୬୬ ବର୍ଷ ପରେ ଲାଗୁ ହେବାକୁ ଯାଉଛି ଏହି ଆଇନ । ଏବେ ବିଧାୟକମାନେ ବିଧାନସଭା ଭିତରକୁ ନେଇପାରିବେ ନାହିଁ ମୋବାଇଲ

କନକ ବ୍ୟୁରୋ : ୬୬ ବର୍ଷ ପରେ ଉତ୍ତର ପ୍ରଦେଶ ବିଧାନସଭାରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଥର ବିଧାୟକମାନେ ବିଧାନସଭା ଭିତରକୁ ମାନେ ନିଜର ମୋବାଇଲ ଫୋନ ନେଇ ଯାଇପାରିବେ ନାହିଁ । ଏହାସହ ପତାକା ଓ ବ୍ୟାନର ମଧ୍ୟ ବ୍ୟାନ କରାଯାଇଛି । ଏହାସହ ଚଳିତ ଅଧିବେଶନରେ ମହିଳା ବିଧାୟକମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଧାନସଭାରେ ମହିଳା ବିଧାୟକମାନଙ୍କୁ ସେମାନଙ୍କର କଥା କହିବାର ଅଧିକ ସୁଯୋଗ ମିଳିବContinue reading “୬୬ ବର୍ଷ ପରେ ଲାଗୁ ହେବାକୁ ଯାଉଛି ଏହି ଆଇନ । ଏବେ ବିଧାୟକମାନେ ବିଧାନସଭା ଭିତରକୁ ନେଇପାରିବେ ନାହିଁ ମୋବାଇଲ”

ଗାଁମୁହାଁ ହାତୀପଲ୍ଲ । ହାତୀଙ୍କୁ ସୁରକ୍ଷା ଦେବାକୁ ଜଗି ରହିଛି ବନବିଭାଗ ।

କନକ ବ୍ୟୁରୋ: କେନ୍ଦୁଝର ସଦର ବ୍ଲକ କଣ୍ଡରାପଶି ଗ୍ରାମରେ ଥିବା ବନ୍ଧରେ ଫସି ରହିଛନ୍ତି ୧୦ ହାତୀ । ଗତ ରାତିରେ ହାତୀପଲ୍ଲ ଗ୍ରାମ ନିକଟରୁ ଆସିଥିବା ବେଳେ ବନ୍ଧରେ ଫସି ରହିଯାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଚାଷ ସହ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ହାତୀଙ୍କୁ ତୁରନ୍ତ ଘଉଡ଼ାଇବା ପାଇଁ ଦାବି ହୋଇଛି । ସେପଟେ ହାତୀଙ୍କୁ ସୁରକ୍ଷା ଦେବାକୁ ଜଗି ରହିଛି ବନContinue reading “ଗାଁମୁହାଁ ହାତୀପଲ୍ଲ । ହାତୀଙ୍କୁ ସୁରକ୍ଷା ଦେବାକୁ ଜଗି ରହିଛି ବନବିଭାଗ ।”

ଓଡ଼ିଶା ଗବେଷଣା କେନ୍ଦ୍ର ଉଦଘାଟିତ । ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଛତିଶଗଡ଼ ରାଜ୍ୟପାଳ, ଭର୍ତ୍ତୃହରି ମହତାବ ।

କନକ ବ୍ୟୁରୋ: ଓଡ଼ିଶା ଗବେଷଣା କେନ୍ଦ୍ର ଉଦ୍ଘାଟନ କାର୍ଯ୍ୟକ୍ରମ । ରାଜଧାନୀ ଭୁବନେଶ୍ୱରରେ ଆଇଆଇଟି କ୍ୟାମ୍ପସରେ ଓଡ଼ିଶା ରିସର୍ଚ୍ଚ ସେଂଟର ପ୍ରତିଷ୍ଠା ହେବ । ଭୁବନେଶ୍ୱର ସିଏସ୍ଆଇଆର ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି କ୍ୟାମ୍ପସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ । ଓଡ଼ିଶା ଗବେଷଣାContinue reading “ଓଡ଼ିଶା ଗବେଷଣା କେନ୍ଦ୍ର ଉଦଘାଟିତ । ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଛତିଶଗଡ଼ ରାଜ୍ୟପାଳ, ଭର୍ତ୍ତୃହରି ମହତାବ ।”

