କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇସ୍ରୋ’ର ‘ଟେଲିମେଟ୍ରି ଟ୍ରାକିଙ୍ଗ୍ ଆଣ୍ଡ୍ କମାଣ୍ଡ୍ ନେଟ୍ୱାର୍କ ମିସନ୍ କଣ୍ଟ୍ରୋଲ୍ କମ୍ପ୍ଲେକ୍ସ୍’ରେ ‘ଚନ୍ଦ୍ରଯାନ-୩ ଅଭିଯାନ’ରେ କାର୍ୟ୍ୟ କରିଥିବା ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି। ‘ଚନ୍ଦ୍ରଯାନ-୩’ର ବୈଜ୍ଞାନିକ ଟିମଙ୍କୁ ଭେଟିବା ପାଇଁ ଗ୍ରୀସ୍ରୁ ଆସି ଆଜି ସକାଳେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ପହଞ୍ଚିବା ପରେ ‘ଏଚ୍ଏଏଲ୍ ବିମାନ ବନ୍ଦର’ ବାହାର ରାସ୍ତାରେ ସ୍ଥାନୀୟ ଲୋକେ ଢୋଲ ବଜାଇ ନୃତ୍ୟ କରିବା ସହିତ ଜାତୀୟ ପତାକା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଥିବା ‘ବ୍ୟାନର୍’ ହଲାଇContinue reading “ଇସ୍ରୋ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ । ବୈଜ୍ଞାନିକଙ୍କୁ କଲେ ପ୍ରଶଂସା”
Tag Archives: News
ଲଦାଖ ମାଟିରୁ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କହିଲେ, ଚୀନ ଛଡାଇ ନେଇଛି ଭାରତର ଜମି, ମିଛ କହୁଛନ୍ତି ମୋଦୀ
କନକ ବ୍ୟୁରୋ: ଭାରତ-ଚୀନ ସୀମା ବିବାଦ ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ବିଜେପି ସରକାରଙ୍କୁ ଟାଗେର୍ଟ କରି ନୂଆ ଅଭିଯୋଗ ଆଣିଛନ୍ତି । ରାହୁଲ କହିଛନ୍ତି ଚୀନ ଭାରତ ଅନେକ ସୀମାବର୍ତୀ ଜାଗାକୁ ମାଡିବସିଛି । ମୋଦୀ ସରକାର ଏହି କଥା ସାରା ଦେଶକୁ ଲୁଚାଇ ରଖିଛନ୍ତି । ବିରୋଧୀମାନଙ୍କୁ ମଧ୍ୟ ବିଜେପି ସରକାର ଏହି ବାବଦରେ ସତ ଲୁଚାଇଥିବା ଲଦାଖରେ କହିଛନ୍ତି କଂଗ୍ରେସ ସାଂସଦ । ରାହୁଲ କହିଛନ୍ତି ଚୀନ ଭାରତରContinue reading “ଲଦାଖ ମାଟିରୁ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କହିଲେ, ଚୀନ ଛଡାଇ ନେଇଛି ଭାରତର ଜମି, ମିଛ କହୁଛନ୍ତି ମୋଦୀ”
୫୨ ପ୍ରତିଶତ ଲୋକଙ୍କ ପସନ୍ଦ ‘ମୋଦୀ’। ପ୍ରଧାନମନ୍ତ୍ରୀ ଭାବେ ମୋଦୀ ମାରିବେ ହାଟ୍ରିକ୍!
କନକ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ହାତଗଣତି କିଛି ଦିନ ବାକିରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଇଣ୍ଡିଆ ଟୁଡେ ସି-ଭୋଟର ତରଫରୁ ହୋଇଥିବା ମୁଡ୍ ଅଫ ଦି ନେସନ୍ ସର୍ଭେ ରିପୋର୍ଟ । ସର୍ଭେରେ ଭାଗ ନେଇଥିବା ଲୋକମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ଲୋକ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ଚାହୁଁଥିବା କୁହାଯାଇଛି । ଆଉ ଏପରି ହେଲେ ମୋଦୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଇଯିବେ ।Continue reading “୫୨ ପ୍ରତିଶତ ଲୋକଙ୍କ ପସନ୍ଦ ‘ମୋଦୀ’। ପ୍ରଧାନମନ୍ତ୍ରୀ ଭାବେ ମୋଦୀ ମାରିବେ ହାଟ୍ରିକ୍!”
