କନକ ବ୍ୟୁରୋ: କାହାର ହେବ ରାଜସ୍ଥାନ? ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପଡ଼ିଲା ଭୋଟ । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ । ସନ୍ଧ୍ୟା ୬ଟା ଯାଏଁ ୨୦୦ରୁ ୧୯୯ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଶ୍ରୀନଗରର କରଣପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଏବଂ ବର୍ତମାନର ବିଧାୟକ ଗୁରମିତ୍ ସିଂ କୁନରଙ୍କ ଦେହାନ୍ତ ଯୋଗୁ ଏହି ନିର୍ବାଚନ ମଣ୍ଡଳୀରେ ମତଦାନ ସ୍ଥଗିତ କରାଯାଇଛି । ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏଥର ୧୮୬୨ ପ୍ରାର୍ଥୀContinue reading “କିଏ ଗଢ଼ିବ ରାଜସ୍ଥାନରେ ସରକାର? ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୯୯ ଆସନ ପାଇଁ ପଡ଼ିଲା ଭୋଟ୍, ଡିସେମ୍ବର ୩ରେ ଆସିବ ଫଳାଫଳ ।”
Author Archives: Raghaba
ପ୍ରଥମ ଥର ପାଇଁ ଭାରତରେ ଖେଳାଯିବ ଖେଲୋ ଇଣ୍ଡିଆ ପାରା ଗେମ୍ସ । ଦିଲ୍ଲୀରେ ଆୟୋଜିତ ହେବ ପ୍ରଥମ ସଂସ୍କରଣ
କନକ ବ୍ୟୁରୋ : ରାଜଧାନୀ ନୂଆଦିଲ୍ଲୀରେ ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମସ୍ । ଏହି କ୍ରୀଡା ମେଳାରେ ୩୨ରାଜ୍ୟ, ୭କେନ୍ଦ୍ର ଶାସିତ ଅଂଚଳ ସମେତ ସର୍ଭିସେସ ସ୍ପୋର୍ଟ୍ସ କଂଟ୍ରୋଲ ବୋର୍ଡର ମୋଟ ୧୩୫୦ରୁ ଉଦ୍ଧ୍ୱର୍ ପାରା କ୍ରୀଡାବିତ ସାମିଲ ହେବେ । ଭାରତୀୟ କ୍ରୀଡା ପ୍ରାଧୀକରଣର ୩ଟି ଷ୍ଟାଡିୟମରେ ୭ଦିନ ଧରି ଦିବ୍ୟାଙ୍ଗ କ୍ରୀଡାବିତ ଆଥଲେଟିକ୍ସ, ସୁଟିଂ, ଫୁଟବଲ, ଟେବୁଲ ଟେନିସ ଏବଂ ଭାରତ୍ତୋଳନ ପରି ୭ଟି ପ୍ର୍ରତିଯୋଗିତାରେContinue reading “ପ୍ରଥମ ଥର ପାଇଁ ଭାରତରେ ଖେଳାଯିବ ଖେଲୋ ଇଣ୍ଡିଆ ପାରା ଗେମ୍ସ । ଦିଲ୍ଲୀରେ ଆୟୋଜିତ ହେବ ପ୍ରଥମ ସଂସ୍କରଣ”
ଅଜଣା ରୋଗରେ ଚୀନ ଛାନିଆ । ଆକ୍ରାନ୍ତ ହେଉଛନ୍ତି ଶିଶୁ
କନକ ବ୍ୟୁରୋ : ଚୀନରେ ପୁଣି ମାତିଲାଣି ଅଜଣା ରୋଗ । ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲା । ଏହି ରୋଗ ଏକ ରହସ୍ୟମୟ ନିମୋନିଆ ବୋଲି ସେଠାକାର ଡାକ୍ତର କହୁଛନ୍ତି । ଉତର-ପୂର୍ବ ବେଜିଂ ଏବଂ ଲିୟା-ଓନିଙ୍ଗ୍-ରେ ଏବେ ଡାକ୍ତରଖାନାରେ ଅଜଣା ନିମୋନିଆ ରୋଗରେ ଆକ୍ରନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ପିଲାଙ୍କ ଭିତରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି । ରୋଗର ଲକ୍ଷଣContinue reading “ଅଜଣା ରୋଗରେ ଚୀନ ଛାନିଆ । ଆକ୍ରାନ୍ତ ହେଉଛନ୍ତି ଶିଶୁ”
ମୁଣ୍ଡ ନୁଆଁଇଲେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ମାଗିଲେ କ୍ଷମା
