କନକ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ । କାର୍ଯ୍ୟଦିବସ ଥିଲା ୩୦ ଦିନ ହେଲେ ୪ ଦିନରେ ବନ୍ଦ ହେଲା । ବାକି ରହିଗଲା ୨୬ କାର୍ଯ୍ୟଦିବସ । ହଠାତ୍ ଶୀତ ଅଧିବେଶନ ବନ୍ଦ ହୋଇଯିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି, ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଥିବାରୁContinue reading “ଶୀତ ଅଧିବେଶନ ବନ୍ଦକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ଓ ବିଜେପି । ବିଜେଡ଼ି କହିଲା, ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ”
Author Archives: Raghaba
ଶ୍ରମିକଙ୍କୁ ଉଦ୍ଧାର ପାଇଁ ହାଇଦ୍ରାବାଦରୁ ଆସିବ ପ୍ଲାଜମା କଟର । ଟନେଲ ଉପରପଟୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା କହିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫଶିଥିବା ଶ୍ରମିକମାନେ ଯେତେ ଶୀଘ୍ର ବାହାରକୁ ଆସିବେ ବୋଲି ଆଶା କରାଯାଉଥିଲା, ତାହା ବିଳମ୍ବ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଶୁକ୍ରବାର ଖନନ ସମୟରେ ବାରମ୍ବାର ଲୁହା ଆସୁଥିବାରୁ ଅଗର ମେସିନର ବ୍ଲେଡ ବାରମ୍ବାର ଭାଙ୍ଗିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ତେବେ ପୁଣି ଥରେ ଆରମ୍ଭ ହୋଇଛି ରେସ୍କ୍ୟୁ ଅପରେସନ । ପାହାଡର ଉପର ପଟୁ ସୁଡଙ୍ଗ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ଆପଣାଇଛନ୍ତିContinue reading “ଶ୍ରମିକଙ୍କୁ ଉଦ୍ଧାର ପାଇଁ ହାଇଦ୍ରାବାଦରୁ ଆସିବ ପ୍ଲାଜମା କଟର । ଟନେଲ ଉପରପଟୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା କହିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।”
ନବରଙ୍ଗପୁରରେ ଚାଞ୍ଚଲ୍ୟ । ଯୁବତୀଙ୍କୁ ମାରି ୩୧ ଖଣ୍ଡ କଲା ଅଭିଯୁକ୍ତ । ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କଲା ପୋଲିସ
କନକ ବ୍ୟୁରୋ: ନବରଙ୍ଗପୁରରେ ଘଟିଥିବା ଏକ ହତ୍ୟାକାଣ୍ଡ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହତ୍ୟାକାରୀ କେତେ ନୃଶଂସ ହୋଇପାରେ, କେତେ ଜଘନ୍ୟ ଓ ଘୃଣ୍ୟ କାଣ୍ଡ ଭିଆଇପାରେ, ଏଥିରୁ ପ୍ରମାଣ ମିଳିଛି । ଜଣେ ଯୁବତୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ୩୧ ଖଣ୍ଡ କରି କାଟି ପକାଇଛି । ମୁରମଡିହି ଜଙ୍ଗଲରୁ ମୃତକଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରିଛି ପୋଲିସ । ଜହ୍ଲାଦର ଜଘନ୍ୟକାଣ୍ଡ ଯୁବତୀଙ୍କୁ ନିର୍ମମ ହତ୍ୟା ୩୧Continue reading “ନବରଙ୍ଗପୁରରେ ଚାଞ୍ଚଲ୍ୟ । ଯୁବତୀଙ୍କୁ ମାରି ୩୧ ଖଣ୍ଡ କଲା ଅଭିଯୁକ୍ତ । ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କଲା ପୋଲିସ”
