କନକ ବ୍ୟୁରୋ : ବିଶ୍ୱକପ ପାଇଁ ଭାରତ ଏଯାଏଁ ନିଜର ଦଳ ଘୋଷଣା କରିନାହିଁ । ଏସିଆ କପର ପ୍ରଥମ କେତୋଟି ମ୍ୟାଚରେ ପ୍ରଦର୍ଶନକୁ ଦେଖି ଭାରତ ନିଜର ବିଶ୍ୱକପ ଦଳ ଘୋଷଣା କରିପାରେ । ତେବେ ଏହାପୂର୍ବରୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ନିଜ ମନ ପସନ୍ଦର ୧୫ ଜଣିଆ ବିଶ୍ୱକପ ଟିମ୍ ବାଛିଛନ୍ତି । ସୌରଭଙ୍କ ବିଶ୍ୱକପ ଟିମରୁ କିଛି ବରିଷ୍ଠ ଖେଳାଳୀଙ୍କୁ ବାଦ ଦିଆଯାଇଥିବା ବେଳେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛିContinue reading “ବିଶ୍ୱକପ୍ ପାଇଁ ଗାଙ୍ଗୁଲି ବାଛିଲେ ନିଜର ୧୫ ଜଣିଆ ଟିମ୍ । ଜାଣନ୍ତୁ କାହାକୁ କଲେ ସାମିଲ, କିଏ ପଡିଲା ବାଦ? “
Tag Archives: News
ପ୍ରିଗୋଜିନଙ୍କ ହତ୍ୟା ଅଭିଯୋଗକୁ ଖଣ୍ଡନ କଲା ରୁଷ
ଅଗଷ୍ଟ 23ରେ ରୁଷରେ ପୁଟିନଙ୍କ ବିଦ୍ରୋହୀ ୱାଗନର୍ ମୁଖ୍ୟଙ୍କ ମୃତ୍ୟୁ ଏବେ ସୁଦ୍ଧା ରହସ୍ୟ ହୋଇରହିଛି। ମସ୍କୋ ନିକଟରେ ତାଙ୍କ ବିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା , ଏହା ପଛରେ ରହସ୍ୟ କଣ ସେ ସବୁର ସମାଧାନ ପାଇଁ ବିମାନର ରେକର୍ଡର ଯାଞ୍ଚ କରାଯିବ । ବିବିସି ରିପୋର୍ଟ ଅନୁଯାୟୀ ଅନୁସନ୍ଧାନକାରୀମାନେ ଘଟଣାସ୍ଥଳରୁ 10 ଟି ମୃତଦେହ ଏବଂ ଫ୍ଲାଇଟ୍ ରେକର୍ଡର ଉଦ୍ଧାର କରିଛନ୍ତି। ଅନୁସନ୍ଧାନକାରୀ ଅଧିକାରୀ କହିଛନ୍ତି ଯେ ମଲିକ୍ୟୁଲାର-ଜେନେଟିକ ପରୀକ୍ଷା ମାଧ୍ୟମରେ ମୃତଦେହ ଚିହ୍ନଟContinue reading “ପ୍ରିଗୋଜିନଙ୍କ ହତ୍ୟା ଅଭିଯୋଗକୁ ଖଣ୍ଡନ କଲା ରୁଷ”
ରାସ୍ତା ନାହିଁ କି ପୋଲ ନାହିଁ, ନଇରେ ପଶି ୨ କିଲୋମିଟର ଦୂର ବାଟ ଚାଲିଲେ ଗର୍ଭବତୀ ମହିଳା
କନକ ବ୍ୟୁରୋ : ଗାଁକୁ ରାସ୍ତା ନାହିଁ । ଆସିପାରିଲା ନାହିଁ ଆମ୍ବୁଲାନ୍ସ । ନଇ ପାଣିରେ ପଶି, ରାସ୍ତା ଚାଲିଲେ ଗର୍ଭବତୀ । ୨ ଜଣ ମହିଳା ୨ କିଲୋମିଟର ରାସ୍ତା ଚାଲି ଚାଲି ଆମ୍ବୁଲାନ୍ସ ପାଖକୁ ଗଲେ । ହେଲେ ଫୋନ ପରେ ବି ଠିକ୍ ସମୟରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ତେଣୁ ରାସ୍ତା କଡରେ ବସି ରହିଥିଲେ ଆସନ୍ନ ପ୍ରସବା । ପ୍ରାୟ ୫ ଘଣ୍ଟା କାଳ ଯନ୍ତ୍ରଣାରେ ଛଟପଟContinue reading “ରାସ୍ତା ନାହିଁ କି ପୋଲ ନାହିଁ, ନଇରେ ପଶି ୨ କିଲୋମିଟର ଦୂର ବାଟ ଚାଲିଲେ ଗର୍ଭବତୀ ମହିଳା”