‘ଚନ୍ଦ୍ରଯାନ-୩’ ସଫଳତା ପଛର ମହିଳା ଶକ୍ତି। ଚର୍ଚ୍ଚାରେ ଇସ୍ରୋର ରକେଟ ମହିଳା
କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-ଥ୍ରୀ ସଫଳତାର ସହ ଅବତରଣ କରିଛି । ଦେଶ ପାଇଁ ଗର୍ବ ଓ ଗୌରବର କଥା । ସାରା ବିଶ୍ୱରେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇ ନିଜ ନାଁକୁ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହୋଇଛି । ତେବେ ଏହି ଅଭିଯାନ ଏମିତି କିଛି ବ୍ୟକ୍ତି ବିଶେଷ ରହିଛନ୍ତି ଯେଉଁମାନଙ୍କ ଅବଦାନ ଅତୁଳନୀୟ, ଅବର୍ଣ୍ଣନୀୟ । ଏମାନଙ୍କ ଭିତରେ ରହିଛନ୍ତି କିଛି ମହିଳା ପ୍ରତିଭା, ଶକ୍ତି ।Continue reading “‘ଚନ୍ଦ୍ରଯାନ-୩’ ସଫଳତା ପଛର ମହିଳା ଶକ୍ତି। ଚର୍ଚ୍ଚାରେ ଇସ୍ରୋର ରକେଟ ମହିଳା”
ପ୍ରେମ ପାଇଁ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ । ଆତ୍ମହତ୍ୟା ପରେ ଯୁବତୀଙ୍କୁ ଅନ୍ତିମ ସଂସ୍କାର କରି ଦେଲେ ପରିବାର ଲୋକ
କନକ ବ୍ୟୁରୋ : ଗୋପଳପୁର ଆଇଟିଆଇ କଲେଜରେ ଇଲେକ୍ଟ୍ରିକାଲ ବିଭାଗରେ ପାଠ ପଢ଼ୁଥିବା ଏହି ଛାତ୍ରୀ ଆଉ ଦୁନିଆରେ ନାହାଁନ୍ତି । କୌଣସି ଏକ ଦୁର୍ବଳ ମୁହୁର୍ତରେ ଚାପର ବସବର୍ତୀ ହୋଇ ଆତ୍ମହତ୍ୟା କରି ଦେଇଥିବା ଅଭିଯୋଗ ହୋଇଛି । ପ୍ରେମ ପାଇଁ ଯୁବତୀ ଜଣ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କଲେଜରେ ପାଠ ପଢ଼ିବାକୁ ଯାଇଥିବା ସମୟରେ ପ୍ରେମକୁ ନେଇ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ଏହି ଘଟଣା ପରେContinue reading “ପ୍ରେମ ପାଇଁ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ । ଆତ୍ମହତ୍ୟା ପରେ ଯୁବତୀଙ୍କୁ ଅନ୍ତିମ ସଂସ୍କାର କରି ଦେଲେ ପରିବାର ଲୋକ”
ବିକ୍ରମ ଲ୍ୟାଣ୍ଡରରୁ ବାହାରିଲା ରୋଭର। ଇସ୍ରୋ ଜାରି କଲା ନୂଆ ଭିଡିଓ