ସେଞ୍ଚୁରିଅନ ବିଦ୍ୟାଳୟରେ ଆନ୍ତଃବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
କନକ ବ୍ୟୁରୋ: ଆଜି ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗୀର ସହରର ବିଭିନ୍ନ ବିଦ୍ୟାଳୟ ଯେପରି ବିଶ୍ୱତ୍ମା ବିଦ୍ୟା ମନ୍ଦିର, ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ, ପତିତପାବନ ଏକାଡେମୀ, ସେମଫୋର୍ଡ ଉଚ୍ଚ ବିଦ୍ୟାଳୟ,ଏକାଡେ଼ମିକ ହାଇଟ ଉଚ୍ଚ ବିଦ୍ୟାଳୟ, ବିଦ୍ୟାଭାରତୀ ଉଚ୍ଚ ବିଦ୍ୟାଳୟ, ଆଇ. ଡି. ଏମ ଉଚ୍ଚ ବିଦ୍ୟାଳୟ ପ୍ରଭୃତି ଭାଗ ନେଇଥିଲେ । ସେଞ୍ଚୁରିଅନ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟର ପୃଷ୍ଠପୋଷକତା କରିଥିଲା । ସକାଳ ୭.୩୦ ରେ ଉତ୍ସବଟିContinue reading “ସେଞ୍ଚୁରିଅନ ବିଦ୍ୟାଳୟରେ ଆନ୍ତଃବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ”
ଦୁନିଆର ସବୁଠୁ ବଡ଼ ହିମଖଣ୍ଡ ଭାଙ୍ଗି ଦକ୍ଷିଣ ମହାସାଗରରେ ମିଶିବାକୁ ଯାଉଛି । ଆକାରରେ ନ୍ୟୂୟର୍କ ସହର ଠାରୁ ତିନିଗୁଣ ବଡ଼ ।
ବିଶେଷଜ୍ଞମାନେ କହିଛନ୍ତି ଯେ ଉତ୍ତାପ ସତ୍ତ୍ବେ ଏହି ଆକାରର ଏକ ବରଫ ଖଣ୍ଡ ଦକ୍ଷିଣ ମହାସାଗରରେ ଦୀର୍ଘ ସମୟ ଧରି ସେହିପରି ଅବସ୍ଥାରେ ରହିବାକୁ ସକ୍ଷମ ଅଟେ । ଏହା ଦକ୍ଷିଣ ଆଫ୍ରିକା ଆଡକୁ ମଧ୍ୟ ଗତି କରିପାରେ । ଯେଉଁଠାରେ ଏହା ମାଲ ପରିବହନ କ୍ଷେତ୍ରରେ ବାଧା ସୃଷ୍ଟି କରିବ । ଏହା ମଧ୍ୟ ସମ୍ଭବ ଯେ ଦକ୍ଷିଣ ଜର୍ଜିଆ ଦ୍ୱୀପରେ ଧକ୍କା ଲାଗି ଏହି A23a ନାମକ ହିମଖଣ୍ଡ ନଷ୍ଟ ହୋଇଯାଇପାରେ । ଏହାContinue reading “ଦୁନିଆର ସବୁଠୁ ବଡ଼ ହିମଖଣ୍ଡ ଭାଙ୍ଗି ଦକ୍ଷିଣ ମହାସାଗରରେ ମିଶିବାକୁ ଯାଉଛି । ଆକାରରେ ନ୍ୟୂୟର୍କ ସହର ଠାରୁ ତିନିଗୁଣ ବଡ଼ ।”
କଥା ଦେଇ କଥା ରଖିଲେ ନାହିଁ ସରକାର । ବ୍ୟକ୍ତିଗତ ଜାଗାରେ ପାଣି ଟାଙ୍କି କଲେ, ପ୍ରତିଶ୍ରୁତି ମୁତାବକ ଚାକିରି ଦେଲେନି
କନକ ବ୍ୟୁରୋ: ବ୍ୟକ୍ତିଗତ ଜାଗାରେ ପାନୀୟ ଜଳ ପ୍ରକଳ୍ପ । ଚାକିରି ଦେବେ କହି ଜାଗା ନେଲେ, ହେଲେ ଚାକିରି ଦେଲେ ନାହିଁ କି ଲିଖିତ ପ୍ରତିଶୃତି ଦେଲେ ନାହିଁ । ଚିନ୍ତାରେ ଜମି ମାଲିକ, ପାଚେରୀ ନିର୍ମାଣ ହୋଇ ନଥିବାରୁ ବାଡ ଘେରି ରଖିଛନ୍ତି ଜମି ମାଲିକ । ଅଧାପନ୍ତରିଆ କାମ ହୋଇଥିବାରୁ ବଢୁଛି ଅସନ୍ତୋଷ । ସରକାର ଘରେ ଘରେ ପାନୀୟ ଜଳ ଯୋଇବା ପାଇଁ ପ୍ରତି ପଞ୍ଚାୟତରେ ଉଚ୍ଚ କ୍ଷମତା ସମ୍ପନ୍ନ ପାଣିContinue reading “କଥା ଦେଇ କଥା ରଖିଲେ ନାହିଁ ସରକାର । ବ୍ୟକ୍ତିଗତ ଜାଗାରେ ପାଣି ଟାଙ୍କି କଲେ, ପ୍ରତିଶ୍ରୁତି ମୁତାବକ ଚାକିରି ଦେଲେନି”
ଦିନକ ପରେ କାର୍ତ୍ତିକ ପୂର୍ଣ୍ଣିମା । ଲୋକଙ୍କ ମନପସନ୍ଦର ସୋଲ ଡଙ୍ଗା ତିଆରି କରୁଛନ୍ତି କଟକ କନ୍ଦରପୁରର ଯୁବ ଚିତ୍ରକର
କନକ ବ୍ୟୁରୋ: ଚର୍ଚ୍ଚାରେ ହାତ ତିଆରି ସୋଲ ଡଙ୍ଗା। ଆଗକୁ ଆସୁଛି କାର୍ତ୍ତିକ ପୂର୍ଣ୍ଣିମା। ପୂର୍ଣ୍ଣିମାରେ ଡ଼ଙ୍ଗା ଭସାଇବା ପାଇଁ ଲୋକ ମାନେ ବିଭିନ୍ନ ପ୍ରକାରର ଡ଼ଙ୍ଗା ବଜାରରୁ କିଣିଥାନ୍ତି। ହେଲେ ଚଳିତ ବର୍ଷ ଡଙ୍ଗାଭଷା ପାଇଁ ସୋଲରେ ଡଙ୍ଗା ତିଆରି କରି ଚର୍ଚ୍ଚାରେ କଟକ କନ୍ଦରପୁର ଅଞ୍ଚଳର ଚିତ୍ତରଞ୍ଜନ। ସୋମବାର କାର୍ତ୍ତିକ ପୂର୍ଣ୍ଣିମା । ପୂର୍ଣ୍ଣିମା ଦିନ ଜଳାଶୟରେ ଭାସିବ କଟକ କନ୍ଦରପୁରର ଯୁବ ଚିତ୍ରକର କାହ୍ନୁ ତିଆରି କରିଥିବା ସୋଲ ଡଙ୍ଗା । ଧର୍ମContinue reading “ଦିନକ ପରେ କାର୍ତ୍ତିକ ପୂର୍ଣ୍ଣିମା । ଲୋକଙ୍କ ମନପସନ୍ଦର ସୋଲ ଡଙ୍ଗା ତିଆରି କରୁଛନ୍ତି କଟକ କନ୍ଦରପୁରର ଯୁବ ଚିତ୍ରକର”
ଅମଳ ବେଳେ ଆଶା ଭସେଇ ଦେଲା ଅଦିନିଆ ବର୍ଷା । ପାଣିରେ ଭିଜିଗଲା ପାଚିଲା ଧାନ
କନକ ବ୍ୟୁରୋ: ଅମଳ ବେଳକୁ ଚାଷୀଙ୍କ ଅଣ୍ଟା ଦୋହଲିଗଲାଣି । ଧାନ ନା ଘରକୁ ନେଇପାରୁଛି ନା ବିଲରେ ଛାଡ଼ିପାରୁଛି । ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗ ଚାଷୀଙ୍କ ପାଇଁ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ପଲଟିଛି । କୋରାପୁଟ ଜିଲ୍ଲାରେ ଅଦିନିଆ ବର୍ଷା ଚାଷୀଙ୍କ ଆହାର ଛଡେଇ ନେବାକୁ ବସିଛି । ବିଲରେ ପଡ଼ି ରହିଛି କଟା ଧାନ । କେତେ ବିଡ଼ା ବନ୍ଧା ହୋଇଛି, ଆଉ କେତେ କଟା ହୋଇContinue reading “ଅମଳ ବେଳେ ଆଶା ଭସେଇ ଦେଲା ଅଦିନିଆ ବର୍ଷା । ପାଣିରେ ଭିଜିଗଲା ପାଚିଲା ଧାନ”
ସରଗରମ ବାଲିକୁଦା-ଏରସମା ରାଜନୀତି । ୩ ପ୍ରମୁଖ ରାଜନୈତିକ ଦଳରେ ୯ ଟିକେଟ ଆଶାୟୀ
କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକେଟ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ପରି ପ୍ରତ୍ୟେକ ଦଳରୁ ଏକାଧିକ ଟିକେଟ ଆଶାୟୀ, ନିଜେ ନିଜର ଦଳୀୟ କାର୍ୟ୍ୟକ୍ରମ ଜାରି ରଖିବା ସହ ସମର୍ଥକ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ।Continue reading “ସରଗରମ ବାଲିକୁଦା-ଏରସମା ରାଜନୀତି । ୩ ପ୍ରମୁଖ ରାଜନୈତିକ ଦଳରେ ୯ ଟିକେଟ ଆଶାୟୀ”
ବର୍ଷା ଭାଙ୍ଗିଦେଲା ବସା । ଝାଟି ମାଟିର ଘର ଭାଙ୍ଗି ଯିବା ପରେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ଟୁକୁନା ସେଠୀଙ୍କ ପରିବାର
କନକ ବ୍ୟୁରୋ: କଳାପଟା ଅଛି, ଶ୍ରେଣୀ ଗୃହ କାନ୍ଥରେ ନାନା ପ୍ରକାର ଚିତ୍ର ବି ହୋଇଛି । ହେଲେ ପାଠ ପଢାଯାଉ ନାହିଁ । ଏଠି ରହିଛି କେବଳ ଲୁଗାପଟା, ବାସନ କୁସନ ଓ ବିଭିନ୍ନ ଘରକରଣା ସାମଗ୍ରୀ । ତେବେ ସ୍କୁଲ ଭିତରେ ଏଭଳି ଜିନିଷ ରହିଥିବା ଖବର ଜାଣି ଆପଣମାନେ ଆଶ୍ଚଯ୍ୟ ହେଇଯାଉଥିବେ । ହେଲେ ଏହି ବନ୍ଦ ସ୍କୁଲ ବାରଣ୍ଡାରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ କାଠଗଡା ଗାଁର ଟୁକୁନା ସେଠୀଙ୍କContinue reading “ବର୍ଷା ଭାଙ୍ଗିଦେଲା ବସା । ଝାଟି ମାଟିର ଘର ଭାଙ୍ଗି ଯିବା ପରେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ଟୁକୁନା ସେଠୀଙ୍କ ପରିବାର”