ବିରୋଧୀଙ୍କ ଏକା ଜିଦ୍, ‘ସ୍ଥଗିତ ନୁହେଁ ପ୍ରତ୍ୟାହାର’: ଆଦିବାସୀ ଜମି ପ୍ରସଙ୍ଗରେ ଜେତିଲା ରାଜନୀତି

କନକ ବ୍ୟୁରୋ: ଆଜିର ସବୁଠୁ ବଡ଼ ଖବରରୁ । ବିରୋଧୀଙ୍କ ଏକା ଜିଦ୍, ‘ସ୍ଥଗିତ ନୁହେଁ ପ୍ରତ୍ୟାହାର । ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗରେ ଗୃହରେ ଜାରି ରହିଛି ହଟ୍ଟଗୋଳ । ଜମିଜମା ବିକ୍ରି ସଂକ୍ରାନ୍ତୀୟ ବିଲ୍କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ବିଧାୟକ । ସମାନ ଢଙ୍ଗରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ନିଷ୍ପତି ପ୍ରତ୍ୟାହାର କରିବାକୁ ଦାବି କରିଛି । ସେପଟେ ବିରୋଧୀଙ୍କ ଆକ୍ରମଣର ଜବାବ ରଖିଛି ବିଜଡି । ଯେଉଁContinue reading “ବିରୋଧୀଙ୍କ ଏକା ଜିଦ୍, ‘ସ୍ଥଗିତ ନୁହେଁ ପ୍ରତ୍ୟାହାର’: ଆଦିବାସୀ ଜମି ପ୍ରସଙ୍ଗରେ ଜେତିଲା ରାଜନୀତି”

ସୁଡ଼ଙ୍ଗରୁ ଶ୍ରମିକ ବାହାରିବାକୁ ଅପେକ୍ଷା: ସତର୍କତାର ସହ ଚାଲିଛି ଡ୍ରିଲିଂ କାମ

କନକ ବ୍ୟୁରୋ: ବାର ଦିନ ପରେ ଅନ୍ଧାର ଭିତରୁ ବାହାରି ଦୁନିଆ ଦେଖିବେ ୪୧ ଶ୍ରମିକ । ଉଦ୍ଧାର ପାଇଁ ଲାଗିବ ଆଉ କିଛି ଘଂଟା । ଶ୍ରମିକଙ୍କ ଜୀବନ ବଂଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ଘଟଣା ସ୍ଥଳରେ ୪୦ଟି ଆମ୍ବୁଲାନ୍ସ ମୁତୟନ ରହିଛି । ଏହାସହ ଗ୍ୟାସ୍ ମାସ୍କ, ଷ୍ଟ୍ରେଚର ଏବଂ ୧୫ ଜଣିଆ ଡାକ୍ତରୀ ଦଳ ଘଟଣା ସ୍ଥଳରେ ସଜାଗ ରହିଛନ୍ତି । ଉତରାଖଣ୍ଡ ଉତରକାଶୀର ସିଲକ୍ୟାରା ସୁଡଙ୍ଗContinue reading “ସୁଡ଼ଙ୍ଗରୁ ଶ୍ରମିକ ବାହାରିବାକୁ ଅପେକ୍ଷା: ସତର୍କତାର ସହ ଚାଲିଛି ଡ୍ରିଲିଂ କାମ”

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ପରମ୍ପରା । ନଇ-ପୋଖରୀରେ ଡଙ୍ଗା ଭସାଇବେ ଲୋକ, ବିଭିନ୍ନ ପ୍ରକାର ଡଙ୍ଗା ବିକି ପେଟ ପୋଷିବେ ସାଲେପୁର ସପନପୁର ଗାଁର କାରିଗର

କନକ ବ୍ୟୁରୋ : ତିଆରି ଚାଲିଛି ଭଳିକି ଭଳି ଡଙ୍ଗା । ବୋଇତ ଡଙ୍ଗା, ମନ୍ଦିର ଡଙ୍ଗା ଭଳି ପ୍ରାୟ ୧୦ରୁ ଅଧିକ ପ୍ରକାରର ଛୋଟ ଠାରୁ ବଡ ଡଙ୍ଗା ତିଆରି ଚାଲିଛି । ପରିବାରର ସମସ୍ତ ସଦସ୍ୟ, ଡଙ୍ଗା ତିଆରିରେ ଲାଗିଛନ୍ତି । କିଏ ସୋଲରେ ରଂଗ ଦେଉଥିବାବେଳେ, ଆଉ କେହି ରଂଗବେରଂଗର କାଗଜରେ ଅଠା ଲଗାଇ ଡଙ୍ଗା ତିଆରି କରୁଛନ୍ତି । କଟକ ଜିଲ୍ଲା ସାଲେପୁର ସପନପୁର ଗାଁର ଚିତ୍ର । ଏହି ଗାଁରContinue reading “କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ପରମ୍ପରା । ନଇ-ପୋଖରୀରେ ଡଙ୍ଗା ଭସାଇବେ ଲୋକ, ବିଭିନ୍ନ ପ୍ରକାର ଡଙ୍ଗା ବିକି ପେଟ ପୋଷିବେ ସାଲେପୁର ସପନପୁର ଗାଁର କାରିଗର”

କୁନି ପିଲାର ପଶୁପ୍ରେମ । ବୁଲା ଗାଈ-ଗୋରୁଙ୍କ ମସିହା, ଚର୍ଚ୍ଚାରେ ମାଲକାନଗିରିର ‘ଲକ୍ଷ୍ମଣ ଛତ୍ରୀ’

କନକ ବ୍ୟୁରୋ : ମାଲକାନଗିରି ସହରର ୧୪ ବର୍ଷୀୟ ବାଳକ ଲକ୍ଷ୍ମଣ । ଫୋନ କଲ ପାଇବା ମାତ୍ରେ ଆନିମାଲ ଆମ୍ବୁଲାନ୍ସ ନେଇ ସହ-ଦଳବଳେ ଛୁଟି ଆସନ୍ତି । ଅସୁବିଧାରେ କିମ୍ବା କୌଣସି ଦୁର୍ଘଟଣାର ଶିକାର ହୋଇଥିବା ଗୋ-ମାତାଙ୍କ ଚିକିତ୍ସା କରନ୍ତି । ମାଲକାନଗିରି ବସଷ୍ଟାଣ୍ଡ ନିକଟରେ ବଳଦଟିଏ ଦୁର୍ଘଟଣାର ଶିକାର ହୋଇଥିବା ପାଇ ସେଠାରେ ପହଁଚି ଯାଇଛି ଲକ୍ଷ୍ମଣ ଓ ତାଙ୍କ ଟିମ୍ । ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଦେବା ଚିକିତ୍ସା ପରେ ଆହତContinue reading “କୁନି ପିଲାର ପଶୁପ୍ରେମ । ବୁଲା ଗାଈ-ଗୋରୁଙ୍କ ମସିହା, ଚର୍ଚ୍ଚାରେ ମାଲକାନଗିରିର ‘ଲକ୍ଷ୍ମଣ ଛତ୍ରୀ’”

ମାତ୍ର ୩୫୦ ଟଙ୍କା ପାଇଁ ୧୦୦ ଥର ଛୁରୀ ମାରିଲା ଲୁଟେରା

ଉତ୍ତର ପୂର୍ବ ଦିଲ୍ଲୀରେ ଡକାୟତି ସମୟରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣକୁ ଗିରଫ କରିଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ​​ଯେ ଅଭିଯୁକ୍ତ ମୃତକ  ଯୁବକର ମୁହଁକୁ ଚାପି ଧରିଥିଲା । ଯେଉଁଥିପାଇଁ ସେ ଚେତାଶୂନ୍ୟ ହୋଇଯାଇଥିଲେ । ଅଭିଯୁକ୍ତ ମାତ୍ର ୩୫୦  ଟଙ୍କା ଛଡ଼ାଇବା ପୂର୍ବରୁ ୧୦୦ ଥର ଛୁରୀ ମାରିଥିବାର ଜଣାପଡିଛି । ମଙ୍ଗଳବାର ରାତିରେ ଦିଲ୍ଲୀର ୱେଲକମ ଅଞ୍ଚଳର ଜନତା ଶ୍ରମିକ ବସ୍ତି କଲୋନୀରେ ଘଟିଥିବାContinue reading “ମାତ୍ର ୩୫୦ ଟଙ୍କା ପାଇଁ ୧୦୦ ଥର ଛୁରୀ ମାରିଲା ଲୁଟେରା”

୨୦୨୪ ସାଧାରଣ ନିର୍ବାଚନରେ ରାଜଗାଙ୍ଗପୁର ଗାଦି ହାତେଇବ କିଏ । ରାଜନ ଏକ୍କା ବନାମ ମଂଗଳା କିଶାନ ନା ଆଉ କିଏ?

କନକ ବ୍ୟୁରୋ : ଶିଳ୍ପ ସମୃଦ୍ଧ ରାଜଗାଙ୍ଗପୁର ସିମେଂଟ ନଗରୀ ଭାବେ ପରିଚିତ । ରାଜଗାଂଗପୁର ବ୍ଲକର ୨୦ଟି ପଂଚାୟତ,କୁତ୍ରା ବ୍ଲକର ୧୬ଟି ପଂଚାୟତ ଏବଂ ଲାଠିକଟା ବ୍ଲକର ୧୧ଟି ପଂଚାୟତ ସହିତ ରାଜଗାଙ୍ଗପୁରର ପୌରାଂଚଳକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ । ୨୦୧୯ ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ । କିନ୍ତୁ ୨୦୨୪ରେ ଭୋଟର କେଉଁ ଦଳକୁ ଭରସା କରିବେ, ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । କୁହାଯାଉଛି, ଏହିContinue reading “୨୦୨୪ ସାଧାରଣ ନିର୍ବାଚନରେ ରାଜଗାଙ୍ଗପୁର ଗାଦି ହାତେଇବ କିଏ । ରାଜନ ଏକ୍କା ବନାମ ମଂଗଳା କିଶାନ ନା ଆଉ କିଏ?”

ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଥର ବିଲ୍ । ଚିତ୍ରକୋଣ୍ଡା ବିଧାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୁତୁରା

କନକ ବ୍ୟୁରୋ : ଉନ୍ନତିକରଣ କାମ ଆଳରେ ଲୋକଙ୍କ ଅର୍ଥ ହରିଲୁଟ୍ ଅଭିଯୋଗ । ବିଧାୟକଙ୍କ ପାଣ୍ଠିରୁ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ କରିଛନ୍ତି ବିଧାୟକଙ୍କ ପୁତୁରା । ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୁତୁରା ବିଷ୍ଣୁପ୍ରସାଦ ବାକା । ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡା ପଂଚାୟତ ଅଧିନ ଆରଡି ରୋଡ଼ ଠାରୁ କନ୍ଧଗୁଡ଼ା ଗାଁକୁ ସଂଯୋଗ କରୁଥିବା ରାସ୍ତା କାମକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦାଦା-ପୁତୁରା । ରାସ୍ତା ଉନ୍ନତିକରଣContinue reading “ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଥର ବିଲ୍ । ଚିତ୍ରକୋଣ୍ଡା ବିଧାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୁତୁରା”

ବିନା ଜୀବବିଜ୍ଞାନରେ ଡାକ୍ତର! ନ୍ୟାସନାଲ ମେଡିକାଲ କମିଶନ ଆଣିଲା ନୂଆ ଗାଇଡଲାଇନ୍, ମାର୍ଗଦର୍ଶିକାକୁ ନେଇ ଆରମ୍ଭ ହେଲା ବିତର୍କ ।

କନକ ବ୍ୟୁରୋ : ଏଣିକି ଯୁକ୍ତ ୨ରେ ବାୟୋଲଜି ରଖିନଥିଲେ ବି ପଢିପାରିବେ ଡାକ୍ତରୀ । ଏଥିପାଇଁ ନ୍ୟାସନାଲ ମେଡିକାଲ କମିଶନ ଲାଗୁ କରିବାକୁ ଯାଉଛି ନୂଆ ଗାଇଡ ଲାଇନ୍ । ଯୁକ୍ତ ୨ରେ ପ୍ରମୁଖ ବିଷୟ ବାୟୋଲଜି ନରଖିଲେ ମଧ୍ୟ ଅତିରିକ୍ତ ବିଷୟ ଭାବେ ବାୟୋଲଜି ବା ବାୟୋଟେକ୍ନୋଲୋଜି ରଖି ଡାକ୍ତରୀ ପରୀକ୍ଷା ଦେଇହେବ । ପୂର୍ବରୁ ଡାକ୍ତରୀ ପରୀକ୍ଷା ଦେବାକୁ ହେଲେ ବାୟୋଲଜିକୁ ବାଧ୍ୟତାମୂଳକ ପାଠ୍ୟକ୍ରମରେ ରଖିବାକୁ ପଡୁଥିଲା ।ଏବେ କିନ୍ତୁ ଏହି କଟକଣାକୁContinue reading “ବିନା ଜୀବବିଜ୍ଞାନରେ ଡାକ୍ତର! ନ୍ୟାସନାଲ ମେଡିକାଲ କମିଶନ ଆଣିଲା ନୂଆ ଗାଇଡଲାଇନ୍, ମାର୍ଗଦର୍ଶିକାକୁ ନେଇ ଆରମ୍ଭ ହେଲା ବିତର୍କ ।”

ଆଗ ପଛ ହୋଇ ଚାଲିଗଲେ ଦୁଇ ପୁଅ । ବିଧବା ବୋହୂ, ନାତି ନାତୁଣୀ ଓ ସ୍ତ୍ରୀଙ୍କୁ ନେଇ ଦିବ୍ୟାଙ୍ଗ ନାରାୟଣ ଜେନାଙ୍କ ସଂସାର, ମୁଣ୍ଡ ଗୁଂଜିବାକୁ ନାହିଁ ଘର

କନକ ବ୍ୟୁରୋ : ଘରର ମେରୁଦଣ୍ଡ ହୁଇଲ୍ ଚେୟାରରେ । ଦୁଇ ଭେଣ୍ଡିଆ ପୁଅ ଅକାଳରେ ଆରପାରିକୁ ଚାଲି ଯିବା ପରେ ଦୁଇ ବିଧବା ବୋହୂ, ସ୍ତ୍ରୀ ଓ ୪ ନାତି ନାତୁଣୀଙ୍କ ଦାୟିତ୍ୱ ଏଇ ଦିବ୍ୟାଙ୍ଗ ବୁଢା ବାପାଙ୍କ ଉପରେ । ପେଟକୁ ଦାନା ଗଣ୍ଡାଏ ଯୋଗାଇବା ପାଇଁ ସଂଘର୍ଷ କରୁଛନ୍ତି ହାଟଡିହି ବ୍ଲକ ପଂଚୁଗୋଚ୍ଛିଆ ପଂଚାୟତ ତରଭା ଗାଁର ଦିବ୍ୟାଙ୍ଗ ନାରାୟଣ ଜେନା । ପେଟକୁ ମୁଠାଏ ଖାଇବା ଯୋଗାଡ କରିପାରୁନଥିବା ବେଳେ ମୁଣ୍ଡContinue reading “ଆଗ ପଛ ହୋଇ ଚାଲିଗଲେ ଦୁଇ ପୁଅ । ବିଧବା ବୋହୂ, ନାତି ନାତୁଣୀ ଓ ସ୍ତ୍ରୀଙ୍କୁ ନେଇ ଦିବ୍ୟାଙ୍ଗ ନାରାୟଣ ଜେନାଙ୍କ ସଂସାର, ମୁଣ୍ଡ ଗୁଂଜିବାକୁ ନାହିଁ ଘର”

ସୁଡଙ୍ଗ ଭିତରେ ଫଶି ରହିଥିବା ଶ୍ରମିକଙ୍କ ସହ କଥା ହେଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ । କହିଲେ, ଖୁବଶୀଘ୍ର ସମସ୍ତଙ୍କୁ କରାଯିବ ଉଦ୍ଧାର ।

କନକ ବ୍ୟୁରୋ : ସୁଡ଼ଙ୍ଗରେ ଫଶିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଶ୍ରମିକଙ୍କୁ ଆଶ୍ୱାସନା ଦେଇଛନ୍ତି ପୁଷ୍କର ସିଂ ଧାମୀ । ଖୁବ୍ ଶୀଘ୍ର ସମସ୍ତଙ୍କୁ ଉଦ୍ଧାର କରାଯବ ବୋଲି ୱାକି ଟକି ଜରିଆରେ ଶ୍ରମିକଙ୍କୁ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକିନିକି ଖବର ନେଉଥିବା ମଧ୍ୟ ଜଣାଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ । ଏହାସହ ସମସ୍ତଙ୍କର ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ବୋଲିContinue reading “ସୁଡଙ୍ଗ ଭିତରେ ଫଶି ରହିଥିବା ଶ୍ରମିକଙ୍କ ସହ କଥା ହେଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ । କହିଲେ, ଖୁବଶୀଘ୍ର ସମସ୍ତଙ୍କୁ କରାଯିବ ଉଦ୍ଧାର ।”

Design a site like this with WordPress.com
Get started