ମାସକ ପରେ ଧରାପଡିଲା ମାଲିଙ୍ଗା । ଭରତପୁର ହୋଟେଲ ମାଲିକଙ୍କୁ ଆକ୍ରମଣ କରି ସାଙ୍ଗମାନଙ୍କ ସହ ମିଶି ଖେଳାଇଥିଲା ଆତଙ୍କ ।

କନକ ବ୍ୟୁରୋ: ମାସକ ପରେ ବନ୍ଧା ହେଲା ମାଲିଙ୍ଗା । ଗତ ୨୬ତାରିଖରେ ଭରତପୁର ଥାନା ଅଧୀନରେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ମାଲିଙ୍ଗା । ମାରଣାସ୍ତ୍ର ଧରି ହୋଟେଲ ଭିତରେ ପଶି ମାଲିଙ୍ଗା ଓ ତାର ସହଯୋଗୀ ମାନେ ଆତଙ୍କ ଖେଳାଇଥିଲେ । ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ଅର୍ଦ୍ଧନିର୍ମିତ ଲିଫ୍ଟର ଉପର ମହଲାରୁ ତଳକୁ ଠେଲି ଦେଇଥିବା ଅଭିଯୋଗ ରହିଥିଲା । ହାତରେ ହକିଷ୍ଟିକ ଷ୍ଟମ୍ପ ଓ ମାରଣାସ୍ତ୍ରContinue reading “ମାସକ ପରେ ଧରାପଡିଲା ମାଲିଙ୍ଗା । ଭରତପୁର ହୋଟେଲ ମାଲିକଙ୍କୁ ଆକ୍ରମଣ କରି ସାଙ୍ଗମାନଙ୍କ ସହ ମିଶି ଖେଳାଇଥିଲା ଆତଙ୍କ ।”

ମୋଦୀଙ୍କ ମନର କଥା । ମନେପକାଇଲେ ୨୬/୧୧ ମୁମ୍ବାଇ ଆକ୍ରମଣ କଥା, ସହିଦ ଯବାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି ।

କନକ ବ୍ୟୁରୋ: ୧୦୭ତମ ମନ ନି ବାତରେ ମୁମ୍ବାଇ ଆକ୍ରମଣ କଥା ମନେ ପକାଇଲେ ପ୍ରଧାନମନ୍ତ୍ରୀ । ୨୬/୧୧ ଆକ୍ରମଣରେ ବଳିଦାନ ଦେଇଥିବା ଶହିଦ ଯବାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଆତଙ୍କବାଦୀମାନଙ୍କ ଏହି ଜଘନ୍ୟ ନରସଂହାର ଏକ କଳା ଇତିହାସ, ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ଯାଇ ଶହୀଦ ହୋଇଥିବା ଯବାନ ମାନଙ୍କ ବଳିଦାନକୁ ଦେଶବାସୀ କେବେ ବି ଭୁଲି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୧୯୪୯ ମସିହା ଆଜିର ଦିନରେ ସମ୍ବିଧାନ ସଭାContinue reading “ମୋଦୀଙ୍କ ମନର କଥା । ମନେପକାଇଲେ ୨୬/୧୧ ମୁମ୍ବାଇ ଆକ୍ରମଣ କଥା, ସହିଦ ଯବାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି ।”

ସାର୍ଦ୍ଦୁଲଙ୍କୁ ରିଲିଜ୍ କଲା କେକେଆର, ପୃଥ୍ୱୀଙ୍କ ଉପରେ ଦିଲ୍ଲୀ କଲା ଭରସା । ଏଥର ଆଇପିଏଲ୍ ଖେଳିବେନି ଇଂଲଣ୍ଡର ପୂର୍ବତନ ଅଧିନାୟକ।