ଗୁଡନାଇଟ୍ ଲିକ୍ୟୁଇଡ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏସଆଇ କାଜଲ ବାଗ୍ । ଡିସଚାର୍ଜ ରିପୋର୍ଟ ନନେଇ ହସ୍ପିଟାଲରୁ ଚାଲିଯାଇଥିବା ଅଭିଯୋଗ
କନକ ବ୍ୟୁରୋ : ମହିଳା ଏସଆଇ ପିଇଥିଲେ ଗୁଡନାଇଟ୍ ଲିକ୍ୟୁଇଡ୍ । ଡାକ୍ତରଖାନା ଦେଇଥିବା ଏତଲାରୁ ମିଳିଛି ଏଭଳି ତଥ୍ୟ । ଡାକ୍ତରଖାନାରୁ ବଲାଙ୍ଗର ମହିଳା ଏସଆଇ ନିଖୋଜ ହୋଇଯିବା ପରେ ଥାନାରେ ଏତଲା ଦେଇଛନ୍ତି ଡାକ୍ତରଖାନା କର୍ତୃପକ୍ଷ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶା ଯାଇଛି, ଏସଆଇ କାଜଲ ବାଗ ମଶାମରା ଗୁଡନାଇଟ୍ ଲିକ୍ୟୁଇଡ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ୨୪ ତାରିଖରେ ଡାକ୍ତରଖାନାରେContinue reading “ଗୁଡନାଇଟ୍ ଲିକ୍ୟୁଇଡ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏସଆଇ କାଜଲ ବାଗ୍ । ଡିସଚାର୍ଜ ରିପୋର୍ଟ ନନେଇ ହସ୍ପିଟାଲରୁ ଚାଲିଯାଇଥିବା ଅଭିଯୋଗ”
ବଗିରେ ଗ୍ୟାସ ସିଲିଣ୍ଡର ନେଇ ଯାଉଥିଲେ ଯାତ୍ରୀ । ବିସ୍ଫୋରଣ ହୋଇ ଜଳିଗଲା ଟ୍ରେନ୍, ଚାଲିଗଲା ୧୦ ଜୀବନ
କନକ ବ୍ୟୁରୋ: ତାମିଲନାଡୁ ମଦୁରାଇ ରେଲୱେ ଷ୍ଟେସନ ନିକଟରେ ଜଳିଗଲା ଟ୍ରେନ୍ । ଜୀଅନ୍ତା ପୋଡିଗଲେ ୧୦ ଯାତ୍ରୀ, ଗୁରୁତର ହେଲେ ୨୦ରୁ ଅଧିକ ଯାତ୍ରୀ । ଆଉ ସମସ୍ତେ ଜୀବନ ବଞ୍ଚାଇବାକୁ ବିକଳରେ ଟ୍ରେନରୁ ଡେଇଁପଡିଲେ । ଏସବୁ କିଛି ଯାତ୍ରୀଙ୍କ ଭୁଲରୁ ଘଟିଗଲା । ବିଭାଗୀୟ ଅଧିକାରୀଙ୍କ କହିବା ମୁତାବକ, କିଛି ଯାତ୍ରୀ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ନେଇ ପ୍ରାଇଭେଟ୍ ପାର୍ଟି କୋଚରେ ଚଢିଥିଲେ । କଫି ବନାଇବାକୁ ଗ୍ୟାସ ଜଳାଇବା ସମୟରେContinue reading “ବଗିରେ ଗ୍ୟାସ ସିଲିଣ୍ଡର ନେଇ ଯାଉଥିଲେ ଯାତ୍ରୀ । ବିସ୍ଫୋରଣ ହୋଇ ଜଳିଗଲା ଟ୍ରେନ୍, ଚାଲିଗଲା ୧୦ ଜୀବନ”
ଚର୍ଚ୍ଚାରେ ଫାଇଭ-ଟି ସଚିବଙ୍କ ସୁରକ୍ଷାକର୍ମୀ । କାଲି ପିନ୍ଧିଥିଲେ ଗୋଲାପି, ଆଜି ନୀଳ ପୋଷାକରେ ନଜର ଆସିଲେ ପୋଲିସ କର୍ମଚାରୀ
