କନକ ବ୍ୟୁରୋ : ବିଶ୍ୱକପ୍ ୨୦୨୩ ଶେଷ ହେଉ ହେଉ ଏବେ ଆଇପିଏଲକୁ ନେଇ ଆସିଛି ବଡ ଖବର । ଆସନ୍ତା ଡିସେମ୍ବର ୧୯ ତାରିଖରେ ହୋଇପାରେ ଆଇପିଏଲ ନିଲାମୀ । ଚଳିତଥର ଦୁବାଇରେ ହେବ ନିଲାମୀ । ତେବେ ଆଇପିଏଲରେ ନିଲାମୀ ପୂର୍ବରୁ ଖୋଲିଛି ଟ୍ରେଡିଙ୍ଗ ୱିଣ୍ଡୋ ବା ଟ୍ରାନ୍ସଫର ୱିଣ୍ଡୋ । ଏହାଦ୍ୱାରା ଫ୍ରାଞ୍ଚାଇଜ ଗୁଡିକ ନିଜ ଭିତରେ ଆଲୋଚନା କରି ମନପସନ୍ଦର ଖେଳାଳୀଙ୍କୁ ଟ୍ରେଡ କରିପାରିବେ । କିନ୍ତୁ ଏଥିପାଇଁ ଫ୍ରାଞ୍ଚାଇଜକୁ ଖେଳାଳୀଙ୍କContinue reading “ଆଇପିଏଲ ୨୦୨୪ରେ ଦେଖିବାକୁ ମିଳିପାରେ ବଡ ପରିବର୍ତ୍ତନ । ପୁରୁଣା ଟିମକୁ ଫେରିପାରନ୍ତି ହାର୍ଦ୍ଦିକ, ମୁମ୍ବାଇ ଛାଡିପାରନ୍ତି ରୋହିତ ।”
Author Archives: Raghaba
ଅସ୍ତ୍ରବିରତି ପୂର୍ବରୁ ହମାସକୁ ଆଉ ଏକ ବଡ ଝଟକା । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ନାଭାଲ ହେଡ ଅମ୍ର ଅବୁ ଜାଲାଲା ମୃତ
ଅଧିକ ସୂଚନା ପ୍ରଦାନ କରି ଆଇଡିଏଫ୍ ମୁଖପାତ୍ର କହିଛନ୍ତି ଯେ ଇସ୍ରାଏଲ୍ ନାଭାଲ୍ ଇଣ୍ଟେଲିଜେନ୍ସ ହାମାସର ଯେଉଁସବୁ ଅସ୍ତ୍ର ଗୋଦାମ, ଉପକୂଳରେ ଅବସ୍ଥିତ ଟନେଲ୍, ତାଲିମ ଶିବିର ଏବଂ ସମୁଦ୍ରରେ ଥିବା ଚେକିଂ ପଏଣ୍ଟ ବିଷୟରେ ସୂଚନା ଦେଇଥିଲା ଆମର ସୁରକ୍ଷା ବାହିନୀ ସେସବୁ ଚିହ୍ନଟ କରି ଧ୍ୱଂସ କରିଦେଇଛନ୍ତି । ଗାଜାରେ ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହେବା ପୂର୍ବରୁ ଇସ୍ରାଏଲ ହମାସକୁ ଆଉ ଏକ ବଡ଼ ଝଟକା ଦେଇଛି । ଆଇଡିଏଫର ଯୁଦ୍ଧବିମାନ ଖାନ ୟୁନିସContinue reading “ଅସ୍ତ୍ରବିରତି ପୂର୍ବରୁ ହମାସକୁ ଆଉ ଏକ ବଡ ଝଟକା । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ନାଭାଲ ହେଡ ଅମ୍ର ଅବୁ ଜାଲାଲା ମୃତ”
ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନରସିଂହ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ମାରିଲେ ବାଣ ।
