ଏଣିକି ବିନା ବାୟୋଲୋଜିରେ ପଢ଼ିପାରିବେ ଡାକ୍ତରୀ ପାଠ । ନ୍ୟାସନାଲ ମେଡିକାଲ କମିଶନ ଆଣିଲା ନୂଆ ଗାଇଡଲାଇନ୍

କନକ ବ୍ୟୁରୋ : ଏଣିକି ଯୁକ୍ତ ୨ରେ ବାୟୋଲଜି ପ୍ରମୁଖ ବିଷୟ ରଖିନଥିଲେ ବି ପଢିପାରିବେ ଡାକ୍ତରୀ । ଏଥିପାଇଁ ନ୍ୟାସନାଲ ମେଡିକାଲ କମିଶନ ଲାଗୁ କରିବାକୁ ଯାଉଛି ନୂଆ ଗାଇଡ ଲାଇନ୍ । ଯୁକ୍ତ ଦୁଇରେ ପ୍ରମୁଖ ବିଷୟ ବାୟୋଲଜି ନରଖିଲେ ମଧ୍ୟ ଅତିରିକ୍ତ ବିଷୟ ଭାବେ ବାୟୋଲଜି ବା ବାୟୋ-ଟେକନଲୋଜି ରଖି ଡାକ୍ତରୀ ପରୀକ୍ଷା ଦେଇହେବ । ପୂର୍ବରୁ ଡାକ୍ତରୀ ପରୀକ୍ଷା ଦେବାକୁ ହେଲେ ବାୟୋଲଜିକୁ ବାଧ୍ୟତାମୂଳକ ପାଠ୍ୟକ୍ରମରେ ରଖିବାକୁ ପଡୁଥିଲା ।ଏବେ କିନ୍ତୁContinue reading “ଏଣିକି ବିନା ବାୟୋଲୋଜିରେ ପଢ଼ିପାରିବେ ଡାକ୍ତରୀ ପାଠ । ନ୍ୟାସନାଲ ମେଡିକାଲ କମିଶନ ଆଣିଲା ନୂଆ ଗାଇଡଲାଇନ୍”

ଆଶ୍ଚର୍ଯ୍ୟ କଲା ହମାସ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗ । ଗାଧୁଆ, ବିଶ୍ରାମ, ରୋଷେଇଘର ସହ ଏୟାରକଣ୍ଡିସନରେ ରହୁଥିଲେ ଆତଙ୍କୀ

କନକ ବ୍ୟୁରୋ : ଗାଜାର ସବୁଠୁ ବଡ଼ ହସ୍ପିଟାଲ ହେଉଛି ଅଲସିଫା ହସ୍ପିଟାଲ । ଏହାରି ତଳେ ରହିଛି ହମାସର ବିରାଟ ସୁଡ଼ଙ୍ଗ । ଯେବେଠୁ ଇସ୍ରାଏଲ ସେନା ଗ୍ରାଉଣ୍ଡ ଜିରୋ ଅପରେସନ ଆରମ୍ଭ କରିଛି ସେବେଠୁ ଗୋଟିଏ ପରେ ଗୋଟିଏ ସୁଡଙ୍ଗ ଠାବ କରୁଛି । ଏବେ ଇସ୍ରାଏଲ ସେନା କିଛି ଭିଡିଓ ଜାରି କରିଛି । ଯେଉଁଥିରେ ସୁଡଙ୍ଗର ଭିତରର ଚିତ୍ର ସାମ୍ନାକୁ ଆସିଛି । ଏହି ସୁଡ଼ଙ୍ଗର ଲମ୍ବା ଥିଲା ୧୫୦ ମିଟରContinue reading “ଆଶ୍ଚର୍ଯ୍ୟ କଲା ହମାସ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗ । ଗାଧୁଆ, ବିଶ୍ରାମ, ରୋଷେଇଘର ସହ ଏୟାରକଣ୍ଡିସନରେ ରହୁଥିଲେ ଆତଙ୍କୀ”

ଡିପଫେକ୍ ମୁକାବିଲା ପାଇଁ ଖୁବ ଶିଘ୍ର ସ୍ୱତନ୍ତ୍ର ଆଇନ ଆଣିବେ କେନ୍ଦ୍ର ସରକାର । ୪ସୁତ୍ରୀ ଯୋଜନାରେ କରାଯିବ ନକଲି ଭିଡିଓ ସମସ୍ୟା ସମାଧାନ

