ଚନ୍ଦ୍ରର ରହସ୍ୟ ଉପରୁ ଉଠିବ ପରଦା, ଅଧିକ ତଥ୍ୟ ସଂଗ୍ରହ କରୁଛି ରୋଭର ପ୍ରଜ୍ଞାନ: ସାମ୍ନାକୁ ଆସିଲା ନୂଆ ଭିଡିଓ

କନକ ବ୍ୟୁରୋ: ଚନ୍ଦ୍ରର ରହସ୍ୟ ଉପରୁ ଉଠିବ ପରଦା । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ରୋଭରର ଗତିବିଧିକୁ ନେଇ ନୂଆ ଭିଡିଓ ଜାରି କରିଛି ଇସ୍ରୋ । ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କିପରି ଚନ୍ଦ୍ରପୃଷ୍ଠରେ ରୋଭର ଗତି କରୁଛି । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ରହସ୍ୟକୁ ନେଇ ଅଧିକ ତଥ୍ୟ ସଂଗ୍ରହ କରୁଛି ରୋଭର ପ୍ରଜ୍ଞାନ । ଏହି ଭିଡିଓ ଲ୍ୟାଣ୍ଡରରୁ ନିଆଯାଇଛି । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଧୀର ଅବତରଣ ଓContinue reading “ଚନ୍ଦ୍ରର ରହସ୍ୟ ଉପରୁ ଉଠିବ ପରଦା, ଅଧିକ ତଥ୍ୟ ସଂଗ୍ରହ କରୁଛି ରୋଭର ପ୍ରଜ୍ଞାନ: ସାମ୍ନାକୁ ଆସିଲା ନୂଆ ଭିଡିଓ”

ଅଡୁଆରେ ପଡିଲା ଏୟାର ଇଣ୍ଡିଆ । ସୁରକ୍ଷା ସମ୍ବନ୍ଧୀୟ ଯାଂଚ ବେଳେ ଡିଜିସିଏ ଧରିଲା ୧୩ଟି ତୃଟି

କନକ ବ୍ୟୁରୋ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଏୟାର ଇଣ୍ଡିଆର ଆନ୍ତରିକ ସୁରକ୍ଷା ଅଡିଟ୍ ବେଳେ ୧୩ଟି ତୃଟି ଧରିଛି । ଦୁଇ ସଦସ୍ୟ ବିଶିଷ୍ଠ ନିରୀକ୍ଷଣ ଟିମ୍ ଏହି ରିପୋର୍ଟକୁ ଏୟାର ଇଣ୍ଡିଆ ନିକଟକୁ ପଠାଇଦେଇଛି । ଡିଜିସିଏକୁ ଦିଆଯାଇଥିବା ଅଡିଟ୍ ରିପୋର୍ଟ ମୁତାବକ ଏୟାର ଇଣ୍ଡିଆ ଏୟାର ଲାଇନ୍ସର କ୍ୟାବିନ ସର୍ଭିଲାନ୍ସ, କାର୍ଗୋ, କାର୍ଗୋ (ଆରଏନସି ଏବଂ ଲୋଡ) ରେ ନିୟମିତ ଯାଂଚ କରାଯିବାକୁ ଆଇନ ଥିବା ବେଳେ କିନ୍ତୁ ୧୩ଟିContinue reading “ଅଡୁଆରେ ପଡିଲା ଏୟାର ଇଣ୍ଡିଆ । ସୁରକ୍ଷା ସମ୍ବନ୍ଧୀୟ ଯାଂଚ ବେଳେ ଡିଜିସିଏ ଧରିଲା ୧୩ଟି ତୃଟି”

ସିଆରପିଏଫ କ୍ୟାମ୍ପରେ ଝୁଲିପଡିଲେ ଯବାନ । ଆତ୍ମହତ୍ୟା କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ । ଶୌଚାଳୟ ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ସିଆରପିଏଫ ୧୨୭ ବାଟାଲିଅନର ଯବାନ ରମେଶ ସିଏଲ୍ ଆତ୍ମହତ୍ୟା କରିଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଯବାନଙ୍କ ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି । ପୁଲିସ ଏକ ଅପମୃତ୍ୟୁContinue reading “ସିଆରପିଏଫ କ୍ୟାମ୍ପରେ ଝୁଲିପଡିଲେ ଯବାନ । ଆତ୍ମହତ୍ୟା କାରଣ ଅସ୍ପଷ୍ଟ”

