ଆଇପିଏଲର ୧୭ତମ ସଂସ୍କରଣ ପାଇଁ ହେବ ମିନି ନିଲାମ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ନେଇ ଚର୍ଚ୍ଚା

କନକ ବ୍ୟୁରୋ: ଡିସେମ୍ବର ୧୯ରେ ଆଇପିଏଲର ୧୭ତମ ସଂସ୍କରଣ ପାଇଁ ଦୁବାଇରେ ଅନୁଷ୍ଠିତ ହେବ ମିନି ନିଲାମ । ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜି ବଛା ବଛା ଖେଳାଳିଙ୍କୁ ରିଟେନ ରଖିବା ସହିତ ଅନ୍ୟ ମାନଙ୍କୁ ନିଲାମ ପାଇଁ ବାଦ୍ ଦେବାକୁ ତାଲିକା ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଏସବୁ ମଧ୍ୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨ବର୍ଷ ପରେ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ଚର୍ଚ୍ଚା ହେଉଛି । ୨୦୨୨ରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସରେ ଯୋଗContinue reading “ଆଇପିଏଲର ୧୭ତମ ସଂସ୍କରଣ ପାଇଁ ହେବ ମିନି ନିଲାମ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ନେଇ ଚର୍ଚ୍ଚା”

ଯୁଦ୍ଧ ବିରତି ଚୁକ୍ତି ସଫଳ! ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡୁଛି ହମାସ । ପାଲେଷ୍ଟାଇନ ପଣବନ୍ଦୀଙ୍କୁ ମୁକ୍ତ କରୁଛି ଇସ୍ରାଏଲ

କନକ ବ୍ୟୁରୋ: ଦୁଇ ଦିନ ପୂର୍ବରୁ ହମାସ-ଇସ୍ରାଏଲ ମଧ୍ୟରେ ଯେଉଁ ବୁଝାମଣା ଚୁକ୍ତି ହୋଇଥିଲ କ୍ରମଶ ତାହା ସଫଳ ହେଉଛି । ଶୁକ୍ରବାର ପ୍ରଥମ ପଯ୍ୟାୟରେ ୨୪ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବା ପରେ ଶନିବାର ୨ୟ ପର୍ଯ୍ୟାୟରେ ଆଉ କିଛି ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ । ଏମାନଙ୍କ ମଧ୍ୟରେ ୧୩ଜଣ ଇସ୍ରାଏଲ, ୧୦ଜଣ ଥାଇଲ୍ୟାଣ୍ଡ ଓ ଜଣେ ଫଲିିଫିନୋ ନାଗରିକ ରହିଛନ୍ତି । ଶନିବାର ଆଉ ୧୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିପାରେ ହମାସ । ବାକିContinue reading “ଯୁଦ୍ଧ ବିରତି ଚୁକ୍ତି ସଫଳ! ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡୁଛି ହମାସ । ପାଲେଷ୍ଟାଇନ ପଣବନ୍ଦୀଙ୍କୁ ମୁକ୍ତ କରୁଛି ଇସ୍ରାଏଲ”

ମହାରାଷ୍ଟ୍ର ପୁଣେରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ସ୍ୱାମୀକୁ ମୁଥା ମାରି ହତ୍ୟାକଲା ସ୍ତ୍ରୀ । ଜନ୍ମଦିନରେ ଦୁବାଇ ବୁଲାଇ ନନେବାରୁ ହତ୍ୟା ହୋଇଥିବା ଅଭିଯୋଗ

କନକ ବ୍ୟୁରୋ: ମହାରାଷ୍ଟ୍ର ପୁଣେରୁ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ଆସିଛି ଯାହା ସଭିଁଙ୍କୁ ସ୍ତବ୍ଧ କରି ଦେଇଛି । ଜଣେ ପତ୍ନୀ ନିଜ ସ୍ୱାମୀକୁ ମୁଥା ମାରି ହତ୍ୟା କରିଛି । ଆଉ ହତ୍ୟାକାଣ୍ଡ ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜନ୍ମଦିନରେ ଦୁବାଇ ବୁଲାଇ ନନେବାରୁ ସ୍ୱାମୀଙ୍କ ସହ ପ୍ରଥମେ ଝଗଡା ପରେ ତାଙ୍କୁ ମୁଥା ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି କିଛି ଭୟଙ୍କର ଆଉContinue reading “ମହାରାଷ୍ଟ୍ର ପୁଣେରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ସ୍ୱାମୀକୁ ମୁଥା ମାରି ହତ୍ୟାକଲା ସ୍ତ୍ରୀ । ଜନ୍ମଦିନରେ ଦୁବାଇ ବୁଲାଇ ନନେବାରୁ ହତ୍ୟା ହୋଇଥିବା ଅଭିଯୋଗ”

ଟନେଲ ଟ୍ରାଜେଡି: ବାଧା ଭିତରେ ବି କମିନି ଜୋସ୍, ମଉଳିନି ମନୋବଳ । ଥକି ନାହାନ୍ତି ଉଦ୍ଧାରକାରୀ ଦଳ । ସେମାନେ ଜିତିବେ, ଜୀବନ ଜିତିବ…