କନକ ବ୍ୟୁରୋ: ଚନ୍ଦ୍ରଯାନ ପଠାଇଲା ନୂଆ ଭିଡିଓ । ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଉଛି ରୋଭର । ଚନ୍ଦ୍ରପୃଷ୍ଠରେ କିପରି ଲ୍ୟାଣ୍ଡରରୁ ରୋଭର ତଳକୁ ଓହ୍ଲାଉଛି ତାର ଭିଡିଓ ଟୁଇଟ କରିଛି ଇସ୍ରୋ । ଭିଡିଓରେ ଧିରେ ଧିରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରରୁ ଓହ୍ଲାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସେହି ସମୟର ଉତୋଳନ କରାଯାଇଥିଲା ଯେତେବେଳେ ଲ୍ୟାଣ୍ଡରଠୁ ରୋଭର ଅଲଗା ହୋଇଥିଲା । ଆଜି ଏହି ଭିଡିଓ ଟୁଇଟ କରିଛି ଇସ୍ରୋ । ଗୁରୁବାରContinue reading “ବିକ୍ରମ ଲ୍ୟାଣ୍ଡରରୁ ବାହାରିଲା ରୋଭର। ଇସ୍ରୋ ଜାରି କଲା ନୂଆ ଭିଡିଓ”
ଭୟ ବଢ଼ାଉଛି ଡେଙ୍ଗୁ । ଚିହ୍ନଟ ହେଲା ଡେଙ୍ଗୁର ୨ ନୂଆ ପ୍ରଜାତିର ଭୂତାଣୁ
କନକ ବ୍ୟୁରୋ : ଗୋଟିଏ ପଟେ ଡେଙ୍ଗୁ ସ୍ଥିତି ଅଣାୟତ ହେଉଥିବା ବେଳେ ଚିନ୍ତା ବଢ଼ାଇଛି ଡେଙ୍ଗୁ-୨ ପ୍ରଜାତି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆରଏମଆସିରେ ରକ୍ତ ନମୁନା ସିକ୍ୟୁଏନ୍ସିଂ କରାଯାଇଛି । ସେରୋ ସର୍ଭିଲାନ୍ସରେ ଡେଙ୍ଗୁର ୪ ପ୍ରକାର ଭୂତାଣୁ ଦେଖିବାକୁ ମିଳିଥାଏ । ଏବେ ୭୦ ପ୍ରତିଶତ ନମୁନାରେ ଡେଙ୍ଗୁ-୨ (ଡିଇଏନ୍ଭି-୨) ଚିହ୍ନଟ ୨୮ ପ୍ରତିଶତ ନମୁନାରେ ଡେଙ୍ଗୁ-୧ ଗୋଟିଏ ନମୁନାରେ ଡେଙ୍ଗୁ-୩ ଦୁଇଟି ନମୁନାରେ କୋ-ଇନ୍ଫେକ୍ସନContinue reading “ଭୟ ବଢ଼ାଉଛି ଡେଙ୍ଗୁ । ଚିହ୍ନଟ ହେଲା ଡେଙ୍ଗୁର ୨ ନୂଆ ପ୍ରଜାତିର ଭୂତାଣୁ”
ସମବାୟ ବ୍ୟାଙ୍କ ଉପରେ ଏସଏଚଜି ଋଣର ଚାପ । ୪୮୦ କୋଟି ଟଙ୍କାର ଋଣ ଶୁଝି ନଥିବା ସୂଚନା
କନକ ବ୍ୟୁରୋ : ଏସଏଚଜିି ଗୁଡିକ ଋଣ ନେଇ ନଶୁଝିବା ସମବାୟ ବ୍ୟାଙ୍କ ଉପରେ କିଭଳି ଚାପ ସୃଷ୍ଟି କରୁଛି, ତାର ଉଦାହରଣ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରୁ ଆସିଛି । ଭାତ ହାଣ୍ଡିରୁ ଗୋଟିଏ ଚିପିବା ପରି, ଏହା ଗୋଟିଏ ଘଟଣା ମାତ୍ର । ଏମିତି ମାଳମାଳ ଘଟଣା ଏବେ ସମବାୟ ବ୍ୟାଙ୍କ ଗୁଡିକୁ ଦେବାଳିଆ କରିବାକୁ ବସିଛି । ଭୋଗରାଇ ବ୍ରାଂଚ ମ୍ୟାନେଜର କହିଛନ୍ତି- ରାଧା ଏସ୍ଏଚ୍ଜିକୁ ୧.୫ ଲକ୍ଷ ଟଙ୍କା ଋଣ ଦିଆଯାଇଥିଲାContinue reading “ସମବାୟ ବ୍ୟାଙ୍କ ଉପରେ ଏସଏଚଜି ଋଣର ଚାପ । ୪୮୦ କୋଟି ଟଙ୍କାର ଋଣ ଶୁଝି ନଥିବା ସୂଚନା”