ନିଜ ଦରମା ଉପରେ ପ୍ରୟୋଗ କରନ୍ତୁ ୫୦:୩୦:୨୦ ଫର୍ମୁଲା । ଭବିଷ୍ୟତ ପାଇଁ ସଂଚୟ କରିପାରିବେ ଅନେକ ଟଙ୍କା

କନକ ବ୍ୟୁରୋ : ଲଗାତର ଭାବେ ବୃଦ୍ଧି ପାଉଥିବା ଦରଦାମକୁ ନେଇ ସାଧାରଣ ଲୋକଙ୍କର ବଜେଟ ବିଗିଡିବାରେ ଲାଗିଛି । ଏହି କାରଣରୁ ସାଧାରଣ କର୍ମଚାରୀ ହୁଅନ୍ତୁ କି ଛୋଟ ବ୍ୟବସାୟୀ ନିଜ ରୋଜଗାରରୁ କିଛି ସଂଚୟ କରିବା ମୁସ୍କିଲ ହୋଇପଡିଛି । ଫଳରେ ଆର୍ଥକ ମାମଲା ଉପରେ ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । କାରଣ ଦରମାର ଏକ ବଡ ଭାଗ ପରିବାର ପାଇଁ ଖର୍ଚ୍ଚ ହୋଇଯାଉଛି । ବଳକା ରହୁଥିବା ଟଙ୍କା ପିଲାରContinue reading “ନିଜ ଦରମା ଉପରେ ପ୍ରୟୋଗ କରନ୍ତୁ ୫୦:୩୦:୨୦ ଫର୍ମୁଲା । ଭବିଷ୍ୟତ ପାଇଁ ସଂଚୟ କରିପାରିବେ ଅନେକ ଟଙ୍କା”

ବାଲେଶ୍ୱରରେ ନକଲି ବୈଜ୍ଞାନିକଙ୍କୁ ବାନ୍ଧିଲା ସହଦେବଖୁଣ୍ଟା ପୋଲିସ । ପଚରାଉଚରା ବେଳେ କହିଲେ, ଦଶମ ପାସ୍ ହେଲେ ୨୩ବର୍ଷ ହେଲା କରୁଛନ୍ତି ଜଳ ଉପରେ ଗବେଷଣା 

କନକ ବ୍ୟୁରୋ : ଦଶମ ଯାଏଁ ପାଠ ପଢ଼ିଛନ୍ତି, ହେଲେ ନିଜକୁ ବୈଜ୍ଞାନିକ କହିବୁଲୁଛନ୍ତି । ବାଲେଶ୍ୱରରେ ପୋଲିସ୍ ଦ୍ୱାରା ଅଟକ ହେଲେ ଆତ୍ମଘୋଷିତ ବୈଜ୍ଞାନିକ ଶ୍ୟାମସୁନ୍ଦର ରାଠୀ । ନିଜକୁ ବହୁତ ବଡ଼ ବୈଜ୍ଞାନିକ ବୋଲି ଏହି ବ୍ୟକ୍ତି ଜଣକ ଦାବି କରୁଥିଲେ । ହେଲେ ଭାରତୀୟ ଜାତୀୟ ପ୍ରତୀକକୁ ଷ୍ଟାମ୍ପରେ ବ୍ୟବହାର କରି ବିବାଦ ଘେରକୁ ଆସିଥିଲେ । ମୟୂରଭଞ୍ଜ ଜିଲ୍ଲାର ଶ୍ୟାମସୁନ୍ଦର ରାଠୀଙ୍କୁ ଉଠାଇନେଲା ସହଦେବଖୁଣ୍ଟା ଥାନା ପୋଲିସ୍ । ବାଲେଶ୍ୱର ଷ୍ଟେସନContinue reading “ବାଲେଶ୍ୱରରେ ନକଲି ବୈଜ୍ଞାନିକଙ୍କୁ ବାନ୍ଧିଲା ସହଦେବଖୁଣ୍ଟା ପୋଲିସ । ପଚରାଉଚରା ବେଳେ କହିଲେ, ଦଶମ ପାସ୍ ହେଲେ ୨୩ବର୍ଷ ହେଲା କରୁଛନ୍ତି ଜଳ ଉପରେ ଗବେଷଣା “