କନକ ବ୍ୟୁରୋ : ଶୂନ୍ୟକାଳରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ନରସିଂହ । ପଦ୍ମପୁରକୁ ଜିଲ୍ଲା କରିବା ପ୍ରସଙ୍ଗ ଗୃହରେ ଉଠାଇବା ସହ ନରସିଂହ ମିଶ୍ର କହିଛନ୍ତି, ଜିଲ୍ଲା ଗଠନ ପାଇଁ କ୍ୟାବିନେଟ ସବ କମିଟି ବସିବା କଥା, ହେଲେ ଆଜି ଆଜି ପର୍ଯ୍ୟନ୍ତ ହେଲା ନାହିଁ । ପଦ୍ମପୁର ଜିଲ୍ଲା ଗଠନ ପାଇଁ ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପ୍ରତିଶ୍ରୁତିContinue reading “ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନରସିଂହ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ମାରିଲେ ବାଣ ।”
ବିଜେପି ପକ୍ଷରୁ ମହାଦୁର୍ନୀତି ପ୍ରତିବାଦ ବେଳେ ପୁଲିସ ସହ ଧସ୍ତାଧସ୍ତି । ଥାନାଧିକାରୀ ଆହତ ।
କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ ଜଳେଶ୍ୱର ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଛି । ବାଲେଶ୍ୱର ଜିଲ୍ଲା ବସ୍ତା ବିଜେପି ପକ୍ଷରୁ ଶାସକ ଦଳର ମନମୁଖୀ ଶାସନକୁ ବିରୋଧ କରି ବସ୍ତା ବ୍ଲକ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନେତୃତ୍ୱରେ ବ୍ଲକ ଘେରାଉ କରିଛନ୍ତି ବିଜେପି ନେତା ଓ କର୍ମୀ । ଶୋଭାଯାତ୍ରା ଯାଇ ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହContinue reading “ବିଜେପି ପକ୍ଷରୁ ମହାଦୁର୍ନୀତି ପ୍ରତିବାଦ ବେଳେ ପୁଲିସ ସହ ଧସ୍ତାଧସ୍ତି । ଥାନାଧିକାରୀ ଆହତ ।”
ଉତ୍ତର-ପୂର୍ବ ଦିଲ୍ଲୀରେ ନାବାଳକର ଜଘନ୍ୟ ହତ୍ୟାକାଣ୍ଡ । ୩୫୦ ଟଙ୍କା ଚୋରି କରିବାକୁ ୧୭ ବର୍ଷର ପିଲାକୁ ୬୦ ଥର ଛୁରୀ ଭୁଷିଲା । ହତ୍ୟାପରେ ଖୁସିରେ ନାଚିଲା ।
କନକ ବ୍ୟୁରୋ: ସିସିଟିଭିରେ କଏଦ ହେଲା ହତ୍ୟାକାରୀର ନାଚ । ଜଘନ୍ୟ କାଣ୍ଡ ଭିଆଇବା ପରେ ଶବ ପାଖରେ ନାଚିଲା ହତ୍ୟାକାରୀ । ଆଉ ଏହି ସବୁ ଘଟଣା ରେକର୍ଡ ହୋଇଛି ସିସିଟିଭିରେ । ବଡ଼ କଥା ହେଉଛି ମାତ୍ର ୩୫୦ଟଙ୍କା ପାଇଁ ଏପରି ନିର୍ମମ ଭାବେ ଜଣେ ନାବାଳକ ଆଉ ଜଣେ ନାବାଳକକୁ ହତ୍ୟା କରିଛି । ଉତର-ପୂର୍ବ ଦିଲ୍ଲୀର ଜନତା ମଜଦୁର କଲୋନୀରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ସୂଚନା ଅନୁସାରେ, ୩୫୦Continue reading “ଉତ୍ତର-ପୂର୍ବ ଦିଲ୍ଲୀରେ ନାବାଳକର ଜଘନ୍ୟ ହତ୍ୟାକାଣ୍ଡ । ୩୫୦ ଟଙ୍କା ଚୋରି କରିବାକୁ ୧୭ ବର୍ଷର ପିଲାକୁ ୬୦ ଥର ଛୁରୀ ଭୁଷିଲା । ହତ୍ୟାପରେ ଖୁସିରେ ନାଚିଲା ।”
