କନକ ବ୍ୟୁରୋ: ଆମେ ଜାଣିବା ଓଡ଼ିଶା କାହାଣୀ । ରାଜଧାନୀ ଭୁବନେଶ୍ୱରରେ ଆଇଏମ୍ଏମ୍ଟି କ୍ୟାମ୍ପସରେ ଓଡ଼ିଶା ରିସର୍ଚ୍ଚ ସେଂଟରର ହୋଇଛି ଉଦ୍ଘାଟନ । ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଓଡ଼ିଶା କୀର୍ତିରାଜିର ଛାପ ଏବେବି ଅନେକ ଦେଶରେ ରହିଛି । ଓଡ଼ିଶାର କଳା, ସଂସ୍କୃତି ଓ ଇତିହାସର ଗବେଷଣା ଆବଶ୍ୟକତା ରହିଛି । ଗବେଷଣା ହେଲେ, ଅନେକ ନୂଆ ତଥ୍ୟContinue reading “ଓଡ଼ିଶା ଗବେଷଣା କେନ୍ଦ୍ର ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ଓଡ଼ିଶାର ଭାଷା, କଳା ସଂସ୍କୃତି ଓ ଐତିହ୍ୟର ରହିଛି ସ୍ୱତନ୍ତ୍ରତା”
Author Archives: Raghaba
ତିଲା ଗଣ୍ଡ ହତ୍ୟାକାଣ୍ଡର ବୀଭତ୍ସ କାହାଣୀ: ବିବାହ ପାଇଁ ଡାକି ହତ୍ୟା କରିଥିଲା ସଇତାନ ପ୍ରେମିକ
କନକ ବ୍ୟୁରୋ: ପ୍ରେମ, ପ୍ରତାରଣା, ବୀଭତ୍ସ ହତ୍ୟା । ପରକୀୟା ପ୍ରୀତିର ସାଂଘାତିକ ପରିଣାମ । ତିଲା ଗଣ୍ଡ ହତ୍ୟାକାଣ୍ଡ ସାରା ଓଡ଼ିଶାକୁ ଦୋହଲାଇ ଦେଇଥିବା ବେଳେ ତଦନ୍ତ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଭଲ ପାଇବାର ଛଳନା କରି ଦୁଇ ବର୍ଷ ହେଲା ସମ୍ପର୍କ ରଖିଆସୁଥିଲା ଅଭିଯୁକ୍ତ । ଆଉ ତିଲା ଗଣ୍ଡ ଯେତେବେଳେ ବିବାହ ପାଇଁ ଜିଦ ଧରିଲେ, ସେତେବେଳେ ପିଶାଚ ହତ୍ୟାକାରି ତାଙ୍କୁ ରାସ୍ତାରୁ ହଟାଇଦେଲା । ସାମନାକୁ ଆସିଛିContinue reading “ତିଲା ଗଣ୍ଡ ହତ୍ୟାକାଣ୍ଡର ବୀଭତ୍ସ କାହାଣୀ: ବିବାହ ପାଇଁ ଡାକି ହତ୍ୟା କରିଥିଲା ସଇତାନ ପ୍ରେମିକ”
ଶ୍ରମିକ ଉଦ୍ଧାରକୁ ସମୟ ଲାଗିବ: ସୁଡ଼ଙ୍ଗରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ
କନକ ବ୍ୟୁରୋ: କେବେ ଉଦ୍ଧାର ପାଇବେ ଟନେଲରେ ଫସିଥିବା ୪୧ ଶ୍ରମିକ, ସାରା ଦେଶବାସୀଙ୍କ ମୁହଁରେ ଏବେ ସେହି ପ୍ରଶ୍ନ । ବାରମ୍ବାର ମେସିନ ଭାଙ୍ଗିଯାଉଛି, ଫଳରେ ଉଦ୍ଧାରକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଛି । ଏସବୁ ଭିତରେ ସୁଡ଼ଙ୍ଗରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ତେବେ ଏସବୁ ଭିତରେ ଆଶ୍ୱସ୍ତିର କଥା ହେଉଛି ଯେ, ସୁଡ଼ଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକ ସୁସ୍ଥ ଅଛନ୍ତି । ଉତରକାଶୀ ସୁଡ଼ଙ୍ଗରୁ ଶ୍ରମିକ ଆଜି ବାହାରିବେ, କାଲି ବାହାରିବେ,Continue reading “ଶ୍ରମିକ ଉଦ୍ଧାରକୁ ସମୟ ଲାଗିବ: ସୁଡ଼ଙ୍ଗରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ”
ଆଜି ରାତିରେ ବି ଚାଲିବ ଜଗାଦର୍ଶନ: ହେବନି ମହାପ୍ରଭୁଙ୍କ ପହଡ