ଚନ୍ଦ୍ରଯାନର ସଫଳତା ପରେ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ । ମିଶନ୍ ଗଗନୟାନରେ ମହାକାଶକୁ ଯିବ ମହିଳା ରୋବୋଟ୍ ।

କନକ ବ୍ୟୁରୋ: ସାରା ଦେଶରେ ଏବେ ଚନ୍ଦ୍ରଯାନ-୩କୁ ନେଇ ଖୁସିର ମାହୋଲ ଲାଗି ରହିଛି । ଆଉ ଏହାରି ଭିତରେ ମିଶନ୍ ଗଗନୟାନକୁ ନେଇ ବଡ ବୟାନ ଦେଇଛନ୍ତି ଜଣେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଭାରତର ମିଶନ ଗଗନୟାନରେ ଜଣେ ମହିଳା ରୋବୋଟକୁ ମହାକାଶକୁ ପଠାଯିବ । ଯାହାର ପ୍ରଥମ ପରୀକ୍ଷଣ ଅକ୍ଟୋବର ମାସର ପ୍ରଥମ ସପ୍ତାହ କିମ୍ବା ଦ୍ୱିତୀୟ ସପ୍ତାହରେ ହେଇପାରେ । ଏକContinue reading “ଚନ୍ଦ୍ରଯାନର ସଫଳତା ପରେ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ । ମିଶନ୍ ଗଗନୟାନରେ ମହାକାଶକୁ ଯିବ ମହିଳା ରୋବୋଟ୍ ।”

ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାଷଣ ଦେବା ବେଳେ ଛଳ ଛଳ ହୋଇଗଲା ଆଖି

କନକ ବ୍ୟୁରୋ : ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାଷଣ ଦେବା ବେଳେ ଛଳ ଛଳ ହୋଇଗଲା ମୋଦୀଙ୍କ ଆଖି । ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ବୈଜ୍ଞାନିଙ୍କୁ ଭେଟି ସମ୍ବୋଧନ କରିବା ବେଳେ ମୋଦୀଙ୍କ ଆଖିରେ ଖୁସିର ଲୁହ ଚାଲିଆସିଥିଲା । ଆଜି ବିଦେଶରୁ ଫେରିବା ପରେ ସିଧାସଳଖ ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଅପେକ୍ଷା କରିଥିବା ଇସ୍ରୋ ମୁଖ୍ୟContinue reading “ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାଷଣ ଦେବା ବେଳେ ଛଳ ଛଳ ହୋଇଗଲା ଆଖି”

କେଉଁ ଦେଶ ପାଖରେ ରହିଛି ସବୁଠାରୁ ଅଧିକ ଟ୍ରେନ । ଜାଣନ୍ତୁ ବିଶ୍ୱର ବଡ ୫ଟି ରେଳ ନେଟୱର୍କ ବାବଦରେ

କନକ ବ୍ୟୁରୋ : ବିଶ୍ୱର ରେଳ ନେଟୱର୍କ ମାମଲାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ହେଲେ ସାଇଜ ମାମଲାରେ ଭାରତର ସ୍ଥାନ ୭ମରେ ରହିଛି । ଭାରତର ରେଳ ନେଟୱର୍କ ମୋଟ ୭୦,୨୨୫ କିଲୋମିଟର । ରେଳ ବିଭାଗ ଯାତ୍ରୀଙ୍କର ଆବଶ୍ୟକତାକୁ ଦେଖି ରେଳ ଚଳାଚଳ ସଂଚାଳନ କରିଥାଏ । ହେଲେ ଆପଣ ଜାଣିଛନ୍ତି କି ବିଶ୍ୱର କେଉଁଦେଶ ପାଖରେ ରହିଛି ସବୁଠାରୁ ଅଧିକ ଟ୍ରେନ । ଅର୍ଥାତ ରେଳ ନେଟୱର୍କ ମାମଲାରେ କେଉଁ ଦେଶContinue reading “କେଉଁ ଦେଶ ପାଖରେ ରହିଛି ସବୁଠାରୁ ଅଧିକ ଟ୍ରେନ । ଜାଣନ୍ତୁ ବିଶ୍ୱର ବଡ ୫ଟି ରେଳ ନେଟୱର୍କ ବାବଦରେ”