ତାଜ୍ ହୋଟେଲ ଗ୍ରୁପ ଉପରେ ସାଇବର ଆଟାକ । ୧୫ ଲକ୍ଷ ଗ୍ରାହକଙ୍କ ଡାଟା ଚୋରି ହୋଇଥିବା ଦାବି
କନକ ବ୍ୟୁରୋ : ଟାଟା ଗ୍ରୁପ ମାଲିକାନାରେ ଥିବା ତାଜ୍ ହୋଟେଲ ଗ୍ରୁପ ଉପରେ ନଭେମ୍ବର ୫ ତାରିଖରେ କଥିତ ସାଇବର ଆଟାକ ହୋଇଛି । ଖବର ଆସୁଛି କି ହେକର୍ସମାନେ ତାଜ ହୋଟେଳର ୧୫ ଲକ୍ଷ ଗ୍ରାହକଙ୍କ ଡାଟା ଚୋରି କରିନେଇଛନ୍ତି । ଏହି ଡାଟାକୁ ଫେରାଇବାକୁ ହେକର୍ସମାନେ ୫ ହଜାରଡଲାର ସହ ୩ ଟି ସର୍ତ୍ତ ରଖିଛନ୍ତି । ଏନେଇ ତାଜ୍ ହୋଟେଲ ତରଫରୁ କୁହାଯାଇଛି କି, ଏନେଇ ସେମାନେ ଯାଂଚ ଚଳାଇଛନ୍ତି ଓContinue reading “ତାଜ୍ ହୋଟେଲ ଗ୍ରୁପ ଉପରେ ସାଇବର ଆଟାକ । ୧୫ ଲକ୍ଷ ଗ୍ରାହକଙ୍କ ଡାଟା ଚୋରି ହୋଇଥିବା ଦାବି”
ଗାଈ ମୁହଁରେ ଫୁଟିଲା ବୋମା । ଆହତ ଗାଈକୁ ଉଦ୍ଧାର କରି ଚିକିତ୍ସା କରୁଛନ୍ତି କଳିଙ୍ଗ ଯୁବସେନାର ସଦସ୍ୟ ।
କନକ ବ୍ୟୁରୋ: ମଣିଷ କେମିତି ଧିରେ ଧିରେ ମାନବିକତା ହରାଉଛି, ତାହା ପୁଣି ଥରେ ସାମନାକୁ ଆସିଛି । ବାରହା ଶିକାର ପାଇଁ ବିଛାଇଥିବା ଜାଲରେ ପଡି ପାଟି ଖୋଲୁନଥିବା ନିରୀହ ଗାଈ ଛଟପଟ ହେଉଛି । ଗାଈଟି ଗର୍ଭବତୀ ଥିବାରୁ ପେଟରେ ଥିବା ବାଛୁରୀ ମଧ୍ୟ କଷ୍ଟ ପାଉଛି । ଖବର ପାଇବା ପରେ କଳିଙ୍ଗ ଯୁବ ସେନା ପକ୍ଷରୁ ଗାଈଟିକୁ ଭୁବନେଶ୍ୱର ପଟିଆ ଅଞ୍ଚଳକୁ ଆଣି ତାର ଯତ୍ନ ନେଉଛନ୍ତି କଳିଙ୍ଗ ଯୁବ ସେନାରContinue reading “ଗାଈ ମୁହଁରେ ଫୁଟିଲା ବୋମା । ଆହତ ଗାଈକୁ ଉଦ୍ଧାର କରି ଚିକିତ୍ସା କରୁଛନ୍ତି କଳିଙ୍ଗ ଯୁବସେନାର ସଦସ୍ୟ ।”
ସାପ ଚୋଟର ଷଡ଼ଯନ୍ତ୍ର : ସ୍ତ୍ରୀ, ଝିଅ ଶୋଇଥିବା ଘରେ ସାପ ଛାଡି ଦୁହିଁଙ୍କୁ ହତ୍ୟାକଲା ଅଭିଯୁକ୍ତ । ହତ୍ୟାକାଣ୍ଡର କାହାଣୀ କହିଲେ ଗଞ୍ଜାମ ଏସପି ।