କନକ ବ୍ୟୁରୋ: ଦିନ ପରେ ଦିନ ବିତୁଛି । ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦ ସହ ତାଳ ଦେଇ ସମୟ ଗଡିଚାଲିଛି ଆଉ କ୍ୟାଲେଣ୍ଡରର ତାରିଖ ବି ତା ହିସାବରେ ବଦଳି ଚାଲିଛି । କିନ୍ତୁ ଯାହା ବଦଳୁନି ତାହା ହେଉଛି ସୁଡଙ୍ଗ ଭିତରର ସ୍ଥିତି । ଅନେକ ଉଦ୍ୟମ ହେଉଛି, ଅପରେସନ ‘ଟନେଲ’ ଚାଲିଛି, ଜୀବନ ପାଇଁ ଜିଜାନ୍ ଲଗାଇ ଦିଆହୋଇଛି । ହେଲେ ପରିସ୍ଥିତି ସୁଧୁରିବାର ନାଁ ହିଁ ନେଉନି । ସବୁଦିନContinue reading “ଟନେଲ ଟ୍ରାଜେଡି: ବାଧା ଭିତରେ ବି କମିନି ଜୋସ୍, ମଉଳିନି ମନୋବଳ । ଥକି ନାହାନ୍ତି ଉଦ୍ଧାରକାରୀ ଦଳ । ସେମାନେ ଜିତିବେ, ଜୀବନ ଜିତିବ…”

ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ଦେଲା ଭୋଟ୍ । ସଂଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ । ଭୋଟବେଳେ ବିଭିନ୍ନ ସ୍ଥାନରେ ଫୁଟିଲା ଗୁଳି,ବୋମା

କନକ ବ୍ୟୁରୋ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଛି । ମୋଟ ୧୯୯ ଆସନ ପାଇଁ ପଡ଼ିଛି ଭୋଟ । ୧୮୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୫କୋଟି ଭୋଟର । ସମସ୍ତ ବିଧାନସଭା ଆସନରେ ମହିଳା ମତଦାନ କେନ୍ଦ୍ର, ଦିବ୍ୟାଙ୍ଗ ଓ ଯୁବପୀଢ଼ିଙ୍କ ପାଇଁ ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । କଡ଼ା ସୁରକ୍ଷାବଳୟ ଭିତରେContinue reading “ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ଦେଲା ଭୋଟ୍ । ସଂଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ । ଭୋଟବେଳେ ବିଭିନ୍ନ ସ୍ଥାନରେ ଫୁଟିଲା ଗୁଳି,ବୋମା”

ଓଡିଶାରେ ମହାରାଷ୍ଟ୍ରର ମହାବଳ । ଅଳାଁବର ଜଙ୍ଗଲରେ ଆତଙ୍କ । ଗାଈଗୋରୁ ମାରି ଖାଉଛି ବାଘ ।

କନକ ବ୍ୟୁରୋ: ଗଜପତିରେ ମହାରାଷ୍ଟ୍ରର ବାଘ । ୪ଟି ରାଜ୍ୟ ଡେଇଁ ଓଡ଼ିଶା ଆସିଛି ମହାବଳ । ମହାରାଷ୍ଟ୍ରରୁ ଓଡ଼ିଶା ପ୍ରାୟ ୨ ହଜାର କିଲୋମିଟର ଅତିକ୍ରମ କରି ବାଘଟି ଆସିଥିବା କୁହାଯାଉଛି । ଓଡ଼ିଶା-ଆନ୍ଧ୍ର ସୀମା ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳରେ ଘୁରି ବୁଲୁଛି ମହାବଳ, ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗଜପତି ଜିଲ୍ଲା ଅଳାଁବର ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଛି ଏହି ମହାବଳ ବାଘ । ଗାଈଗୋରୁ ମାରି ଖାଉଛି ,Continue reading “ଓଡିଶାରେ ମହାରାଷ୍ଟ୍ରର ମହାବଳ । ଅଳାଁବର ଜଙ୍ଗଲରେ ଆତଙ୍କ । ଗାଈଗୋରୁ ମାରି ଖାଉଛି ବାଘ ।”

ଡ୍ୟାମ ପାଲଟିଲା ଶୁଖିଲା ଖେଳପଡିଆ । ଡ୍ୟାମ ମଝିରେ କ୍ରିକେଟ୍ ଖେଳିଲେ ପିଲା । ଚିନ୍ତାରେ ପଡିଛନ୍ତି ଚାଷୀ ।

