କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫିସିଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ଭେଟିଛନ୍ତି ଫାଇଭ୍-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ନବୀନ ନିବାସରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଉତ୍ତରକାଶୀ ନେବାର ବ୍ୟବସ୍ଥା ହୋଇଛି । ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧Continue reading “ଟନେଲରେ ଫିସିଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ଭେଟିଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଉଦ୍ଧାର ନେଇ ପରିବାର ଲୋକଙ୍କୁ ଦେଲେ ସାନ୍ତ୍ୱନା ।”
Author Archives: Raghaba
ଉତ୍ତରପ୍ରଦେଶରେ ଆଜି ଆମିଷ ଖାଇବା ମନା । ନଭେମ୍ବର ୨୫କୁ ‘ନୋ ନନଭେଜ୍ ଡେ’ ଘୋଷଣା କଲେ ରାଜ୍ୟ ସରକାର । ଜଣାଶୁଣା ସାଧୁ ଟିଏଲ୍ ବାସୱାନୀଙ୍କ ଜୟନ୍ତୀ ପାଇଁ ନିଷ୍ପତ୍ତିି ।
କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଆଜି ଆମିଷ ଖାଇବା ମନା । ଉତ୍ତରପ୍ରଦେଶ ସରକାର ନଭେମ୍ବର ୨୫ ତାରିଖକୁ ରାଜ୍ୟରେ ‘ନୋ ନନଭେଜ୍ ଡେ’ ଘୋଷଣା କରିଛନ୍ତି । ଅର୍ଥାତ୍ ଆଜି ପୂରା ରାଜ୍ୟରେ ସମସ୍ତ ମାଂସ ଦୋକାନ ଏବଂ କଂସେଇ ଖାନା ବନ୍ଦ ରହିବ । ନଭେମ୍ବର ୨୫ ତାରିଖରେ ସାଧୁ ଟିଏଲ୍ ବାସୱାନୀଙ୍କ ଜୟନ୍ତୀ ପଡ଼ୁଥିବାରୁ ଉତ୍ତରପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ସ୍ୱତନ୍ତ୍ର ସଚିବ ଧର୍ମେନ୍ଦ୍ର ପ୍ରତାପ ସିଂହ ଏContinue reading “ଉତ୍ତରପ୍ରଦେଶରେ ଆଜି ଆମିଷ ଖାଇବା ମନା । ନଭେମ୍ବର ୨୫କୁ ‘ନୋ ନନଭେଜ୍ ଡେ’ ଘୋଷଣା କଲେ ରାଜ୍ୟ ସରକାର । ଜଣାଶୁଣା ସାଧୁ ଟିଏଲ୍ ବାସୱାନୀଙ୍କ ଜୟନ୍ତୀ ପାଇଁ ନିଷ୍ପତ୍ତିି ।”
ଖଲିକୋଟରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାରୁ ବିସ୍ଫୋରଣ, ଜଣେ ଗୁରୁତର, ୩ ଆହତ ।
କନକ ବ୍ୟୁରୋ: ଖଲିକୋଟରେ ଫୁଟିଲା ବୋମା । ହରିପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବାବେଳେ ୩ଜଣ ଆହ୍ତ ହୋଇଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । The post ଖଲିକୋଟରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାରୁ ବିସ୍ଫୋରଣ, ଜଣେ ଗୁରୁତର, ୩ ଆହତ । first appeared on Kanak News.Continue reading “ଖଲିକୋଟରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାରୁ ବିସ୍ଫୋରଣ, ଜଣେ ଗୁରୁତର, ୩ ଆହତ ।”