ବିରୋଧ, ସମାଲୋଚନା ଓ ପ୍ରତିବାଦ ଭିତରେ ଫାଇଭ୍-ଟି ସଚିବଙ୍କ ଗଞ୍ଜାମ ଗସ୍ତ ଜାରି । ସୋରଡ଼ା ନିର୍ବାଚନମଣ୍ଡଳୀର ସମସ୍ତ କଲେଜର ରୂପାନ୍ତରୀକରଣ ପାଇଁ ଦେଲେ ପ୍ରତିଶ୍ରୁତି

କନକ ବ୍ୟୁରୋ : ବିରୋଧ, ସମାଲୋଚନା ଓ ପ୍ରତିବାଦ ଭିତରେ ଫାଇଭ୍-ଟି ସଚିବ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ ଜାରି ରଖିଛନ୍ତି । ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ସୋରଡ଼ାର ସାଗର ବନ୍ଧ ପଡ଼ିଆରେ ଜନସଭାକୁ ସମ୍ବୋଧନ କରିଛନ୍ତି ଫାଇଭ୍-ଟି ସଚିବ । କଡ଼ା ସୁରକ୍ଷାର ପୋଲିସ୍ ତାଙ୍କୁ ସଭାସ୍ଥଳୀକୁ ନେଇଥିଲା । ନିଜ ଭାଷଣରେ ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି ଭି.କେ ପାଣ୍ଡିଆନ । ସୋରଡ଼ା ନିର୍ବାଚନମଣ୍ଡଳୀର ସମସ୍ତ କଲେଜରContinue reading “ବିରୋଧ, ସମାଲୋଚନା ଓ ପ୍ରତିବାଦ ଭିତରେ ଫାଇଭ୍-ଟି ସଚିବଙ୍କ ଗଞ୍ଜାମ ଗସ୍ତ ଜାରି । ସୋରଡ଼ା ନିର୍ବାଚନମଣ୍ଡଳୀର ସମସ୍ତ କଲେଜର ରୂପାନ୍ତରୀକରଣ ପାଇଁ ଦେଲେ ପ୍ରତିଶ୍ରୁତି”

ରାଉରକେଲା ମହାନଗର ନିଗମ ଘେରାଉ କଲେ ବସ୍ତିବାସିନ୍ଦା । କ୍ଷୋଭଭରା ନିବେଦନ କଲେ ୮୫ ବର୍ଷିୟ ବୃଦ୍ଧା

କନକ ବ୍ୟୁରୋ : ରାଉରକେଲା ମହାନଗର ନିଗମ ଘେରାଉ କଲେ ବସ୍ତିବାସିନ୍ଦା । କମିଶନରଙ୍କୁ ଭେଟି କ୍ଷୋଭଭରା ନିବେଦନ କଲେ ୮୫ ବର୍ଷିୟ ବୃଦ୍ଧା । ବସ୍ତିବାସିନ୍ଦାଙ୍କୁ ମହାନଗର ନିଗମରେ ସାମିଲ କରି ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି । ଠିଆ ହୋଇ ପାରୁନାହାନ୍ତି । ସିଧା ଚାଲିବା ପାଇଁ ଅଂଟାରେ ଶକ୍ତି ନାହିଁ । ତଥାବି ସମସ୍ୟା ଜଣାଇବା ପାଇଁ ନଇଁ ନଇଁ ଚାଲି ଚାଲି ଆସି ଆରଏମସି କମିଶନର ଡକ୍ଟର ଶୁଭଙ୍କରContinue reading “ରାଉରକେଲା ମହାନଗର ନିଗମ ଘେରାଉ କଲେ ବସ୍ତିବାସିନ୍ଦା । କ୍ଷୋଭଭରା ନିବେଦନ କଲେ ୮୫ ବର୍ଷିୟ ବୃଦ୍ଧା”

Design a site like this with WordPress.com
Get started