କନକ ବ୍ୟୁରୋ: ସାପ ଚୋଟର ଷଡ଼ଯନ୍ତ୍ର । ଘରେ ସାପ ଛାଡ଼ି ପତ୍ନୀ ଓ ନିଜ କୁନି ଝିଅକୁ ମାରିଦେଲା ଅଭିଯୁକ୍ତ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଂଚଳର ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ହତ୍ୟା କରିବା ପାଇଁ ସାପୁଆଙ୍କ ସହ ଯୋଗାଯୋଗ କରିଥିଲା ଅଭିଯୁକ୍ତ ସ୍ୱାମୀ କେ.ଗଣେଶ ପାତ୍ର । ବିଭିନ୍ନ ସାପୁଆଙ୍କ ସହ ସେ ଯୋଗାଯୋଗ କରିଥିଲା । ଶେଷରେ ପୋଲସରାର ଜଣେ ସାପୁଆଙ୍କ ସହ ଯୋଗାଯୋଗ କରିଥିଲାContinue reading “ସାପ ଚୋଟର ଷଡ଼ଯନ୍ତ୍ର : ସ୍ତ୍ରୀ, ଝିଅ ଶୋଇଥିବା ଘରେ ସାପ ଛାଡି ଦୁହିଁଙ୍କୁ ହତ୍ୟାକଲା ଅଭିଯୁକ୍ତ । ହତ୍ୟାକାଣ୍ଡର କାହାଣୀ କହିଲେ ଗଞ୍ଜାମ ଏସପି ।”
‘ନାଗୀନ’ ନିର୍ଦ୍ଦେଶକ ରାଜ କୁମାର କୋହଲିଙ୍କ ପରଲୋକ । ବାଥରୁମରୁ ସନ୍ଦେହ ଜନକ ଭାବେ ମିଳିଲା ମୃତଦେହ
କନକ ବ୍ୟୁରୋ : ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କର ମୃତ୍ୟୁ ହୋଇଛି । ଅଭିନେତା ଅରମାନ କୋହଲିଙ୍କ ପିତା ରାଜକୁମାରଙ୍କ ମୃତଦେହ ତାଙ୍କ ବାଥରୁମରୁ ମିଳିଛି । ଶୁକ୍ରବାର ସକାଳ ୮ଟା ବେଳେ ଏନେଇ ଖବର ଆସିଛି । ଅରମାନଙ୍କ ବନ୍ଧୁ ତଥା ପ୍ରମୋଟର ବିଜୟ ଗ୍ରୋଭର ଏନେଇ ସୂଚନା ଦେଇଛନ୍ତି । କୁହାଯାଉଛି କି, ରାଜକୁମାର ଆଜି ସକାଳେ ଗାଧୋଇବାକୁ ବାଥରୁମ ଯାଇଥିଲେ । ହେଲେ ଅନେକ ସମୟ ଧରି ସେ ବାଥରୁମରୁContinue reading “‘ନାଗୀନ’ ନିର୍ଦ୍ଦେଶକ ରାଜ କୁମାର କୋହଲିଙ୍କ ପରଲୋକ । ବାଥରୁମରୁ ସନ୍ଦେହ ଜନକ ଭାବେ ମିଳିଲା ମୃତଦେହ”
ବୋମା ମାଡରେ ସୁନ୍ଦରୀଙ୍କ ମୃତ୍ଯୁ । ଅଧିକୃତ ସ୍ଥାନରେ ଚାଲିଥିଲା ନାଚଗୀତର ଆସର । ଉପରୁ ପଡିଲା ବୋମା
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଜଣେ ଅଭିନେତ୍ରୀ ପ୍ରାଣ ହରାଇଛନ୍ତି । ସେ ରୁଷର ଏକ ପୁରସ୍କାର ବିତରଣ ଉତ୍ସବରେ ଅଭିନୟ କରୁଥିଲେ । ହଠାତ୍ ଷ୍ଟେଜ ଉପରେ ଏକ ବୋମା ପଡିଲା ଏବଂ ସବୁକିଛି ଅନ୍ଧକାର ହୋଇଗଲା । ଏବେ ସୋସିଆଲ ମେଡିଆରେ ଏ ନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ରୁଷ-ୟୁକ୍ରେନ ଯୁଦ୍ଧକୁ ଆସନ୍ତା ବର୍ଷ ଫେବୃଆରୀ ୨୪ ରେ ଦୁଇବର୍ଷ ପୁରିଯିବ । ଏହା କେବେContinue reading “ବୋମା ମାଡରେ ସୁନ୍ଦରୀଙ୍କ ମୃତ୍ଯୁ । ଅଧିକୃତ ସ୍ଥାନରେ ଚାଲିଥିଲା ନାଚଗୀତର ଆସର । ଉପରୁ ପଡିଲା ବୋମା”