କନକ ବ୍ୟୁରୋ : ଡିପଫେକ୍ ଭିଡିଓକୁ ନେଇ ସାରା ଦେଶରେ ଚାଲିଛି ବିର୍ତ୍ତକ । ଏହି ସମୟରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ସୋଶିଆଲ ମିଡିଆ କଂପାନୀ ସହ ବୈଠକ କରିଛନ୍ତି । ଯେଉଁଥିରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ ଭଳି କଂପାନୀର ଅଧିକାରୀ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବୈଠକରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ବୈଠକ ପରେ ସରକାର କହିଛନ୍ତି । ଡିପ୍ଫେକ୍ ଭିଡିଓ: ଆସିବContinue reading “ଡିପଫେକ୍ ମୁକାବିଲା ପାଇଁ ଖୁବ ଶିଘ୍ର ସ୍ୱତନ୍ତ୍ର ଆଇନ ଆଣିବେ କେନ୍ଦ୍ର ସରକାର । ୪ସୁତ୍ରୀ ଯୋଜନାରେ କରାଯିବ ନକଲି ଭିଡିଓ ସମସ୍ୟା ସମାଧାନ”

ପ୍ରଧାନମନ୍ତ୍ରୀଙ୍କୁ ପନୌତି କହି ଫସିଲେ ରାହୁଲ ଗାନ୍ଧୀ । କାରଣ ଦର୍ଶାଅ ନୋଟିସ ଜାରି କରି ୨୫ ତରିଖ ସୁଦ୍ଧା ଜବାବ ରଖିବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପନୌତି ଏବଂ ପକେଟମାର କହି କଟାକ୍ଷ କରିବା ରାହୁଲ ଗାନ୍ଧୀଙ୍କୁ ମହଂଗା ପଡିଛି । ବିଜେପିର ଅଭିଯୋଗ ପରେ ନିର୍ବାଚନ କମିଶନ ଏବେ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ କରିଛନ୍ତି । ୨୫ ତାରିଖରେ ନୋଟିସର ଜବାବ ରଖିବାକୁ କୁହାଯାଇଛି । ନିକଟରେ ରାଜସ୍ଥାନର ଏକ ରାଲିରେ ରାହୁଲ ଗାନ୍ଧୀ ନିର୍ବାଚନୀ ସଭା କରୁଥିଲେ । ଏହି ସମୟରେ ସେ କ୍ରିକେଟ ବିଶ୍ୱକପରେ ଭାରତ ହାରିବା ପଛର କାରଣ କହିଥିଲେContinue reading “ପ୍ରଧାନମନ୍ତ୍ରୀଙ୍କୁ ପନୌତି କହି ଫସିଲେ ରାହୁଲ ଗାନ୍ଧୀ । କାରଣ ଦର୍ଶାଅ ନୋଟିସ ଜାରି କରି ୨୫ ତରିଖ ସୁଦ୍ଧା ଜବାବ ରଖିବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ”

ସମୟ ଗଡୁଛି , ଉତ୍କଣ୍ଠା ବଢୁଛି । ସବୁ କିଛି ଠିକ ରହିଲେ, ଶୁକ୍ରବାର ସକାଳ ସୁଦ୍ଧା ସୁଡଙ୍ଗରୁ ଉଦ୍ଧାର ହୋଇପାରନ୍ତି ଶ୍ରମିକ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗ ସାମ୍ନାରେ ପ୍ରସ୍ତୁତ ହୋଇ ରହିଛି ଆମ୍ବୁଲାନ୍ସ । ଆବଶ୍ୟକ ପଡିଲେ ଅସୁସ୍ଥ ଶ୍ରମିକଙ୍କୁ ଏୟାରଲିଫ୍ଟ ପାଇଁ ବି ପ୍ରସ୍ତୁତ ରହିଛି ହେଲିକପ୍ଟର । ଏପଟେ ହସ୍ପିଟାଲରେ ବି ସଜଡା ଯାଇଛି ୪୧ଟି ବେଡ୍ । ଏସବୁ ପ୍ରସ୍ତୁତି, ଖୁବଶୀଘ୍ର ଶ୍ରମିକଙ୍କ ଉଦ୍ଧାର ନେଇ ସଂକେତ ଦେଉଛି । ହେଲେ ସୁଡଙ୍ଗର ଭଗ୍ନାବଶେଷ ଦେଇ ଯେଉଁ ଉଦ୍ଧାର ପାଇଁ ପଟି ଖଞ୍ଜା ଯାଉଛି, ତା’ ରାସ୍ତାରେ ବାରମ୍ବାର ବାଧାContinue reading “ସମୟ ଗଡୁଛି , ଉତ୍କଣ୍ଠା ବଢୁଛି । ସବୁ କିଛି ଠିକ ରହିଲେ, ଶୁକ୍ରବାର ସକାଳ ସୁଦ୍ଧା ସୁଡଙ୍ଗରୁ ଉଦ୍ଧାର ହୋଇପାରନ୍ତି ଶ୍ରମିକ”

ଡିପଫେକ୍ ଭିଡ଼ିଓ କରୁଥିଲେ ସାବଧାନ ! ଦୋଷ ପ୍ରମାଣ ହେଲେ ଦଣ୍ଡିତ ହେବେ ଫ୍ଲାଟଫର୍ମ ଓ ପ୍ରସ୍ତୁତକର୍ତା

କନକ ବ୍ୟୁରୋ : ଡିପଫେକ୍ ଭିଡିଓ କଲେ ଓ ଏହାର ପ୍ରଚାର ପ୍ରସାର କରାଇଲେ ଭୋଗିବାକୁ ପଡିବ କଠୋର ଦ ଣ୍ଡ । ଏନେଇ ଚେତାଇ ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ସ୍ୱତନ୍ତ୍ର ଆଇନ ଆଣି ଦ ଣ୍ଡ ବିଧାନ କରିବାକୁ ଯାଉଛନ୍ତି ସରକାର । ଡିପଫେକ୍ ଭିଡିଓ କରୁଥିବା ବ୍ୟକ୍ତିଙ୍କୁ ହେବ କଠୋର ଦଣ୍ଡବିଧାନ । ପ୍ରଚାର ପ୍ରସାର କରୁଥିବା ପ୍ଲାଟଫର୍ମ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁContinue reading “ଡିପଫେକ୍ ଭିଡ଼ିଓ କରୁଥିଲେ ସାବଧାନ ! ଦୋଷ ପ୍ରମାଣ ହେଲେ ଦଣ୍ଡିତ ହେବେ ଫ୍ଲାଟଫର୍ମ ଓ ପ୍ରସ୍ତୁତକର୍ତା”

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭିଡ: ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

କନକ ବ୍ୟୁରୋ: ଆରମ୍ଭ ହେଲା ପଂଚୁକ । ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି । ନୀତିକାନ୍ତି ଶୃଙ୍ଖଳିତ ରହିଥିବା ବେଳେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷକରି ଭକ୍ତ କିପରି ସୁରକ୍ଷିତ ଓ ସୁବିଧାରେ କାଳିଆ ସାଆନ୍ତଙ୍କ ଦର୍ଶନ କରିପାରିବେ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ପଂଚୁକ ପାଇଁ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଭିଡ଼ ଜମିଛି । କାହିଁ କେତେଦୂରରୁ ଧାଇଁ ଆସିଛନ୍ତି ଭକ୍ତContinue reading “ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭିଡ: ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା”

ବିଷାକ୍ତ ହେଉଛି ଓଡ଼ିଶାର ଜୀବନ ଧାରା । ପ୍ରଦୂଷିତ ହେଉଛି ମହାନଦୀ ପାଣି, ଜଳ ନମୁନାରୁ ମିଳୁଛି ରୋଗ ସୃଷ୍ଟିକାରୀ ଜୀବାଣୁ । 

