କନକ ବ୍ୟୁରୋ: ବିବାହ ମଣ୍ଡପରେ ଅଙ୍ଗଦାନର ସଙ୍କଳ୍ପ । ରାଜସ୍ଥାନ କୋଟା ଅଞ୍ଚଳର ନବ ଦମ୍ପତି ବିବାହ ମଣ୍ଡପରେ ଅଙ୍ଗଦାନ ପାଇଁ ସଂକଳ୍ପ ନେଇଛନ୍ତି । ଅର୍ଜୁନ ଅରବିନ୍ଦ ଓ ନିଧି ପ୍ରଜାପତିଙ୍କ ମଧ୍ୟରେ ନିକଟରେ ବିବାହ ହୋଇଛି । ନିଧି ଜଣେ ସମାଜ ସେବିକା ହୋଇଥିବା ବେଳେ ଅର୍ଜୁନ ଜଣେ ସାମ୍ବାଦିକ । ନିଧି ଜଣେ ଡାକ୍ତର ହେବାକୁ ଚାହୁଁଥିଲେ । କୌଣସି ପରିସ୍ଥିତି ପାଇଁ ସେ ଡାକ୍ତର ହୋଇପାରିନଥିଲେ । ହେଲେ ପିଏଚଡି କରିContinue reading “ବିବାହ ମଣ୍ଡପରେ ଅଙ୍ଗଦାନ ପାଇଁ ସଙ୍କଳ୍ପ କଲେ ସାମ୍ବାଦିକ ଓ ଧର୍ମପତ୍ନୀ । କହିଲେ ସ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ନେଲେ ଏଭଳି ନିଷ୍ପତ୍ତି ।”
Author Archives: Raghaba
ଧାର୍ମିକ ନାରା ଦେଇ ବିଟେକ୍ ଛାତ୍ର କାଟିଲା ବସ୍ କଣ୍ଡକ୍ଟରଙ୍କ ବେକ । ଅଭିଯୁକ୍ତକୁ ଗିରଫ କରିବା ପରେ ହଠାତ୍ ପୁଲିସ ଉପରକୁ କଲା ଗୁଳିମାଡ ।
କନକ ବ୍ୟୁରୋ: ବସ୍ ଟିକେଟକୁ ନେଇ କଣ୍ଡକ୍ଟର ଓ ଛାତ୍ର ମଧ୍ୟରେ ବଚସା । ସେ ବଚସା ଏତେ ଉଗ୍ର ହୋଇଥିଲା ଯେ, ଚାପଡରେ କଣ୍ଡକ୍ଟରର ବେକ ଓ ହାତକୁ କାଟିପକାଇଲା ଛାତ୍ର । ଆକ୍ରମଣ କରି ବସରୁ ବାହାରି ଦୌଡି ପଳାଇବାବେଳେ ଦେଉଥିଲା ଇସ୍ଲାମ ନାରା । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ସିଭିଲ ଲାଇନ୍ ଅଞ୍ୁଳରେ । ସୂଚନା ମୁତାବକ ୟୁପି ସିଭିଲ ଲାଇନରୁ କରଧାନା ଯାଉଥିବା ଇଲେକ୍ଟ୍ରିକ୍ ବସରେ ଯାଉଥିଲା ବିଟେକ୍ ଛାତ୍ରContinue reading “ଧାର୍ମିକ ନାରା ଦେଇ ବିଟେକ୍ ଛାତ୍ର କାଟିଲା ବସ୍ କଣ୍ଡକ୍ଟରଙ୍କ ବେକ । ଅଭିଯୁକ୍ତକୁ ଗିରଫ କରିବା ପରେ ହଠାତ୍ ପୁଲିସ ଉପରକୁ କଲା ଗୁଳିମାଡ ।”
ବ୍ରେକ୍ ମାରିବା କ୍ଷଣି କାରରେ ଲାଗିଗଲା ନିଆଁ । ଜିଅନ୍ତା ଜଳିଗଲେ କାର ଭିତରେ ଥିବା ଦୁଇ ବ୍ୟକ୍ତି
କନକ ବ୍ୟୁରୋ: ସ୍ଥାନ ଦିଲ୍ଲୀ ନୋଇଡା ସେକ୍ଟର ୧୧୩ ଥାନା ଅଞ୍ଚଳର ଆମ୍ରପାଲି ପ୍ଲାଟିନମ୍ ସମିତି ପାଖ । ଭୋର ୬ଟା ୮ ମିନିଟରେ ଏକ ସ୍ୱିଫ୍ଟ କାର ଆସି ଏଠାରେ ପହଞ୍ଚିଲା । ହେଲେ କାରର ବ୍ରେକ ମାରିବା କ୍ଷଣି କାରରେ ନିଆଁ ଲାଗିଗଲା । ନିଆଁ ପିଣ୍ଡୁଳା ହୋଇ ଉପରକୁ ଉଠିଥିଲା । ନିଆଁ ଏତେ ଭୀଷଣ ଓ ଆଖିପିଛୁଳାକେ କାର ଭିରତରେ ବ୍ୟପୀଥିଲା ଯେ , ସେଥିରେ ବସିଥିବା ଦୁଇ ବ୍ୟକ୍ତି କାରରୁContinue reading “ବ୍ରେକ୍ ମାରିବା କ୍ଷଣି କାରରେ ଲାଗିଗଲା ନିଆଁ । ଜିଅନ୍ତା ଜଳିଗଲେ କାର ଭିତରେ ଥିବା ଦୁଇ ବ୍ୟକ୍ତି”
ଅଧାରେ ଅଟକିଲା ଅଗର ମେସିନ, ଉଦ୍ଧାର କାର୍ଯ୍ୟରେ ଉପୁଜିଲା ବାଧା । ଟନେଲର ଉପରପଟୁ ଚାଲିଛି ଖୋଳା, ସୁଡଙ୍ଗରେ ଫଶି ରହିଛନ୍ତି ୪୧ ଶ୍ରମିକ ।
କନକ ବ୍ୟୁରୋ : ଉତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା ସୃଷ୍ଟି ହୋଇଛି । ଅଧାରେ ଅଟକିଯାଇଛି ଅଗର ମେସିନ । ଡ୍ରିଲିଂ ସମୟରେ ପଥର ସହ ମାଡ଼ ହେବା ଯୋଗୁଁ ମେସିନରେ ବୈଷୟିକ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ଉଦ୍ଧାର କାର୍ଯ୍ୟ ବର୍ତମାନ ସମୟ ପାଇଁ ଅଟକି ରହିଛି । କ୍ରମାଗତ ତୃତୀୟ ଥର ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେଣୁ ବିକଳ୍ପ ବାଟContinue reading “ଅଧାରେ ଅଟକିଲା ଅଗର ମେସିନ, ଉଦ୍ଧାର କାର୍ଯ୍ୟରେ ଉପୁଜିଲା ବାଧା । ଟନେଲର ଉପରପଟୁ ଚାଲିଛି ଖୋଳା, ସୁଡଙ୍ଗରେ ଫଶି ରହିଛନ୍ତି ୪୧ ଶ୍ରମିକ ।”
ଗାଁ ମଝିରେ ଜଙ୍ଗଲି ହାତୀ । ଲୋକଙ୍କ ଭିତରେ କୋକୁଆ ଭୟ । ହାତୀ ଘଉଡାଇବାରେ ନାକେଦମ୍ ବିନ ବିଭାଗ ।
କନକ ବ୍ୟୁରୋ: ଗାଁ ମଝିରେ ଜଙ୍ଗଲି ହାତୀ । ଯାଜପୁର ଦଶରଥପୁର ବ୍ଲକ୍ରେ ହାତୀ ଉପଦ୍ରବ । ବିଶେଷ କରି ବିରୁହା ଓ ଚମ୍ପେଇପାଳ ପଂଚାୟତରେ ଗୋଟିଏ ହାତୀ ବ୍ୟାପକ କ୍ଷୟକ୍ଷତି କରୁଥିବା ଅଭିଯୋଗ ହୋଇଛି । ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ହାତୀକୁ କାବୁ କରିବା ପାଇଁ ଉଦ୍ୟମ ଚଳାଇଛି ବନ ବିଭାଗ । The post ଗାଁ ମଝିରେ ଜଙ୍ଗଲି ହାତୀ । ଲୋକଙ୍କ ଭିତରେ କୋକୁଆContinue reading “ଗାଁ ମଝିରେ ଜଙ୍ଗଲି ହାତୀ । ଲୋକଙ୍କ ଭିତରେ କୋକୁଆ ଭୟ । ହାତୀ ଘଉଡାଇବାରେ ନାକେଦମ୍ ବିନ ବିଭାଗ ।”
୪ଟି ରାଜ୍ୟ ଡେଇଁ ମହାରାଷ୍ଟ୍ରରୁ ଓଡ଼ିଶା ଆସିଲା ମହାବଳ । ୨ହଜାର କିଲୋମିଟର ଅତିକ୍ରମ କରି ଗଜପତିରେ ବାଘ ।
କନକ ବ୍ୟୁରୋ: ଗଜପତିରେ ମହାରାଷ୍ଟ୍ରର ବାଘ । ୪ଟି ରାଜ୍ୟ ଡେଇଁ ଓଡ଼ିଶା ଆସିଛି ମହାବଳ । ମହାରାଷ୍ଟ୍ରରୁ ଓଡ଼ିଶା ପ୍ରାୟ ୨ ହଜାର କିଲୋମିଟର ଅତିକ୍ରମ କରି ବାଘଟି ଆସିଥିବା କୁହାଯାଉଛି । ଓଡ଼ିଶା-ଆନ୍ଧ୍ର ସୀମା ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳରେ ଘୁରି ବୁଲୁଛି ମହାବଳ । ବନ ବିଭାଗ ପକ୍ଷରୁ କରାଯାଇଥିବା ଫଟୋକୁ ଯାଂଚ କରି ବାଘଟି ମହାରାଷ୍ଟ୍ରର ବୋଲି ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି । ବାଘଟି ଗାଈ ଓ ଛେଳିକୁContinue reading “୪ଟି ରାଜ୍ୟ ଡେଇଁ ମହାରାଷ୍ଟ୍ରରୁ ଓଡ଼ିଶା ଆସିଲା ମହାବଳ । ୨ହଜାର କିଲୋମିଟର ଅତିକ୍ରମ କରି ଗଜପତିରେ ବାଘ ।”
ଗାଁରେ ହେଲା ପ୍ରତିମାଙ୍କ ଶେଷକୃତ୍ୟ । ପୁରା ଗାଁରେ ଶୋକାକୁଳ ପରିବେଶ ।
କନକ ବ୍ୟୁରୋ: ସୁନ୍ଦରଗଡ଼ ଲେଫ୍ରିପଡ଼ାର ବନ୍ଦଲିକାନି ଗାଁରେ ହେଲା ମୃତ ପ୍ରତିମାଙ୍କ ଶେଷକୃତ୍ୟ । ଶୋକାକୂଳ ପରିବେଶରେ ଗାଁ ମଶାଣିରେ ପ୍ରତିମାଙ୍କ ଶେଷକୃତ୍ୟ କରାଯାଇଛି । ମୁମ୍ବାଇରୁ ମୃତଦେହ ଗାଁକୁ ଅଣାଯାଇଥିଲା । ପ୍ରତିମାଙ୍କ ବଡ଼ ଭାଇ, ଭିଣୋଇ ଓ ଦୁଇ ଜଣ ସଂପର୍କୀୟ ମୁମ୍ବାଇ ଯାଇ ମୃତଦେହ ଆଣିଥିଲେ । ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ମୁମ୍ବାଇରେ ସୁଟ୍କେଶ ଭିତରୁ ଉଦ୍ଧାର ହୋଇଥିଲା ପ୍ରତିମାଙ୍କ ମୃତଦେହ । ଗତContinue reading “ଗାଁରେ ହେଲା ପ୍ରତିମାଙ୍କ ଶେଷକୃତ୍ୟ । ପୁରା ଗାଁରେ ଶୋକାକୁଳ ପରିବେଶ ।”
ଦୋଷୀ ସାବ୍ୟସ୍ତ ହେଲେ ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ । ଲାଞ୍ଚ ନେବା ଅଭିଯୋଗରେ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା କଲେ କୋର୍ଟ ।