କନକ ବ୍ୟୁରୋ: ରାତି ପାହିଲେ କାର୍ତିକ ପୂର୍ଣ୍ଣିମା । ଏପଟେ ସାରା ରାତି ଜଗା ଦର୍ଶନର ସୁଯୋଗ ପାଇବେ ଭକ୍ତ । ପଂଚୁକ ତଥା ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜର ରଖି ରାତିସାରା ଜଗା ଦର୍ଶନର ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । ଆଜି ରାତିରେ ମହାପ୍ରଭୁଙ୍କ ପ୍ରତୀକାତ୍ମକ ପହଡନୀତି କରାଯିବ । ସେପଟେ କାର୍ତିକ ପୂର୍ଣ୍ଣିମାରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ତେବେContinue reading “ଆଜି ରାତିରେ ବି ଚାଲିବ ଜଗାଦର୍ଶନ: ହେବନି ମହାପ୍ରଭୁଙ୍କ ପହଡ”
ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି: କେମିତି ବିକ୍ରି ହେବ ଧାନ, ଚିନ୍ତାରେ ଚାଷୀ
କନକ ବ୍ୟୁରୋ: ଧାନ ଅମଳର ସମୟ ଆସିଲା, ପୁଣି ମଣ୍ଡି ପାଇଁ ଚାଷୀର ଚିନ୍ତା ବଢ଼ିଲା । ଆଉ ଏପଟେ ମଣ୍ଡିକୁ ନେଇ ରାଜନୀତି ବି ଜୋର ଧରିଲା । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଲା କଥା କଟାକଟି । ମଣ୍ଡିରେ ଥିବା ଅବ୍ୟବସ୍ଥାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ମଣ୍ଡିଗୁଡିକରେ ସ୍ୱତନ୍ତ୍ର ଟିମ୍ ଯାଇ ତଦାରଖ କରିବା ନେଇ କହିଛନ୍ତି ସମବାୟ ମନ୍ତ୍ରୀ । ପ୍ରତିବର୍ଷ ମଣ୍ଡିକୁ ନେଇ ଚାଷୀ ସମସ୍ୟାର ସମ୍ମୁଖୀନContinue reading “ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି: କେମିତି ବିକ୍ରି ହେବ ଧାନ, ଚିନ୍ତାରେ ଚାଷୀ”
ଚୀନରେ ନିମୋନିଆ: ଆକ୍ସନରେ ଭାରତ ସରକାର, ସତର୍କ ରହିବାକୁ ଚେତାଇଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
କନକ ବ୍ୟୁରୋ: ଚୀନରେ ନିମୋନିଆ, ସତର୍କ ହେଲା ଭାରତ । କୋଭିଡ ପରି ମହାମାରୀ ଚିନରୁ ଆରମ୍ଭ ହୋଇସାରା ବିଶ୍ୱକୁ ବିପଦ ମୁହଁକୁ ଠେଲି ଦେଇଥିଲା । ଏବେ ପୁଣି ଏକ ରହସ୍ୟମୟ ରୋଗ ଚୀନରୁ ଆରମ୍ଭ ହୋଇଛି । ଏକପ୍ରକାର ନିମୋନିଆରେ ଚୀନରେ ହଜାର ହଜାର ଶିଶୁ ଆକ୍ରାନ୍ତ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟୃ ସଂଗଠନ ଏନେଇ ବେଜିଂ ନିକଟରୁ ରିପୋର୍ଟ ମାଗିଥିଲା । ଏହି ଘଟଣା ପରେ ଭାରତ ସତର୍କ ହୋଇପଡ଼ିଛି । ଏContinue reading “ଚୀନରେ ନିମୋନିଆ: ଆକ୍ସନରେ ଭାରତ ସରକାର, ସତର୍କ ରହିବାକୁ ଚେତାଇଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ”
ବିନା ମାଟି ଓ ବିନା ସୂର୍ଯ୍ୟାଲୋକରେ କେଶର ଚାଷ । ତାପମାତ୍ରା ନିୟମନ୍ତ୍ରଣ କରି ଘର ଭିତରେ ଚାଷ କରୁଛନ୍ତି ଷ୍ଟ୍ରବେରୀ, ଲିଟ୍ୟୁସ୍ ଓ କେଶର