ଧବଳେଶ୍ୱର ପୀଠ ମୁଖ୍ୟ କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । ଦର୍ଶନ ବନ୍ଦ ଥିବାରୁ ଦୀର୍ଘ ଅପେକ୍ଷା କରି, ଧର୍ଯ୍ୟ ହରାଇଲେ ଭକ୍ତ । ବଡ଼ ଓଷା ପାଇଁ ପ୍ରବଳ ଭିଡ ।
କନକ ବ୍ୟୁରୋ: ଧବଳେଶ୍ୱର ପୀଠ ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । ଆଜି ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କାଲିଠୁ ଦର୍ଶନ ବନ୍ଦ ରହିଥିବାରୁ ଆଜି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଧସେଇ ପସିଥିଲେ । ପ୍ରଶାସନ ଓ ସେବାୟତଙ୍କ ବିବାଦ ଯୋଗୁ ଆଜି ବଡ଼ ଓଷା ହୋଇପାରିବ କି ନାହିଁ ଆଶଙ୍କା ଦେଖାଦେଇଥିଲା । ଆଉ ଆଜି ଅସମ୍ଭାଳ ଭିଡ଼ ପୂଜକଙ୍କ ପ୍ରତିବାଦକୁContinue reading “ଧବଳେଶ୍ୱର ପୀଠ ମୁଖ୍ୟ କବାଟ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ । ଦର୍ଶନ ବନ୍ଦ ଥିବାରୁ ଦୀର୍ଘ ଅପେକ୍ଷା କରି, ଧର୍ଯ୍ୟ ହରାଇଲେ ଭକ୍ତ । ବଡ଼ ଓଷା ପାଇଁ ପ୍ରବଳ ଭିଡ ।”
ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବିଭିନ୍ନ ଦିବ୍ୟ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଶ୍ରୀଜିଉ ।
କନକ ବ୍ୟୁରୋ: ଆଜି ରତ୍ନ ସିଂହାସନରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବିଭିନ୍ନ ଦିବ୍ୟ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଶ୍ରୀଜିଉ । କାର୍ତ୍ତିକ ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି । ମହାପ୍ରଭୁଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ଆଜିର ଦିନରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳେ ବୋଲିContinue reading “ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବିଭିନ୍ନ ଦିବ୍ୟ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଶ୍ରୀଜିଉ ।”