କନକ ବ୍ୟୁରୋ: ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବାକୁ ଯାଉଛି ଆଇପିଏଲ୍ ଖେଳାଳି ନିଲାମୀ ପ୍ରକ୍ରିୟା । ତେବେ ଏହା ପୂର୍ବରୁ ଏବେ ଚାଲିଛି ଖେଳାଳିମାନଙ୍କର ରିଟେନସନ୍ । ନଭେମ୍ବର ୨୬ ତାରିଖ ଖେଳାଳି ରିଟେନସନର ଶେଷ ତାରିଖ ଥିବାବେଳେ, ଏବେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ବଡ ଅପଡେଟ୍ । ଆଇପିଏଲ୍ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ସଙ୍କୁ ନିଲାମକୁ ଛାଡିନାହିଁ । କାଉଣ୍ଟି କ୍ରିକେଟ୍ ଖେଳି ଆହତ ହେଇଥିବା ସତ୍ତେ୍ୱ ଟିମ୍Continue reading “ସାର୍ଦ୍ଦୁଲଙ୍କୁ ରିଲିଜ୍ କଲା କେକେଆର, ପୃଥ୍ୱୀଙ୍କ ଉପରେ ଦିଲ୍ଲୀ କଲା ଭରସା । ଏଥର ଆଇପିଏଲ୍ ଖେଳିବେନି ଇଂଲଣ୍ଡର ପୂର୍ବତନ ଅଧିନାୟକ।”

ଏକାବେଳେ ୬ ଭାଇଙ୍କୁ ଦିଆଗଲା ସମାଧୀ । କାନ୍ଦ ବୋବାଳିରେ ଫାଟି ପଡିଲା ଗାଁଦାଣ୍ଡ । ହନ୍ତାଳଗୁଡା ଘାଟିରେ ହୋଇଥିଲା ଦୁର୍ଘଟଣା ।

କନକ ବ୍ୟୁରୋ: ଏକାଠି ୬ଜଣ ସମ୍ପର୍କୀୟ ଭାଇଙ୍କ ମୃତଦେହକୁ ଦିଆଗଲା ସମାଧି । କାନ୍ଦ ବୋବାଳିରେ ଫାଟି ପଡିଲା ଗାଁ ଦାଣ୍ଡ । ମଶାଣିରେ ଶୋକକୂଳ ପରିବେଶରେ ଅନୁଷ୍ଠିତ ହେଲା ଅନ୍ତିମ ସଂସ୍କାର । ମାଲକାନଗିରି ହନ୍ତାଳଗୁଡା ଘାଟି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କୁ ପୈତୃକ ଗାଁ ନବରଙ୍ଗପୁର କୋଷାମଗୁଡା ମୋତିଗାଁରେ ଗଣସମାଧି ଦିଆଯାଇଛି । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶନିବାର ୧୩ଜଣ ଶ୍ରମିକଙ୍କୁ ନେଇ ଏକ ଟିପରContinue reading “ଏକାବେଳେ ୬ ଭାଇଙ୍କୁ ଦିଆଗଲା ସମାଧୀ । କାନ୍ଦ ବୋବାଳିରେ ଫାଟି ପଡିଲା ଗାଁଦାଣ୍ଡ । ହନ୍ତାଳଗୁଡା ଘାଟିରେ ହୋଇଥିଲା ଦୁର୍ଘଟଣା ।”

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା; ନିଲମ୍ବିତ ହେଲେ ୭ ପୁଲିସ ଅଧିକାରୀ ।  

କନକ ବ୍ୟୁରୋ: ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଘଟିଥିବା ତ୍ରୁଟି ନିମନ୍ତେ ପଞ୍ଜାବ ସରକାର ଶନିବାର ଦିନ ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ୭ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।ସେମାନଙ୍କ ନାମରେ କର୍ତ୍ତବ୍ୟରେ ଅବହେଳାଜନିତ ‘ଚାର୍ଜସିଟ୍‌’ ଫାଇଲ୍‌ କରାଯାଇଥିଲା । ନଭେମ୍ବର ୨୨ ତାରିଖ ଦିନ ରାଜ୍ୟ ଗୃହ ମନ୍ତ୍ରାଳୟଦ୍ବାରା ଜାରି କରାଯାଇଥିବା ଉକ୍ତ ଆଦେଶନାମାରେ ଭଟିଣ୍ଡା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗୁରୁବିନ୍ଦର ସିଂହ ସାଙ୍ଘା, ‘ଡିଏସ୍‌ପି’ ପାହ୍ୟାର ପୁଲିସ ଅଧିକାରୀ ପାର୍ସୋନ୍‌Continue reading “ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା; ନିଲମ୍ବିତ ହେଲେ ୭ ପୁଲିସ ଅଧିକାରୀ ।  “