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଳା ଦ୍ୱିତୀୟ ଦିନ ଗସ୍ତରେ ଯାଇଛନ୍ତି ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ । ଦ୍ୱିତୀୟ ଦିନରେ ଭଞ୍ଜନଗରର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଁଚିଛନ୍ତି ସଚିବ । ତେବେ ସଚିବଙ୍କ କାର୍ଯ୍ୟକ୍ରମରୁ ଆସିଥିବା କେତେକ ଦୃଶ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଚିବଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ପୋଷାକର ରଙ୍ଗ ବଦଳି ଯାଇଛି । ଗତକାଲି ଗୋଲାପି ଟି-ସାର୍ଟରେ ନଜର ଆସିଥିବା ସୁରକ୍ଷା କର୍ମୀ ଆଜି ନୀଳContinue reading “ଚର୍ଚ୍ଚାରେ ଫାଇଭ-ଟି ସଚିବଙ୍କ ସୁରକ୍ଷାକର୍ମୀ । କାଲି ପିନ୍ଧିଥିଲେ ଗୋଲାପି, ଆଜି ନୀଳ ପୋଷାକରେ ନଜର ଆସିଲେ ପୋଲିସ କର୍ମଚାରୀ”
ପଶ୍ଚିମ ରାଷ୍ଟ୍ରଙ୍କ ଷଡଯନ୍ତ୍ର । ଭାରତ ଆସିବେନି ପୁଟିନ୍
ଆସନ୍ତା ସେପ୍ଟେମ୍ବର ୯-୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରତ୍ୟକ୍ଷ ଭାବେ ଯୋଗ ଦେବେନାହିଁ। ପୁଟିନଙ୍କ ସମେତ ସମସ୍ତ ଜି-୨୦ ରାଷ୍ଟ୍ର ନେତା ଏବଂ ଅନ୍ୟ ଅତିଥି ରାଷ୍ଟ୍ରର ପ୍ରତିନିଧିମାନେ ଜି-୨୦ ବୈଠକରେ ଯୋଗ ଦେବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ପୁଟିନ ପ୍ରତ୍ୟକ୍ଷ ଭାବେ ଏହି ବୈଠକରେ ଯୋଗ ଦେବେନାହିଁ ବୋଲି ରୁଷ୍ ପକ୍ଷରୁ କୁହାଯାଇଛି। କ୍ରେମଲିନ ମୁଖପାତ୍ର ମିଟ୍ରି ପେସକଭ କହିଛନ୍ତି, ୟୁକ୍ରେନରେ ସ୍ବତନ୍ତ୍ରContinue reading “ପଶ୍ଚିମ ରାଷ୍ଟ୍ରଙ୍କ ଷଡଯନ୍ତ୍ର । ଭାରତ ଆସିବେନି ପୁଟିନ୍”
ଆଜି ଦ୍ୱିତୀୟ ଦିନରେ ଗଞ୍ଜାମର ବିଭିନ୍ନ ସ୍ଥାନ ବୁଲିବେ ଫାଇଭ-ଟି ସଚିବ । ଭିକେ ପାଣ୍ଡିଆନଙ୍କ ସଭାକୁ ପାଣି ବୋତଲ ମନା । ଚାଲିଛି ଘନଘନ ଯାଞ୍ଚ
କନକ ବ୍ୟୁରୋ: ଆଜି ଦ୍ୱିତୀୟ ଦିନରେ ଗଞ୍ଜାମର ବିଭିନ୍ନ ସ୍ଥାନ ଗସ୍ତ କରିବେ ଫାଇଭ-ଟି ସଚିବ । ଭଞ୍ଜନଗର, ସୋରଡ଼ା, ଆସିକା, ପୋଲସରା ଓ ଖଲିକୋଟରେ ରହିଛି କାର୍ଯ୍ୟକ୍ରମ । ତେବେ ଫାଇଭ-ଟି ସଚିବଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆୟୋଜିତ ସଭାସ୍ଥଳରେ ତନତନ କରି ଯାଂଚ କରି ଲୋକଙ୍କୁ ଛାଡ଼ୁଛି ପୋଲିସ । ଏପରିକି ସଚିବଙ୍କ ସଭାକୁ ପାଣି ବୋତଲ ମନା । ଯେଉଁମାନେ ପାଣି ବୋତଲ ଧରି ସଭାକୁContinue reading “ଆଜି ଦ୍ୱିତୀୟ ଦିନରେ ଗଞ୍ଜାମର ବିଭିନ୍ନ ସ୍ଥାନ ବୁଲିବେ ଫାଇଭ-ଟି ସଚିବ । ଭିକେ ପାଣ୍ଡିଆନଙ୍କ ସଭାକୁ ପାଣି ବୋତଲ ମନା । ଚାଲିଛି ଘନଘନ ଯାଞ୍ଚ”
‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡିଂ ସ୍ଥାନକୁ ‘ଶିବ ଶକ୍ତି’ , ‘ଚନ୍ଦ୍ରଯାନ୨’ କ୍ରାସ୍ ହୋଇଥିବା ସ୍ଥାନକୁ ‘ତିରଙ୍ଗା ପଏଣ୍ଟ’ ନାଁ ଦେଲେ ମୋଦୀ
କନକ ବ୍ୟୁରୋ: ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କଣ୍ଟ୍ରୋଲ କମ୍ପେ୍ଲକ୍ସରୁ ବୈଜ୍ଞାନିକମାନଙ୍କ ସମ୍ବୋଧନ କରିବା ସମୟରେ ଏକ ବଡ ଘୋଷଣା କଲେ ମୋଦୀ । ଚନ୍ଦ୍ରର ଯେଉଁ ସ୍ଥାନରେ ଚନ୍ଦ୍ରଯାନ -୩ର ଲ୍ୟାଣ୍ଡର ବିକ୍ରମ ଅବତରଣ କା ସେ ସ୍ଥାନକୁ ‘ ଶିବଶକ୍ତି’ ଏବଂ ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୨ ଅଳ୍ପକେ କ୍ରାସ୍ ହୋଇଯାଇଥିଲା ସେ ସ୍ଥାନକୁ ‘ତିରଙ୍ଗା ପଏଣ୍ଟ’ ଭାବେ ନାମକରଣ କଲେ ମୋଦୀ । ଏହାସହ ଅଗଷ୍ଟ ୨୩ ତାରିଖକୁ ‘ନ୍ୟାସନାଲ ସ୍ପେଶ୍ ଡେ’ ଭାବେ ଘୋଷଣାContinue reading “‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡିଂ ସ୍ଥାନକୁ ‘ଶିବ ଶକ୍ତି’ , ‘ଚନ୍ଦ୍ରଯାନ୨’ କ୍ରାସ୍ ହୋଇଥିବା ସ୍ଥାନକୁ ‘ତିରଙ୍ଗା ପଏଣ୍ଟ’ ନାଁ ଦେଲେ ମୋଦୀ”
ବୁକିଂ ଆରମ୍ଭ ହେଉ ହେଉ ୱେବସାଇଟ କ୍ରାସ୍ । ବିଶ୍ୱକପ୍ ମ୍ୟାଚ୍ ପାଇଁ ହୋଇପାରୁନି ଟିକେଟ ବୁକିଂ, ଟ୍ୱିଟ୍ କରି ଆଇସିସି ଉପରେ ବର୍ଷିଲେ କ୍ରିକେଟପ୍ରେମୀ ।
କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ । ବିଶ୍ୱକପ ଟାଇଟଲ ପାଇଁ ମୁହାଁମୁହିଁ ହେବେ ୧୦ଟି ଟିମ୍ । ବିଶ୍ୱକପକୁ ଆଉ ଦିନ କେଇଟା ବାକି ଥିବା ବେଳେ ଏବେଠାରୁ ଆରମ୍ଭ ହୋଇଛି ଟିକେଟ ବୁକିଂ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ୨୫ ଅଗଷ୍ଟ ରାତି ୮ଟାରେ ଟିକେଟ ବୁକିଂ ଆରମ୍ଭ ହୋଇଥିଲା । କିନ୍ତୁ ମାତ୍ର କେଇ ମିନିଟରେ ବିଶ୍ୱକପ ୱେବସାଇଟ ଓ ଟିକେଟ ବୁକିଂContinue reading “ବୁକିଂ ଆରମ୍ଭ ହେଉ ହେଉ ୱେବସାଇଟ କ୍ରାସ୍ । ବିଶ୍ୱକପ୍ ମ୍ୟାଚ୍ ପାଇଁ ହୋଇପାରୁନି ଟିକେଟ ବୁକିଂ, ଟ୍ୱିଟ୍ କରି ଆଇସିସି ଉପରେ ବର୍ଷିଲେ କ୍ରିକେଟପ୍ରେମୀ ।”