କନକ ବ୍ୟୁରୋ : ଦୁଇ ମାସ ପରେ ମୁଣ୍ଡ ନୁଆଁଇଲେ ଆପ୍ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା । ଦିଲ୍ଲୀ ସେବା ବିଲରେ ନକଲି ଦସ୍ତଖତ ମାମଲାରେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ କ୍ଷମା ପ୍ରାର୍ଥନା କଲେ ରାଘବ । ଏହି ମାମଲାରେ ରାଘବ ଚଢାଙ୍କୁ ରାଜ୍ୟସଭାରୁ ବହିଷ୍କୃତ କରାଯାଇଥିଲା । ଏନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଘବ । ତେବେ ସୁପ୍ରିମକୋର୍ଟ ରାଘବଙ୍କୁ ରାଜ୍ୟସଭା ସଭାପତିଙ୍କୁ କ୍ଷମା ପ୍ରାର୍ଥନାContinue reading “ମୁଣ୍ଡ ନୁଆଁଇଲେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ମାଗିଲେ କ୍ଷମା”
ମଧ୍ୟପ୍ରଦେଶରେ ବିଜେପିର ଭୋଟ୍ ବଢାଇବ କି ଅଯୋଧ୍ୟା ରାମ ମନ୍ଦିର । ପୋଷ୍ଟର ଲଗାଇ ବିଜେପି କରିଛି ଜୋରଦାର ପ୍ରଚାର
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପି ଭୋଟ୍ ବଢ଼ାଇବ କି ଅଯୋଧ୍ୟ ରାମ ମନ୍ଦିର । ଏହି ପ୍ରଶ୍ନ ଏବେ ଉଠୁଛି କାରଣ ମଧ୍ୟପ୍ରଦେଶ ନିର୍ବାଚନ ବେଳେ ଅଯୋଧ୍ୟା ରାମ ମନ୍ଦିରକୁ ପୋଷ୍ଟରରେ ବଡ଼ ସ୍ଥାନ ଦେଇଥିଲା ଭାରତୀୟ ଜନତା ପାର୍ଟି । ଭବ୍ୟ ରାମ ମନ୍ଦିରର ବଡ଼ ବଡ଼ ପୋଷ୍ଟର ଓ ବ୍ୟାନର ସାହାଯ୍ୟରେ ବିଜେପି ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଶୀର୍ଷ ନେତାଙ୍କ ଫଟୋ ସହContinue reading “ମଧ୍ୟପ୍ରଦେଶରେ ବିଜେପିର ଭୋଟ୍ ବଢାଇବ କି ଅଯୋଧ୍ୟା ରାମ ମନ୍ଦିର । ପୋଷ୍ଟର ଲଗାଇ ବିଜେପି କରିଛି ଜୋରଦାର ପ୍ରଚାର”
ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ନକଲି ଭିଡିଓ, ଅଡିଓ ଏବଂ ପୋଷ୍ଟ ବାବଦରେ ୟୁଜରର୍ସ କରିପାରିବେ ଅଭିଯୋଗ
କନକ ବ୍ୟୁରୋ : ଡିପଫେକକୁ ନେଇ ଆସିଛି ବଡ ଖବର । ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ଡିପଫେକ ଭିଡିଓ ଯାଂଚ ପାଇଁ କେନ୍ଦ୍ର ସରକାର ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ଯାଉଛନ୍ତି । ଯିଏ ପୋଷ୍ଟ, ଭିଡିଓ ଓ ଅଡିଓକୁ ମନିଟର କରିବେ । ଏନେଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ସୂଚନା ଦେଇଛନ୍ତି । ଖୁବ ଶିଘ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟରେ ଏକ ୱେବସାଇଟContinue reading “ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ନକଲି ଭିଡିଓ, ଅଡିଓ ଏବଂ ପୋଷ୍ଟ ବାବଦରେ ୟୁଜରର୍ସ କରିପାରିବେ ଅଭିଯୋଗ”
ରାହୁଲ, ପନୌତି, ପଲିଟିକ୍ସ । ବୟାନ ପାଇଁ ତେଜୁଛି ବିବାଦ, ମିଳିଲା ନୋଟିସ, ବଢ଼ିଲା ବିରୋଧ
କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ କାରଣ ଦର୍ଶାଅ ନୋଟିସ ମିଳିବା ପରେ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ହୋଇଛି ବୟାନବାଜୀ । ରାହୁଲଙ୍କୁ କିଏ ଯୋଦ୍ଧା କହିଛି ତ ପୁଣି କିଏ କହିଛି ନିର୍ଭୀକ । ବିଜେପି ବିରୋଧୀ ଦଳ କହିଛନ୍ତି ସଚ୍ଚୋଟତା ପାଇଁ ରାହୁଲଙ୍କୁ ବାରମ୍ବାର ଏଭଳି ସମସ୍ୟା ଦେଇ ଗତି କରିବାକୁ ପଡୁଛି କିନ୍ତୁ ଶେଷରେ ତାଙ୍କର ବିଜୟ ହେବ । ବିଜେପିକୁ ଟାର୍ଗେଟContinue reading “ରାହୁଲ, ପନୌତି, ପଲିଟିକ୍ସ । ବୟାନ ପାଇଁ ତେଜୁଛି ବିବାଦ, ମିଳିଲା ନୋଟିସ, ବଢ଼ିଲା ବିରୋଧ”
ଲୁଟ୍ ପାଇଁ ବିଭତ୍ସ ହତ୍ୟା । ହତ୍ୟା ପରେ ୩୫୦ ଟଙ୍କା ଲୁଟିଲା ହତ୍ୟାକାରୀ
କନକ ବ୍ୟୁରୋ : ରାସ୍ତା ଉପରେ ପଡି ରହିଛି ମୃତଦେହ । ପାଖରେ ଛିଡା ହୋଇଛି ଜଣେ ଯୁବକ । ଅତି ନିର୍ମମଭାବେ କେତେବେଳେ ଶବ ଉପରେ ବାରମ୍ବାର ଉପରେ ଛୁରାମାଡ଼ କରୁଛି ତ ପୁଣି କେତେବେଳେ ଶବର ଛୁଟି ଧରି ଘୋଷାଡୁଛି । ଭିଡିଓରୁ ଜଣାପଡୁଛି ପାଖରେ ଥିବା କିଛି ଲୋକଙ୍କୁ ମଧ୍ୟ ଡରାଉଛି, ଧମକ ଦେଉଛି ଅପରାଧୀ । ଏବେ ଉଠୁଛି ପ୍ରଶ୍ନ କିଏ ଏହି ଯୁବକ? କାହିଁକି ବିଭତ୍ସ ହତ୍ୟା କରିଛି? ଥରେContinue reading “ଲୁଟ୍ ପାଇଁ ବିଭତ୍ସ ହତ୍ୟା । ହତ୍ୟା ପରେ ୩୫୦ ଟଙ୍କା ଲୁଟିଲା ହତ୍ୟାକାରୀ”
ଅନ୍ତିମ ପର୍ଯ୍ୟାୟରେ ଉତରକାଶୀ ଟନେଲ ରେସ୍କ୍ୟୁ ଅପରେସନ । କୌଣସି ସମୟରେ ଉତରକାଶୀରୁ ଆସିପାରେ ଶୁଭ ଖବର
କନକ ବ୍ୟୁରୋ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କୁ ଏହିଭଳି ଉଦ୍ଧାର କରାଯିବ । ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକମାନଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ । ସେପଟୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟୁContinue reading “ଅନ୍ତିମ ପର୍ଯ୍ୟାୟରେ ଉତରକାଶୀ ଟନେଲ ରେସ୍କ୍ୟୁ ଅପରେସନ । କୌଣସି ସମୟରେ ଉତରକାଶୀରୁ ଆସିପାରେ ଶୁଭ ଖବର”
ବନ୍ଧୁ ସାଜିଲା ବନ୍ଧୁର ହତ୍ୟାକାରୀ । ଗାଡିର ମାଲିକାନାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ
କନକ ବ୍ୟୁରୋ: ହାତରେ ହାତକଡି, ମୁହଁରେ ନାହିଁ ଅନୁତାପର ଚିହ୍ନ । ପୋଲିସ ହେପାଜତରେ ଥିବା ଏହି ୩ ଜଣ ଦୁର୍ବୃତ ବନ୍ଧୁ ନାଁରେ କଳଙ୍କ, ଏକ ଏକ ନର ପିଶାଚ । ବାଲେଶ୍ୱରର ଗାଡି ବ୍ୟବସାୟୀଙ୍କ ମୃତଦେହ ମୟୂରଭଞ୍ଜ କପ୍ତିପଦା ଅଞ୍ଚଳରୁ ଉଦ୍ଧାର ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଆଉ ପୋଲିସ ଆଗରେ ସେମାନେ ସତ ମାନିଯାଇଛନ୍ତି । ମୃତକ ହେଉଛନ୍ତି ବାଲେଶ୍ୱରର ଗାଡି ବ୍ୟବସାୟୀ ଚିତରଞ୍ଜନ ବେହେରା । ଆଉContinue reading “ବନ୍ଧୁ ସାଜିଲା ବନ୍ଧୁର ହତ୍ୟାକାରୀ । ଗାଡିର ମାଲିକାନାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ”