କନକ ବ୍ୟୁରୋ: ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନ୍ାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଜଗା ଦର୍ଶନର କିଛି ସମୟ ପରେ ଶ୍ରୀକ୍ଷେତ୍ରରେ ଚାଲି ଯାଇଛି ହବିଷ୍ୟାଳୀଙ୍କ ଜୀବନ । ପୁରୀ ହସ୍ପିଟାଲରେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ମିଳିଥିବା ଖବର ଅନୁସାରେ ହବିଷ୍ୟାଳୀ ଜଣଙ୍କ ୭୩ବର୍ଷିୟ ଫକୀର ଧଳୁଆ । ତାଙ୍କ ଘର ନୟାଗଡ ଜିଲ୍ଳାରେ । ସେ ପଞ୍ଚୁୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡିଭୋରୁ ଶ୍ରୀମନ୍ଦିରକୁ ଯାଇଥିଲେ । ଆଉ ମହାପ୍ରଭୁଙ୍କ ଦର୍ଶନContinue reading “ଜଗା ଦର୍ଶନ ହେଲା ଶେଷ ଦର୍ଶନ । ମହାପ୍ରଭୁଙ୍କ ଦର୍ଶନର କିଛି ସମୟରେ ଚାଲିଗଲା ହବିଷ୍ୟାଳିଙ୍କ ଜୀବନ ।”
Author Archives: Raghaba
ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିର ହେବ ସଂଶୋଧନ, ଆଦିବାସୀ ଉପଦେଷ୍ଟା କମିଟି କରିବ ଅଧିକ ତର୍ଜମା । ଗୃହରେ ବିବୃତି ରଖିଲେ ସଂସଦୀୟ ମନ୍ତ୍ରୀ ।
କନକ ବ୍ୟୁରୋ : ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିର ହେବ ସଂଶୋଧନ । ଅଧିକ ତର୍ଜମା କରିବେ ଆଦିବାସୀ ଉପଦେଷ୍ଟା କମିଟି । କ୍ୟାବିନେଟର ପୂର୍ବ ନିଷ୍ପତ୍ତିର ହେବ ଅଧିକ ତର୍ଜମା । ଏନେଇ ବିଧାନସଭାରେ ବିବୃତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିକୁ ନେଇ ଆସିଥିବା ପ୍ରସ୍ତାବକୁ ଉପଦେଷ୍ଟା କମିଟିକୁ ପଠାଯାଇଥିବା କହିଛନ୍ତି ସଂସଦୀୟ ମନ୍ତ୍ରୀ । ସେହିଭଳି ରାଜସ୍ୱ ମନ୍ତ୍ରୀ କହିଛନ୍ତି,Continue reading “ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିର ହେବ ସଂଶୋଧନ, ଆଦିବାସୀ ଉପଦେଷ୍ଟା କମିଟି କରିବ ଅଧିକ ତର୍ଜମା । ଗୃହରେ ବିବୃତି ରଖିଲେ ସଂସଦୀୟ ମନ୍ତ୍ରୀ ।”
ନନ୍ଦନକାନନକୁ ଆସିଲା ହାତୀ ଛୁଆ । ଆହତ ଅବସ୍ଥାରେ କେନ୍ଦୁଝର ବନାଞ୍ଚଳରୁ ଉଦ୍ଧାର । ସ୍ୱାସ୍ଥ୍ୟ ପରୀକ୍ଷା ପରେ ହେବ ଚିକତ୍ସା ।
କନକ ବ୍ୟୁରୋ: ନନ୍ଦନକାନନ ଆସିଲା ହାତୀ ଛୁଅ।। । କେନ୍ଦୁଝର ବନାଞ୍ଚଳରୁ ଉଦ୍ଧାର କରାଯାଇଥିବା ୩ ମାସର ହାତୀ ଛୁଆକୁ ନନ୍ଦନକାନନରେ ଛଡାଯାଇଛି । ହାତୀ ଛୁଆର ଡାହାଣ ପାଖ ଗୋଡରେ କ୍ଷତ ହୋଇଥିିବା ବେଳେ ଅସୁସ୍ଥ ହୋଇ ବୁଲୁଥିଲା ହାତୀ ଛୁଆଟି । ନିଜ ମାଆ ଓ ହାତୀ ପଲ ସହ ଜଙ୍ଗଲରେ ବୁଲୁଥିଲା । ତେବେ ୧୫ ଟିକିଆ ହାତୀ ପଲ ମଧ୍ୟରେ ରହୁଥିବାରୁ ତାକୁ ଅଲଗା କରି ଆଣି ଚିକିତ୍ସା କରିବା କଷ୍ଟକରContinue reading “ନନ୍ଦନକାନନକୁ ଆସିଲା ହାତୀ ଛୁଆ । ଆହତ ଅବସ୍ଥାରେ କେନ୍ଦୁଝର ବନାଞ୍ଚଳରୁ ଉଦ୍ଧାର । ସ୍ୱାସ୍ଥ୍ୟ ପରୀକ୍ଷା ପରେ ହେବ ଚିକତ୍ସା ।”
ଟନେଲ ଉଦ୍ଧାର କାର୍ଯ୍ୟର ଡେମୋ ଦେଖାଇଲା ହେଲା ଏନଡିଆରଏଫ । ସନ୍ଧ୍ୟା ସୁଦ୍ଧା ଶ୍ରମିକ ଉଦ୍ଧାର ହେବା ନେଇ ସୂଚନା ।
କନକ ବ୍ୟୁରୋ: ଟନେଲ ଭିତରେ ଫସିଥିବା ୪୧ ଶ୍ରମିକ ଆଜି ସନ୍ଧ୍ୟା ସୁଦ୍ଧା ଉଦ୍ଧାର ହୋଇପାରନ୍ତି । ଏକ ତିନି ଫୁଟିଆ ପାଇପ୍ ଭିତର ଦେଇ ଜଣ ଜଣ କରି ଶ୍ରମିକଙ୍କୁ ବାହାର କରାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ । ସେପାଖରୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟେ ବାହାର ପାଖରୁContinue reading “ଟନେଲ ଉଦ୍ଧାର କାର୍ଯ୍ୟର ଡେମୋ ଦେଖାଇଲା ହେଲା ଏନଡିଆରଏଫ । ସନ୍ଧ୍ୟା ସୁଦ୍ଧା ଶ୍ରମିକ ଉଦ୍ଧାର ହେବା ନେଇ ସୂଚନା ।”
ଭାରତରେ ତାର ଦୂତାବାସ ସ୍ଥାୟୀ ଭାବେ ବନ୍ଦ କଲା ଅଫଗାନିସ୍ଥାନ
ଅଫଗାନିସ୍ଥାନ ନୂଆଦିଲ୍ଲୀରେ ଥିବା ତାର ଦୂତାବାସକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆଫଗାନିସ୍ତାନ ଦୂତାବାସ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି । ନୂଆଦିଲ୍ଲୀରେ ଆଫଗାନିସ୍ତାନ ଏହାର ଦୂତାବାସକୁ ସ୍ଥାୟୀ ଭାବେ ବନ୍ଦ କରିବା ନେଇ ଘୋଷଣା କରିଛି । ନୂଆଦିଲ୍ଲୀରେ ଏହାର କୂଟନୈତିକ ମିଶନ ବନ୍ଦ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରି ଆଫଗାନିସ୍ତାନ ଦୂତାବାସ କହିଛି ଯେ ‘ଭାରତ ସରକାରଙ୍କContinue reading “ଭାରତରେ ତାର ଦୂତାବାସ ସ୍ଥାୟୀ ଭାବେ ବନ୍ଦ କଲା ଅଫଗାନିସ୍ଥାନ”
ନିର୍ବାଚନ ପୂର୍ବରୁ ମିଳିଲା ଟଙ୍କାର ପାହାଡ । ଗଦା ଗଦା ଟଙ୍କା ଦେଖି ଆଶ୍ଚର୍ଯ୍ୟ ପୁଲିସ । ଏଯାଏଁ ୧୭୬୦ କୋଟି ଜବତ ।
କନକ ବ୍ୟୁରୋ: ୫ ଟି ରାଜ୍ୟରେ ନିର୍ବାଚନ ଘୋଷଣା ହେବା ପରେ ଜବତ ହେଉଛି ଗଦ ଗଦା ଟଙ୍କା । ତେଲେଙ୍ଗାନା ବିଧାନସଭା ନିର୍ବାଚନ ନଭେମ୍ବର୩୦ ତାରିଖରେ ହେବ ବୋଲି ଘୋଷଣା ହେବ ବୋଲି ଘୋଷଣା ହୋଇଛି । ଏହା ମଧ୍ୟରେ ତେଲେଙ୍ଗାନା ପୁଲିସ ରଙ୍ଗାରେଡ୍ଡିର ଗଚ୍ଚିବାଉଲି ଅଞ୍ଚଳରୁ ଏକ କାରରୁ ୫ କୋଟି ଟଙ୍କା ଜବତ କରିଛି । ଏ ଟଙ୍କା ବାବଦରେ କାର ।ଳକକୁ ପଚାରିବାରୁ ଏହାର ହିସାବ ଦେଇପାରିନଥିଲେ ଚାଳକ । ଫଳରେContinue reading “ନିର୍ବାଚନ ପୂର୍ବରୁ ମିଳିଲା ଟଙ୍କାର ପାହାଡ । ଗଦା ଗଦା ଟଙ୍କା ଦେଖି ଆଶ୍ଚର୍ଯ୍ୟ ପୁଲିସ । ଏଯାଏଁ ୧୭୬୦ କୋଟି ଜବତ ।”
୩୫ ହଜାର ଟଙ୍କା ପାଇଁ ସାଙ୍ଗ ସାଜିଲା ହତ୍ୟାକାରୀ । ପ୍ରମାଣ ଲୁଚାଇବାକୁ ଜିଲ୍ଲା ବାହାରେ ପୋତି ଦେଇଥିଲା ମୃତଦେହ । ଟାଟୁ ଦେଖି ଜଣାପଡିଲା ପରିଚୟ ।
କନକ ବ୍ୟୁରୋ: ଟଙ୍କା ପାଇଁ ବନ୍ଧୁ ସାଜିଲା ହତ୍ୟାକାରୀ । ବାଲେଶ୍ୱରର ହୋଟେଲ ବ୍ୟବସାୟୀ ଚିତରଞ୍ଜନ ବେହେରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବାଲେଶ୍ୱରର ପ୍ରଫୁଲ ବେହେରା ଏବଂ ମୟୂରଭଞ୍ଜ କପ୍ତିପଦାର ଜଣେ ଯୁବକ ଏବଂ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି । ୩୫ ହଜାର ଟଙ୍କା ପାଇଁ ବାଲେଶ୍ୱରର ହୋଟେଲ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରା ହତ୍ୟାର ଶିକାର ହୋଇଥିବା ସୂଚନା ରହିଛି । ସୂଚନା ମୁତାବକ, ରବିବାର ସେContinue reading “୩୫ ହଜାର ଟଙ୍କା ପାଇଁ ସାଙ୍ଗ ସାଜିଲା ହତ୍ୟାକାରୀ । ପ୍ରମାଣ ଲୁଚାଇବାକୁ ଜିଲ୍ଲା ବାହାରେ ପୋତି ଦେଇଥିଲା ମୃତଦେହ । ଟାଟୁ ଦେଖି ଜଣାପଡିଲା ପରିଚୟ ।”
ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ପ୍ରତ୍ୟାହୃତ ସୂଚନା ! ୨ ଦିନ ହେବ ଏହି କ୍ୟାବିନେଟ ନିଷ୍ପତ୍ତିକୁ ପ୍ରତ୍ୟାହୃତ କରିବାକୁ ବିଧାନସଭାରେ ଦାବି କରୁଥିଲେ ବିରୋଧୀ ।
କନକ ବ୍ୟୁରୋ : ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ପ୍ରତ୍ୟାହୃତ ସୂଚନା । କ୍ୟାବିନେଟରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ ପ୍ରତ୍ୟାହୃତ କରାଯାଇଥିବା ସୂଚନା ମିଳିଛି । ତେବେ ଏନେଇ ସରକାରଙ୍କ ପକ୍ଷରୁ ଗୃହରେ ବିଧିବଦ୍ଧ ଭାବେ ସୂଚନା ଦିଆଯିବ । ଗତ ୨ ଦିନ ହେବ ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହରେ ତୁମ୍ବି ତୋଫାନ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ଉଭୟ ବିଜେପି ଓContinue reading “ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ପ୍ରତ୍ୟାହୃତ ସୂଚନା ! ୨ ଦିନ ହେବ ଏହି କ୍ୟାବିନେଟ ନିଷ୍ପତ୍ତିକୁ ପ୍ରତ୍ୟାହୃତ କରିବାକୁ ବିଧାନସଭାରେ ଦାବି କରୁଥିଲେ ବିରୋଧୀ ।”