ନୀଳଗିରିରେ ଇଟାଭାଟି ମାଲିକଙ୍କ ଦୌରାତ୍ମ୍ୟ । ରାସ୍ତାରେ ମା’ ପୁଅଙ୍କୁ ଅଟକାଇ ମାଡ଼ ମାରି ବନ୍ଧୁକ ମୂନରେ ଲୁଟିଲେ ସୁନାଚେନ୍ ।
କନକ ବ୍ୟୁରୋ: ନୀଳଗିରିରେ ବଢୁଛି ବେଆଇନ ଇଟାଭାଟି ମାଲିକଙ୍କ ଦୌରାତ୍ମ୍ୟ । ମିରିଗିଣି ରାସ୍ତାରେ ମା’ ପୁଅଙ୍କୁ ଅଟକାଇ ମାଡ଼ ମାରି ବନ୍ଧୁକ ଦେଖାଇ ଲୁଟିଲେ ସୁନାଚେନ୍ । ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଗୁରୁତର ଭାବେ ଗୀତାଞ୍ଜଳି ଜେନା ନୀଳଗିରି ମେଡ଼ିକାଲ୍ରେ ଭର୍ତି ହୋଇଥିବା ବେଳେ ପୁଅ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ନୟାପାଟଣା ଗ୍ରାମର ଗୀତାଞ୍ଜଳି ଜେନା ଏବଂ ପୁଅ ଚନ୍ଦନ ଜେନା କୌଣସି ବ୍ୟକ୍ତିଗତ କାମ ପାଇଁContinue reading “ନୀଳଗିରିରେ ଇଟାଭାଟି ମାଲିକଙ୍କ ଦୌରାତ୍ମ୍ୟ । ରାସ୍ତାରେ ମା’ ପୁଅଙ୍କୁ ଅଟକାଇ ମାଡ଼ ମାରି ବନ୍ଧୁକ ମୂନରେ ଲୁଟିଲେ ସୁନାଚେନ୍ ।”
ଭୟ ବଢ଼ାଉଛି ଚୀନରେ ବ୍ୟାପିଥିବା ନିମୋନିଆ । ଶିଶୁଙ୍କ ମଧ୍ୟରେ ବଢ଼ୁଛି ଶ୍ୱାସକ୍ରିୟାଜନିତ ରୋଗ । ଭାରତକୁ ବିପଦ ନଥିବା କହିଲେ ସରକାର ।
କନକ ବ୍ୟୁରୋ: ଅଜଣା ରୋଗରେ ଛାନିଆ ଚୀନ । ଶିଶୁଙ୍କ ମଧ୍ୟରେ ବ୍ୟାପିଲା ଭୁତାଣୁଜନିତ ରୋଗ । ଥଣ୍ଡା, ଜର ଓ ନିମୋନିଆ ପରି ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ଦେଶର ଅଧିକାଂଶ ଶିଶୁ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ଲାଗୁଛି ଲମ୍ବା ଲାଇନ୍ । ସେପଟେ ଚୀନଠୁ ଡବ୍ଲୁଏଚ୍ଓ ମାଗିଛି ରିପୋର୍ଟ । ଅନ୍ୟପଟେ ଭାରତ ପ୍ରତି ବିପଦ ନଥିବା କହିଲା ସ୍ୱାସ୍ଥ୍ୟମନ୍ତ୍ରାଳୟ । ପିଲାଙ୍କ ଭିତରେ ଏହି ରୋଗ ଅଧିକ ଦେଖିବାକୁContinue reading “ଭୟ ବଢ଼ାଉଛି ଚୀନରେ ବ୍ୟାପିଥିବା ନିମୋନିଆ । ଶିଶୁଙ୍କ ମଧ୍ୟରେ ବଢ଼ୁଛି ଶ୍ୱାସକ୍ରିୟାଜନିତ ରୋଗ । ଭାରତକୁ ବିପଦ ନଥିବା କହିଲେ ସରକାର ।”
ଇସ୍ରାଏଲ- ହମାସ ଯୁଦ୍ଧ ଭୂମିରୁ ଆସିଲା ଭଲ ଖବର । ଯୁଦ୍ଧ ବିରତିର ପ୍ରଥମ ପର୍ଯ୍ୟାୟରେ ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ସେପଟେ ୩୯ ଜଣ ପାଲେଷ୍ଟାଇନ ବନ୍ଦୀକୁ ଛାଡିଲା ଇସ୍ରାଏଲ ।
କନକ ବ୍ୟୁରୋ: ହମାସ ଓ ଇସ୍ରାଏଲ ମଧ୍ୟରେ ଶୁକ୍ରବାରଠାରୁ ଯୁଦ୍ଧ ବିରତି ଆରମ୍ଭ ହୋଇଛି । ଯୁଦ୍ଧ ବିରତି ଚୁକ୍ତି ଅନୁସାରେ ହମାସ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରେ ୧୨ ଜଣ ଥାଇଲାଣ୍ଡ ନାଗରିକ ଓ ୧୩ ଜଣ ଇସ୍ରାଏଲ ମହିଳା ଓ ଶିଶୁ ଅଛନ୍ତି । ଆଗକୁ ଆହୁରି ପଣବନ୍ଦୀଙ୍କୁ ହମାସ ମୁକ୍ତ କରାଯିବ ବୋଲି ସୂଚନା ମିଳିଛି । ହମାସ ମୁକ୍ତ କରିଥିବା ପଣବନ୍ଦୀଙ୍କୁ ରାଫାContinue reading “ଇସ୍ରାଏଲ- ହମାସ ଯୁଦ୍ଧ ଭୂମିରୁ ଆସିଲା ଭଲ ଖବର । ଯୁଦ୍ଧ ବିରତିର ପ୍ରଥମ ପର୍ଯ୍ୟାୟରେ ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ସେପଟେ ୩୯ ଜଣ ପାଲେଷ୍ଟାଇନ ବନ୍ଦୀକୁ ଛାଡିଲା ଇସ୍ରାଏଲ ।”
ସ୍ୱାଭାବିକ ହେଲା ଧବଳେଶ୍ୱରରେ ଦର୍ଶନ । ବଡ଼ ଓଷା ପାଇଁ ବାବାଙ୍କ ପୀଠରେ ପ୍ରବଳ ଭିଡ଼ ଭକ୍ତ ।
କନକ ବ୍ୟୁରୋ: ଆଜି ବଡଓଷା । ସ୍ୱାଭାବିକ ହେଲା ବାବା ଧବଳେଶ୍ୱରରେ ଦର୍ଶନ । ଦର୍ଶନ ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା ହେବ କି ନାହିଁ, ତାକୁ ନେଇ ଦେଖା ଦେଇଥିଲା ଆଶଙ୍କା । ପୀଠରେ ଲଗାଯାଇଥିବା ବ୍ୟାରିକେଡକୁ ନେଇ ସେବାୟତ ଓ ପ୍ରଶାସନ ମୁହାଁମୁହିଁ ହୋଇଥିଲେ । ତେବେ ପ୍ରଶାସନ ଓ ସେବାୟତଙ୍କ ବିବାଦ ଯୋଗୁଁ ଭକ୍ତମାନେ ପୂଜାର୍ଚ୍ଚନା କରିପାରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତକାଲିContinue reading “ସ୍ୱାଭାବିକ ହେଲା ଧବଳେଶ୍ୱରରେ ଦର୍ଶନ । ବଡ଼ ଓଷା ପାଇଁ ବାବାଙ୍କ ପୀଠରେ ପ୍ରବଳ ଭିଡ଼ ଭକ୍ତ ।”
୧୪ ଦିନ ଧରି ସୁଡ଼ଙ୍ଗ ଭିତରେ ୪୧ ଶ୍ରମିକ । କେବେ ଦେଖିବେ ବାହାର ଦୁନିଆ, ଚାହିଁ ବସିଛନ୍ତି ପରିବାର ସଦସ୍ୟ । ଉତ୍ତରକାଶୀ ଅଭିମୁଖେ ଭଗବାନଙ୍କ ପରିବାର ।
କନକ ବ୍ୟୁରୋ: ୧୩ ଦିନ ପୁରି ୧୪ ଚାଲିଲାଣି । ଏବେବି ଟନେଲ୍ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତିରେ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ସବୁ ଜୋର ଲଗାଇ ଦେଇଛନ୍ତି । କିନ୍ତୁ ଉଦ୍ଧାର ସମୟରେ ବାରମ୍ବାର ଯେଉଁ ସମସ୍ୟା ଆସୁଛି, ତାହା ଅପେକ୍ଷାକୁ ଆହୁରି ବଢ଼ାଇ ଦେଇଛି । ସବୁଦିନ ଲାଗୁଛି, ଯେ ଆଜି ଉଦ୍ଧାରକାର୍ଯ୍ୟ ଶେଷ ହୋଇଯିବ । ହେଲେ ଦିନ ପରେ ଦିନ ଗଡ଼ିଚାଲିଛି,Continue reading “୧୪ ଦିନ ଧରି ସୁଡ଼ଙ୍ଗ ଭିତରେ ୪୧ ଶ୍ରମିକ । କେବେ ଦେଖିବେ ବାହାର ଦୁନିଆ, ଚାହିଁ ବସିଛନ୍ତି ପରିବାର ସଦସ୍ୟ । ଉତ୍ତରକାଶୀ ଅଭିମୁଖେ ଭଗବାନଙ୍କ ପରିବାର ।”