ଲଣ୍ଡା ପାହାଡ଼ରେ ଗଛ ଲଗାଇବା ନାଁରେ କୋଟି କୋଟି ଲୁଟ୍ । ୨୦୬ ଗୁଣାରୁ ଅଧିକ ଆୟବହିର୍ଭୂତ ସମ୍ପତ୍ତି ଠୁଳ
କନକ ବ୍ୟୁରୋ : ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡାଙ୍କର ଆଖି ଖୋସି ହେଲା ଭଳି ସମ୍ପତି ଦେଖି ଭିଜିଲାନ୍ସ ତାଜୁବ । କୋଟି କୋଟି ଟଙ୍କାର ସମ୍ପତି ଠାବ ହେବା ପରେ ଡିଏଫଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଉ ଜେରା ବେଳେ ଭିଜିଲାନ୍ସ ହାତରେ ଯେଉଁସବୁ ତଥ୍ୟ ଲାଗିଛି, ତାହା ତାଜୁବ କଲା ଭଳି । ବାବୁଙ୍କ ଆୟବହିର୍ଭୂତ ସମ୍ପତି ତାଲିକା ୨୦୬ ପ୍ରତିଶତରୁ ଅଧିକ ମୁନିକୁଡ଼ା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ନାଁରେ ୩Continue reading “ଲଣ୍ଡା ପାହାଡ଼ରେ ଗଛ ଲଗାଇବା ନାଁରେ କୋଟି କୋଟି ଲୁଟ୍ । ୨୦୬ ଗୁଣାରୁ ଅଧିକ ଆୟବହିର୍ଭୂତ ସମ୍ପତ୍ତି ଠୁଳ”
ଚନ୍ଦ୍ରରୁ ବିରଳ ଫଟୋ ପଠାଉଛି ରୋଭର ପ୍ରଜ୍ଞାନ, ରାମ୍ପ ଖୋଲିବା ପରେ ସୋଲାର୍ ପ୍ୟାନେଲ୍ କ୍ରିୟାଶୀଳର ମଧ୍ୟ ଆସିଲା ଭିଡିଓ
କନକ ବ୍ୟୁରୋ : ସଫଳତାର ସହ ଚନ୍ଦ୍ରଯାନ ସିନା ଚନ୍ଦ୍ରପୃଷ୍ଠରେ ଅବତରଣ କରିଗଲା, ହେଲେ ଲ୍ୟାଣ୍ଡର ବିକ୍ରମରୁ କେମିତି ରୋଭର ପ୍ରଜ୍ଞାନ ବାହାରିଥିଲା ତାହାର ଚିତ୍ର ଏବେ ପ୍ରଜ୍ଞାନ ରୋଭର ପଠାଇଛି । ୪ ଘଂଟାରୁ ଅଧିକ ସମୟ ଧରି ଅପେକ୍ଷା କରିବା ପରେ ଲ୍ୟାଣ୍ଡରରୁ ରୋଭର ବାହାରିଥିଲା । ଅବତରଣ କରିବା ପରେ ଚନ୍ଦପୃଷ୍ଠର ଧୁଳିକଣା, ପାଣିପାଗ ସ୍ଥିତି ଏବଂ ପାରିପାଶ୍ୱିକ ସ୍ଥିତିର ଅନୁଧ୍ୟାନ କରିବା ପରେ ରୋଭର ବାହାର କରିବାକୁ ନିଷ୍ପତି ହୋଇଥିଲା ।Continue reading “ଚନ୍ଦ୍ରରୁ ବିରଳ ଫଟୋ ପଠାଉଛି ରୋଭର ପ୍ରଜ୍ଞାନ, ରାମ୍ପ ଖୋଲିବା ପରେ ସୋଲାର୍ ପ୍ୟାନେଲ୍ କ୍ରିୟାଶୀଳର ମଧ୍ୟ ଆସିଲା ଭିଡିଓ”