ଦୁଇ ଦିନ ପରେ ସ୍ୱାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ । କୋଶଳୀ ଭାଷାରେ ଚାଲିଲା ପ୍ରଶ୍ନ ଉତ୍ତର ।
କନକ ବ୍ୟୁରୋ: ଦୁଇ ଦିନ ହଟ୍ଟଗୋଳ ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ପ୍ରଶ୍ନକାଳ । ପ୍ରଥମେ ଶକ୍ତି ବିଭାଗ ଉପରେ ଆଲୋଚନା ହେବା ପରେ ଆରମ୍ଭ ହୋଇଥିଲା ଆଦିବାସୀ ଜମି କିଣାବିକା ପ୍ରସଙ୍ଗ । କୋଶଳୀ ଭାଷାରେ ହୋଇଥିଲ । ବିଧାନସଭାରେ ପ୍ରଶ୍ନୋତ୍ତର । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିଲେ । ଆଉ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କୋଶଳୀ ଭାଷାରେ ଉତର ମଧ୍ୟ ଦେଲେ । ସ୍ୱତନ୍ତ୍ର କୋଶଳContinue reading “ଦୁଇ ଦିନ ପରେ ସ୍ୱାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ । କୋଶଳୀ ଭାଷାରେ ଚାଲିଲା ପ୍ରଶ୍ନ ଉତ୍ତର ।”
୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ, ୯,୧୪, ୮୯୫ ଜଣଙ୍କୁ ମିଳିବ ନିଯୁକ୍ତି । ବିଧାନସଭାରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।
କନକ ବ୍ୟୁରୋ : ରାଜ୍ୟରେ ୮୪୮ ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମତି ଦିଆଯାଇଛି । ଏହାଦ୍ୱାରା ୯ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ। ୨୧ ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇସାରିଛି। ଗ୍ରାଉଣ୍ଡିଂ ଅଫ୍ ପ୍ରୋଜେକ୍ଟରେ ଓଡ଼ିଶା ଦେଶରେ ଏକ ନମ୍ବର। ଏମଏସଏମଇ ଓ ଶିଳ୍ପ ବିଭାଗ ମଧ୍ୟରେ ସମନ୍ଵୟ ରଖି ଆତ୍ମ ନିଯୁକ୍ତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଏନେଇ ଗୃହରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବContinue reading “୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ, ୯,୧୪, ୮୯୫ ଜଣଙ୍କୁ ମିଳିବ ନିଯୁକ୍ତି । ବିଧାନସଭାରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।”