କନକ ବ୍ୟୁରୋ: ମାତ୍ର କିଛି ସପ୍ତାହ ପୂର୍ବରୁ ରାଜ୍ୟରୁ ମୌସୁମୀ ବିଦାୟ ନେଇଥିଲା । କିନ୍ତୁ ଏବେ ଡ୍ୟାମ ଗୁଡିକର ଜଳସ୍ତର ଯେଉଁ ସ୍ତରରେ ପହଞ୍ଚିିଛି ତାହା ଚିନ୍ତାଜନକ । ଏମିତି କି କେତେକ ଡ୍ୟାମର ଜଳସ୍ତର ଅତି ମାତ୍ରାରେ ଖସିଯାଇଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ଡ଼୍ୟାମ ପାଲଟିଛି ଖେଳ ପଡ଼ିଆ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଘୋଡ଼ାହାଡ଼ ଡ୍ୟାମ ଭିତର ଶୁଖିଯିିବା ପରେ ସେଠାରେ କ୍ରିକେଟ ଖେଳୁଛନ୍ତି ସ୍ଥାନୀୟ ପିଲା । ଯାହା କ୍ରିକେଟContinue reading “ଡ୍ୟାମ ପାଲଟିଲା ଶୁଖିଲା ଖେଳପଡିଆ । ଡ୍ୟାମ ମଝିରେ କ୍ରିକେଟ୍ ଖେଳିଲେ ପିଲା । ଚିନ୍ତାରେ ପଡିଛନ୍ତି ଚାଷୀ ।”

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବଡ଼ ଦୁର୍ଘଟଣା । ଚିତ୍ରକୋଣ୍ଡାରୁ ଯୋଡ଼ାମ୍ବ ଯାଉଥିବା ବେଳେ ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ଟିପ୍ପର

କନକ ବ୍ୟୁରୋ: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟିରେ ସିମେଣ୍ଟ ଓ ଲୁହା ଛଡ ବୋଝେଇ ଟ୍ରକ ଓଲଟି ୬ ଶ୍ରମିକ ପ୍ରାଣ ହରାଇଛନ୍ତି । ଚିତ୍ରକୋଣ୍ଡା ଡାକ୍ତରଖାନାରେ ଆହତ ୭ ଶ୍ରମିକଙ୍କ ଚିକିତ୍ସା ଚାଲିଛି । ତେବେ ବାରମ୍ବାର ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡା ଘାଟିରେ କାହିଁକି ଦୁର୍ଘଟଣା ଘଟୁଛି ତାହାକୁ ନେଇ ଉଠିଛି ପ୍ରଶ୍ନ । ମୃତ୍ୟୁର ଘାଟି ହନ୍ତାଳଗୁଡା ପୁଣି ୬ ଜୀବନ ନେଲା ଘାଟି ଖିନ୍ ଭିନ୍ ହୋଇContinue reading “ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବଡ଼ ଦୁର୍ଘଟଣା । ଚିତ୍ରକୋଣ୍ଡାରୁ ଯୋଡ଼ାମ୍ବ ଯାଉଥିବା ବେଳେ ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ଟିପ୍ପର”

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା

କନକ ବ୍ୟୁରୋ: ଇତିହାସ ରଚିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ । ରାଜ୍ୟର ପ୍ରଥମ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ପାଇଛି ନାକ୍ ଏ ପ୍ଲସ୍ ପ୍ଲସ୍ ମାନ୍ୟତା । ନାକ୍ର ୫ ଜଣିଆ ଟିମ୍ ଅନୁଧ୍ୟାନ କରିବା ପରେ ଏହି ମାନ୍ୟତା ମିଳିଛି । ଚଳିତ ବର୍ଷ ଉକ୍ରଳ ବିଶ୍ୱବିଦ୍ୟାଳୟ ଏ ପ୍ଲସ୍ ମାନ୍ୟତା ହରାଇବା ପରେ ଚିନ୍ତା ବଢ଼ିଥିଲା । ହେଲେ ରେଭେନ୍ସାକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ଖୁସି ଖବର ଆଣିଛି । ଏବେ ଦେଶର ଅନ୍ୟContinue reading “ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା”

ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ । ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ଶସସ୍ତ୍ର ଡକାୟତି । ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା

କନକ ବ୍ୟୁରୋ: ଭୁବନେଶ୍ୱର ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରର ଭୋଳା ରେସିଡେନସି । ଏହି ପରିବାର ସହ ଯେଉଁ ଘଟଣା ଘଟିଛି ତାହା ଯେତିକି ହୃଦୟବିଦାରକ ସେତିକି ଭୟଙ୍କର । ଆଇଟି ଇଞ୍ଜିନିୟର ଭାବେ କାମ କରନ୍ତି ରାକେଶ ଚାନ୍ଦ । ପତ୍ନୀ ଏଲିଶ୍ରୀ ଓ ଦୁଇ ସନ୍ତାନଙ୍କ ସହ ଏହି ଘରେ ରହନ୍ତି । ସବୁଦିନ ଭଳି ରାତ୍ରୀ ଭୋଜନ ପରେ ପୂରା ପରିବାର ବେଡରୁମରେ ଶୋଇଥିଲେ । ଶନିବାର ବିଳମ୍ବିତ ରାତି କିନ୍ତୁ ହଠାତContinue reading “ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ । ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ଶସସ୍ତ୍ର ଡକାୟତି । ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା”

Design a site like this with WordPress.com
Get started