କନକ ବ୍ୟୁରୋ: ଲାଞ୍ଜ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ । ବର୍ତମାନର ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ ତଥା କନ୍ଧମାଳ ଜିଲ୍ଲା ପୂର୍ବତନ ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରାଙ୍କୁ ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ରଞ୍ଜନ କିଶୋରContinue reading “ଦୋଷୀ ସାବ୍ୟସ୍ତ ହେଲେ ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ । ଲାଞ୍ଚ ନେବା ଅଭିଯୋଗରେ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା କଲେ କୋର୍ଟ ।”
ବର୍ଷା ଧୋଇନେଲା ଧାନ, ଚାଷୀ ଆଖିରେ ଲୁହ । ବୈପାରୀଗୁଡାରେ ବିଲରେ ପାଣି ।
କନକ ବ୍ୟୁରୋ: ବର୍ଷା ଧୋଇଦେଲା ଧାନ ଫସଲ । ଦୁଇଦିନ ଧରି ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ । ରାତିସାରା ବର୍ଷା ଲାଗି ରହିବାରୁ ବିଲରେ କଟା ହୋଇ ପଡିଥିବା ଧାନ ସଂପୂର୍ଣ୍ଣ ଭିଜି ଯାଇଛି । ପ୍ରାୟ ଅଧାରୁ ଅଧିକ ଚାଷୀ ଧାନ କାଟି ସାରିଛନ୍ତି । ଖାଲି ଧାନ ଖଳାକୁ ନେବା ବାକି ଥିଲା । କିନ୍ତୁ ବର୍ଷା ସବୁକିଛି ବିଗାଡି ଦେଇଛି । ଯେଉଁମାନେ ଧାନ କାଟିContinue reading “ବର୍ଷା ଧୋଇନେଲା ଧାନ, ଚାଷୀ ଆଖିରେ ଲୁହ । ବୈପାରୀଗୁଡାରେ ବିଲରେ ପାଣି ।”
ସୁନ୍ଦରଗଡରେ ପହଞ୍ଚିଲା ସୁଟକେଶରୁ ମିଳିଥିବା ପ୍ରତିମାଙ୍କ ମୃତଦେହ । ଗାଁରେ ହେବ ଶେଷକୃତ୍ୟ । ୧୯ ତାରିଖରେ ହୋଇଥିଲା ହତ୍ୟା ।
କନକ ବ୍ୟୁରୋ: ସୁନ୍ଦରଗଡ଼ରେ ପହଞ୍ଚିଲା ମୁମ୍ବାଇରେ ସୁଟ୍କେଶ ଭିତରୁ ଉଦ୍ଧାର ହୋଇଥିବା ପ୍ରତିମାଙ୍କ ମୃତଦେହ । ମୁମ୍ବାଇରୁ ବାହାରିବାର ଦୁଇ ଦିନ ପରେ ସୁନ୍ଦରଗଡ଼ ଲେଫ୍ରିପଡ଼ାରେ ମୃତଦେହ ପହଞ୍ଚିଛି । ବନ୍ଦଲିକାନି ଗାଁରେ ଆଜି ଶେଷକୃତ୍ୟ ହେବ । ଗତ ୧୯ ତାରିଖରେ ପ୍ରତିମାଙ୍କୁ ହତ୍ୟା କରିଥିଲା ପ୍ରେମିକ ଅସ୍କାର ମନୋଜ ବାର୍ଲା । ହତ୍ୟା କରି ସୁଟ୍କେଶ୍ରେ ଭର୍ତି କରି ଏଲ୍ଟିଟି ରେଳ ଷ୍ଟେସନ୍ରୁ ଓଡ଼ିଶା ଆସିବାକୁ ଚେଷ୍ଟା କରୁଥିଲେ । ହେଲେ ସେଠାରେ ସକ୍ଷମContinue reading “ସୁନ୍ଦରଗଡରେ ପହଞ୍ଚିଲା ସୁଟକେଶରୁ ମିଳିଥିବା ପ୍ରତିମାଙ୍କ ମୃତଦେହ । ଗାଁରେ ହେବ ଶେଷକୃତ୍ୟ । ୧୯ ତାରିଖରେ ହୋଇଥିଲା ହତ୍ୟା ।”