ମାନବିକତା ଦେଖାଇଲେ କ୍ରିକେଟର ମହମ୍ମଦ ସାମି । ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କ ଜୀବନ ବଞ୍ଚାଇଲେ, ଇନଷ୍ଟାରେ ପୋଷ୍ଟ କଲେ ଖୁସିର ମୁହୂର୍ତ୍ତ ।

କନକ ବ୍ୟୁରୋ: ଦୁର୍ଘଟଣାଗ୍ରସ୍ତ କାରରେ ଫସି ରହିଥିବା ଡ୍ରାଇଭରଙ୍କ ଜୀବନ ବଞ୍ଚାଇ ମାନବିକତା ଦେଖାଇଲେ ଭାରତୀୟ ପେସ ବୋଲର ମହମ୍ମଦ ସାମି । ଅନ୍ୟର ଜୀବନ ବଞ୍ଚାଇଥିବାରୁ ଖୁସିଥିବା ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କଲେ ପୋଷ୍ଟ । ରବିବାର ସକାଳୁ ଉତ୍ତରାଖଣ୍ଡ ନୈନିତାଲର ପାହାଡି ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିଲା, ଗାଡି ଭିତରେ ଫସି ରହିଥିଲେ ଡ୍ରାଇଭର । ଏହି ସମୟରେ ଭାରତୀୟ କ୍ରିକେଟର ସାମି ଏହି ରାସ୍ତା ଦେଇ ଅତିକ୍ରମContinue reading “ମାନବିକତା ଦେଖାଇଲେ କ୍ରିକେଟର ମହମ୍ମଦ ସାମି । ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କ ଜୀବନ ବଞ୍ଚାଇଲେ, ଇନଷ୍ଟାରେ ପୋଷ୍ଟ କଲେ ଖୁସିର ମୁହୂର୍ତ୍ତ ।”

ମହିଳା ପୁଲିସ ଅଧିକାରୀଙ୍କ ମହାନତା । ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ମା’ର କଅଁଳା ଶିଶୁକୁ ସ୍ତନ୍ୟପାନ କରାଇ ଦେଲେ ଜୀବନଦାନ ।

କନକ ବ୍ୟୁରୋ: ଅନୁଶାସନକୁ ଜଗୁଥିବା ପୁଲିସ ମନରେ ବି ଅଛି ସ୍ନେହ ମମତା । ଏହାର ପ୍ରମାଣ ଦେଇଛନ୍ତି କୋଚିର ଜଣେ ମହିଳା ପୁଲିସ ।ଡାକ୍ତରଖାନାରେ ଜଣେ ମହିଳା ଜୀବନ ମରଣ ଦୋଛକିରେ ପଡିଥିବାବେଳେ ତାଙ୍କ ୪ ମାସର କଅଁଳା ଶିଶୁକୁ ଉଦ୍ଧାର କରିଛନ୍ତି । ଖାଲି ସେତିକି ନୁହେଁ ଭୋକରେ ଆଉଟୁପାଉଟୁ ହେଉଥିବ ଶିଶୁକୁ ନିଜେ ସ୍ତନ୍ୟପାନ କରାଇଛନ୍ତି । ଏଭଳି ଘଟଣା ଘଟିଛି କେରଳ କୋଚି ପୁଲିସ ଷ୍ଟେସନରେ । ଏବଂ ଏହି ଭିଡିଓContinue reading “ମହିଳା ପୁଲିସ ଅଧିକାରୀଙ୍କ ମହାନତା । ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ମା’ର କଅଁଳା ଶିଶୁକୁ ସ୍ତନ୍ୟପାନ କରାଇ ଦେଲେ ଜୀବନଦାନ ।”

Design a site like this with WordPress.com
Get started