଘଟିଲା ତାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଦୁଇ ଭାଗ ହୋଇ ଯାଇଛନ୍ତି । ଗୋଟିଏ ପଟେ ନିର୍ବାଚିତ ଜନପ୍ରତିନିଧି ଗୋପାଳପୁର ବିଧାୟକଙ୍କ ସମର୍ଥନରେ ବିରୋଧୀ କଂଗ୍ରେସ ଓ ବିଜେପି ବାହାରିଥିବାବେଳେ, ଅନ୍ୟପଟେ ସଚିବଙ୍କ ସମର୍ଥନରେ ବାହାରିଛି ବିଜେଡି । କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି, ଗତକାଲିର ଘଟଣାକୁ ନିନ୍ଦା କରିଛି । ରାଜ୍ୟରେ ଜଂଗଲ ଶାସନ ଚାଲିଥିବା ଅଭିଯୋଗ କରିଛି । ରାଜ୍ୟରେContinue reading “ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ ପରେ ରାଜ୍ୟ ରାଜନୀତିରେ ବୟାନବାଜି: କଂଗ୍ରେସ କହିଲା, ନିଜ ସୀମା ଭିତରେ ରୁହନ୍ତୁ ସଚିବ, ନଚେତ୍ ଯୁଆଡେ ଯିବେ ସିଆଡେ ହେବ ଅଣ୍ଡା ଓ କାଳି ମାଡ”