କନକ ବ୍ୟୁରୋ : ଘରେ ଫୁଟିଛି କାଶ୍ମୀର କେଶର । ଆଉ ତାହା ପୁଣି ବିନା ମାଟି ଆଉ ବିନା ସୂର୍ଯ୍ୟାଲୋକରେ । ଅକ୍ଲାନ୍ତ ପରିଶ୍ରମ ଓ ଗବେଷଣା କରି ଏହାକୁ ସମ୍ଭବ କରିଛନ୍ତି ଭୁବନେଶ୍ୱରର ବାସିନ୍ଦା ସୁବ୍ରତ ମହାନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ମୂର୍ତିକା ବିିଜ୍ଞାନରେ ଅଧ୍ୟୟନ କରି ସେ ଏହା ଉପରେ ଗବେଷଣା କରିଥିଲେ । ଆଉ ଏବେ ଏହାକୁ ନେଇ ସେ ସଫଳ ହୋଇଛନ୍ତି । ଘରେ କେଶର,Continue reading “ବିନା ମାଟି ଓ ବିନା ସୂର୍ଯ୍ୟାଲୋକରେ କେଶର ଚାଷ । ତାପମାତ୍ରା ନିୟମନ୍ତ୍ରଣ କରି ଘର ଭିତରେ ଚାଷ କରୁଛନ୍ତି ଷ୍ଟ୍ରବେରୀ, ଲିଟ୍ୟୁସ୍ ଓ କେଶର”
ରୋଜଗାରର ମାଧ୍ୟମ ପାଲଟିଛି ପାଣି ସିଙ୍ଗଡା ଚାଷ । ଋତୁକାଳୀନ ଫଳ ଭାବେ ବର୍ଷକୁ ୩ ଥର ହେଉଛି ଅମଳ
କନକ ବ୍ୟୁରୋ : ଉତର ବାଲେଶ୍ୱରର ଅନ୍ୟ ଏକ ଲାଭ ଦାୟକ ଫସଲ ହେଉଛି ପାଣି ସିଙ୍ଗଡ଼ା ଚାଷ । ବାଲେଶ୍ୱର ଜିଲ୍ଲାର ହଳଦିପଦା, ଅମର୍ଦ୍ଧାରୋଡ ଏବଂ ଲଙ୍ଗଳେଶ୍ୱର ଅଂଚଳରେ ଏହି ଚାଷ ବହୁଳ ପରିମାଣରେ ହୋଇଥାଏ । ହଳଦୀପଦା ଗାଁର ବିଶ୍ୱଜିତ ବେହେରା ପାଖାପାଖି ୫ ଏକର ଜମିରେ ପାଣି ସିଙ୍ଗଡ଼ା ଚାଷ ସ୍ୱାବଲମ୍ବୀ ହୋଇଛନ୍ତି । ବିଶ୍ୱଜିତ ଗ୍ରାଜୁଏସନ ପାସ କରିବା ପରେ ଚାକିରି ପ୍ରତି ଆଶା ଥଲେ ମଧ୍ୟ ଚାକିରି ନମିଳିବାରୁ ଏହିContinue reading ” ରୋଜଗାରର ମାଧ୍ୟମ ପାଲଟିଛି ପାଣି ସିଙ୍ଗଡା ଚାଷ । ଋତୁକାଳୀନ ଫଳ ଭାବେ ବର୍ଷକୁ ୩ ଥର ହେଉଛି ଅମଳ”
ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ । ଆଜିର ମ୍ୟାଚରେ ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଭାରତ । ୫ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ସେହିପରି ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟContinue reading “ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ”
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି: ଆସନ୍ତାକାଲି ପାରାଦୀପରେ ବୋଇତବନ୍ଦାଣ ଉତ୍ସବରେ ଯୋଗଦେବେ
କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ଓ ବାଜାର ସହିତ ସ୍ବାଗତ କରାଯାଇଛି। ସେହିପରି ବିମାନମନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ରଘୁବର ଦାସ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ଡିଜି ସୁନୀଲ ବଂଶଲ ଓ ମେୟରContinue reading “ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି: ଆସନ୍ତାକାଲି ପାରାଦୀପରେ ବୋଇତବନ୍ଦାଣ ଉତ୍ସବରେ ଯୋଗଦେବେ”