କନକ ବ୍ୟୁରୋ :  ମହାନଦୀ ପାଣିରେ ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁ । ପ୍ରଦୂଷଣ ବଢୁଥିବା ବେଳେ ଏହା ଏବେ ଚିନ୍ତାର କାରଣ ହୋଇଛି । ପ୍ରଦୂଷଣର କାରଣ ପାଲଟିଛି କଳକାରଖାନାରୁ ନିଷ୍କାସିତ ହେଉଥିବା ପାଣି । ସହରର ବର୍ଜ୍ୟବସ୍ତୁ ବି ମହାନଦୀରେ ମିଶୁଛି । ସମ୍ବଲପୁର ଓ କଟକରେ ମହାନଦୀ ସବୁଠୁ ଅଧିକ ପ୍ରଦୂଷଣ ଥିବା କହିଛନ୍ତି ପ୍ରଦୂଷଣ ବୋର୍ଡ ଆଂଚଳିକ ଅଧିକାରୀ । ମହାନଦୀକୁ ଓଡ଼ିଶାର ଲାଇଫ୍ ଲାଇନ୍ ବା ଜୀବନ ରେଖା କୁହଯାଏContinue reading “ବିଷାକ୍ତ ହେଉଛି ଓଡ଼ିଶାର ଜୀବନ ଧାରା । ପ୍ରଦୂଷିତ ହେଉଛି ମହାନଦୀ ପାଣି, ଜଳ ନମୁନାରୁ ମିଳୁଛି ରୋଗ ସୃଷ୍ଟିକାରୀ ଜୀବାଣୁ । “

ବାଲିଯାତ୍ରାକୁ ମିଳିଲାନି ଜାତୀୟ ଉତ୍ସବ ମାନ୍ୟତା: କେନ୍ଦ୍ର ସଂସ୍କତି ବିଭାଗର ଚିଠି ପରେ ତେଜିଲା ବୟାନବାଜି

କନକ ବ୍ୟୁରୋ: କାର୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଯିବ କଟକର ଐତିହାସିକ ବାଲିଯାତ୍ରା ମହୋତ୍ସବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଲାଣି । ରାଜ୍ୟ ଭିତର ଓ ରାଜ୍ୟ ବାହାର ବ୍ୟବସାୟୀ ମାନେ ଷ୍ଟଲ ପକାଇବା ପାଇଁ ଟେଂଟ ବାନ୍ଧିଲେଣି । ଅଧିକ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ କେତେକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଉଛି । କିନ୍ତୁ ଏହି ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ମନା କରିଦେବାContinue reading “ବାଲିଯାତ୍ରାକୁ ମିଳିଲାନି ଜାତୀୟ ଉତ୍ସବ ମାନ୍ୟତା: କେନ୍ଦ୍ର ସଂସ୍କତି ବିଭାଗର ଚିଠି ପରେ ତେଜିଲା ବୟାନବାଜି”

ପିଲା କରିବେ ରିଲ୍ସ, ପୋଷ୍ଟ କରିବେ ବିଧାୟକ: ରାଜ୍ୟ ସରକାରଙ୍କ ଫୋକସରେ ଯୁବ ଭୋଟର୍ !

କନକ ବ୍ୟୁରୋ: ସୋସିଆଲ ମିଡିଆ ସୂଚନା ଆଦାନପ୍ରଦାନର ନୂଆ ଓ ସହଜ ମାଧ୍ୟମ ପାଲଟିଥିବା ବେଳେ ରାଜନୈତିକ ଦଳମାନେ ଏହାକୁ ଭଲ କରି ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । ଏନେଇ ଶାସକ ଦଳ ବିଜେଡି ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । ପିଲା କରିବେ ରିଲ୍ସ, ଆଉ ପୋଷ୍ଟ କରିବେ ବିଧାୟକ । କ୍ରୀଡ଼ା ବିଭାଗ ପକ୍ଷରୁ ସାରା ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି କ୍ରୀଡ଼ା ମହାକୁମ୍ଭ । ଏନେଇ ଛାତ୍ରଛାତ୍ରୀମାନେ ଯେଉଁ ଭିଡିଓ ଓContinue reading “ପିଲା କରିବେ ରିଲ୍ସ, ପୋଷ୍ଟ କରିବେ ବିଧାୟକ: ରାଜ୍ୟ ସରକାରଙ୍କ ଫୋକସରେ ଯୁବ ଭୋଟର୍ !”

Design a site like this with WordPress.com
Get started